Browsing Category
National-International
ରାଷ୍ଟ୍ର ଉଦ୍ଦେଶ୍ୟରେ ୫୬ ସିଏନ୍ଜି ଷ୍ଟେସନକୁ ଉତ୍ସର୍ଗୀକୃତ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ ୧୧/୦୯ : ଦେଶର ତୈଳ ଏବଂ ଗ୍ୟାସ ରାଷ୍ଟ୍ରାୟତ ଉଦ୍ୟୋଗ(ପିଏସୟୁ) ଓ ସେମାନଙ୍କ ଯୌଥ ଉଦ୍ୟୋଗ ସାହାଯ୍ୟରେ ଗ୍ୟାସ ଆଧାରିତ ଭିତିଭୂମି ନିର୍ମାଣ ଦିଗରେ ଭାରତ ଅଗ୍ରସର ବୋଲି ଆଜି ଭିଡିଓ କନଫରେନ୍ସିଂ ଯୋଗେ ରାଷ୍ଟ୍ର ଉଦ୍ଦେଶ୍ୟରେ ୫୬ଟି ସିଏନଜି ଷ୍ଟେସନ!-->…
‘ଶିବସେନା ଏବେ ସୋନିଆ ସେନା’ : କଙ୍ଗନା
କଳିଙ୍ଗ ଜ୍ୟୋତି ବ୍ୟୁରୋ ମୁମ୍ବଇ ୧୧/୦୯ : ଅଭିନେତ୍ରୀ କଙ୍ଗନା ରାଣାୱତଙ୍କ କାର୍ଯ୍ୟାଳୟ ଭଙ୍ଗାଯିବାକୁ କେନ୍ଦ୍ରକରି ରାଜନୀତି ଆହୁରି ଘନୀଭୂତ ହୋଇଛି। ବୁଧବାର ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍ରେଙ୍କୁ ସେ ‘ତୁ’ ବୋଲି ସମ୍ବୋଧନ କରିବା ଓ କିଛି ଅଶାଳୀନ ତଥା ଉତ୍ତେଜକ ମନ୍ତବ୍ୟ!-->…
ଆନୁଷ୍ଠାନିକ ଭାବେ ବାୟୁସେନାରେ ସାମିଲ ଶକ୍ତିଶାଳୀ ହେଲା ବାୟୁସେନା, ଆରମ୍ଭ ହେଲା ରାଫେଲ ଯୁଗ
କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ ୧୦/୦୯ : ଭାରତୀୟ ବାୟୁସେନାରେ ୫ଟିଯାକ ରାଫେଲ ଯୁଦ୍ଧ ବିମାନକୁ ଗୁରୁବାର ଆନୁଷ୍ଠାନିକ ଭାବେ ସର୍ବଧର୍ମ ପୂଜା ପରେ ସାମିଲ କରାଯାଇଛି। ରାଫେଲ ଯୁଦ୍ଧ ବିମାନ ସାମିଲ ଅବସରରେ ହରିଆଣାର ଆମ୍ବାଲା ଏୟାରବେସ୍ରେ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମ ଆୟୋଜନ!-->…
କରୋନା କବଳରେ କମିଶନରେଟ୍ ପୁଲିସ: ୮୦୦ ସିପାହୀ ସମେତ ହୋମ୍ ଆସୋଲେସନରେ ସିପି , ଡିସିପି
କଳିଙ୍ଗ ଜ୍ୟୋତି ବ୍ୟୁରୋ ଭୁବନେଶ୍ଵର ୧୦/୦୯: କରୋନା ଲଢ଼େଇରେ ଫ୍ରଣ୍ଟଫୁଟ୍ର ସିପାହୀ ସାଜିଥିବା ପୁଲିସ ବାହିନୀ ଏବେ ବିପଦରେ । ମାରାତ୍ମକ ‘କରୋନା’ ବ୍ୟାଧି ଭାଇରସ କମିଶନରେଟ୍ ପୁଲିସର ଚାରିଆଡେ ଗ୍ରାସି ଗଲାଣି । ଅଦୃଶ୍ୟ ଶତ୍ରୁ ସହ ଲଢ଼ୁଥିବା ୮୦୦ରୁ ଅଧିକ ସିପାହୀ ପଜିଟିଭ୍!-->…
ଲଦାଖର ଏଲ୍ଏସିରେ ହାଇଆଲର୍ଟ; ବାୟୁସେନା ପ୍ରସ୍ତୁତ
କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ ୧୦/୦୯ : ପୂର୍ବ ଲଦାଖର ବାସ୍ତବ ନିୟନ୍ତ୍ରଣ ରେଖାରେ ଦେଖାଯାଇଥିବା ସୀମା ଉତ୍ତେଜନାକୁ ନେଇ ଭାରତର ବାୟୁସେନା ବୁଧବାର ସୀମାନ୍ତ ଅଞ୍ଚଳରେ ଏହାର ଯୁଦ୍ଧବିମାନକୁ ଉଡ଼ାଣ କରିଛି। ବାୟୁସେନାର ସୁଖୋଇ, ମିଗ୍ ଓ ପରିବହନକାରୀ ବିମାନ ବାରମ୍ବାର ସୀମା ନିକଟରେ!-->…
