Browsing Category

Odisha

ଗ୍ରୋସରୀ ଓ ଅତ୍ୟାବଶ୍ୟକ ଜିନିଷ ଯୋଗାଇବ ଜିଓ ମାର୍ଟ :ଆପକୁ ୧୦ ଲକ୍ଷରୁ ଅଧିକ ଡାଉନଲୋଡ କଲେଣି

କଳିଙ୍ଗ ଜ୍ୟୋତି ବ୍ୟୁରୋ ଭୁବନେଶ୍ୱର ୨୬/୦୭: ଘରେ ବସି ଲୋକଙ୍କୁ ଗ୍ରୋସରୀ, ପନିପରିବା ସହ ଅତ୍ୟାବଶ୍ୟକ ଜିନିଷ ଯୋଗାଇବ ଜିଓମାର୍ଟ ଆପ। ଆଜ୍ଞା ହଁ, ଗୁଗଲ୍ ପ୍ଲେ ଷ୍ଟୋର ଏବଂ ଆଇଓଏସ୍ ଆପ୍ ଷ୍ଟୋରରେ ବର୍ତ୍ତମାନ ଉପଲବ୍ଧ ଜିଓମାର୍ଟ ଆପ୍। ଏହି ଆପଟିକୁ ବର୍ତ୍ତମାନ ୧୦ ଲକ୍ଷରୁ ଅଧିକ ଥର ଡାଉନଲୋଡ

ରାଜଧାନୀରେ ବିଭିନ୍ନ ଧର୍ମାନୁଷ୍ଠାନ ସହଯୋଗରେ ୨୨୦ କୋଭିଡ୍‌ କେୟାର ହସ୍ପିଟାଲ୍‌ ହେବ

କଳିଙ୍ଗ ଜ୍ୟୋତି ବ୍ୟୁରୋ ଭୁବନେଶ୍ୱର ୨୬/୦୭: ରାଜଧାନୀରେ ଥିବା ବିଭିନ୍ନ ଧର୍ମାନୁଷ୍ଠାନ ସହଯୋଗରେ ବିଏମ୍‌ସି ୨୨୦ ଶଯ୍ୟା ବିଶିଷ୍ଟ କୋଭିଡ୍‌ କେୟାର ହସ୍ପିଟାଲ ପ୍ରସ୍ତୁତ କରିବାକୁ ଯୋଜନା କରିଛି। ଗୁରୁଦ୍ବାରା, ଖ୍ରୀଷ୍ଟିଆନ ଆସୋସିଏସନ, ମୁସଲିମ୍‌ ଆସୋସିଏସନ୍ ଇତ୍ୟାଦି ଏନେଇ ବିଏମ୍‌ସିକୁ

ଓଜେଇଇ ଅନ୍‌ଲାଇନ୍‌ ପଞ୍ଜୀକରଣ ଜୁଲାଇ ୩୧କୁ ଘୁଞ୍ଚିଲା

କଳିଙ୍ଗ ଜ୍ୟୋତି ବ୍ୟୁରୋ ଭୁବନେଶ୍ୱର ୨୬/୦୭ : ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା(ଓଜେଇଇ) ଅନ୍‌ଲାଇନ୍‌ ପଞ୍ଜୀକରଣ ସମୟ ସୀମାକୁ ବୃଦ୍ଧି କରାଯାଇଛି। ଏଥିସହ ପରୀକ୍ଷା କେନ୍ଦ୍ର ପାଇଁ ସହର ସଂଖ୍ୟାକୁ ମଧ୍ୟ ବଢାଯାଇଛି। ଏନେଇ ଓଜେଇଇ ପକ୍ଷରୁ ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ ପାଇଛି।

ବେଙ୍ଗାଲୁରୁ : ୩,୦୦୦ ରୁ ଅଧିକ କରୋନା ଆକ୍ରାନ୍ତ ନିଖୋଜ – ପ୍ରଶାସନର ଚିନ୍ତା ବଢ଼ିଲା ! !

