Browsing Category

National-International

ଗୁଣିଗାରେଡି ଓ ଡାହାଣୀ ଭଳି ଧର୍ତ୍ତବ୍ୟ ଅପରାଧକୁ ଦୃଢ ହସ୍ତରେ ଦମନ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ

କଳିଙ୍ଗ ଜ୍ୟୋତି ବ୍ୟୁରୋ କଟକ ୧୪/୦୮ : ଗୁଣିଗାରେଡି ଓ ଡାହାଣୀ ଭଳି ଧର୍ତ୍ତବ୍ୟ ଅପରାଧକୁ ଦୃଢ ହସ୍ତରେ ଦମନ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏହାସହିତ ମାମଲା ବିଚାରରେ ଅଦାଲତ ବାସ୍ତବତା ସହିତ ଏପରି ଆକ୍ରୋ‌ଶର ଶିକାର ପୀଡ଼ିତଙ୍କ ମାନସିକ ସ୍ଥିତି ବିଷୟରେ ଅବଗତ ହେବା

ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ : ଅଙ୍ଗନବାଡ଼ି ରେଜିଷ୍ଟରରେ ବୟସ ରେକର୍ଡ ବିଶ୍ୱାସଯୋଗ୍ୟ ନୁହେଁ

କଳିଙ୍ଗ ଜ୍ୟୋତି ବ୍ୟୁରୋ କଟକ ୧୪/୦୮: ହାଇକୋର୍ଟ ଏକ ଗୁରୁତ୍ବପୂର୍ଣ୍ଣ ରାୟ ପ୍ରଦାନ କରି ଅଙ୍ଗନବାଡ଼ି କେନ୍ଦ୍ର ରେଜିଷ୍ଟରରେ ରେକର୍ଡ ହୋଇଥିବା ବୟସ ବିଶ୍ବାସଯୋଗ୍ୟ ନୁହେଁ ବୋଲି କହିଛନ୍ତି। ପୀଡିତାଙ୍କ ବୟସକୁ ନେଇ ଦ୍ବନ୍ଦ୍ବ କ୍ଷେତ୍ରରେ ମାଟ୍ରିକ ସାର୍ଟିଫିକେଟକୁ ଅଗ୍ରାଧିକାର ଦିଆଯିବ

“ପଖାଳ” ମୋର ପସନ୍ଦ : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

କଳିଙ୍ଗ ଜ୍ୟୋତି ବ୍ୟୁରୋ ଭୁବନେଶ୍ୱର ୧୪/୦୮: ଓଡ଼ିଆ ଖାଦ୍ୟକୁ ସ୍ବତନ୍ତ୍ର ପରିଚୟ ଦେବା ସହ ପ୍ରଚାର, ପ୍ରସାର ପାଇଁ ଓଟିଡିସି ଅଣ୍ଟା ଭିଡ଼ିଛି। ‘ଆମ ଘର ଆମ ହାଣ୍ଡିଶାଳ’ ନାମରେ ଚାଲିଥିବା ଏହି ରୋଷେଇ ପ୍ରତିଯୋଗିତା ଆସନ୍ତା ଅଗଷ୍ଟ ୧୫ ତାରିଖରୁ ଦୂରଦର୍ଶ‌ନରେ ପ୍ରସାରିତ ହେବ। ଏହି

କୋଭିଡ୍‌-୧୯କୁ ନେଇ ଗୁଜବ, ଅପପ୍ରଚାର କରୁଥିବା ଭିଡିଓ, ଅଡିଓ ଓ ଚିତ୍ର କିମ୍ବା କୌଣସି ଲେଖା ସେୟାର ଏକ ଅପରାଧ :…

