Browsing Category

National-International

କରୋନା ଭାଇରସର ମୁକାବିଲା ପାଇଁ ନିମ୍ବକୁ ନେଇ ଭାରତରେ ଆରମ୍ଭ ହେବ ହ୍ୟୁମାନ ଟ୍ରାଏଲ

କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ ୨୧/୦୮: ନିମ୍ବର ସ୍ୱାଦରେ ମଧୁରତା ନାହିଁ ସତ, ହେଲେ ଏହାର ଉପକାର ଅମୃତ ପରି ମଧୁର। ଏବେ ବୈଜ୍ଞାନିକ ଏବଂ ଡାକ୍ତରୀ ଟିମ୍‌ ଜାଣିବାକୁ ପାଇଛନ୍ତି କରୋନା ମୁକାବିଲା କ୍ଷେତ୍ରରେ ନିମ୍ବର ବ୍ୟବହାର ବେଶ ଉପଯୋଗୀ ହୋଇପାରିବ। ଏ ନେଇ ଗବେଷଣା ଆରମ୍ଭ ହୋଇଛି।

ଜେଇଇ ମେନ୍‍ ପ୍ରବେଶିକା- ପରୀକ୍ଷା ଦେବା ପୂର୍ବରୁ କରୋନା ସମ୍ବନ୍ଧୀୟ ଘୋଷଣାପତ୍ର ଦାଖଲ କରିବାକୁ ପଡ଼ିବ

କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ ୨୧/୦୮ : ଜେଇଇ ମେନ୍‍ ପ୍ରବେଶିକା ପରୀକ୍ଷାର ପରୀକ୍ଷାର୍ଥୀମାନଙ୍କୁ ପରୀକ୍ଷା କେନ୍ଦ୍ରରେ ପରୀକ୍ଷା ଦେବା ପୂର୍ବରୁ କରୋନା ସମ୍ବନ୍ଧୀୟ ଘୋଷଣାପତ୍ର ଦାଖଲ କରିବାକୁ ପଡ଼ିବ । ସୋମବାର କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ନିଟ୍‍ ଏବଂ ଜେଇଇ ମେନ୍‍

ବିଶ୍ୱବ୍ୟାପୀ ଧିମାପଡ଼ିଲା ଗୁଗୁଲ : ଜି-ମେଲ (G-mail)ଡାଉନ , ଲଗ୍‌ଇନ କରିପାରୁ ନାହାନ୍ତି ୟୁଜର,ଯାଉନି ମେସେଜ୍,…

କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ ୨୧/୦୮ : ବିଶ୍ଵରେ ବହୁଳ ବ୍ୟବହାରକାରୀ ଇଣ୍ଟରନେଟ୍ ସେବା ‘ଗୁଗୁଲ୍’ ଆଜି ସକାଳୁ ଧିମା ହୋଇଯାଇଛି। ଡାଉନ୍‌ଟାଇମ୍ ଟ୍ରାକିଂ ଓ୍ଵେବସାଇଟ୍ ‘ଡାଉନ୍‌ଡିଟେକ୍ଟର’ର ତଥ୍ୟ ଅନୁସାରେ ଆଜି ସକାଳ ୯.୩୦ରୁ ଗୁଗୁଲ୍ ସେବା ଧିମା ହୋଇପଡ଼ିଛି। ଏହା କେବଳ କିଛି

ଆରମ୍ଭ ହେଲା ଶ୍ରୀ ରାମ ଜନ୍ମଭୂମି ମନ୍ଦିର ନିର୍ମାଣ କାର୍ଯ୍ୟ : ଟ୍ୱିଟ୍ କରି ଶ୍ରୀ ରାମ ଜନ୍ମଭୂମି ତିର୍ଥ କ୍ଷେତ୍ର…

କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ /ଅଯୋଧ୍ୟା ୨୧/୦୮: ଅଯୋଧ୍ୟାରେ ଶ୍ରୀରାମ ଜନ୍ମଭୂମି ମନ୍ଦିର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି। ସବିଆରଆ ରୁକ୍କି, ଏଲ ଆଣ୍ଡ ଟି ସହିତ ଆଇଆଇଟି ମାଡ୍ରାସର ଇଞ୍ଜିନିୟରମାନେ ମନ୍ଦିର ନିର୍ମାଣ ସ୍ଥାନରେ ମାଟି ପରୀକ୍ଷା କରିଛନ୍ତି।

ଇସଲାମିକ ଦେଶମାନଙ୍କ ନିକଟରେ ନିଜର ଗୁରୁତ୍ୱ ହରାଉଛି ପାକିସ୍ତାନ : କଶ୍ମୀର ପ୍ରସଙ୍ଗରେ ସମର୍ଥନ କରିବାକୁ ସିଧାସଳଖ…

ନୂଆଦିଲ୍ଲୀ,(କଳିଙ୍ଗ ଜ୍ୟୋତି ବ୍ୟୁରୋ),୨୦/୦୮: ପାକିସ୍ତାନ ଓଆଇସିରେ ବାରମ୍ବାର କଶ୍ମୀର ପ୍ରସଙ୍ଗ ଉଠାଉଥିବାରୁ ସଦସ୍ୟ ରାଷ୍ଟ୍ରମାନେ ତାହାକୁ ଗୁରୁତ୍ୱ ଦେଉନାହାନ୍ତି । ଏପରିକି ଭାରତ ସହ ସମ୍ପର୍କ ସୁଧାରିବାକୁ ପାକିସ୍ତାନକୁ କେତେକ କ୍ଷମତାଶାଳୀ ସଦସ୍ୟ ରାଷ୍ଟ୍ର ଇସ୍ଲାମାବାଦକୁ ତାଗିଦ

ତାଳଚେର: ନନ୍ଦିରା କୋଲିଆରି ଭିତରେ କୋଇଲା ଅତଡ଼ା ଖସିବାରୁ ଜଣେ କର୍ମଚାରୀ ମୃତ, ଆଉ ଜଣଙ୍କର ଅବସ୍ଥା ଗୁରୁତର

ତାଳଚେର/ଅନୁଗୁଳ,(କଳିଙ୍ଗ ଜ୍ୟୋତି ବ୍ୟୁରୋ),୨୦/୦୮: ଅନୁଗୁଳ ଜିଲ୍ଲାର ତାଳଚେରସ୍ଥିତ ନନ୍ଦିରା ଭୂତଳ କୋଇଲା ଖଣିରେ ଏକ କୋଇଲା ଅତଡ଼ା ଖସିବାରୁ ଘଟଣାସ୍ଥଳରେ ଜଣେ କର୍ମଚାରୀଙ୍କ ପ୍ରାଣହାନି ଘଟିଥିବା ଜଣାଯାଇଛି। ଏଥିରେ ଜଣେ ଗୁରୁତର ବି ହୋଇଛନ୍ତି। ସେଠାରେ କାମ କରୁଥିବା ଅନ୍ୟ

‘ଦ୍ୱୈତ-ନଗରୀ’ରେ ଗଣେଶ ପୂଜା: ପ୍ରଶାସନ ଉପରେ ନିଷ୍ପତ୍ତି ଛାଡିଲେ ମାନ୍ୟବର ଉଚ୍ଚ ନ୍ୟାୟାଳୟ

କଟକ/ଭୁବନେଶ୍ୱର,(କଳିଙ୍ଗ ଜ୍ୟୋତି ବ୍ୟୁରୋ),୨୦/୦୮: କଟକ- ଭୁବନେଶ୍ୱର 'ଦ୍ୱୈତ-ନଗରୀ'ରେ ଗଣେଶ ପୂଜା ହେବ କି ନାହିଁ ସେ ନେଇ ପ୍ରଶାସନ ନିଷ୍ପତ୍ତି ନେବ ବୋଲି ମାନ୍ୟବର ଓଡ଼ିଶା ଉଚ୍ଚ ନ୍ୟାୟାଳୟ କହିଛନ୍ତି। ଏକ ଜନସ୍ୱାର୍ଥ ମାମଲାର ବିଚାର କରି ଉଚ୍ଚ ନ୍ୟାୟାଳୟ ଆଜି ଏହି ନିର୍ଦେଶନାମା ଜାରି

