Browsing Category
Odisha
ଗୁଣିଗାରେଡି ଓ ଡାହାଣୀ ଭଳି ଧର୍ତ୍ତବ୍ୟ ଅପରାଧକୁ ଦୃଢ ହସ୍ତରେ ଦମନ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ
କଳିଙ୍ଗ ଜ୍ୟୋତି ବ୍ୟୁରୋ କଟକ ୧୪/୦୮ : ଗୁଣିଗାରେଡି ଓ ଡାହାଣୀ ଭଳି ଧର୍ତ୍ତବ୍ୟ ଅପରାଧକୁ ଦୃଢ ହସ୍ତରେ ଦମନ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।
ଏହାସହିତ ମାମଲା ବିଚାରରେ ଅଦାଲତ ବାସ୍ତବତା ସହିତ ଏପରି ଆକ୍ରୋଶର ଶିକାର ପୀଡ଼ିତଙ୍କ ମାନସିକ ସ୍ଥିତି ବିଷୟରେ ଅବଗତ ହେବା!-->!-->!-->!-->!-->…
ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ : ଅଙ୍ଗନବାଡ଼ି ରେଜିଷ୍ଟରରେ ବୟସ ରେକର୍ଡ ବିଶ୍ୱାସଯୋଗ୍ୟ ନୁହେଁ
କଳିଙ୍ଗ ଜ୍ୟୋତି ବ୍ୟୁରୋ କଟକ ୧୪/୦୮: ହାଇକୋର୍ଟ ଏକ ଗୁରୁତ୍ବପୂର୍ଣ୍ଣ ରାୟ ପ୍ରଦାନ କରି ଅଙ୍ଗନବାଡ଼ି କେନ୍ଦ୍ର ରେଜିଷ୍ଟରରେ ରେକର୍ଡ ହୋଇଥିବା ବୟସ ବିଶ୍ବାସଯୋଗ୍ୟ ନୁହେଁ ବୋଲି କହିଛନ୍ତି। ପୀଡିତାଙ୍କ ବୟସକୁ ନେଇ ଦ୍ବନ୍ଦ୍ବ କ୍ଷେତ୍ରରେ ମାଟ୍ରିକ ସାର୍ଟିଫିକେଟକୁ ଅଗ୍ରାଧିକାର ଦିଆଯିବ!-->…
“ପଖାଳ” ମୋର ପସନ୍ଦ : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
କଳିଙ୍ଗ ଜ୍ୟୋତି ବ୍ୟୁରୋ ଭୁବନେଶ୍ୱର ୧୪/୦୮: ଓଡ଼ିଆ ଖାଦ୍ୟକୁ ସ୍ବତନ୍ତ୍ର ପରିଚୟ ଦେବା ସହ ପ୍ରଚାର, ପ୍ରସାର ପାଇଁ ଓଟିଡିସି ଅଣ୍ଟା ଭିଡ଼ିଛି। ‘ଆମ ଘର ଆମ ହାଣ୍ଡିଶାଳ’ ନାମରେ ଚାଲିଥିବା ଏହି ରୋଷେଇ ପ୍ରତିଯୋଗିତା ଆସନ୍ତା ଅଗଷ୍ଟ ୧୫ ତାରିଖରୁ ଦୂରଦର୍ଶନରେ ପ୍ରସାରିତ ହେବ। ଏହି!-->…
କୋଭିଡ୍-୧୯କୁ ନେଇ ଗୁଜବ, ଅପପ୍ରଚାର କରୁଥିବା ଭିଡିଓ, ଅଡିଓ ଓ ଚିତ୍ର କିମ୍ବା କୌଣସି ଲେଖା ସେୟାର ଏକ ଅପରାଧ :…
