Browsing Category
National-International
ଅପରେସନ୍ ସାଇଲେଣ୍ଟ ଭାଇପରକୁ ସଫଳତା: ଅପରାଧର ୨୨ ବର୍ଷ ପରେ ବହୁଚର୍ଚ୍ଚିତ ଗଣଦୁଷ୍କର୍ମ ମାମଲାର ମୁଖ୍ୟ ଅଭିଯୁକ୍ତ ବିବନ…
କଟକ: ୧୯୯୯ ମସିହାରେ ଘଟିଥିବା ଏକ ବହୁଚର୍ଚ୍ଚିତ ଗଣଦୁର୍ଷ୍କମ ମାମଲାର ମୁଖ୍ୟ ଅଭିଯୁକ୍ତ ବିବନ ବିଶ୍ବାଳକୁ ଗିରଫ କରିଛି କମିସନରେଟ ପୁଲିସ। ଘଟଣାରେ ସମ୍ପୃକ୍ତ ଥିବା ତିନି ଅଭିଯୁକ୍ତଙ୍କ ମଧ୍ୟରୁ ପୂର୍ବରୁ ଦୁଇ ଜଣଙ୍କୁ ପୁଲିସ ଗିରଫ କରିଥିବାବେଳେ ଘଟଣାର ମୁଖ୍ୟ ଅଭିଯୁକ୍ତ ତଥା!-->…
ବୈଦିକ ଶିକ୍ଷାକୁ ଗୁରୁତ୍ବ; ଗଠନ ହେବ ସ୍ବତନ୍ତ୍ର ଶିକ୍ଷା ବୋର୍ଡ
ନୂଆଦିଲ୍ଲୀ: କେନ୍ଦ୍ର ସରକାର ଦେଶରେ ବୈଦିକ ଶିକ୍ଷାକୁ ପ୍ରୋତ୍ସାହନ ଦେବା ନିମନ୍ତେ ‘ବୈଦିକ ଶିକ୍ଷା ବୋର୍ଡ’ ଗଠନ କରିବାକୁ ଯାଉଛନ୍ତି। ଏ ଦିଗରେ ବିଚାରବିମର୍ଶ ଚାଲିଛି। ସ୍କୁଲ ପାଠ୍ୟକ୍ରମରେ ମଧ୍ୟ ବୈଦିକ ଶିକ୍ଷାକୁ ସାମିଲ କରିବା ପାଇଁ ବିଚାର କରାଯାଉଛି। ବୈଦିକ ଶିକ୍ଷା ବୋର୍ଡ ସ୍ଥାପନ!-->…
ସଂକଟରେ ପୁଡୁଚେରୀ ସରକାର: ଫ୍ଲୋର ଟେଷ୍ଟର ଗୋଟିଏ ଦିନ ପୂର୍ବରୁ କଂଗ୍ରେସର ଆଉ ଜଣେ ବିଧାୟକଙ୍କ ଇସ୍ତଫା
ପୁଡୁଚେରୀ: ସଂକଟରେ ପୁଡୁଚେରୀ ସରକାର। ପୁଣି ଶାସକ କଂଗ୍ରେସ ଦଳରୁ ଜଣେ ବିଧାୟକ ଇସ୍ତଫା ଦେଇ ମୁଖ୍ୟମନ୍ତ୍ରୀ ନାରାୟଣସାମୀଙ୍କୁ ଚିନ୍ତାରେ ପକାଇଛନ୍ତି। ବିଧାନସଭାରେ ପୁଡୁଚେରୀ ସରକାରଙ୍କ ଫ୍ଲୋର ଟେଷ୍ଟର ଗୋଟିଏ ଦିନ ପୂର୍ବରୁ କଂଗ୍ରେସର ଆଉ ଜଣେ ବିଧାୟକ ଇସ୍ତଫା ଦେଇଥିବାର ସୂଚନା ମିଳିଛି।!-->…
ଡରାଇଲା କରୋନା: ପୁଣେରେ ଫେରିଲା ନାଇଟ୍ କର୍ଫ୍ୟୁ, ୨୮ ଯାଏଁ ସ୍କୁଲ କଲେଜ ବନ୍ଦ
ପୁଣେ: କରୋନାର ଭୟାବହତା ପୁଣି ବୃଦ୍ଧି ପାଉଥିବାରୁ ପୁଣେରେ ଫେରିଲା ନାଇଟ୍ କର୍ଫ୍ୟୁ। ସୋମବାରଠାରୁ ପୁଣେରେ ରାତି ୧୧ଟାରୁ ସକାଳ ୬ଟା ଯାଏ ଜାରି ରହିବ ନାଇଟ୍ କର୍ଫ୍ୟୁ। କେବଳ ଅତ୍ୟାବଶ୍ୟକ ସେବା କଟକଣାରୁ ବାଦ୍ ପଡ଼ିବ। ଏହାସହିତ ଫେବୃୟାରୀ ୨୮ ଯାଏଁ ପୁଣେରେ ସ୍କୁଲ ଓ କଲେଜ ବନ୍ଦ ରହିବ।!-->…
ଭବିଷ୍ୟବାଣୀ କଲେ ଜ୍ୟୋତିଷ : କନ୍ୟା ସନ୍ତାନ ଜନ୍ମ ଦେବେ କରୀନା !
