Browsing Category
Odisha
ଆଜି ପ୍ରକାଶ ପାଇଲା +୨ ବାଣିଜ୍ୟ ପରୀକ୍ଷାଫଳ : ନୟାଗଡ଼ ଜିଲ୍ଲାରେ ସର୍ବାଧିକ ୮୮.୭୦% ପାସ ହାର ଥିବାବେଳେ ଦେବଗଡ଼…
ମାନ୍ୟବର ମୁଖ୍ୟମନ୍ତ୍ରୀ ଓ ଶିକ୍ଷା ମନ୍ତ୍ରୀ ଟ୍ୱିଟ କରି ଛାତ୍ରଛାତ୍ରୀଙ୍କୁ ଶୁଭେଛା ଜଣାଇଲେ ।
ଭୁବନେଶ୍ୱର,(କଳିଙ୍ଗ ଜ୍ୟୋତି ବ୍ୟୁରୋ),୧୯/୦୮ : ଆଜି ପ୍ରକାଶ ପାଇଛି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ(ସିଏଚ୍ଏସ୍ଇ) ଦ୍ଵାରା ପରିଚାଳିତ +୨ ବାଣିଜ୍ୟ ବିଭାଗ ପରୀକ୍ଷା ଫଳ ।!-->!-->!-->…
ଉପଭୋକ୍ତାଙ୍କୁ ଆଉ ଯିବାକୁ ପଡ଼ିବନି ବିଦ୍ୟୁତ୍ ଅଫିସ୍ : ସଂଯୋଗ ଓ ସରବରାହ ସମ୍ବନ୍ଧୀୟ ସମସ୍ତ କାର୍ଯ୍ୟ ପାଇଁ…
କଳିଙ୍ଗ ଜ୍ୟୋତି ବ୍ୟୁରୋ ଭୁବନେଶ୍ୱର ୧୯/୦୮: ବିଦ୍ୟୁତ୍ ସଂଯୋଗ ଓ ସରବରାହ ସମ୍ବନ୍ଧୀୟ ସମସ୍ତ କାର୍ଯ୍ୟ ପାଇଁ ଆଉ ବିଦ୍ୟୁତ୍ ଅଫିସ୍ ଯିବାକୁ ପଡ଼ିବନି। ଏଣିକି ବିଦ୍ୟୁତ ଉପଭୋକ୍ତାମାନଙ୍କୁ ଅନ୍ଲାଇନ୍ ଯୋଗେ ଏହିସବୁ ସେବା ଉପଲବ୍ଧ କରାଯିବା। ଏଥିପାଇଁ ରାଜ୍ୟ ଶକ୍ତି ବିଭାଗ ଏକ!-->…
ଭାରତୀୟ ଷ୍ଟେଟ ବ୍ୟାଙ୍କ(ଏସ୍ବିଆଇ)ର ନିୟମରେ ପରିବର୍ତ୍ତନ : ବାଲାନ୍ସ ନ ଥାଇ ଉଠାଣ କଲେ ପଡ଼ିବ ଏଟିଏମ୍ ଚାର୍ଜ,…
କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ ୧୯/୦୮: ଭାରତୀୟ ଷ୍ଟେଟ ବ୍ୟାଙ୍କ(ଏସ୍ବିଆଇ) ଏହାର କେତେକ ଏଟିଏମ୍ରୁ ଟଙ୍କା ଉଠାଣ ନିୟମରେ ପରିବର୍ତ୍ତନ ଆଣିଛି। ପରିବର୍ତ୍ତିତ ନିୟମ ଅନୁଯାୟୀ, ଏସ୍ବିଆଇ ମେଟ୍ରୋ ସହରର ସଞ୍ଚୟ ଜମା ଖାତାଧାରୀଙ୍କୁ ଏଟିଏମ୍ରୁ ମାସକରେ ୮ ଥର ଓ ଗ୍ରାମାଞ୍ଚଳରେ ୧୦ଥର!-->…
ରାଜଗାଙ୍ଗପୁର: ଜୁଆ ଆଡ୍ଦା ଉପରେ ପୋଲିସ ଚଢ଼ଉ – ୧୬ ଗିରଫ, ୩୭,୭୩୪ ଟଙ୍କା ସମେତ, ୩ ମଟର ସାଇକେଲ,୧୬ଟି ମୋବାଇଲ…
