Browsing Category

Odisha

ଆଜି ଶ୍ରାବଣ ମାସର ପ୍ରଥମ ସୋମବାର: କରୋନା ପାଇଁ ଶୈବପୀଠ ଗୁଡିକରେ ପାଣି ଢାଳିବା ଉପରେ ପ୍ରଶାସନର କଟକଣା;୧୪୪ ଧାରା…

କଳିଙ୍ଗ ଜ୍ୟୋତି ବ୍ୟୁରୋ ଭୁବନେଶ୍ୱର ୦୬/୦୭: ଆଜି ଶ୍ରାବଣ ମାସର ପ୍ରଥମ ସୋମବାର । ତେବେ ଏଥର କରୋନା ମୁକାବିଲାକୁ ନଜରରେ ରଖି ଶ୍ରାବଣରେ ସମସ୍ତ କାଉଡିଆଙ୍କ ଶିବ ମନ୍ଦିରରେ ଜଳଲାଗି ଉପରେ ଲାଗିଛି କଟକଣା । କରୋନା ମୁକାବିଲାକୁ ଆଖିରେ ରାଜ୍ୟ ସରକାର ଚଳିତ ବର୍ଷ ବୋଲବମ ଯାତ୍ରା

କଟକ ଚୌଦ୍ୱାର ଜେଲ୍‌ରେ ପଶିଲା କରୋନା : ୱାର୍ଡର ପଜିଟିଭ୍ ଚିହ୍ନଟ

କଟକ : କଟକ ଚୌଦ୍ୱାର ଜେଲ୍‌ର ଜଣେ ୱାର୍ଡର କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଏନେଇ ଚୌଦ୍ୱାର ଜେଲ୍ ଅଧୀକ୍ଷକ ଶୁଭକାନ୍ତ ମିଶ୍ର ସୂଚନା ଦେଇଛନ୍ତି। ଚିହ୍ନଟ ଆକ୍ରାନ୍ତ ଜଣଙ୍କ ଆଚାର୍ଯ୍ୟ ହରିହର କ୍ୟାନ୍ସର ହସ୍ପିଟାଲରେ ଡ୍ୟୁଟି କରିଥିଲେ। ଜଣେ କଏଦୀଙ୍କର ଆଚାର୍ଯ୍ୟ ହରିହର

ବିଜେପିର ଜାତୀୟ ମୁଖପାତ୍ର ଡ.ସମ୍ବିତ ପାତ୍ର ଆଜି ନିଜର ‘ପ୍ଲାଜମା’ ଦେଲେ

ନୂଆଦିଲ୍ଲୀ, (କଳିଙ୍ଗ ଜ୍ୟୋତି ବ୍ୟୁରୋ), ୦୬/୦୭ : ବିଜେପିର ଜାତୀୟ ମୁଖପାତ୍ର ତଥା ପୁରୀ ଲୋକସଭା ଆସନରୁ ପ୍ରାର୍ଥୀ ହୋଇଥିବା ଡ.ସମ୍ବିତ ପାତ୍ର ଆଜି ନିଜର ପ୍ଲାଜମା ଦେଇଛନ୍ତି। ଗତମାସରେ ସମ୍ବିତ ପାତ୍ରଙ୍କ ଶରୀରରେ କରୋନା ଲକ୍ଷଣ ଦେଖାଯାଇଥିଲା। ଏହି କାରଣରୁ ସେ ମେଦାନ୍ତ ହସ୍ପିଟାଲରେ

ଦ୍ଵେତ ମହାନଗରୀରେ ସ୍ଥିତି ଅସମ୍ଭାଳ : ଆଜି ପୁଣି ଭୁବନେଶ୍ବରରୁ ୧୭ ଏବଂ କଟକରୁ ୩ କରୋନା ପଜିଟିଭ୍ ଚିହ୍ନଟ

ଭୁବନେଶ୍ବର / କଟକ, (କଳିଙ୍ଗ ଜ୍ୟୋତି), ୦୬/୦୭ : ଆଜି ଭୁବନେଶ୍ବରରୁ ୧୭ ପଜିଟିଭ୍‌ ଏବଂ କଟକ ମହାନଗର ଅଞ୍ଚଳରୁ ୩ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଭୁବନେଶ୍ବର ଆକ୍ରାନ୍ତଙ୍କ ମଧ୍ୟରୁ ୧୦ ଜଣ ଲୋକାଲ୍‌ କେସ୍‌ ଥିବାବେଳେ ୫ ଜଣ ହୋମ୍‌ କ୍ବାରେଣ୍ଟାଇନ୍‌ ଓ ଦୁଇ ଜଣ କୋଭିଡ୍‌ ଯୋଦ୍ଧା

ପ୍ରଥମ ଥର ପାଇଁ ଓଡ଼ିଶାର ଜଣେ ବିଧାୟକ କରୋନା ଆକ୍ରାନ୍ତ : ନୀଳଗିରି ବିଧାୟକ କରୋନା ପଜିଟିଭ !

