Browsing Category
Odisha
ଘରୋଇ ହସ୍ପିଟାଲ/ନର୍ସିଂହୋମ୍କୁ ଏସ୍ଓପି ଜାରି କଲା ବିଏମ୍ସି : ଓପିଡିର ପ୍ରବେଶ ପୂର୍ବରୁ ହଟସ୍ପଟ୍ ଜିଲ୍ଲା…
କଳିଙ୍ଗ ଜ୍ୟୋତି ବ୍ୟୁରୋ ଭୁବନେଶ୍ୱର ୦୪/୦୭: ରାଜ୍ୟର ୫ଟି ହଟ୍ସ୍ପଟ୍ ଜିଲ୍ଲାରୁ ରାଜଧାନୀର ଘରୋଇ ହସ୍ପିଟାଲ ଓ ନର୍ସିଂହୋମ୍କୁ ଚିକିତ୍ସା ପାଇଁ ଆସୁଥିବା ରୋଗୀଙ୍କୁ ଓପିଡି ବା ବର୍ହିବିଭାଗର ପ୍ରବେଶ ଦ୍ବାରରୁ ହିଁ ଅଲଗା କର। ଫଳରେ ଏହି ଜିଲ୍ଲାଗୁଡ଼ିକରୁ ଆସୁଥିବା ରୋଗୀ ଅନ୍ୟମାନଙ୍କ!-->…
ଜେଇଇ ମେନ୍ ଆସନ୍ତା ସେପ୍ଟେମ୍ବର ୧ରୁ ୬ ମଧ୍ୟରେ ଓ ନିଟ୍ ‘ନିଟ୍’ ସେପ୍ଟେମ୍ବର ୧୩ରେ ହେବ -କେନ୍ଦ୍ର ମାନବ ସମ୍ବଳ…
କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ ୦୪/୦୭ : କୋଭିଡ୍-୧୯ ସଂକ୍ରମଣକୁ ଦୃଷ୍ଟିରେ ରଖି ଚଳିତ ମାସରେ ଅନୁଷ୍ଠିତ ହେବାକୁ ଥିବା ଜେଇଇ ମେନ୍ ଓ ନିଟ୍ ପ୍ରବେଶିକା ପରୀକ୍ଷାକୁ ସ୍ଥଗିତ ରଖାଯାଇଛି। ଗୁଣାତ୍ମକ ଶିକ୍ଷା ତଥା ଛାତ୍ରଛାତ୍ରୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତ୍ତି!-->!-->!-->…
ସକାଳ ଖବର
https://m.facebook.com/story.php?story_fbid=120148456413022&id=111417877286080
“ଗ୍ଲୋ ଆଣ୍ଡ ଲଭଲି” – ‘ଫେୟାର ଆଣ୍ଡ ଲଭଲି’ ର ନୂଆ ନାଁ
କଳିଙ୍ଗ ଜ୍ୟୋତି ବ୍ୟୁରୋ ମୁମ୍ବାଇ ୦୪/୦୭ : ହିନ୍ଦୁସ୍ତାନ ୟୂନିଲିଭର ନିଜର ଲୋକପ୍ରିୟ ସ୍କିନ ଫେୟାର ବ୍ରାଣ୍ଡ ଫେୟାର ଆଣ୍ଡ ଲଭଲି ନାମକୁ ବଦଳାଇଦେଇ ବର୍ତ୍ତମାନ ଗ୍ଲୋ ଅଣ୍ଡା ଲଭଲି କରିଦେଇଛି। କମ୍ପାନୀ କିଛି ଦିନ ପୂର୍ବରୁ ନିଜର ଏହି ବ୍ରାଣ୍ଡରୁ ଫେୟାର ଶବ୍ଦ ହଟାଇବାର ନିର୍ଣ୍ଣୟ ନେଇଥିଲା!-->…
ଦେଶବାସୀଙ୍କ ପାଇଁ ଖୁସି ଖବର: ‘କୋଭାକ୍ସିନ’ ପରେ ମାନବ ପରୀକ୍ଷଣ ପାଇଁ ପ୍ରସ୍ତୁତ ହେଲା ଆଉ ଏକ ସ୍ବଦେଶୀ କୋଭିଡ୍-୧୯…
କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ ୦୪/୦୭ : ଭାରତ ବାୟୋଟେକ୍ ‘କୋଭାକ୍ସିନ୍’ ନାମକ ଏକ ସମ୍ଭାବ୍ୟ ନୋବେଲ କରୋନାଭାଇରସ୍ ଟିକା ବିକଶିତ କରିବା ପରେ ଅହମ୍ମଦାବାଦ ସ୍ଥିତ ଜାଇଡସ କ୍ୟାଡିଲା ମଧ୍ୟ କରୋନାଭାଇରସକୁ ହରାଇବା ପାଇଁ ଆଉ ଏକ ଟିକା ପ୍ରସ୍ତୁତ କରିଛି । ଫେଜ୍-୧ ଏବଂ ଫେଜ୍-୨ରେ ଏହି!-->…
