Browsing Category

Odisha

ପରପାରିରେ ବରିଷ୍ଠ ଅଭିନେତା ବିଜୟ ମହାନ୍ତି

କଳିଙ୍ଗ ଜ୍ୟୋତି ବ୍ୟୁରୋ ଭୁବନେଶ୍ୱର ୨୦/୦୭: ଓଲିଉଡ୍‌ ଜଗତର ଲୋକପ୍ରିୟ ଅଭିନେତା ବିଜୟ ମହାନ୍ତି ଆଉ ନାହାନ୍ତି । 70 ବର୍ଷ ବୟସରେ ବିଜୟ ମହାନ୍ତି ପରଲୋକ ଗମନ କରିଛନ୍ତି । ଆଜି ସନ୍ଧ୍ୟାରେ ଗୁରୁତର ହେବାରୁ ତାଙ୍କୁ କେୟାର ହସ୍ପିଟାଲ ନିଆଯାଇଥିଲା । ଏଠାରେ ତାଙ୍କର ମୃତ୍ୟୁ ହୋଇଥିବାର

ହଜିଗଲା ମାନବିକତା : ୩୦ଟଙ୍କା ଲାଞ୍ଚ ଦେଇ ନ ପାରିବାରୁ ମା’ ସହ ମିଶି ଅଜାଙ୍କୁ ଷ୍ଟ୍ରେଚରରେ ଠେଲିଠେଲି ନେଲା ୬ବର୍ଷର…

ଲକ୍ଷ୍ନୌ, (କଳିଙ୍ଗଜ୍ୟୋତି ବ୍ୟୁରୋ), ୨୦/୦୭ : ଉତ୍ତରପ୍ରଦେଶର ଦେଓରିଆ ଜିଲ୍ଲାରେ ଥିବା ଏକ ଡାକ୍ତରଖାନାର ଅବହେଳାର ଦୃଶ୍ୟ ସୋସିଆଲ ମିଡିଆରେ ଭାଇରାଲ୍‌ ହେବା ପରେ ଲୋକମାନେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ଭାଇରାଲ ଭିଡିଓରେ ଜଣେ ନିରୀହ ଶିଶୁ ତାର ମା’ ସହିତ ମିଶି ଆଜାଙ୍କୁ ଷ୍ଟ୍ରେଚରରେ

ବରିଷ୍ଠ ଓଡ଼ିଆ ଅଭିନେତା ବିଜୟ ମହାନ୍ତି ଗୁରୁତର : ହସ୍ପିଟାଲରେ ଭର୍ତ୍ତି

କଳିଙ୍ଗ ଜ୍ୟୋତି ବ୍ୟୁରୋ ଭୁବନେଶ୍ୱର ୨୦/୦୭ : ବରିଷ୍ଠ ଓଡ଼ିଆ ଅଭିନେତା ବିଜୟ ମହାନ୍ତିଙ୍କ ସ୍ୱାସ୍ଥ୍ୟାବସ୍ଥା ପୁଣି ଗୁରୁତର। ଗୁରୁତର ହେବାରୁ ତାଙ୍କୁ ଘରୁ ଭୁବନେଶ୍ୱର କେୟାର ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସେ କିଛି ଦିନ ଧରି କେୟାର ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ଆଗରୁ

ସୁନ୍ଦର ପିଚାଇଙ୍କ ବଡ ଖୁଲାସା : ଭୂକମ୍ପ ଓ ସୁନାମୀ ଆସିବା ପୂର୍ବରୁ ଜାଣିପାରିବ ଗୁଗଲ

ନୂଆଦିଲ୍ଲୀ, (କଳିଙ୍ଗଜ୍ୟୋତି ବ୍ୟୁରୋ), ୨୦/୦୭ : ଗୁଗଲର ସିଇଓ ସୁନ୍ଦର ପିଚାଇ କହିଛନ୍ତି ଯେ, ଗୁଗଲ ବହୁତ ପୂର୍ବରୁ ଏମିତି ଟେକ୍ନୋଲୋଜି ଉପରେ କାମ କରିବା ଆରମ୍ଭ କରିଦେଇଥିଲା ଯାହା ସାହାଯ୍ୟରେ ଭୁକମ୍ପ ଓ ସୁନାମୀ ପୂର୍ବରୁ ଜଣାପଡିବ । କମ୍ପାନୀ ଏଥିପାଇଁ ସମୁଦ୍ର ଭିତରେ ଫାଇବର କେବଲ୍ସ

