Browsing Category
Odisha
ବିଧାନସଭାକୁ ଦିନକ ପାଇଁ ସଟଡାଉନ୍ ଘୋଷଣା କରାଗଲା, ସୂଚନା ଦେଲେ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର
କଳିଙ୍ଗ ଜ୍ୟୋତି ବ୍ୟୁରୋ ଭୁବନେଶ୍ୱର ୧୦/୦୭: ଓଡ଼ିଶା ବିଧାନସଭାକୁ ଆଜି ଦିନକ ପାଇଁ ସଟଡାଉନ୍ ଘୋଷଣା କରାଯାଇଛି ବୋଲି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ ବିଧାନସଭାର ଜଣେ କର୍ମଚାରୀଙ୍କ ସଂପର୍କୀୟ କରୋନା ପଜିଟିଭ ଚିହ୍ନଟ ହେବା ପରେ ଏଭଳି!-->!-->!-->…
ଦୂରଦର୍ଶନକୁ ଛାଡ଼ି ଭାରତର ବାକି ସବୁ ଘରୋଇ ଟିଭି ନିଉଜ୍ ଚାନେଲ ନେପାଳରେ ପ୍ରସାରଣ ବନ୍ଦ
କଳିଙ୍ଗ ଜ୍ୟୋତି ବ୍ୟୁରୋ କାଠମାଣ୍ଡୁ ୧୦/୦୭ : ଦୂରଦର୍ଶନକୁ ବାଦ ଦେଇ ଭାରତର ବାକି ସମସ୍ତ ନିଉଜ୍ ଚାନେଲ୍ ସିଗ୍ନାଲ୍କୁ ସମଗ୍ର ନେପାଳରେ ବନ୍ଦ କରି ଦିଆଯାଇଥିବା କଥା ନେପାଳର କେବଲ୍ ଟେଲିଭିଜନ୍ ଯୋଗାଣକାରୀମାନେ କହିଛନ୍ତି। କିନ୍ତୁ, ଏ ସଂକ୍ରାନ୍ତରେ କୌଣସି ଆନୁଷ୍ଠାନିକ ଆଦେଶନାମା!-->!-->!-->…
କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀଙ୍କ ସ୍ୱାବ ରିପୋର୍ଟ ନେଗେଟିଭ୍
କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ ୧୦/୦୭: ବାଲେଶର ଏମ୍ପି ତଥା କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀଙ୍କ କରୋନା ଟେଷ୍ଟ ରିପୋର୍ଟ ନେଗେଟିଭ୍ ଆସିଛି। ଗତ ୬ତାରିଖରେ ନୀଳଗିରି ବିଧାୟକ ସୁକାନ୍ତ ନାୟକଙ୍କ କରୋନା ରିପୋର୍ଟ ପଜିଟିଭ ଆସିବା ପରେ ସେ କୋଭିଡ଼ ହସ୍ପିଟାଲରେ ଚିକିତ୍ସିତ!-->!-->!-->…
ଦେଶରେ ଗତକାଲି ଥିଲା ୨୫ ହଜାର, ଆଜି ୨୬ ହଜାର କରୋନା ପଜିଟିଭ
କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ ୧୦/୦୭: ଭାରତରେ କରୋନା ମାମଲା ପ୍ରତିଦିନ ନୂଆ ରେକର୍ଡ ସୃଷ୍ଟି କରୁଛି। ଗୁରୁବାର ପ୍ରଥମ ଥର ପାଇଁ ପ୍ରାୟ ୨୫ ହଜାର ମାମଲା ରୁଜୁ ହୋଇଥିଲା। ହେଲେ ଗତ ୨୪ ଘଣ୍ଟା ମଧ୍ୟରେ ୨୬ ହଜାର ୫୦୬ ମାମଲା ସାମ୍ନକୁ ଆସିଛି। ଏହାକୁ ମିଶାଇ ଦେଶରେ କରୋନା!-->!-->!-->…
ଆଜି ରେକର୍ଡ ପାର୍ କଲା ଆକ୍ରାନ୍ତଙ୍କ ସଂଖ୍ୟା;ଦିନକରେ ରେକର୍ଡ଼ ସଂଖ୍ୟକ ୭୫୫ ପଜିଟିଭ ଚିହ୍ନଟ
କଳିଙ୍ଗ ଜ୍ୟୋତି ବ୍ୟୁରୋ ଭୁବନେଶ୍ୱର ୧୦/୦୭: ରାଜ୍ୟରେ ଆଜି ରେକର୍ଡ଼ ସଂଖ୍ୟକ ୭୫୫ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ସଙ୍ଗରୋଧରୁ ୫୦୮ ଓ ସ୍ଥାନୀୟ ଅଞ୍ଚଳରୁ ୨୪୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାସହ ଓଡ଼ିଶାରେ କରୋନା!-->…