କଳିଙ୍ଗ ଜ୍ୟୋତି ବ୍ୟୁରୋ ଭୁବନେଶ୍ୱର ୧୪/୦୮: କୋଭିଡ୍‌-୧୯କୁ ନେଇ ଅପପ୍ରଚାର ଅପରାଧ। ମାର୍ଚ୍ଚରୁ ଅଗଷ୍ଟ ଭିତରେ ରାଜ୍ୟ ପୁଲିସର ବିଭିନ୍ନ ଥାନାରେ ୭୩ଟି ମାମଲା ରୁଜୁ ହେଲାଣି। ଏହାକୁ ନେଇ ସରକାରଙ୍କ ସହ ପୁଲିସ ମଧ୍ୟ କଠୋର ହୋଇଛି। ଏଣୁ ସମସ୍ତେ ସୁଧୁରି ଯାଅ। କୋଭିଡ୍‌କୁ ନେଇ ଗୁଜବ,

ଅସହାୟଙ୍କ ହିରୋ ଅଭିନେତା ସୋନୁ ସୁଦ୍ : ଉତ୍ତରପ୍ରଦେଶର ଜଣେ ଯୁବତୀଙ୍କ ଆଣ୍ଠୁ ପ୍ରତିରୋପଣ ପାଇଁ ଆର୍ଥିକ ସହାୟତା ଦେବା…

କଳିଙ୍ଗ ଜ୍ୟୋତି ବ୍ୟୁରୋ ଗାଜିଆବାଦ୍ ୧୪/୦୮ : ପରଦାରେ ଖଳନାୟକ ଭୂମିକାରେ ଦର୍ଶକଙ୍କ ମନୋରଞ୍ଜନ କରୁଥିଲେ ମଧ୍ୟ ଅସଲ ଜୀବନରେ ଅସହାୟଙ୍କ ହିରୋ ବନି ଯାଇଛନ୍ତି ଅଭିନେତା ସୋନୁ ସୁଦ୍। ଲକଡାଉନ ଆରମ୍ଭ ହେବା ପରଠାରୁ ପ୍ରବାସୀଙ୍କୁ ଘରକୁ ଫେରାଇ ଆଣିବାଠାରୁ ଆରମ୍ଭ କରି ଅସହାୟଙ୍କୁ ଆର୍ଥିକ

“ସଡ଼କ-୨”କୁ ୫୦ ଲକ୍ଷରୁ ଅଧିକ ଡିସ୍‌ଲାଇକ୍‌

କଳିଙ୍ଗ ଜ୍ୟୋତି ବ୍ୟୁରୋ ମୁମ୍ୱାଇ ୧୪/୦୮: ବଲିଉଡ୍ ଫିଲ୍ମ ନିର୍ମାତା ମହେଶ ଭଟ୍ଟଙ୍କ ଫିଲ୍ମ ‘ସଡ଼କ -୨’ର ପୋଷ୍ଟର ରିଲିଜ୍‌ ହେବା ସମୟରେ ଫିଲ୍ମଟି ବିବାଦରେ ଛନ୍ଦି ହୋଇପଡ଼ିଥିଲା। ୧୨ ଅଗଷ୍ଟରେ ଫିଲ୍ମର ଟ୍ରେଲର ୟୁଟ୍ୟୁବ୍‌ରେ ରିଲିଜ୍‌ ହୋଇଛି। ୟୁଟ୍ୟୁବ୍‌ରେ ଏହି ଟ୍ରେଲରଟି ଟ୍ରେଣ୍ଡ

ରାମଜନ୍ମ ଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟର ଅଧ୍ୟକ୍ଷ ତଥା ଅଯୋଧ୍ୟାର ବରିଷ୍ଠ ମହନ୍ତ ନିତ୍ୟ ଗୋପାଳ ଦାସଙ୍କୁ କରୋନା,…

କଳିଙ୍ଗ ଜ୍ୟୋତି ବ୍ୟୁରୋ ଅଯୋଧ୍ୟା ୧୪/୦୮: ରାମଜନ୍ମ ଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟର ଅଧ୍ୟକ୍ଷ ତଥା ଅଯୋଧ୍ୟାର ବରିଷ୍ଠ ମହନ୍ତ ନିତ୍ୟ ଗୋପାଲ ଦାସ ମହାମାରୀ କରୋନାରେ ସଂକ୍ରମିତ ହୋଇଛନ୍ତି। ତାଙ୍କ ରିପୋର୍ଟ ପଜିଟିଭ ଆସିଥିବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଅଗଷ୍ଟ ୫ ତାରିଖରେ