ରାଜଗାଙ୍ଗପୁର,(କଳିଙ୍ଗ ଜ୍ୟୋତି ବ୍ୟୁରୋ/ସୌମ୍ୟଜିତ ସ୍ୱାଇଁ),୧୯/୦୮: ସୁନ୍ଦରଗଡ ଜିଲ୍ଲା ରାଜଗାଙ୍ଗପୁର ସହରରେ ନିଶା ଓ ଜୁଆ ଖେଳ ଦିନକୁ ଦିନ ବଢ଼ିବାରେ ଲାଗିଛି। ଛୁଆ ଠାରୁ ବୁୁୁୁୁୁଢା ପର୍ଯ୍ୟନ୍ତ ଆବାଳବୃଦ୍ଧ ସମସ୍ତେ ଏହି କୁ-କାର୍ଯ୍ୟରେ ଲିପ୍ତ ରହୁଛନ୍ତି। ଫଳରେ ସମାଜରେ ଏହାର କୁପ୍ରଭାବ!-->…
ଭୁବନେଶ୍ବର ବିମାନ ବନ୍ଦରର ହେବ ଘରୋଇକରଣ :ଆଜି କେନ୍ଦ୍ର କ୍ୟାବିନେଟ୍ ନେବ ନିଷ୍ପତ୍ତି
କଳିଙ୍ଗ ଜ୍ୟୋତି ବ୍ୟୁରୋ ଭୁବନେଶ୍ୱର ୧୯/୦୮: ରାଜ୍ୟର ଏକ ମାତ୍ର ଅନ୍ତର୍ଜାତୀୟ ବିମାନ ବନ୍ଦର ଭୁବନେଶ୍ବରସ୍ଥିତ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦର ପରିଚାଳନା ଭାର ଘରୋଇ ସଂସ୍ଥା ହାତକୁ ଚାଲିଯିବ। ଦେଶର ୧୨ ବିମାନ ବନ୍ଦରର ଘରୋଇକରଣ ନେଇ କେନ୍ଦ୍ର ସରକାର ରଖିଥିବା ଯୋଜନାର!-->…
ସଙ୍କଟରେ ରାଜ୍ୟର ଆର୍ଥିକ ସ୍ଥିତି : କରୋନା ମାଡ଼ରେ ରାଜ୍ୟରେ କମିବ ମୁଣ୍ଡ ପିଛା ଆୟ
କଳିଙ୍ଗ ଜ୍ୟୋତି ବ୍ୟୁରୋ ଭୁବନେଶ୍ୱର ୧୯/୦୮: କରୋନା ମାଡରେ ଘାଇଲା ରାଜ୍ୟ ରାଜକୋଷ। ସଙ୍କଟରେ ରାଜ୍ୟର ଆର୍ଥିକ ସ୍ଥିତି କୋଭିଡ୍ ଓଡିଶା ଛୁଇଁବା ପରେ ମାର୍ଚ୍ଚରୁ ଅଗଷ୍ଟ ଆର୍ଥିକ କାରବାର୍ ଗରୁତର ପ୍ରଭାବିତ ହୋଇଛି। ଗତକାଲି ଏସବିଆଇ ଇକୋରାପ୍ ରିପୋର୍ଟରେ ଏହା ଜଳଜଳ ହୋଇ ଦେଖାଯାଉଛି। ତେବେ!-->…
ମୋଦୀ ସରକାରଙ୍କ କୃଷି ସଂସ୍କାର ଚାଷୀଙ୍କ ପାଇଁ ଅନେକ ସମ୍ଭାବନାର ସମ୍ଭାର ଆଣିବ: କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
– କରୋନା ସମୟରେ ରାଜ୍ୟରେ ୩୬.୫ ଲକ୍ଷରୁ ଉର୍ଦ୍ଧ୍ୱ ଚାଷୀ ସିଧାସଳଖ ୨ ହଜାର ଟଙ୍କା ପାଇଛନ୍ତି
