Browsing Category
Odisha
ସିପ୍ଲା କଂପାନୀ ଭାରତକୁ ଆଣିଲା କୋଭିଡ-19 ର ଶସ୍ତା ଔଷଧ ‘ସିପ୍ଲେଞ୍ଜା’,ଦାମ ମାତ୍ର ୬୫ ଟଙ୍କା
କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ ୨୫/୦୭:କରୋନା ମହାମାରୀ ଯୋଗୁଁ ସାରା ଦେଶରେ ହଇଚଇ ସୃଷ୍ଟି ହୋଇଛି । ଏହାରି ମଧ୍ୟରେ କରୋନାକୁ ହରାଇବା ପାଇଁ ସବୁଠାରୁ ଶସ୍ତା ଔଷଧ ମଧ୍ୟ ପ୍ରସ୍ତୁତ ହୋଇସାରିଛି । ଏହାକୁ ବଜାରକୁ ଆଣିବା ପାଇଁ ଏକ ଫାର୍ମାସ୍ୟୁଟିକାଲ କର୍ମ୍ପନୀକୁ ଡିସିଜିଆଇରୁ ମଧ୍ୟ!-->…
“ଭାବିଜୀ ପାମ୍ପଡ” ଖାଆନ୍ତୁ – କରୋନାକୁ ମାତ୍ ଦିଅନ୍ତୁ ବୋଲି କହିଲେ କେନ୍ଦ୍ରମନ୍ତ୍ରୀ
କଳିଙ୍ଗ ଜ୍ଯୋତି ବ୍ଯୁରୋ ନୂଆଦିଲ୍ଲୀ ୨୫/୦୭: ମହାମାରୀ କରୋନା ଭାଇରସର ସଙ୍କଟ ମଧ୍ୟରେ କେନ୍ଦ୍ରମନ୍ତ୍ରୀ ଅର୍ଜୁନ ମେଘୱାଲା ‘ଭାବିଜୀ’ କ୍ରିସିପ୍ ପାମ୍ପଡ ଲଞ୍ଚ କରିଛନ୍ତି। ଏହି ପାମ୍ପଡ ଦେଶରୁ କରୋନା ଭାଇରସକୁ ଦୂରେଇବାରେ ସହଯୋଗ କରିବ ବୋଲି ମଧ୍ୟ ସେ କହିଛନ୍ତି। ଏହାର ଭିଡିଓ ସୋଶାଲ!-->…
ନାକରେ ଦିଆଯିବ କରୋନା ଭ୍ୟାକସିନର ଟିକା
କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ ୨୫/୦୭: ଦେଶରେ କରୋନା ଭାଇରସ ରେ ଆକ୍ରାନ୍ତ ୧୨ଲକ୍ଷରୁ ଉର୍ଦ୍ଧ ହୋଇ ସାରିଲେଣି । କରୋନା ଭାଇରସର ମାମଲା ଦେଶରେ ବହୁ ମାତ୍ରାରେ ବୃଦ୍ଧି ହେବାକୁ ଲାଗିଛି । ସମଗ୍ର ଦେଶରେ ବୌଜ୍ଞାନିକ ମାନେ ଏହି ରୋଗର ନିରାକରଣ ନିମନ୍ତେ ତାହାର ଟିକା ପ୍ରସ୍ତୁତ କରିବାରେ!-->…
ଆଇପିଏଲ୍ର ୧୩ତମ ସଂସ୍କରଣ ୟୁଏଇରେ ଆୟୋଜନ : ସେପ୍ଟେମ୍ବର ୧୯ ରୁ ଆରମ୍ଭ ,ନଭେମ୍ବର ୮ ରେ ଫାଇନାଲ
କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ ୨୫/୦୭ : ହାଇପ୍ରୋଫାଇଲ ଇଣ୍ଡିଆନ ପ୍ରିମିୟର ଲିଗ୍ (ଆଇପିଏଲ୍)ର ୧୩ତମ ସଂସ୍କରଣ ଆୟୋଜନ ହେବା ସ୍ପଷ୍ଟ ହୋଇଛି। ୟୁନାଇଟେଡ ଆରମ୍ଭ ଏମିରାଟ୍ସ (ୟୁଏଇ)ରେ ସେପ୍ଟେମ୍ବର ୧୯ ତାରିଖରୁ ଆଇପିଏଲ୍ ଆରମ୍ଭ ହୋଇ ନଭେମ୍ବର ୮ ତାରିଖରେ ଶେଷ ହେବ। ଏ ନେଇ ଆଇପିଏଲ!-->…
ଭବାନୀପାଟଣାରେ ୧୦ ପୁଲିସ୍ କରୋନା ପଜିଟିଭ୍ ଚିହ୍ନଟ
କଳିଙ୍ଗ ଜ୍ୟୋତି ବ୍ୟୁରୋ ଭବାନୀପାଟଣା ୨୫/୦୭: କଳାହାଣ୍ଡି ଜିଲ୍ଲା ଭବାନୀପାଟଣାରେ କାର୍ଯ୍ୟରତ ୧୦ ପୁଲିସ୍ କର୍ମଚାରୀ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ରିଜର୍ଭ ପୁଲିସ୍ର ୫ ,ଟାଉନ ଥାନାରୁ ୩, ସଦର ଥାନାରୁ ଜଣେ ଓ IRB ବାଟାଲିଅନରୁ ଜଣେ କରୋନାରେ ସଂକ୍ରମିତ ହୋଇଛନ୍ତି।
!-->!-->!-->!-->!-->…