ମହିଳା ସହକର୍ମୀଙ୍କୁ ଯୌନ ନିର୍ଯାତନା: ଓଏଏସ୍ ବିଭୂ ଷଡ଼ଙ୍ଗୀଙ୍କୁ ବାଧ୍ୟତାମୂଳକ ଅବସର

କଳିଙ୍ଗ ଜ୍ୟୋତି ବ୍ୟୁରୋ ଭୁବନେଶ୍ୱର ୧୪/୦୮: ପୂର୍ବତନ ଆୟୁଷ ନିର୍ଦେଶକ ବିଭୂ ପ୍ରସାଦ ଷଡ଼ଙ୍ଗୀଙ୍କୁ ଗୁରୁବାର ରାଜ୍ୟ ସରକାର ବାଧ୍ୟତାମୂଳକ ଅବସର ଦେଇଛନ୍ତି। ଓଏଏସ୍ ବିଭୂ ପ୍ରସାଦ ଷଡ଼ଙ୍ଗୀ ସ୍ବତନ୍ତ୍ର ସଚିବ ପାହ୍ୟାରେ ଥିଲେ । ସୂଚନା ଅନୁଯାୟୀ, ଶ୍ରୀ ଷଡ଼ଙ୍ଗୀ ତାଙ୍କର ଜଣେ

ଆଜି କେନ୍ଦ୍ର କ୍ରୀଡ଼ାମନ୍ତ୍ରୀ କିରେନ ରିଜିଜୁ ଲଞ୍ଚ୍‌ କରିବେ “ଫିଟ୍‌ ଇଣ୍ଡିଆ ଫ୍ରିଡମ୍‌ ରନ”

କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ ୧୪/୦୮: କେନ୍ଦ୍ର କ୍ରୀଡ଼ାମନ୍ତ୍ରୀ କିରେନ ରିଜିଜୁ ଶୁକ୍ରବାର ସାରା ଦେଶରେ ସର୍ବ ବୃହତ୍‌ ଫିଟ୍‌ ଇଣ୍ଡିଆ ଫ୍ରିଡମ୍‌ ରନ ଲଞ୍ଚ୍‌ କରିବେ। କେନ୍ଦ୍ର କ୍ରୀଡ଼ା ମନ୍ତ୍ରଣାଳୟ ତତ୍ତ୍ୱାବଧାନରେ ଏହା ଆୟୋଜନ ହେବ। ଏହି ରନ୍‌ ଅଗଷ୍ଟ ୧୫ରୁ ଅକ୍ଟୋବର ୨ ତାରିଖ

କୌଣସି ରାଜ୍ୟ ସରକାର ନିଜ ଇଚ୍ଛାରେ କିଣି ପାରିବେନି କରୋନା ଟିକା :କେନ୍ଦ୍ର ସରକାର

କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ ୧୪/୦୮ : ମହାମାରୀ କରୋନାକୁ ମାତ ଦେବା ପାଇଁ ଏକାଧିକ ଟିକା ଏବେ ନିର୍ଣ୍ଣାୟକ ସ୍ଥିତିରେ ପହଞ୍ଚି ଯାଇଛି। କିଛି କରୋନା ଟିକାର ଚୂଡ଼ାନ୍ତ ପର୍ଯ୍ୟାୟ ପରୀକ୍ଷା ଚାଲିଥିବା ବେଳେ ଆଉ କିଛି ଟିକାର ଉତ୍ପାଦନ ଆରମ୍ଭ ହୋଇଥିବା ସୂଚନା ମିଳିଛି। ଏହାକୁ
error: Content is protected !!
Open chat