Browsing Category
Odisha
କରୋନା ଔଷଧ ଫାଭିପିରାବିରର କମିଲା ଦାମ
କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ ୧୩/୦୭: ମୁମ୍ୱାଇରେ ଫାର୍ମାସ୍ୟୁଟିକାଲ କମ୍ପାନୀ ଗ୍ଲେନମାର୍କ କରୋନା ଔଷଧ ଫାଭିପିରାବିରର ଦାମ କମାଇଛି। ଗୋଟିଏ ଟାବଲେଟର ଦାମ ୧୦୩ ଟଙ୍କା ଥିଲା। ଏବେ ଏହା ୨୮ ଟଙ୍କା କମାଇ ୭୫ ଟଙ୍କା କରିଛି ଔଷଧ କମ୍ପାନୀ। ଏହି ଫାଭିପିରାବିରର ଫାବିଫ୍ଲୁ ବ୍ରାଣ୍ଡରେ!-->…
ସାମାନ୍ୟ ବା ଲକ୍ଷଣ ନଥିବା କରୋନା ରୋଗୀ ଏଣିକି ‘ହୋମ୍ ଆଇସୋଲେସନ’ରେ ରହି ଚିକିତ୍ସିତ ହୋଇପାରିବେ
ଭୁବନେଶ୍ୱର, (କଳିଙ୍ଗ ଜ୍ୟୋତି ବ୍ୟୁରୋ),୧୩/୦୭ : ସହରାଞ୍ଚଳର ଲକ୍ଷଣ ନଥିବା ବା ସାମାନ୍ୟ ଲକ୍ଷଣ ଥିବା ରୋଗୀଙ୍କୁ ହୋମ୍ ଆଇସୋଲେସନ ଅନୁମତି ମିଳିଛି। ଏଣିକି ଲକ୍ଷଣ ନଥିବା ରୋଗୀଙ୍କୁ ହୋମ୍ ଆଇସୋଲେସନ ରହିପାରିବେ। ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀଙ୍କ ସୂଚନା ଦେଇଛନ୍ତି ଯେ,!-->…
ଆମେରିକାର ‘ଫାଷ୍ଟ ଲେଡି’ମେଲାନିଆ ଟ୍ରମ୍ପ ମାସ୍କ ପିନ୍ଧିଲେ : ଶନିବାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ…
ୱାଶିଂଟନ / ନୂଆଦିଲ୍ଲୀ,(କଳିଙ୍ଗ ଜ୍ୟୋତି ବ୍ୟୁରୋ),୧୩/୦୭ : କରୋନା ମହାମାରୀ ଭିତରେ ପ୍ରଥମ ଥର ପାଇଁ ଆମେରିକାର ଫାଷ୍ଟ ଲେଡି ମେଲାନିଆ ଟ୍ରମ୍ପ ମାସ୍କ ପିନ୍ଧିଥିବା ଦେଖିବାକୁ ମିଳିଛି। ଗତ ସପ୍ତାହରେ ମେରି ଏଲିଜାବେଥ୍ ହାଉସ ପରିଦର୍ଶନବେଳେ ମାସ୍କ ପିନ୍ଧିଥିବା ନେଇ ଏକ ଫଟୋ ନିଜେ ମେଲାନିଆ!-->…
ରାଜସ୍ଥାନ ରାଜନୀତିରେ ନୂଆ ମୋଡ଼ : ଗେହଲଟଙ୍କ ଶକ୍ତି ପ୍ରଦର୍ଶନ, ଶତାଧିକ କଂଗ୍ରେସ ବିଧାୟକ ଉପସ୍ଥିତ !
ଜୟପୁର / ନୂଆଦିଲ୍ଲୀ, (କଳିଙ୍ଗ ଜ୍ୟୋତି ବ୍ୟୁରୋ),୧୩/୦୭ : ଉପମୁଖ୍ୟମନ୍ତ୍ରୀ ସଚିନ ପାଇଲଟଙ୍କ ବିଦ୍ରୋହ ପରେ ଅଶୋକ ଗେହଲଟଙ୍କ ସରକାର ରହିବ କି ଯିବ ସେ ନେଇ ଆଶଙ୍କା ପ୍ରକାଶ ପାଇଥିବା ବେଳେ ଶକ୍ତି ପ୍ରଦର୍ଶନ କରି ତାଙ୍କ ସପକ୍ଷରେ ବହୁମତ ଥିବା ପ୍ରମାଣ କରିଛନ୍ତି ଅଶୋକ ଗେହଲଟ । ଅଶୋକ!-->…
ମୟୂରଭଞ୍ଜ ରାଜମାତା ଶ୍ରୀମତୀ ଭାରତୀ ରାଜ୍ୟଲକ୍ଷ୍ମୀ ଭଞ୍ଜଦେଓଙ୍କ ୯୪ ବର୍ଷ ବୟସରେ ପରଲୋକ : କେନ୍ଦ୍ର ମନ୍ତ୍ରୀ ଶ୍ରୀ…
ବାରିପଦା / ଭୁବନେଶ୍ୱର, (କଳିଙ୍ଗ ଜ୍ୟୋତି ବ୍ୟୁରୋ),୧୩/୦୭ : ମୟୂରଭଞ୍ଜ ରାଜମାତା ଶ୍ରୀମତୀ ଭାରତୀ ରାଜ୍ୟଲକ୍ଷ୍ମୀ ଭଞ୍ଜଦେଓଙ୍କ ବାରିପଦାସ୍ଥିତ ବେଲଗଡ଼ିଆ ରାଜପ୍ରାସାଦରେ ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୯୪ବର୍ଷ ବୟସ ହୋଇଥିଲା। ବେଲଗଡ଼ିଆ ରାଜପ୍ରସାଦରେ ଗତକାଲି ରାତି ପ୍ରାୟ!-->…
ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀଙ୍କ ସୂଚନା : ଆସନ୍ତା ଜୁଲାଇ ୩୧ ସୁଦ୍ଧା ବାହାରିବ ମାଟ୍ରିକ ପରୀକ୍ଷାଫଳ, ଖୁବଶୀଘ୍ର ହେବ…
ଭୁବନେଶ୍ୱର / କଟକ, (କଳିଙ୍ଗ ଜ୍ୟୋତି ବ୍ୟୁରୋ),୧୩/୦୭ : କରୋନାର ଭୂତାଣୁ ନିଜର କାୟା ବିସ୍ତାର କରିଚାଲିଥିବା ବେଳେ କଟକଣା ଓ ସୁରକ୍ଷା ମଧ୍ୟରେ ମାଟ୍ରିକ ଖାତା ଦେଖା ଶେଷ ହୋଇଛି ଏବଂ ବର୍ତମାନ ଟାବୁଲେସନ ଚାଲିଛି ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ କହିଛନ୍ତି।!-->…
ଭାରତରେ ଅକ୍ଟୋବର ମଧ୍ୟ ବେଳକୁ କରୋନା ନିୟନ୍ତ୍ରଣକୁ ଅାସି ଯାଇଥିବ : ସର୍ଭେ
ନୂଆଦିଲ୍ଲୀ, (କଳିଙ୍ଗ ଜ୍ୟୋତି ବ୍ୟୁରୋ), ୧୩/୦୭ : ଚିନ୍ତା ବଢ଼ାଉଛି କରୋନା। ଗତ ଚାରି ମାସ ହେବ ଏହି କରୋନା ଭାଇରସ୍ ଆମ ଦେଶ ଭାରତରେ ଭୟର ଆତଙ୍କ ଖେଳାଇ ଚାଲିଛି। ପ୍ରତିଦିନ ପୁଳା ପୁଳା କରୋନା ପଜିଟିଭ୍ ବାହାରିିବା ଫଳରେ ଭାରତରେ ଆକ୍ରାନ୍ତଙ୍କ ସଂଖ୍ୟା ୮ ଲକ୍ଷ ପାର୍ କରି ସାରିଲାଣି।!-->…
ଆଜି ପ୍ରକାଶ ପାଇଲା ‘ସିବିଏସ୍ଇ’ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଫଳ
ନୂଆଦିଲ୍ଲୀ / ଭୁବନେଶ୍ୱର, (କଳିଙ୍ଗ ଜ୍ୟୋତି ବ୍ୟୁରୋ),୧୩/୦୭ : ଆଜି ପ୍ରକାଶ ପାଇଛି ସିବିଏସ୍ଇ ଦ୍ୱାଦଶ ପରୀକ୍ଷାର ଫଳାଫଳ। ଏ ନେଇ ମାନବ ସମ୍ବଳ ବିକାଶ ମନ୍ତ୍ରୀ ରମେଶ ପୋଖରିୟାଲ ସୂଚନା ଦେଇଛନ୍ତି। ପରୀକ୍ଷା ଫଳ ପ୍ରକାଶ ପାଇଥିବା ନେଇ ଟ୍ବିଟ୍ ଯୋଗେ କେନ୍ଦ୍ର ମାନବ ସମ୍ବଳ ବିକାଶ!-->…
ବିପିୟୁଟି ପରୀକ୍ଷା ସର୍ତ୍ତାବଳୀ କୋହଳ :ପରୀକ୍ଷା ନିର୍ଦେଶକ
ଭୁବନେଶ୍ବର : ବିଜୁ ପଟ୍ଟନାୟକ ବୈଷୟିକ ବିଶ୍ବବିଦ୍ୟାଳୟ (ବିପିୟୁଟି) ପରୀକ୍ଷା ସର୍ତ୍ତାବଳୀରେ କୋହଳ କରାଯାଇଛି। ଅନଲାଇନ ପରୀକ୍ଷା ପାଇଁ ପଞ୍ଜିକରଣ କରିଥିବା ଛାତ୍ରଛାତ୍ରୀଙ୍କ ମଧ୍ୟରୁ ଯେଉଁମାନଙ୍କର କମ୍ପ୍ୟୁଟର ଏବଂ ଲାପଟପରେ ୱେବ କ୍ୟାମେରା ନଥିବ ସେମାନେ ନିକଟସ୍ଥ ପରୀକ୍ଷାକେନ୍ଦ୍ରକୁ!-->…
ନୂଆଗାଡି କିଣିଲେ ଫାଷ୍ଟଟ୍ୟାଗ କ୍ୟାପଚର୍ସ ବାଧ୍ୟତାମୂଳକ : ସଡକ ପରିବହନ ମନ୍ତ୍ରଣାଳୟ
କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ ୧୩/୦୭ : ସାରା ଦେଶରେ ନୂଆ ଯାନବାହନ ପଞ୍ଜିକରଣ ବେଳେ ଫାଷ୍ଟଟ୍ୟାଗ କ୍ୟାପଚର ତଥା ଫିଟନେସ ସାର୍ଟିଫିକେଟକୁ ସୁନିଶ୍ଚିତ କରାଯିବା ଜରୁରି । କେନ୍ଦ୍ର ସଡ଼କ ପରିବହନ ଓ ରାଜମାର୍ଗ ମନ୍ତ୍ରଣାଳୟ ପକ୍ଷରୁ ନ୍ୟାସନାଲ ଇନଫର୍ମାଟିକ୍ସ ସେଣ୍ଟର(NIC)କୁ ଏ!-->…