ବେଙ୍ଗାଲୁରୁ, (କଳିଙ୍ଗ ଜ୍ୟୋତି ବ୍ୟୁରୋ), ୨୬/୦୭ : କରୋନା ସଂକ୍ରମଣ ଯୋଗୁ କର୍ନାଟକରେ ସ୍ଥିତି ସଙ୍କଟ ଜନକ ରହିଛି। ଆକ୍ରାନ୍ତଙ୍କ ଚିକିତ୍ସା ପାଇଁ ସରକାରଙ୍କ ପକ୍ଷରୁ ଉଦ୍ୟମ ଅବ୍ୟାହତ ରହିଛି। ତେବେ ବେଙ୍ଗାଲୁରୁ ସହରରେ ଶହେ ଅବା ଦୁଇ ଶହ ନୁହେଁ, ଏକାଥରକେ ତିନି ହଜାରରୁ ଅଧିକ କରୋନା

ବଦଳିଯିବ ସାମଗ୍ରୀ କ୍ରୟ ବିକ୍ରୟର ପ୍ରଣାଳୀ, ନୂଆ ନୀୟମ ଲାଗୁ କଲେ ସରକାର

କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ ୨୬/୦୭ : ଜୁଲାଇ 20 ରେ ସରକାର ଗ୍ରାହକଙ୍କ ପାଇଁ ଏକ ନୂତନ ନିୟମ ଲାଗୁ କରିଥିଲେ। ଏହି ନୂତନ ନିୟମରେ ଗ୍ରାହକମାନେ ପୂର୍ବ ଅପେକ୍ଷା ଅଧିକ ଅଧିକାର ପାଇଛନ୍ତି। ଇ-କମର୍ସ କମ୍ପାନୀଗୁଡିକ ମଧ୍ୟ ଏହି ଆଇନର ଅଧୀନରେ ଅଛନ୍ତି। ତଥାପି, ଇ-ବାଣିଜ୍ୟ

ଆସନ୍ତା କାଲିଠାରୁ କଟକ ‘ଆଚାର୍ଯ୍ୟ ହରିହର ଆଞ୍ଚଳିକ କର୍କଟ କେନ୍ଦ୍ର’ରେ ୨୪ ଘଣ୍ଟିଆ ଆଣ୍ଟିଜେନ୍‌ କରୋନା…

କଟକ, (କଳିଙ୍ଗ ଜ୍ୟୋତି ବ୍ୟୁରୋ), ୨୬/୦୭ : ଆସନ୍ତା ସୋମବାରଠାରୁ ଆଚାର୍ଯ୍ୟ ହରିହର ଆଞ୍ଚଳିକ କର୍କଟ କେନ୍ଦ୍ରରେ ୨୪ ଘଣ୍ଟିଆ ଆଣ୍ଟିଜେନ୍‌ ପରୀକ୍ଷା ଆରମ୍ଭ ହେବ। ବର୍ତ୍ତମାନ କେନ୍ଦ୍ରରେ ରୋଗୀଦେଖା ସ୍ବାଭାବିକ୍‌ ହୋଇଥିଲାବେଳେ କେବଳ ଦିନବେଳା ଆଉଟଡୋର ଓ ରୋଗୀଙ୍କର ବିଭିନ୍ନ ପରୀକ୍ଷା

ରାଉରକେଲା : ଗୋ-ମାଂସ ଚାଲାଣକାରୀଙ୍କ ଆକ୍ରମଣରେ ବଜରଙ୍ଗ ଦଳର କର୍ମୀ ଆହତ – ଜଣେ ମହିଳାଙ୍କ ସମେତ ୩ ଗିରଫ,…

