Browsing Category
Odisha
ମୌସୁମୀ ଅଧିବେଶନରେ ଅଂଶଗ୍ରହଣ କରୁଥିବା ସମସ୍ତ ସାଂସଦଙ୍କର ହେବ କରୋନା ପରୀକ୍ଷା: ବାଚସ୍ପତି ଓମ ବିର୍ଲା
କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ ୨୯/୦୮: ସଂସଦର ଆଗାମୀ ମୌସୁମୀ ଅଧିବେଶନରେ ଅଂଶଗ୍ରହଣ କରୁଥିବା ସମସ୍ତ ସାଂସଦଙ୍କୁ କୋଭିଡ -୧୯ପରୀକ୍ଷା କରାଇବାକୁ ପଡ଼ିବ। ଏ ନେଇ ଆଜି ଅନୁଷ୍ଠିତ ଏକ ପ୍ରସ୍ତୁତି ବୈଠକରେ ବାଚସ୍ପତି ଓମ ବିର୍ଲା କହିଛନ୍ତି। ଅଧିବେଶନରେ ଅଂଶଗ୍ରହଣ କରୁଥିବା!-->…
ପରୀକ୍ଷା କେନ୍ଦ୍ରକୁ ମାଗଣାରେ ଯିବେ ଜେଇଇ ଓ ନିଟ୍ ପରୀକ୍ଷାର୍ଥୀ, ରହିବା ଦାୟିତ୍ୱ ନେବା ସହ ସମସ୍ତ ସୁବିଧା ଯୋଗାଇବ…
ଜେଇଇ ଓ ନିଟ୍ ପରୀକ୍ଷାର୍ଥୀଙ୍କ ପାଇଁ ବଡ଼ ଘୋଷଣାବିନା କୌଣସି ବାଧାରେ ପରୀକ୍ଷାର୍ଥୀମାନେ ପରୀକ୍ଷା ସେଣ୍ଟରକୁ ଯାଇପାରିବେଛାତ୍ରଛାତ୍ରୀ ଚାହିଁଲେ ପ୍ରଶାସନ ମଧ୍ୟ ଯିବା ଆସିବା ସୁବିଧା ଯୋଗାଇବଚଳିତବର୍ଷ ୩୭ ହଜାର ଛାତ୍ରଛାତ୍ରୀ ଜେଇଇ ଓ ନିଟ୍ ପରୀକ୍ଷା ଦେବେ
କଳିଙ୍ଗ ଜ୍ୟୋତି ବ୍ୟୁରୋ!-->!-->!-->…
ରକ୍ଷାମନ୍ତ୍ରୀ ଶ୍ରୀ ରାଜନାଥ ସିଂଙ୍କ ଦ୍ଵାରା ଏନସିସି ତାଲିମ ସଂକ୍ରାନ୍ତ ମୋବାଇଲ ଆପର ଶୁଭାରମ୍ଭ
କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ ୨୮/୦୮:ରକ୍ଷାମନ୍ତ୍ରୀ ଶ୍ରୀ ରାଜନାଥ ସିଂ ଜାତୀୟ ସମର ଶିକ୍ଷାର୍ଥୀ ବାହିନୀ ମହାନିର୍ଦ୍ଦେଶକ (ଡିଜି ଏନସିସି) ମୋବାଇଲ ଟ୍ରେନିଂ ଆପର ଗୁରୁବାରଦିନ ଶୁଭାରମ୍ଭ କରିଛନ୍ତି। ଏହି ଆପ ଜରିଆରେ ଦେଶବ୍ୟାପୀ ସମର ଶିକ୍ଷାର୍ଥୀମାନଙ୍କୁ ଅନଲାଇନ ତାଲିମ ପ୍ରଦାନ!-->…
ମାତ୍ର ୫୦ ଦିନ ରହିପାରେ କୋଭିଡ୍-୧୯ ଆଣ୍ଟିବଡ଼ି: ଅଧ୍ୟୟନ