ରାୟଗଡ଼ାର ସୁପର ସ୍ପ୍ରେଡର ପରିବାର, ଗୋଟିଏ ପରିବାରରୁ ଗାଁ’ ର ୯୦ ଜଣ ସଂକ୍ରମିତ
କଳିଙ୍ଗ ଜ୍ୟୋତି ବ୍ୟୁରୋ ରାୟଗଡ଼ା ୦୩/୦୭ : ରାୟଗଡ଼ାରେ ଜିଲା ଗୁଣପୁର ବ୍ଲକରୁ ସୁପର ସ୍ପ୍ରେଡର ପରିବାର ଚିହ୍ନଟ ହୋଇଛନ୍ତି। ଏହି ସୁପର ସ୍ପ୍ରେଡର ପରିବାରର ସଂସ୍ପର୍ଶରେ ଆସି ବର୍ତ୍ତମାନ ସୁଦ୍ଧା ଉକ୍ତ ଗାଁରୁ ୯୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇସାରିଛନ୍ତି। ସୂଚନା ଅନୁସାରେ ଗୁଣପୁର!-->…
ସୀମାରୁ ପ୍ରଧାନମନ୍ତ୍ରୀଙ୍କ ସ୍ପଷ୍ଟ ସନ୍ଦେଶ : କହିଲେ, ଗଲୱାନ ଘାଟି ଆମର, ଲଦାଖର ପୁରା ଅଂଶ ଭାରତର
କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ ୦୩/୦୭ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ଅଚାନକ ଲଦ୍ଦାଖ ଗସ୍ତ କରିଥିବା ବେଳେ ଆଗୁଆ ସାମରିକ ଘାଟି ନିମୁରେ ମିଳିତ ସେନା ଜବାନଙ୍କୁ ସମ୍ବୋଧିତ କରିଛନ୍ତି। ଏଥିରେ ପ୍ରଧାନମନ୍ତ୍ରୀ ସେନା ଜବାନମାନଙ୍କୁ ଏହା ବିକାଶ ବାଦର ସମୟ!-->!-->!-->…
ଭୁବନେଶ୍ୱରରୁ ଆଉ ୨୪ ପଜିଟିଭ୍ ଚିହ୍ନଟ, ୪ଟି ଲୋକାଲ୍ କେସ୍
ଭୁବନେଶ୍ୱରରୁ ଚିହ୍ନଟ ହେଲେ ପୁଣି ୨୪ କରୋନା ପଜିଟିଭ୍। ଏଥିସହ ରାଜଧାନୀର ମୋଟ ସଂକ୍ରମିତଙ୍କ ସଂଖ୍ୟା ୩୬୯ କୁ ବୃଦ୍ଧି ପାଇଛି। ଏନେଇ ବିଏମସି ପକ୍ଷରୁ ଟୁଇଟ କରି ସୂଚନା ଦିଆଯାଇଛି।
ଆଜି ଖୋର୍ଦ୍ଧା ଜିଲ୍ଲାରୁ ୨୬ ଜଣ ପଜିଟିଭ୍ ଚିହ୍ନଟ ହୋଇଥିଲେ। ସେଥିମଧ୍ୟରୁ ୨୪ ଜଣ!-->!-->!-->!-->!-->!-->!-->…
୪ ଦିନିଆ ରିମାଣ୍ଡରେ ଗଲେ ବୀରମିତ୍ରପୁରର ବହିଷ୍କୃତ ଆଇଆଇସି ଆନନ୍ଦ ଚନ୍ଦ୍ର ମାଝୀ
କଳିଙ୍ଗ ଜ୍ୟୋତି ବ୍ୟୁରୋ ରାଉରକେଲା ୦୩/୦୭ : ସୁନ୍ଦରଗଡ଼ ଜିଲ୍ଲା ରାଇବଗା ନାବାଳିକା ଦୁଷ୍କର୍ମ ଓ ଗର୍ଭପାତ ଘଟଣାରେ ବୀରମିତ୍ରପୁର ଥାନାର ବହିଷ୍କୃତ ଆଇଆଇସି ଆନନ୍ଦ ଚନ୍ଦ୍ର ମାଝୀଙ୍କୁ ୪ ଦିନିଆ ରିମାଣ୍ଡରେ ନେଇଛି କ୍ରାଇମବ୍ରାଞ୍ଚ। କୋର୍ଟରେ କ୍ରାଇମବ୍ରାଞ୍ଚ ୭ ଦିନିଆ ରିମାଣ୍ଡ ଦାବି!-->!-->!-->…