ଦେଶରେ ଦିନକରେ ୪୮,୯୧୬ ସଂକ୍ରମିତ ଚିହ୍ନଟ; ୭୫୭ ଆକ୍ରାନ୍ତ ମୃତ
କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ ୨୫/୦୭: ଜୁଲାଇ ୨୪ ତାରିଖ ସକାଳ ୮ଟା ସୁଦ୍ଧା ସମଗ୍ର ଦେଶରେ ୧,୩୩୬,୮୬୧ ଜଣ କରୋନାଭାଇରସ୍ ଦ୍ୱାରା ଆକ୍ରାନ୍ତ ହୋଇଥିବା କଥା କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ତରଫରୁ ସୂଚନା ଦିଆଯାଇଛି । ଆକ୍ରାନ୍ତଙ୍କ ମଧ୍ୟରୁ ୮୪୯୪୩୧ ଜଣ ସୁସ୍ଥ!-->!-->!-->…
ରାଜ୍ୟରେ ଆଜି ୨୪ ଜିଲ୍ଲାରୁ ୧୩୨୦ ପଜିଟିଭ: ସଂଗରୋଧ କେନ୍ଦ୍ରରୁ ୮୮୭ ଓ ସ୍ଥାନୀୟ ଅଞ୍ଚଳରୁ ୪୩୩ ଚିହ୍ନଟ
କଳିଙ୍ଗ ଜ୍ୟୋତି ବ୍ୟୁରୋ ଭୁବନେଶ୍ୱର ୨୫/୦୭:ରାଜ୍ୟରେ ଆଜି ରେକର୍ଡ ସଂଖ୍ୟକ ୧୩ ଶହ ୨୦ ପଜିଟିଭ ଚିହ୍ନଟ ହୋଇଛନ୍ତି । ସଂଗରୋଧ କେନ୍ଦ୍ରରୁ ୮୮୭ ଓ ଲୋକ୍ାଲ କଂଟାକ୍ଟ ୪୩୩ ଜଣ ଅଛନ୍ତି । ଗଂଜାମରୁ ସର୍ବାଧିକ ୫୬୦ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଖୋର୍ଦ୍ଧାରୁ ୧୭୪, କଟକରୁ ୪୭ ଜଣ ଆକ୍ରାନ୍ତ!-->…
ନାଗରିକ ସଂଶୋଧନ ଆଇନର ଫାଇଦା ନେବାକୁ ନୂଆ ଚାଲ : ମୁସଲିମ ଓ ରୋହିଙ୍ଗ୍ୟା ଶରଣାର୍ଥୀ ଖ୍ରୀଷ୍ଟିୟାନ ଧର୍ମ ଗ୍ରହଣ…
ନୂଆଦିଲ୍ଲୀ, (କଳିଙ୍ଗ ଜ୍ୟୋତି ବ୍ୟୁରୋ),୨୫/୦୭ : ନାଗରିକତା ସଂଶୋଧନ ଅଧିନିୟମ(ସିଏଏ) ଅନେକ ଆଫଗାନ ଓ ରୋହିଙ୍ଗ୍ୟା ମୁସଲିମ ଶରଣାର୍ଥୀଙ୍କୁ ଖ୍ରୀଷ୍ଟିୟାନ ଧର୍ମ ଆପଣାଇ ପାଇଁ ପ୍ରେରିତ କରିଛି, ଯଦ୍ଵାରା ସେମାନେ ଭାରତର ନାଗରିକତା ହାସଲ କରି ପାରିବେ। କେନ୍ଦ୍ରୀୟ ଏଜେନ୍ସି ମାମଲା ଉପରେ ନଜର!-->…
ସୋନୁ ସୁଦଙ୍କ ନୂଆ ମିଶନ – ପ୍ରବାସୀଙ୍କ ପରେ ଏବେ ବିଦେଶରୁ ଛାତ୍ରଛାତ୍ରୀଙ୍କୁ ଆଣିବେ
ନୂଆଦିଲ୍ଲୀ / ଭୁବନେଶ୍ୱର, (କଳିଙ୍ଗ ଜ୍ୟୋତି ବ୍ୟୁରୋ), ୨୫/୦୭ : ସୋନୁ ସୁଦ - ଏହି ନାଁ ବୋଧହୁଏ ଦେଶରେ କାହା ପାଇଁ ଆଉ ଅଛପା ନଥିବ । ମହାମାରୀରେ ବିଭିନ୍ନ ରାଜ୍ୟରେ ଫଶି ରହିଥିବା ପ୍ରବାସୀ ଶ୍ରମିକଙ୍କୁ ଘରେ ପହଞ୍ଚାଇ ପୂରା ଦେଶବାସୀଙ୍କ ମନ ଜିଣିଥିବା ସୋନୁ ଏବେ ନୂଆ ମିଶନ ଆରମ୍ଭ!-->…
ଭାରତୀୟ ରେଳବାଇର ନୂଆ କୌଶଳ – QR କୋଡ୍ ସ୍କାନିଂ ଦ୍ୱାରା ହେବ ଟିକେଟ ଯାଞ୍ଚ
ନୂଆଦିଲ୍ଲୀ, (କଳିଙ୍ଗ ଜ୍ୟୋତି ବ୍ୟୁରୋ),୨୫/୦୭ : ଏବେ ଭାରତୀୟ ରେଳବାଇ ରେଳ ଟିକେଟ ଯାଞ୍ଜ କରିବା ପାଇଁ ନୂଆ କୌଶଳ ଆପଣାଇବାକୁ ଯାଉଛି। ରେଳ ଟିକେଟ୍ ଯାଞ୍ଜ କରୁଥିବା ଟିଟିଇମାନେ ଏବେ ରେଳ ଟିକେଟ୍ରେ ଥିବା ସ୍ୱତନ୍ତ୍ର QR କୋଡ୍କୁ ଯାଞ୍ଚ କରିବା ପାଇଁ ସ୍କାନିଂ କରିବେ। ଏହା ପଳରେ!-->…