ଦୁଷ୍କର୍ମ ଅଭିଯୋଗରେ ଜଡିତ ଭଣ୍ଡ ବାବା ତଥା ଫେରାର ଆତ୍ମଘୋଷିତ ଭଗବାନ ସ୍ୱାମୀ ନିତ୍ୟାନନ୍ଦଙ୍କ ନିଜସ୍ୱ ନୂଆ…

କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ ୨୦/୦୮: ଆତ୍ମଘୋଷିତ ଭଗବାନ ସ୍ୱାମୀ ନିତ୍ୟାନନ୍ଦଙ୍କ ନୂଆ ବ୍ୟାଙ୍କ । ଦୁଷ୍କର୍ମ ଓ ଅପହରଣ ଭଳି ଅପରାଧରେ ଜଡିତ ଏହି ଭଣ୍ଡ ବାବା ଭାରତ ଛାଡି ଫେରାର ହେବା ପରେ ନିଜର ସ୍ୱତନ୍ତ୍ର ଦେଶ ଗଢିଥିବା ଦାବି କରିଥିଲେ । ଏବେ ବ୍ୟାଙ୍କ ଖୋଲିବା ନେଇ ଘୋଷଣା

କେନ୍ଦ୍ର ସରକାରଙ୍କ ବଡ଼ ନିଷ୍ପତ୍ତି : ଜମ୍ମୁ-କଶ୍ମୀରରୁ ପ୍ରତ୍ୟାହାର ହେବେ ୧୦ ହଜାର ସୁରକ୍ଷାକର୍ମୀ

କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ /ଶ୍ରୀନଗର ୨୦/୦୮: କେନ୍ଦ୍ର ସରକାର କେନ୍ଦ୍ର ଶାସିତ ଅଞ୍ଚଳ ଜମ୍ମୁ-କଶ୍ମୀରରୁ ଅର୍ଦ୍ଧସୈନିକ ବଳର ପ୍ରାୟ ୧୦ ହଜାର ଯବାନଙ୍କୁ ତୁରନ୍ତ ଫେରାଇ ଆଣିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏନେଇ ବୁଧବାର ଅଧିକାରୀଙ୍କ ପକ୍ଷରୁ ସୂଚନା ମିଳିଛି। ଘାଟିରେ ମୁତୟନ

ନିଯୁକ୍ତି ଆଶାୟୀଙ୍କୁ ସତର୍କ କରାଇଲା କ୍ରାଇମବ୍ରାଞ୍ଚ : ନକଲି ନିଯୁକ୍ତି ୱେବସାଇଟ୍ ଖୋଲି ଲୁଟୁଛନ୍ତି ସାଇବର ଠକ

କଳିଙ୍ଗ ଜ୍ୟୋତି ବ୍ୟୁରୋ ଭୁବନେଶ୍ୱର ୨୦/୦୮: ଆପଣ ନିଯୁକ୍ତି ଆଶାରେ ସାଇନ୍‌ ଜବ୍ ନାଁରେ ଖୋଲିଥିବା ନିଯୁକ୍ତି ପ୍ରଦାନକାରୀ ୱେବସାଇଟ୍‌ରେ ପଞ୍ଜୀକରଣ କରୁଛନ୍ତି କି? ତେବେ ସାବଧାନ ରୁହନ୍ତୁ। ସାଇବର ଅପରାଧୀଙ୍କ ଦ୍ବାରା ପ୍ରସ୍ତୁତ ହୋଇଥିବା ଏହି ନକଲି ୱେବସାଇଟ୍‌ ଜର୍ମାନିରୁ ନିୟନ୍ତ୍ରଣ
error: Content is protected !!
Open chat