କଳିଙ୍ଗ ଜ୍ୟୋତି ବ୍ୟୁରୋ ଭୁବନେଶ୍ୱର ୧୪/୦୮: କୋଭିଡ୍-୧୯କୁ ନେଇ ଅପପ୍ରଚାର ଅପରାଧ। ମାର୍ଚ୍ଚରୁ ଅଗଷ୍ଟ ଭିତରେ ରାଜ୍ୟ ପୁଲିସର ବିଭିନ୍ନ ଥାନାରେ ୭୩ଟି ମାମଲା ରୁଜୁ ହେଲାଣି। ଏହାକୁ ନେଇ ସରକାରଙ୍କ ସହ ପୁଲିସ ମଧ୍ୟ କଠୋର ହୋଇଛି। ଏଣୁ ସମସ୍ତେ ସୁଧୁରି ଯାଅ। କୋଭିଡ୍କୁ ନେଇ ଗୁଜବ,!-->…
ରାଉଲକେଲା: ଉଦିତନଗର ସରକାରୀ ବାଳିକା ବିଦ୍ୟାଳୟରେ ‘ବିଶ୍ୱ ସଂସ୍କୃତ ଦିବସ’ ପାଳିତ
ରାଉଲକେଲା,(କଳିଙ୍ଗ ଜ୍ୟୋତି ବ୍ୟୁରୋ),୧୪/୦୮ : ଇସ୍ପାତ ନଗରୀ ରାଉଲକେଲାର ଉଦିତନଗରସ୍ଥିତ ସରକାରୀ ବାଳିକା ବିଦ୍ୟାଳୟରେ କେବଳ କର୍ମକର୍ତ୍ତା ମାନଙ୍କ ମଧ୍ୟରେ 'ଗୁଗୁଲମିଟ' ମାଧ୍ୟମରେ 'ବିଶ୍ୱ ସଂସ୍କୃତ ଦିବସ' ପାଳନ କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବରେ ଜିଲ୍ଲା ଶିକ୍ଷା!-->…
ଅସହାୟଙ୍କ ହିରୋ ଅଭିନେତା ସୋନୁ ସୁଦ୍ : ଉତ୍ତରପ୍ରଦେଶର ଜଣେ ଯୁବତୀଙ୍କ ଆଣ୍ଠୁ ପ୍ରତିରୋପଣ ପାଇଁ ଆର୍ଥିକ ସହାୟତା ଦେବା…
କଳିଙ୍ଗ ଜ୍ୟୋତି ବ୍ୟୁରୋ ଗାଜିଆବାଦ୍ ୧୪/୦୮ : ପରଦାରେ ଖଳନାୟକ ଭୂମିକାରେ ଦର୍ଶକଙ୍କ ମନୋରଞ୍ଜନ କରୁଥିଲେ ମଧ୍ୟ ଅସଲ ଜୀବନରେ ଅସହାୟଙ୍କ ହିରୋ ବନି ଯାଇଛନ୍ତି ଅଭିନେତା ସୋନୁ ସୁଦ୍। ଲକଡାଉନ ଆରମ୍ଭ ହେବା ପରଠାରୁ ପ୍ରବାସୀଙ୍କୁ ଘରକୁ ଫେରାଇ ଆଣିବାଠାରୁ ଆରମ୍ଭ କରି ଅସହାୟଙ୍କୁ ଆର୍ଥିକ!-->…
“ସଡ଼କ-୨”କୁ ୫୦ ଲକ୍ଷରୁ ଅଧିକ ଡିସ୍ଲାଇକ୍
କଳିଙ୍ଗ ଜ୍ୟୋତି ବ୍ୟୁରୋ ମୁମ୍ୱାଇ ୧୪/୦୮: ବଲିଉଡ୍ ଫିଲ୍ମ ନିର୍ମାତା ମହେଶ ଭଟ୍ଟଙ୍କ ଫିଲ୍ମ ‘ସଡ଼କ -୨’ର ପୋଷ୍ଟର ରିଲିଜ୍ ହେବା ସମୟରେ ଫିଲ୍ମଟି ବିବାଦରେ ଛନ୍ଦି ହୋଇପଡ଼ିଥିଲା। ୧୨ ଅଗଷ୍ଟରେ ଫିଲ୍ମର ଟ୍ରେଲର ୟୁଟ୍ୟୁବ୍ରେ ରିଲିଜ୍ ହୋଇଛି। ୟୁଟ୍ୟୁବ୍ରେ ଏହି ଟ୍ରେଲରଟି ଟ୍ରେଣ୍ଡ!-->…