କଳିଙ୍ଗ ଜ୍ୟୋତି ବ୍ୟୁରୋ ମୁମ୍ବାଇ ୨୮/୦୮: କୋଭିଡ୍-୧୯ ଆଣ୍ଟିବଡ଼ି ଦୁଇ ମାସରୁ ଅଧିକ ଦିନ ରହି ନ ପାରେ ବୋଲି ‘ଜେ ଜେ ଗ୍ରୁପ୍ ଅଫ୍ ହସ୍ପିଟାଲ୍ସର ସଂକ୍ରମିତ ସ୍ବାସ୍ଥ୍ୟସେବା କର୍ମଚାରୀଙ୍କ ଉପରେ କରାଯାଇଥିବା ଏକ ଅଧ୍ୟୟନରୁ ଜଣାପଡ଼ିଛି।
ଏହି ଅଧ୍ୟୟନର ମୁଖ୍ୟ ରଚୟିତା ଡାକ୍ତର!-->!-->!-->!-->!-->…
ଆଣ୍ଡାମାନ-ନିକୋବର ଦ୍ୱୀପପୁଞ୍ଜରେ ଲୁପ୍ତପ୍ରାୟ ବିରଳ ଆଦିବାସୀ ସଂପ୍ରଦାୟର ୧୦ ଜଣ କରୋନାରେ ଆକ୍ରାନ୍ତ
କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ ୨୮/୦୮: ସାରାବିଶ୍ୱର କୋଣ ଅନୁକୋଣରେ ମହାମାରୀ କରୋନା କାୟାବିସ୍ତାର କରିସାରିଲାଣି । ତେବେ ଏହି ମହାମାରୀ ଏବେ ଆଣ୍ଡାମାନ-ନିକୋବର ଦ୍ୱୀପପୁଞ୍ଜରେ ପଶିବା ଆରମ୍ଭ କରିଛି । ଏଠାରେ ଥିବା ବିରଳ ଆଦିବାସୀ ସଂପ୍ରଦାୟର ଜନଜାତି ଏବେ କରୋନାରେ ଶିକାର ହୋଇଛନ୍ତି!-->…
କରୋନା ଯୋଦ୍ଧାଙ୍କ ପିଲାମାନଙ୍କୁ ସ୍କୁଲ ଫି ଛାଡ୍ କରିବାକୁ ମୁଖ୍ୟମନ୍ତ୍ରୀଙ୍କୁ ପ୍ରତାପ ଷଡଙ୍ଗୀଙ୍କ ଚିଠି
କଳିଙ୍ଗ ଜ୍ୟୋତି ବ୍ୟୁରୋ ଭୁବନେଶ୍ୱର ୨୮/୦୮: ମହାମାରୀ କରୋନା କାରଣରୁ ଲୋକ ମାନଙ୍କର ଜୀବନ ଜୀବିକା ପ୍ରଭାବିତ ହୋଇଥିବାରୁ ଶକ୍ଷାନୁଷ୍ଠାନ ମାନଙ୍କରେ ଛାତ୍ର ଛାତ୍ରୀ ମାନଙ୍କୁ ଫିସରେ ରିହାତି ପ୍ରଦାନ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଅନୁରୋଧ କରିଛନ୍ତି କେନ୍ଦ୍ର ମନ୍ତ୍ରୀ!-->…
ଆଜିଠୁ ଭୁବନେଶ୍ବରରେ କୋରୋନା ପାଇଁ ଦ୍ବିତୀୟ ପର୍ଯ୍ୟାୟ ସେରୋ ସର୍ଭେ ଆରମ୍ଭ
କଳିଙ୍ଗ ଜ୍ୟୋତି ବ୍ୟୁରୋ ଭୁବନେଶ୍ୱର ୨୮/୦୮: ଭୁବନେଶ୍ବରରେ ଆଜିଠୁ କୋରୋନା ପାଇଁ ଦ୍ବିତୀୟ ପର୍ଯ୍ୟାୟ ସେରୋ ସର୍ଭେ ଆରମ୍ଭ ହେବ। ୨୫ଟି ୱାର୍ଡରେ ଏହି ସର୍ଭେ ହେବ। ୨ ଦିନରେ ୧୫୦୦ ନମୁନା ସଂଗ୍ରହ କରିବା ପାଇଁ ଲକ୍ଷ୍ୟ ରଖାଯାଇଛି। RMRCର ଟେକ୍ନିକାଲ ଓ ଭୁବନେଶ୍ୱର ମହାନଗର ନିଗମ(BMC)ର!-->…