ଯାଜପୁର ର ବିକାଶ ପାଇଁ ମୋଦୀ ସରକାର ପ୍ରତିଶ୍ରୁତିବଦ୍ଧ : ଧର୍ମେନ୍ଦ୍ର ପ୍ରଧାନ
କଳିଙ୍ଗ ଜ୍ୟୋତି ବ୍ୟୁରୋ ଯାଜପୁର ୧୦/୦୭: ମହାମାରୀ କରୋନା ପାଇଁ ସଭା, ସମିତି ଆୟୋଜନ ହୋଇପାରୁନାହିଁ । ଏପରି ସ୍ଥଳେ ବିଜେପି ଡ଼ିଜିଟାଲ ପ୍ଲାଟଫର୍ମ ମାଧ୍ୟମରେ ବିଭିନ୍ନ ନିର୍ବାଚନ ମଣ୍ଡଳୀରେ ଜନ ସମ୍ବାଦ ରାଲି ଆୟୋଜନ କରି ଲୋକଙ୍କୁ ଏକାଠି କରିବା ସହ ବିଭିନ୍ନ ସମସ୍ୟା ସମ୍ପର୍କରେ!-->!-->!-->…
କରୋନା ଔଷଧ ନ ବାହାରିଲେ ଭାରତରେ ସ୍ଥିତି ଭୟାବହ ହେବ : ମାସାଚୁସେଟ୍ସ ଇନ୍ଷ୍ଟିଚ୍ୟୁଟ ଅଫ ଟେକ୍ନୋଲୋଜି
ୱାଶିଂଟନ : କରୋନା ଭୂତାଣୁ ସଂକ୍ରମଣ ରୋକିବା ଲାଗି ଯଦି କୌଣସି ଟିକା ବା ଔଷଧ ପ୍ରସ୍ତୁତ କରା ନ ଯାଏ ତା’ହେଲେ ଭାରତେର ଆଗାମୀ ଦିନରେ ସଂକ୍ରମଣ ସ୍ଥିତି ଆହୁରି ଭୟଙ୍କର ହୋଇପାରେ। ଏପରିକି ୨୦୨୧ ଶୀତ ଋତୁ ଶେଷ ସୁଦ୍ଧା ଭାରତରେ ପ୍ରତିଦିନ ପାଖାପାଖି ୨.୮୭ ଲକ୍ଷ ନୂତନ ସଂକ୍ରମିତ!-->!-->!-->…
ଏନ୍କାଉଣ୍ଟର୍ ରେ ଗ୍ୟାଙ୍ଗ୍ଷ୍ଟର୍ ବିକାଶ ଦୁବେ ନିହତ
କଳିଙ୍ଗ ଜ୍ୟୋତି ବ୍ୟୁରୋ ଲକ୍ଷ୍ନୌ ୧୦/୦୭: କାନପୁରରେ ଏନ୍କାଉଣ୍ଟର୍ କାରଣରୁ ଦୁର୍ଦ୍ଦାନ୍ତ ଗ୍ୟାଙ୍ଗ୍ଷ୍ଟର୍ ବିକାଶ ଦୁବେ ନିହତ ହୋଇଛନ୍ତି। ଖସି ପଳାଇଯିବାକୁ ଉଦ୍ୟମ କରୁଥିବା ବେଳେ ବିକାଶ ଦୁବେ ଉତ୍ତର ପ୍ରଦେଶ ସ୍ପେସାଲ୍ ଟାସ୍କ୍ ଫୋର୍ସଙ୍କ ଏନ୍କାଉଣ୍ଟର୍ର ସରବ୍ୟ ହୋଇଥିଲେ।!-->!-->!-->…
ରାଜଧାନୀର ଜମି ହଡପକାରୀ ସାବଧାନ !! ନଜର ରଖିଛି ବ୍ଲୁଇସ ଆପ୍ ।
ଭୁବନେଶ୍ୱର, (କଳିଙ୍ଗ ଜ୍ୟୋତି ବ୍ୟୁରୋ), ୦୯/୦୭ : ରାଜଧାନୀର ସରକାରୀ ଜମିକୁ ହଡପ କରୁଥିଲେ ଏଥର ସାବଧାନ ହୋଇଯାଆନ୍ତୁ, ଆପଣଙ୍କ ଉପରେ ନଜର ରଖିଛି ବ୍ଲୁଇସ ଆପ୍। ନାସା ସହ ସମ୍ପର୍କ ରଖି ସରକାରୀ ଜମି ଉପରେ ନଜର ରଖିଛି ଏହି ଆପସ। ସରକାରୀ ସ୍ତରର ଏଭଳି ଆପସ ଜରିଆରେ ଜମି ତଦାରଖ କରିବା!-->…
ଦେଶର ପ୍ରଥମ କରୋନା ଟିକାର ମାନବ ପରୀକ୍ଷଣ ଚିତ୍ତରଞ୍ଜନ ଧୀବରଙ୍କ ଉପରେ ହେବ
ନୂଆଦିଲ୍ଲୀ / ଦୁର୍ଗାପୁର / ଭୁବନେଶ୍ୱର, (କଳିଙ୍ଗ ଜ୍ୟୋତି ବ୍ୟୁରୋ), ୦୯/୦୭ : ଭାରତୀୟ ଚିକିତ୍ସା ଅନୁସନ୍ଧାନ ପରିଷଦ ଓ ଭାରତୀୟ ବାୟୋଟେକ କମ୍ପାନିର ମିଳିତ ଉଦ୍ୟମରେ ପ୍ରସ୍ତୁତ ହୋଇଛି କରୋନା ଟିକା। ଧିରେ ଧିରେ ବଢ଼ିଚାଲିଛି କରୋନାର ଆତଙ୍କ। ଆଖି ପିଛୁଳାକେ ମାଡ଼ି ଚାଲିଛି ସଂକ୍ରମଣ।!-->…
