କରୋନାରୁ ସୁସ୍ଥ ହୋଇ ୯୫ ଜଣ ‘କରୋନା ଯୋଦ୍ଧା ପୁଲିସ କର୍ମଚାରୀ’ ଡ୍ୟୁଟିକୁ ଫେରିଲେ।

0 413
greentech

ଭୁବନେଶ୍ୱର, (କଳିଙ୍ଗଜ୍ୟୋତି ବ୍ୟୁରୋ), ୨୦/୦୭ : କରୋନାକୁ ହରାଇ ୯୫ ଜଣ କରୋନା ଯୋଦ୍ଧା ପୁଲିସ କର୍ମଚାରୀ ସୁସ୍ଥ ହୋଇଛନ୍ତି । କରୋନାରୁ ସୁସ୍ଥ ହେବା ପରେ ଡ୍ୟୁଟିରେ ଯୋଗ ଦେଇଛନ୍ତି ସମସ୍ତ କର୍ମଚାରୀ । ସେମାନେ ସଂକ୍ରମିତ ହୋଇଥିଲେ ବି କରୋନାକୁ ହରାଇଛନ୍ତି । ଏବେ କାର୍ଯ୍ୟ କ୍ଷେତ୍ରକୁ ଆସି ଅନ୍ୟମାନଙ୍କୁ ସୁରକ୍ଷା ଦେବେ ବୋଲି ଡିଜିପି କହିଛନ୍ତି । କରୋନାକୁ ହରାଇ ଡ୍ୟୁଟିକୁ ଫେରିଥିବା ପୋଲିସ କର୍ମଚାରୀଙ୍କୁ ପ୍ରଶଂସା ପତ୍ର ମିଳିବ । ଡିଜିପିଙ୍କ ପକ୍ଷରୁ ସଂପୃକ୍ତ କର୍ମଚାରୀଙ୍କୁ ସ୍ୱତନ୍ତ୍ର ପ୍ରଶଂସା ପତ୍ର ମିଳିବ । ତୁରନ୍ତ ଏଭଳି କର୍ମଚାରୀଙ୍କ ନାଁ ଦେବାକୁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଏନେଇ ପୁଲିସ ମହାନିର୍ଦେଶକ ଅଭୟ ଟ୍ୱିଟ କରି ସୂଚନା ଦେଇଛନ୍ତି ।

Leave A Reply

Your email address will not be published.

16 − five =

error: Content is protected !!
Open chat