ପ୍ରଧାନମନ୍ତ୍ରୀ ମୋଦି ଉଦଘାଟନ କରିବେ ଦୁନିଆର ସବୁଠାରୁ ଉଚ୍ଚରେ ନିର୍ମିତ ଅଟଳ ରୋହତଙ୍ଗ ସୁଡ଼ଙ୍ଗ
କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ ୨୮/୦୮: ହିମାଚଳ ପ୍ରଦେଶ ରୋହତଙ୍ଗ ପାସ୍ ତଳେ ନିର୍ମାଣ ହୋଇଥିବା ଦୁନିଆର ସବୁଠାରୁ ଉଚ୍ଚ ସ୍ଥାନରେ ଥିବା ଅଟଳ ରୋହତଙ୍ଗ ସୁଡ଼ଙ୍ଗ ପ୍ରସ୍ତୁତ ହୋଇଛି | ରଣାଟିନି ଓ ସୁରକ୍ଷା ଦୃଷ୍ଟିକୋଣରୁ ଏହା ବହୁତ ମହତ୍ଵପୁର୍ଣ | ଏହାକୁ ସୀମା ସଡକ ସଂଗଠନ ଦ୍ୱାରା!-->…
ଲକ୍ଡାଉନ୍ ପରେ ରାଜ୍ୟରେ ବଢ଼ିଛି ସାଇବର ଅପରାଧ
ଲକ୍ଡାଉନ୍ ଯୋଗୁଁ ବଢ଼ିଛି ସାଇବର ଠକେଇଅନ୍ଲାଇନ୍ କାରବାରକୁ ଟାର୍ଗେଟ୍ କରୁଛନ୍ତି ଅପରାଧୀଏପ୍ରିଲ ୧ରୁ ଏଯାଏଁ ଘଟିଲାଣି ୬୫୦ଟି ସାଇବର ଅପରାଧ
କଳିଙ୍ଗ ଜ୍ୟୋତି ବ୍ୟୁରୋ ଭୁବନେଶ୍ୱର ୨୮/୦୮: କରୋନା ମହାମାରୀ ଯୋଗୁଁ ଦୀର୍ଘ ୫ ମାସ ଧରି ଲକ୍ଡାଉନ୍ ଫଳରେ ରାଜ୍ୟରେ ବିଭିନ୍ନ ପ୍ରକାର!-->!-->!-->!-->!-->…
ଅଭିନେତା ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲା: ରିଆ ଚକ୍ରବର୍ତ୍ତୀଙ୍କ ଭୁବନେଶ୍ୱର ଡ୍ରଗସ ଲିଙ୍କ – ପୋଲିସ…
ଭୁବନେଶ୍ୱର,(କଳିଙ୍ଗ ଜ୍ୟୋତି ବ୍ୟୁରୋ),୨୮/୦୮ : ବହୁ ଚର୍ଚ୍ଚିତ ବଲିଉଡ ଅଭିନେତା ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ଘଟଣାରେ ରିଆ ଚକ୍ରବର୍ତ୍ତୀଙ୍କ ଭୁବନେଶ୍ୱର ଡ୍ରଗସ ଲିଙ୍କ ମାମଲାକୁ ନାରକୋଟିକସ କେଂଟ୍ରାଲ ବ୍ୟୁରୋ (ଏନସିବି) ତଦନ୍ତ ଦାୟିତ୍ୱ ନେଇଛନ୍ତି । ଭୁବନେଶ୍ୱର ଲିଙ୍କ ଥିବା!-->…