ମୁମ୍ବାଇ ୧୯।୨: ଜଣେ ସାଧାରଣ ମଣିଷ ହେଉ କିମ୍ବା କୌଣସି ସେଲିବ୍ରିଟି ସମସ୍ତଙ୍କ ପାଇଁ ମା ହେବାର ଅନୁଭବ ସ୍ୱତନ୍ତ୍ର ହୋଇଥାଏ। ବଲିଉଡ ଅଭିନେତ୍ରୀ କରୀନା କପୁର ଖାନ ଦ୍ୱିତୀୟ ଥର ପାଇଁ ମା ହେବାକୁ ଯାଉଛନ୍ତି। ପରିବାର ସଦସ୍ୟଙ୍କ ସହିତ ତାଙ୍କର ଫ୍ୟାନ୍ସ ମଧ୍ୟ ଆସୁଥିବା ଅତିଥିଙ୍କ ପାଇଁ!-->…
କଂଗ୍ରେସ ନେତା ସତୀଶ ଶର୍ମାଙ୍କ ପାର୍ଥିବ ଶରୀରକୁ କାନ୍ଧଦେଲେ ରାହୁଲ ଗାନ୍ଧୀ
ନୂଆଦିଲ୍ଲୀ, ୧୯/୦୨ : ବରିଷ୍ଠ କଂଗ୍ରେସ ନେତା କ୍ୟାପଟେନ୍ ସତୀଶ ଶର୍ମାଙ୍କ ଆଜି ଦିଲ୍ଲୀରେ ଅନ୍ତିମ ସଂସ୍କାର ହୋଇଛି। ସତୀଶ ଶର୍ମାଙ୍କ ପାର୍ଥିବ ଶରୀରକୁ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ କାନ୍ଧ ଦେଇଛନ୍ତି। ବୁଧବାର ଦିନ ସତୀଶଙ୍କର ପରଲୋକ ହୋଇଥିଲା। ସେ କ୍ୟାନସରରେ ପୀଡିତ ଥିଲେ। ତେବେ!-->…
ବିଶ୍ୱବ୍ୟାପୀ ଆତଙ୍କ ବିସ୍ତାର କରୁଥିବା ଅଧିକାଂଶ ହେଉଛନ୍ତି ଉଚ୍ଚ ଶିକ୍ଷିତ ଏବଂ ସୁଦକ୍ଷ: ପ୍ରଧାନମନ୍ତ୍ରୀ ମୋଦୀ
ନୂଆଦିଲ୍ଲୀ: ସମଗ୍ର ବିଶ୍ୱରେ ଆତଙ୍କ ବିସ୍ତାର କରୁଥିବା ଅଧିକାଂଶ ହେଉଛନ୍ତି ଉଚ୍ଚ ଶିକ୍ଷିତ ଏବଂ ସୁଦକ୍ଷ ବୋଲି ଶୁକ୍ରବାର ଦିନ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି।
ବିଶ୍ୱ ଭାରତୀ ବିଶ୍ୱବିଦ୍ୟାଳୟର ସମାବର୍ତ୍ତନ ଉତ୍ସବରେ ଉଦ୍ବୋଧନ ଦେଇ ପ୍ରଧାନମନ୍ତ୍ରୀ କହିଲେ, ସମଗ୍ର ବିଶ୍ୱରେ ଆତଙ୍କ!-->!-->!-->…