ଭୁବନେଶ୍ୱର, ସମ୍‌ ହସପିଟାଲରେ ଆରମ୍ଭ ହେଲା କରୋନା ଟିକା ‘କୋଭାକ୍ସିନ’ର ହ୍ୟୁମାନ ଟ୍ରାଏଲ

ଭୁବନେଶ୍ୱର, (କଳିଙ୍ଗଜ୍ୟୋତି ବ୍ୟୁରୋ), ୨୦/୦୭ : ଭାରତର ପ୍ରଥମ କୋଭିଡି-୧୯ ଭ୍ୟାକ୍‌ସିନ ର ମଣିଷ ଉପରେ ପ୍ରୟୋଗ ନିମନ୍ତେ ଦେଶର ୧୨ଟି ଅନୁଷ୍ଠାନକୁ ସ୍ୱିକୃତି ଦିଆଯାଇଥିବା ବେଳେ ଓଡିଶାର ଏକମାତ୍ର ପରୀକ୍ଷଣ କେନ୍ଦ୍ର ଭାବେ ଇନଷ୍ଟିଚ୍ୟୁଟ୍‌ ଅଫ ମେଡିକାଲ ସାଇନସେସ ଆଣ୍ଡ ସମ୍‌

‘ତିରପତି ତିରୁମାଲା ଦେବସ୍ଥାନମ୍’‌ର ପୂର୍ବତନ ମୁଖ୍ୟ ପୂଜାରୀଙ୍କର କରୋନାରେ ନିଧନ

ତିରପତି / ଭୁବନେଶ୍ୱର, (କଳିଙ୍ଗଜ୍ୟୋତି ବ୍ୟୁରୋ), ୨୦/୦୭ : 'ତିରପତି ତିରୁମାଲା ଦେବସ୍ଥାନମ୍'‌ର ପୂର୍ବତନ ମୁଖ୍ୟ ପୂଜାରୀଙ୍କର କରୋନାରେ ନିଧନ ହୋଇଛି । ଶ୍ରୀନିବାସ ଦିକ୍ଷୀତୁଲୁ ତିରୁପତିଙ୍କର ପୂର୍ବତନ ମୁଖ୍ୟ ପୂଜାରୀ ରହିଥିଲେ । ତାଙ୍କର ବୃକକ ଏବଂ ହୃଦ ସମସ୍ୟା ରହିଥିଲା (କିଡନୀ ଏବଂ

କରୋନାରୁ ସୁସ୍ଥ ହୋଇ ୯୫ ଜଣ ‘କରୋନା ଯୋଦ୍ଧା ପୁଲିସ କର୍ମଚାରୀ’ ଡ୍ୟୁଟିକୁ ଫେରିଲେ।

ଭୁବନେଶ୍ୱର, (କଳିଙ୍ଗଜ୍ୟୋତି ବ୍ୟୁରୋ), ୨୦/୦୭ : କରୋନାକୁ ହରାଇ ୯୫ ଜଣ କରୋନା ଯୋଦ୍ଧା ପୁଲିସ କର୍ମଚାରୀ ସୁସ୍ଥ ହୋଇଛନ୍ତି । କରୋନାରୁ ସୁସ୍ଥ ହେବା ପରେ ଡ୍ୟୁଟିରେ ଯୋଗ ଦେଇଛନ୍ତି ସମସ୍ତ କର୍ମଚାରୀ । ସେମାନେ ସଂକ୍ରମିତ ହୋଇଥିଲେ ବି କରୋନାକୁ ହରାଇଛନ୍ତି । ଏବେ କାର୍ଯ୍ୟ କ୍ଷେତ୍ରକୁ