ରାମଜନ୍ମ ଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟର ଅଧ୍ୟକ୍ଷ ତଥା ଅଯୋଧ୍ୟାର ବରିଷ୍ଠ ମହନ୍ତ ନିତ୍ୟ ଗୋପାଳ ଦାସଙ୍କୁ କରୋନା,…
କଳିଙ୍ଗ ଜ୍ୟୋତି ବ୍ୟୁରୋ ଅଯୋଧ୍ୟା ୧୪/୦୮: ରାମଜନ୍ମ ଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟର ଅଧ୍ୟକ୍ଷ ତଥା ଅଯୋଧ୍ୟାର ବରିଷ୍ଠ ମହନ୍ତ ନିତ୍ୟ ଗୋପାଲ ଦାସ ମହାମାରୀ କରୋନାରେ ସଂକ୍ରମିତ ହୋଇଛନ୍ତି। ତାଙ୍କ ରିପୋର୍ଟ ପଜିଟିଭ ଆସିଥିବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଅଗଷ୍ଟ ୫ ତାରିଖରେ!-->…
ମହିଳା ସହକର୍ମୀଙ୍କୁ ଯୌନ ନିର୍ଯାତନା: ଓଏଏସ୍ ବିଭୂ ଷଡ଼ଙ୍ଗୀଙ୍କୁ ବାଧ୍ୟତାମୂଳକ ଅବସର
କଳିଙ୍ଗ ଜ୍ୟୋତି ବ୍ୟୁରୋ ଭୁବନେଶ୍ୱର ୧୪/୦୮: ପୂର୍ବତନ ଆୟୁଷ ନିର୍ଦେଶକ ବିଭୂ ପ୍ରସାଦ ଷଡ଼ଙ୍ଗୀଙ୍କୁ ଗୁରୁବାର ରାଜ୍ୟ ସରକାର ବାଧ୍ୟତାମୂଳକ ଅବସର ଦେଇଛନ୍ତି। ଓଏଏସ୍ ବିଭୂ ପ୍ରସାଦ ଷଡ଼ଙ୍ଗୀ ସ୍ବତନ୍ତ୍ର ସଚିବ ପାହ୍ୟାରେ ଥିଲେ ।
ସୂଚନା ଅନୁଯାୟୀ, ଶ୍ରୀ ଷଡ଼ଙ୍ଗୀ ତାଙ୍କର ଜଣେ!-->!-->!-->!-->!-->…
ଆଜି କେନ୍ଦ୍ର କ୍ରୀଡ଼ାମନ୍ତ୍ରୀ କିରେନ ରିଜିଜୁ ଲଞ୍ଚ୍ କରିବେ “ଫିଟ୍ ଇଣ୍ଡିଆ ଫ୍ରିଡମ୍ ରନ”
କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ ୧୪/୦୮: କେନ୍ଦ୍ର କ୍ରୀଡ଼ାମନ୍ତ୍ରୀ କିରେନ ରିଜିଜୁ ଶୁକ୍ରବାର ସାରା ଦେଶରେ ସର୍ବ ବୃହତ୍ ଫିଟ୍ ଇଣ୍ଡିଆ ଫ୍ରିଡମ୍ ରନ ଲଞ୍ଚ୍ କରିବେ। କେନ୍ଦ୍ର କ୍ରୀଡ଼ା ମନ୍ତ୍ରଣାଳୟ ତତ୍ତ୍ୱାବଧାନରେ ଏହା ଆୟୋଜନ ହେବ। ଏହି ରନ୍ ଅଗଷ୍ଟ ୧୫ରୁ ଅକ୍ଟୋବର ୨ ତାରିଖ!-->…