– କୁଚିଣ୍ଡା, କୋରାପୁଟ ଓ କନ୍ଧମାଳ ସମେତ ଓଡିଶାର ଅଧିକାଂଶ ଅଞ୍ଚଳର ଚାଷୀ ଲାଭବାନ ହେବେ
– ୧ ଲକ୍ଷ କୋଟିର କୃଷି ଭିତ୍ତିଭୂମି ପାଣ୍ଠି ପଣ୍ୟାଗାର, ଶୀତଳ ଭଣ୍ଡାର ଏବଂ ଖାଦ୍ୟ ପ୍ରକ୍ରିୟାକରଣରେ!-->…
ଆଜି ପୂର୍ବାହ୍ନ ୧୧.୩୦ରେ ପ୍ରକାଶ ପାଇବ +୨ ବାଣିଜ୍ୟ ପରୀକ୍ଷା ଫଳ
ଭୁବନେଶ୍ୱର,(କଳିଙ୍ଗ ଜ୍ୟୋତି ବ୍ୟୁରୋ),୧୯/୦୮: ଆଜି ଯୁକ୍ତ ୨ ବାଣିଜ୍ୟ ରେଜଲ୍ଟ ପ୍ରକାଶ ପାଇବ । ୧୯ ତାରିଖ ପୂର୍ବାହ୍ନ ୧୧ ଟା ୩୦ରେ ବାଣିଜ୍ୟ ପରୀକ୍ଷା ଫଳ ପ୍ରକାଶ ପାଇବ ବୋଲି ରାଜ୍ୟ ଗଣଶିକ୍ଷା ମନ୍ତ୍ରୀ ସମୀର ରଂଜନ ଦାଶ ସୂଚନା ଦେଇଛନ୍ତି । ଛାତ୍ରଛାତ୍ରୀମାନେ!-->…
“Mitron” ଆପ୍ କୁ ମିଳିଲା ବଡ ଫଣ୍ଡିଙ୍ଗ, ନେକ୍ସସ ଭେଞ୍ଚର ପାର୍ଟନର୍ସ ଦେବ ୫୦ ଲକ୍ଷ ଡଲାର
କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ ୧୯/୦୮: ଟିକଟକର ସ୍ଵଦେଶୀ ବିକଳ୍ପ କୁହାଯାଉଥିବା Mitron ଆପକୁ ଏକ ବଡ ଫଣ୍ଡିଙ୍ଗ ମିଳିଛି | ନେକ୍ସସ ଭେଞ୍ଚର ପାର୍ଟନର୍ସଙ୍କ ଠାରୁ ୫୦ ଲକ୍ଷ ଡଲାର ଫଣ୍ଡ ହାସିଲ କରିବାକୁ ଘୋଷଣା କରିଛ | Mitron ଏକ ସର୍ଟ ଫର୍ମ ସୋସିଆଲ ମିଡ଼ିଆ ଆପ | ଏହାଦ୍ୱାରା!-->…
ଟ୍ୱିନସିଟିରେ କରୋନା କଟକଣା ସହ ଗଣେଶ ପୂଜା ଅନୁମତି ପ୍ରଦାନ ପାଇଁ ହାଇକୋର୍ଟରେ ଜନସ୍ୱାର୍ଥ ମାମଲା ରୁଜୁ
କଟକ/ଭୁବନେଶ୍ୱର,(କଳିଙ୍ଗ ଜ୍ୟୋତି ବ୍ୟୁରୋ),୧୮/୦୮: କଟକ ସହରର ମଙ୍ଗଳାବାଗ ଥାନା ଅନ୍ତର୍ଗତ ବକ୍ସିବଜାର ନିକଟ ବାଣୀସାହିର ଆବେଦନକାରୀ ଶିବେନ୍ଦ୍ର କୁମାର ହାତୀ (୬୫) ହାଇକୋର୍ଟରେ ଭୁବନେଶ୍ୱର ଓ କଟକରେ ଗଣେଶ ପୂଜା ବନ୍ଦ ନେଇ ଜାରି ନିର୍ଦ୍ଦେଶନାମା ବିରୋଧରେ ହାଇକୋର୍ଟରେ ଜନସ୍ୱାର୍ଥ ମାମଲା!-->…