ଅବହେଳା କରନ୍ତୁ ନାହିଁ, ପୁଣି ଫେରିପାରେ କରୋନା ଭାଇରସ୍: ପ୍ରଫେସର ମହାପାତ୍ର
ଭୁବନେଶ୍ୱର : କୋଭିଡ-୧୯ର ଭୟ କିଛି ଟା ହ୍ରାସ ପାଉଥିବା ଜଣାପଡୁଥିଲେ ମଧ୍ୟ ଲୋକମାନେ ନିଜକୁ ସୁରକ୍ଷିତ ରଖିବା ପାଇଁ କୋଭିଡ ନିୟମାବଳୀକୁ ଦୃଢ଼ଭାବେ ପାଳନ କରିବା ଉଚିତ୍ ବୋଲି ବିଶିଷ୍ଟ ସ୍ୱାସ୍ଥ୍ୟ ବିଶେଷଜ୍ଞ ପ୍ରଫେସର ଅଶୋକ କୁମାର ମହାପାତ୍ର ମତ ଦେଇଛନ୍ତି । ଓଡ଼ିଶାରେ କରୋନା ସଂକ୍ରମିତ!-->…
ଦୁଇଦିନିଆ ଜାମ୍ମୁ କାଶ୍ମୀର ଗସ୍ତରେ ବିଦେଶୀ ରାଷ୍ଟ୍ରଦୂତ ପ୍ରତିନିଧି ଦଳ
ଶ୍ରୀନଗର : ବିଦେଶୀ ରାଷ୍ଟ୍ରଦୂତମାନଙ୍କର ଏକ ପ୍ରତିନିଧି ଦଳ ଜାମ୍ମୁ କାଶ୍ମୀରକୁ ଦୁଇଦିନ ଗସ୍ତରେ ଯାଇଛନ୍ତି ।ଏହି ପ୍ରତିନିଧି ଦଳ ୟୁରୋପ ଓ ଆଫ୍ରିକୀୟ ଦେଶଗୁଡ଼ିକରୁ ଆସିଛନ୍ତି । ସେନାବାହିନୀ ଓ ଜାମ୍ମୁକାଶ୍ମୀର ପୁଲିସ୍ ବିଦେଶୀ ରାଷ୍ଟ୍ରଦୂତମାନଙ୍କୁ କେନ୍ଦ୍ରଶାସିତ ଅଞ୍ଚଳର ନିରାପତ୍ତା!-->…
ଓଡିଶାବାସୀଙ୍କ ଜୀବନ ଜୀବିକା କ୍ଷେତ୍ରରେ ଯୋଗଦାନ ଦେବା ପାଇଁ ଆଇ୍ଏଲ୍ଏସ୍କୁ ଆହ୍ୱାନ : ଧର୍ମେନ୍ଦ୍ର ପ୍ରଧାନ
-ସ୍ୱଦେଶୀ କୋଭିଡ୍ ଟିକା ବିକାଶ ଓ ଗବେଷଣାରେ ଆଇଏଲଏସର ଭୂମିକା ଗୁରୁତ୍ୱପୂର୍ଣ୍ଣ-ଆକାଂକ୍ଷୀ ଜିଲ୍ଲା ନବରଙ୍ଗପୁରରେ ବୈଜ୍ଞାନିକ ଜ୍ଞାନକୌଶଳର ବିକଶିତ କାର୍ଯ୍ୟ ପ୍ରଶଂସନୀୟ-ଆଇଏଲଏସ ଭୁବନେଶ୍ୱରର ଉତ୍ସର୍ଗୀକୃତ ମନୋଭାବ ଏବଂ ଉଦ୍ୟମ ସମାଜକୁ ଲାଭ ଦେବ-ଆଇଏଲ୍ଏସ୍ ଭୁବନେଶ୍ୱର ଠାରେ ସେଣ୍ଟର!-->…
