Browsing Category

Odisha

ଅଯୋଧ୍ୟାର ରୌନାହୀରେ ମସଜିଦ ନିର୍ମାଣ ପାଇଁ ସୁନ୍ନି ୱାକ ଅଫ ବୋର୍ଡ ଟ୍ରଷ୍ଟ ଗଠନ ହେଲା

କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ/ଲକ୍ଷ୍ନୌ ୩୦/୦୭ : ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ପାଇଁ ପ୍ରକ୍ରିୟା ଜୋରସୋରରେ ଆଗେଇ ଚାଲିଛି। ଆସନ୍ତା ୫ ତାରିଖରେ ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ପାଇଁ ଭୂମି ପୂଜନ କରାଯିବ। ତେବେ ଏସବୁ ଭିତରେ ଆଯୋଧ୍ୟାରେ ମସଜିଦ୍‌ ନିର୍ମାଣ ପାଇଁ ଆଜି ସୁନ୍ନି

‘କୋଭିଡ ଯୋଦ୍ଧା ଦରମା ପାଇଁ ନୁହେଁ, ଲୋକଙ୍କ ଜୀବନ ରକ୍ଷା ପାଇଁ ମିଶନ ଭଳି ସେବା କରିଚାଲିଛନ୍ତି’…

"ଲୋକଙ୍କ ଜୀବନ ରକ୍ଷା ପାଇଁ ସମ୍ବଳର ଅଭାବ ରହିବ ନାହିଁ " - ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ 'କୋଭିଡ-୧୯' ସଂପର୍କରେ ବିଧାୟକମାନଙ୍କ ସଚେତନତା କାର୍ଯ୍ୟକ୍ରମ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଉଦ୍‌ଘାଟିତ।'କୋଭିଡ ଯୋଦ୍ଧା' ଭାଇଭଉଣୀ ମାନଙ୍କର ନିଷ୍ଠା ଓ ତ୍ୟାଗର ଉଚ୍ଚ ପ୍ରଶଂସା କଲେ

ମାନବ ସମ୍ବଳ ମନ୍ତ୍ରଣାଳୟର ନୂଆ ନାମକରଣ : ହେଲା ‘ଶିକ୍ଷା ମନ୍ତ୍ରଣାଳୟ’ନୂଆ ଶିକ୍ଷାନୀତି…

କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ ୩୦/୦୭: କେନ୍ଦ୍ର କ୍ୟାବିନେଟ ଆଜି ନୂଆ ଶିକ୍ଷା ନୀତି ୨୦୨୦କୁ ମଂଜୁରୀ ଦେଇଛନ୍ତି । ଗତ ୩୪ ବର୍ଷରେ ପ୍ରଥମ ଥର ପାଇଁ ଦେଶର ଶିକ୍ଷା ନୀତିରେ ପରିବର୍ତ୍ତନ ଅଣାଯାଇଛି । ଆଧୁନିକ ସମୟ ଓ ପରିସ୍ଥିତିକୁ ଦୃଷ୍ଟିରେ ରଖି ଏହି ଶିକ୍ଷାନୀତି ପ୍ରସ୍ତୁତ

ଅମ୍ବାଲାରେ ଅବତରଣ କଲା ରାଫେଲ,ସଂସ୍କୃତ ଶ୍ଳୋକ ଲେଖି ୫ଟି ରାଫେଲକୁ ସ୍ୱାଗତ କଲେ ପ୍ରଧାନମନ୍ତ୍ରୀ ମୋଦୀ, ପ୍ରତିରକ୍ଷା…

କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ ୩୦/୦୭: ଆଜି ଭାରତ ମାଟି ଛୁଇଁଛି ରାଫେଲ୍। ଫ୍ରାନ୍ସ୍‌ରୁ ପ୍ରଥମ ପର୍ଯ୍ୟାୟରେ ଆସିଥିବା ପାଞ୍ଚଟି ରାଫେଲ୍ ‌ଲଢୁଆ ଜେଟ୍ ହରିୟାଣାର ଅମ୍ବାଲା ଏୟାର ବେସରେ ଅବତରଣ କରିଛି । ଭାରତୀୟ ବାୟୁସେନାର ବହୁ ବରିଷ୍ଠ ଅଧିକାରୀ ଅମ୍ବାଲା ବେସରେ ଉପସ୍ଥିତ ରହି

ହକିର ଏନ୍ତୁଡିଶାଳ ସୁନ୍ଦରଗଡ଼ ଜିଲ୍ଲାରେ ଖେଳର ବିକାଶ ପାଇଁ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ…

ସୁନ୍ଦରଗଡ଼,(କଳିଙ୍ଗ ଜ୍ୟୋତି ବ୍ୟୁରୋ), ୨୯/୦୭ : ସୁନ୍ଦରଗଡ଼ ସାଂସଦ ଜୁଏଲ ଓରାମ ହକି ଖେଳର ଏନ୍ତୁଡିଶାଳ ଭାବେ ପରିଚିତ ସୁନ୍ଦରଗଡ଼ ଜିଲ୍ଲାରେ ହକିର ବିକାଶ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖିଛନ୍ତି । ରାଜ୍ୟ ସରକାର ହକିର ବିକାଶ