‘ପ୍ଲାଜମା ଥେରାପି’ର ଫଳାଫଳ ଉତ୍ସାହଜନକ : କରୋନାରୁ ଆରୋଗ୍ୟଙ୍କୁ ପ୍ଲାଜ୍‌ମା ଦାନ ପାଇଁ…

ଭୁବନେଶ୍ୱର, (କଳିଙ୍ଗଜ୍ୟୋତି ବ୍ୟୁରୋ), ୨୦/୦୭ :  ଚିନ୍ତା ବଢାଇ ଦେଇଛି ଜୁଲାଇ। ଗତ ୨୦ ଦିନ ମଧ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୧ ହଜାର ଟପିଛି। ଆଗକୁ ସ୍ଥିତି ଆହୁରି ଖରାପ ହେବାର ଆଶଙ୍କା ରହିଛି। ଏପରି ସ୍ଥିତିରେ ପ୍ଲାଜ୍‌ମା ଥେରାପିର ସଫଳ ଚିକିତ୍ସା କିଛିଟା ଆଶ୍ୱାସନା ଦେଇଛି।

ଦ୍ଵୈତ-ମହାନଗରୀରେ ନୂଆ ଡିସିପିଙ୍କ ଦାୟିତ୍ଵ ଗ୍ରହଣ : ଉମାଶଙ୍କର ଦାଶ ଭୁବନେଶ୍ଵର ଓ ପ୍ରତୀକ ସିଂହ କଟକର ଡିସିପି ଭାବେ…

ଭୁବନେଶ୍ୱର, (କଳିଙ୍ଗଜ୍ୟୋତି ବ୍ୟୁରୋ), ୨୦/୦୭ :  ଆଜି ଦ୍ଵୈତ-ମହାନଗରୀ ଭୁବନେଶ୍ଵର ଓ କଟକର ନୂଆ ଡିସିପି ଦାୟିତ୍ଵ ଗ୍ରହଣ କରିଛନ୍ତି। ଭୁବନେଶ୍ଵର ଡିସିପି ଭାବେ ଡା. ଉମାଶଙ୍କର ଦାସ ଏବଂ କଟକ ଡିସିପି ଭାବେ ପ୍ରତୀକ ସିଂହ ଦାୟିତ୍ଵ ନେଇଛନ୍ତି। ଉଭୟ ଅଧିକାରୀ ବିଦାୟୀ ଡିସିପି ଅନୁପ ସାହୁ

ରାଜଧାନୀରେ ୩ କୁଖ୍ୟାତ ଚେନ ଲୁଟେରା ସହ ୨ ସହଯୋଗୀ ଗିରଫ : କମିଶନରେଟ ପୁଲିସ ପର୍ଦାଫାସ କଲା ଡ଼କାୟତିର ନୂଆ ଫର୍ମୁଲା

ଭୁବନେଶ୍ୱର, (କଳିଙ୍ଗଜ୍ୟୋତି ବ୍ୟୁରୋ), ୨୦/୦୭ :  ରାଜଧାନୀରେ ସ୍ପିଡ ବାଇକ ଧରି ଲୁଟ୍‌ପାଟ କରି ଆତଙ୍କ ଖେଳାଇଥିବା ଲୁଟେରା ଗ୍ୟାଙ୍ଗ୍‌ର ୩ ଜଣଙ୍କୁ ନୂଆପଲ୍ଲୀ ଥାନା ପୁଲିସ ଗିରଫ କରିଛି । ସେମାନଙ୍କ ଠାରୁ ଲୁଟ୍‌ ସାମଗ୍ରୀ ରଖିବା ଅଭିଯୋଗରେ ଅନ୍ୟ ୨ ଜଣଙ୍କୁ ଗିରଫ କରାଯାଇଛି । ରାଜଧାନୀରେ
error: Content is protected !!
Open chat