ନୀଳଗିରି / ଭୁବନେଶ୍ୱର, (କଳିଙ୍ଗ ଜ୍ୟୋତି ବ୍ୟୁରୋ) ୦୬/୦୭ : ବାଲେଶ୍ୱର ଜିଲ୍ଲା ନୀଳଗିରି ବିଧାୟକ ସୁକାନ୍ତ ନାୟକ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ତାଙ୍କ ସ୍ୱାବ୍ ଟେଷ୍ଟ ରିପୋର୍ଟ ପଜିଟିଭ ଆସିଛି। ପ୍ରଥମ ଥର ପାଇଁ ଓଡ଼ିଶାର ଜଣେ ବିଧାୟକ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଏହି ଖବର

ରାଜ୍ୟରେ ହୁ ହୁ ହୋଇ ବଢ଼ୁଛି ସଂକ୍ରମଣ : ଆଜି ଆଉ ୪୫୬ ନୂଆ କରୋନା ପଜିଟିଭ୍ ।

ଭୁବନେଶ୍ୱର, (କଳିଙ୍ଗ ଜ୍ୟୋତି ବ୍ୟୁରୋ), ୦୬/୦୭ : ରାଜ୍ୟରେ ୪୫୬ ନୂଆ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୯୫୨୬ରେ ପହଞ୍ଚିଲା । ଗଞ୍ଜାମ ଜିଲ୍ଲାରେ ଆଜି ସର୍ବାଧିକ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ମୋଟ୍ ୨୪ଟି ଜିଲ୍ଲାରୁ ନୂଆ ୪୫୬ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ଜେଲ ଗଲେ ବୀରମିତ୍ରପୁରର ବହିଷ୍କୃତ ଆଇଆଇସି ଆନନ୍ଦ ମାଝୀ

କଳିଙ୍ଗ ଜ୍ୟୋତି ବ୍ୟୁରୋ ଭୁବନେଶ୍ୱର ୦୬/୦୭: ତାରିଖ ପର୍ଯ୍ୟନ୍ତ ଜେଲ ଗଲେ ବୀରମିତ୍ରପୁରର ବହିଷ୍କୃତ ଆଇଆଇସି ଆନନ୍ଦ ମାଝୀ । ରିମାଣ୍ଡ ପରେ ଆଜି ଆନନ୍ଦଙ୍କୁ କୋର୍ଟରେ କ୍ରାଇମବ୍ରାଂଚ ହାଜର କରିଥିଲା । ପୋକ୍ସୋ କୋର୍ଟଙ୍କ ନିର୍ଦ୍ଦେଶରେ ବିଚାର ବିଭାଗୀୟ ହାଜତକୁ ଆନନ୍ଦ ମାଝୀ

ଭାରତ – ଚୀନ ସୀମା ବିବାଦ : ଗଲୱାନ ଘାଟିରେ ୧ କି.ମି. ପଛକୁ ହଟିଲେ ଚୀନ ସୈନ୍ୟ

ନୂଆଦିଲ୍ଲୀ, (କଳିଙ୍ଗ ଜ୍ୟୋତି ବ୍ୟୁରୋ), ୦୬/୦୭ : ଗତ ଜୁନ ୧୫ ତାରିଖରେ ଗଲୱାନ ଘାଟିର ଯେଉଁ ସ୍ଥାନରେ ଭାରତ ଓ ଚୀନ ସୈନ୍ୟଙ୍କ ମଧ୍ୟରେ ସଂଘର୍ଷ ଘଟିଥିଲା, ସେହି ସ୍ଥାନଠାରୁ ୧ କି.ମି. ପଛକୁ ହଟିଛନ୍ତି ଚୀନ ସୈନ୍ୟ। ଉଭୟ ଦେଶ ମଧ୍ୟରେ ସେନା କମାଣ୍ଡର ସ୍ତରୀୟ ବୈଠକରେ ବାରମ୍ବାର ଦୁଇଦେଶ
error: Content is protected !!
Open chat