ଯୁକ୍ତ ତିନି ଆଡ଼ମିଶନ ପାଇଁ ଗାଇଡ ଲାଇନ ଜାରି କଲା ଉଚ୍ଚଶିକ୍ଷା ବିଭାଗ।

କଳିଙ୍ଗ ଜ୍ୟୋତି ବ୍ୟୁରୋ ଭୁବନେଶ୍ୱର ୨୯/୦୭: ଉଚ୍ଚଶିକ୍ଷାରେ ନାମଲେଖା ପାଇଁ ଷ୍ଟୁଡ଼େଣ୍ଟ ଏକା‌େ‌ଡ଼ମିକ ମ୍ୟାନେଜମେଣ୍ଟ ସିଷ୍ଟମ (ସାମ୍ସ) ପ୍ରକଳ୍ପ ଅଧୀନରେ ୨୦୨୦-୨୧ ପାଇଁ ଇ ନାମଲେଖା ପ୍ରଣାଳୀ ଓ ପ୍ରସ୍ତୁତି ସମ୍ପର୍କରେ ବିଭାଗ ପକ୍ଷରୁ ସମସ୍ତ ଡିଗ୍ରୀ, ସ୍ବୟଂଶାସିତ, ସଂସ୍କୃତ ଓ ସେଲ୍ଫ

ଆତଙ୍କବାଦୀଙ୍କ ଟାର୍ଗେଟରେ ଅଯୋଧ୍ୟା, ସତର୍କ କରାଇଲା “ର”

କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ ୨୯/୦୭ : ଆଯୋଧ୍ୟାରେ ରାମମନ୍ଦିର ନିର୍ମାଣ ଲାଗି ଆସନ୍ତା ୫ ତାରିଖରେ ଭୂମିପୂଜା ହେବ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି କାର୍ଯ୍ୟକ୍ରମରେ ଯୋଗ ଦେବେ । ଏହି ଭୂମିପୂଜା କାର୍ଯ୍ୟକ୍ରମ ଉପରେ ଏବେ ସାରା ବିଶ୍ୱର ଦୃଷ୍ଟି ରହିଛି । ଏହା ଫଳରେ ଅଯୋଧ୍ୟା

‘ମିଜାଇଲ ମ୍ୟାନ’ ତଥା ଭାରତରତ୍ନ ସ୍ୱର୍ଗତଃ ଡ. ଅବଦୁଲ କଲାମଙ୍କ ମାନସସନ୍ତାନ – ଧାମରାସ୍ଥ…

ଭଦ୍ରକ, (କଳିଙ୍ଗ ଜ୍ୟୋତି ବ୍ୟୁରୋ), ୨୯/୦୭ : ଭଦ୍ରକ ଜିଲା ଧାମରା ନିକଟରେ ଥିବା ଭାରତ ବର୍ଷର ବୃହତ୍ତମ ପ୍ରତିରକ୍ଷା ଘାଟି ହୁଇଲର ଦ୍ୱୀପ ଏବେ କଲାମ ଦ୍ୱୀପ ନାମରେ ନାମିତ ହୋଇଛି । ଏହି ଦ୍ୱୀପରେ ଥିବା କଲାମଙ୍କ ମାନସ ପୁତ୍ର ତଥା ପୃଥିବୀ କ୍ଷେପଣାସ୍ତ୍ରର ପ୍ରଥମ ଖସିବା ସ୍ଥାନ ତଥା କାଲାମ

ଅଗଷ୍ଟରେ ହରିଦାସପୁର-ପାରାଦୀପ ପାସେଞ୍ଜର ଟ୍ରେନ ଚଳାଇବା ପାଇଁ ରେଳମନ୍ତ୍ରୀଙ୍କୁ ରେଳମନ୍ତ୍ରୀଙ୍କୁ ଚିଠି ଲେଖିଲେ…

କଳିଙ୍ଗ ଜ୍ୟୋତି ବ୍ୟୁରୋ ଭୁବନେଶ୍ୱର ୨୯/୦୭: ହରିଦାସପୁର-ପାରାଦୀପ ରେଳପଥରେ ଯାତ୍ରୀବାହୀ ଟ୍ରେନ୍‌ ଚଳାଇବାକୁ କେନ୍ଦ୍ର ରେଳମନ୍ତ୍ରୀ ପୀୟୁଷ ଗୋଏଲଙ୍କୁ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଯାତ୍ରୀବାହୀ ଟ୍ରେନ ଏହି ରୁଟ୍‌ରେ ଚଳାଚଳ କଲେ କେନ୍ଦ୍ରାପଡ଼ା ସମେତ ବହୁ ଲୋକ ଉପକୃତ

ସୁନ୍ଦରଗଡ଼ ଝିଅ ଅର୍ଚନା ସୋରେଙ୍ଗ : ଜାତିସଂଘ ପାଣିପାଗ ଯୁବ ପରାମର୍ଶଦାତା ଗୋଷ୍ଠୀରେ ସାମିଲ

ଭୁବନେଶ୍ୱର,(କଳିଙ୍ଗ ଜ୍ୟୋତି ବ୍ୟୁରୋ), ୨୯/୦୭ : ସୁନ୍ଦରଗଡ଼ ଝିଅ ଅର୍ଚନା ସୋରେଙ୍ଗ ଆଣିଛନ୍ତି ରାଜ୍ୟ ପାଇଁ ଗୌରବ । ଜାତିସଂଘ ପାଣିପାଗ ଯୁବ ପରାମର୍ଶଦାତା ଗୋଷ୍ଠୀରେ ଅନ୍ୟ ୭ ଜଣଙ୍କ ସହ ସ୍ଥାନ ପାଇଛନ୍ତି ଅର୍ଚନା । ଏ ସମ୍ପର୍କରେ ଜାତିସଂଘ ମହାସଚିବ ଟ୍ବିଟ୍ କରି ସୂଚନା ଦେଇଛନ୍ତି ।
error: Content is protected !!
Open chat