ରାଉରକେଲା, (କଳିଙ୍ଗ ଜ୍ୟୋତି ବ୍ୟୁରୋ), ୨୬/୦୭ : ସୁନ୍ଦରଗଡ଼ ଜିଲ୍ଲାର ରାଉରକେଲାରେ ଗୋ-ମାଂସ ଜବତ ହେବା ସହ ପରିବହନରେ ବ୍ୟବହୃତ କାର ଜବତ କରାଯାଇଛି। ଏହି ମାମଲାରେ ୩ଜଣଙ୍କୁ ଗିରଫ କରାଯାଇଥିବା ଜଣାଯାଇଛି। ସେମାନେ ହେଲେ ଲାଠିକଟାର ହାସମୀ ନାଜ୍, ମହମ୍ମଦ ଫିରୋଜ୍ ଓ ଖାଲିଦ୍ କୁରେସୀ।

କରୋନା ମୃତକଙ୍କ ଶବକୁ ମିଳିବ ଏଣିକି ଉପଯୁକ୍ତ ସମ୍ମାନ : ଗାଇଡ୍ ଲାଇନ ଜାରି କଲେ ରାଜ୍ୟ ସରକାର

ଭୁବନେଶ୍ୱର,(କଳିଙ୍ଗ ଜ୍ୟୋତି ବ୍ୟୁରୋ),୨୬/୦୭ : ଗଞ୍ଜାମ ଜିଲ୍ଲା କୋଦଳା ମେଡିକାଲ ବାହାରେ ଆଗଧାଡିର କରୋନା ଯୋଦ୍ଧା ପୋଲିସ ଅଫିସରଙ୍କ ମୃତଦେହ ପଡି ରହିବା ଭଳି ସମ୍ବେଦନଶୀଳ ଘଟଣା ପରେ ରାଜ୍ୟ ସରକାର ଏକ ବଡ ଘୋଷଣା କରିଛନ୍ତି । ଏଣିକି କରୋନାରେ ମୃତ୍ୟୁ ହେଲେ ମୃତଦେହକୁ ମିଳିବ ସମ୍ମାନ ।

ଆବଶ୍ୟକ ପଡ଼ିଲେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ବାସଭବନ ଆଗରେ ଧାରଣାରେ ବସିବି : ଅଶୋକ ଗେହଲୋଟ

କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ/ଜୟପୁର ୨୬/୦୭: ଦିନକୁ ଦିନ ଜଟିଳ ହେଉଛି ରାଜସ୍ଥାନର ରାଜନୈତିକ ସ୍ଥିତି । ଶନିବାର ଅପରାହ୍ଣରେ କଂଗ୍ରେସ ବିଧାୟକ ଦଳର ଏକ ବୈଠକ କରିବା ପରେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟ କହିଛନ୍ତି ଯେ ସେ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ଭେଟି ଅଭିଯୋଗ କରିବେ ।

ଚୀନକୁ ଜୋରଦାର ଝଟକା : ଚୀନ୍‌ର ସବୁଠୁ ବଡ଼ ଆଣବିକ କେନ୍ଦ୍ର ‘ଆଇନେଷ୍ଟ’ରୁ ଏକକାଳୀନ ୯୦ ପରମାଣୁ ବୈଜ୍ଞାନିକଙ୍କ…

କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ ୨୬/୦୭ : ଚୀନ୍‌ର ସବୁଠୁ ବଡ ଆଣବିକ ଗବେଷଣା କେନ୍ଦ୍ର ‘ଇନିଷ୍ଟିଚ୍ୟୁଟ୍ ଅଫ ନ୍ୟୁକ୍ଲିୟର ଏନେର୍ଜୀ ସେଫ୍ଟି ଟେକ୍ନୋଲଜି’ (ଆଇନେଷ୍ଟ)ରୁ ଏକକାଳୀନ ୯୦ ଜଣ ବୈଜ୍ଞାନିକ ଇସ୍ତଫା ଦେଇଥିବା ଜଣାପଡିଛି। ପ୍ରାୟ ୫୦୦ ବୈଜ୍ଞାନିକଙ୍କୁ ନେଇ କାମ
error: Content is protected !!
Open chat