ଲଦାଖରେ ଭାରତ-ଚୀନ୍ ବିବାଦ ବଢିଲା : ୪୫ ବର୍ଷରେ ପ୍ରଥମ ଥର ଭାରତ-ଚୀନ ସୈନିକଙ୍କ ଭିତରେ ଗୁଳିକାଣ୍ଡ
କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ ୦୮/୦୯ : ଲଦାଖରେ ଭାରତ-ଚୀନ୍ ବିବାଦ ଦିନକୁ ଦିନ ଘନେଇବାରେ ଲାଗିଛି। ସୋମବାର ବିଳମ୍ବିତ ରାତିରେ ପାଙ୍ଗୋଙ୍ଗ ତ୍ସୋ ହ୍ରଦ ନିକଟ ଏଲଏସିରେ ଚୀନ ସୈନିକମାନେ ଗୁଳିକାଣ୍ଡ କରିଥିବାର ଖବର ମିଳିଛି। ତେବେ ଅନ୍ୟପକ୍ଷେ ଚୀନର ସରକାରୀ ଗଣମାଧ୍ୟମ!-->…
ଜାନୁଆରୀରୁ ଅଷ୍ଟ୍ରେଲିଆର ସବୁ ଦେଶବାସୀଙ୍କୁ ମାଗଣା କରୋନା ଟୀକା : ସ୍ବାସ୍ଥ୍ୟମନ୍ତ୍ରୀ ଗ୍ରେଗ୍ ହଣ୍ଟ
କଳିଙ୍ଗ ଜ୍ୟୋତି ବ୍ୟୁରୋ ଆଡ଼ିଲେଡ଼ ୦୮/୦୯ : ଆସନ୍ତା ଜାନୁଆରୀ ମାସରୁ ଅଷ୍ଟ୍ରେଲିଆରେ ଦେଶବାସୀଙ୍କୁ ଦିଆଯିବ କରୋନା ଟୀକା । ଅଷ୍ଟ୍ରେଲିଆର ସ୍ବାସ୍ଥ୍ୟମନ୍ତ୍ରୀ ଗ୍ରେଗ୍ ହଣ୍ଟ ଏ ସମ୍ପର୍କରେ ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ ଜାନୁଆରୀରେ ଅଷ୍ଟ୍ରେଲିଆରେ କରୋନା ଟୀକା ମିଳିଯିବ ଏବଂ ଏହି!-->…
ରାଜ୍ୟରେ କରୋନା ମହାମାରୀ ସଂକ୍ରମିତ ସଂଖ୍ୟା ବଢୁଥିବା ଲକ୍ଷ୍ୟ କରି OJEE ପରୀକ୍ଷା ସ୍ଥଗିତ
କଳିଙ୍ଗ ଜ୍ୟୋତି ବ୍ୟୁରୋ ଭୁବନେଶ୍ଵର ୦୮/୦୯:ଓଡିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା (ଓଜେଇଇ) ସ୍ଥଗିତ ହୋଇଛି । ଆସନ୍ତା ୯ ତାରିଖ (ବୁଧବାର)ରୁ ୧୫ ତାରିଖ ପର୍ଯ୍ୟନ୍ତ ପରୀକ୍ଷା ଅନୁଷ୍ଠିତ ହୋଇଥାଆନ୍ତା । କିନ୍ତୁ ରାଜ୍ୟରେ କରୋନା ମହାମାରୀରେ ଦିନକୁ ଦିନ ସଂକ୍ରମିତ ସଂଖ୍ୟା ବଢୁଥିବା ଲକ୍ଷ୍ୟ!-->…
ଭୋଡାଫୋନ- ଆଇଡିଆର ମିଶ୍ରଣ : ବ୍ରାଣ୍ଡ “ଭିଆଇ” ନାମରେ ପରିଚିତ ହେବେ
କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ ୦୭/୦୯ : ଭୋଡାଫୋନ୍ ଓ ଆଇଡିଆ ଟେଲିକମ କମ୍ପାନୀ ମିଶ୍ରଣର ପ୍ରାୟ ଦୁଇ ବର୍ଷ ପରେ ଏହାର ନୂତନ ନାମ ଘୋଷଣା କରିଛନ୍ତି। ଭୋଡାଫୋନ୍ ଆଇଡିଆ ବର୍ତ୍ତମାନ ବଜାରରେ ଭିଆଇ(vi ) ଭାବରେ ପରିଚିତ ହେବେ। ଭୋଡାଫୋନ ପାଇଁ ‘ଭି’ ଓ ଆଇଡିଆ ପାଇଁ ‘ଆଇ’ ରଖାଯାଇଛି।!-->…
ପୁଣି ଇତିହାସ ରଚିଲା ଡି.ଆର.ଡି.ଓ. : ଆଜି ଧାମରାସ୍ଥ ଅବଦୁଲ୍ କଲାମ ଦ୍ୱୀପରୁ ହେଲା ହାଇପରସୋନିକ ଗତିଶୀଳଯାନର ସଫଳ…
ବାଲେଶ୍ୱର/ଚାନ୍ଦବାଲି,(କଳିଙ୍ଗ ଜ୍ୟୋତି ବ୍ୟୁରୋ),୦୭/୦୯ : ଆଜି ଭାରତୀୟ ପ୍ରତିରକ୍ଷା ଗବେଷଣା ପ୍ରତିଷ୍ଠାନ (ଡିଆରଡିଓ) ପକ୍ଷରୁ ଭଦ୍ରକ ଜିଲ୍ଲା ଧାମରାସ୍ଥିତ ଅବଦୁଲ୍ କଲାମ ଦ୍ୱୀପର ୪ ନମ୍ବର ଲଞ୍ଚପ୍ୟାଡରୁ ହାଇପରସୋନିକ ଗତିଶୀଳଯାନ (ଏଚ୍ଏସଟିଡିଭି / ହାଇପରସୋନିକ୍ ଟେକ୍ନୋଲୋଜି!-->…
