Browsing Category
Odisha
‘କଳିଙ୍ଗ ଜ୍ୟୋତି’ ରେ ମହାପ୍ରଭୁଙ୍କ ‘ଅଧର ପଣା’ ନୀତିର ସିଧାପ୍ରସାରଣ ଦେଖନ୍ତୁ ।
https://m.facebook.com/watchparty/304131517393458/
ରାଜ୍ୟରେ କିନ୍ନରଙ୍କୁ ମିଳିବ ମଧୁବାବୁ ପେନସନ : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
କଳିଙ୍ଗ ଜ୍ୟୋତି ବ୍ୟୁରୋ ଭୁବନେଶ୍ୱର ୦୩/୦୭ : ରାଜ୍ୟରେ କିନ୍ନରମାନଙ୍କୁ ମଧୁବାବୁ ପେନସନ ମିଳିବ ।
କିନ୍ନରମାନଙ୍କୁ ମଧୁବାବୁ ପେନସନ ଦେବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁମୋଦନ କରିଛନ୍ତି । ଏହାସହ ୪୮ଲକ୍ଷ ମଧୁବାବୁ ପେନସନଧାରୀଙ୍କୁ ସହାୟତା ମିଳିବ ।!-->!-->!-->!-->!-->!-->!-->…
ଦେଶରେ କରୋନା ସ୍ଥିତି ସାଙ୍ଘାତିକ : ଜୁଲାଇ ଶେଷ ବେଳକୁ ୧୦ ଲକ୍ଷ ଅତିକ୍ରମ କରିପାରେ ସଂକ୍ରମିତଙ୍କ ସଂଖ୍ୟା
କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ ୦୩/୦୭: ଦେଶରେ ଏବେ କରୋନା ସଂକ୍ରମିତଙ୍କ ସଂଖ୍ୟା ଦ୍ରୁତ ଗତିରେ ବଢି ଚାଲିଛି। ୨୪ ଘଣ୍ଟାରେ ସଂକ୍ରମିତଙ୍କ ସଂଖ୍ୟା ୨୦ ହଜାର ପାର କରି ଯାଇଥିବା ବେଳେ ଏବେ ଏହା ଚିନ୍ତା ବଢାଇଛି। ଏହାକୁ ନେଇ କିଛି ଗାଣିତିକ ଆକଳନ ମଧ୍ୟ ସତ ହେବାରେ ଲାଗିଛି। ଦୁଇ!-->…
ଡିସେମ୍ବର ସୁଦ୍ଧା ଟ୍ଵିନ ସିଟି ରେ ବାତ୍ୟା ନିରୋଧୀ ବିଦ୍ୟୁତ୍ ସେବା
କଳିଙ୍ଗ ଜ୍ୟୋତି ବ୍ୟୁରୋ ଭୁବନେଶ୍ୱର ୦୩/୦୭: ଭୁବନେଶ୍ୱର : କଟକ ଓ ଭୁବେନଶ୍ୱର ଦ୍ୱୈତ ନଗରୀରେ ଖୁବ୍ଶୀଘ୍ର ବାତ୍ୟା ନିରୋଧୀ ଆଧୁନିକ ବିଦ୍ୟୁତ୍ ସେବା ମିଳିବ। ଆସନ୍ତା ଡିସେମ୍ବର ସୁଦ୍ଧା ଏହି କାର୍ଯ୍ୟ ଶେଷ କରିବାକୁ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ନିର୍ଦ୍ଦେଶ ଦେଇଛନ୍ତି।!-->!-->!-->…
ରାଜଧାନୀକୁ ବାହାର ଶ୍ରମିକ ମନା; ଆସିଲେ ୧୪ ଦିନିଆ ସଙ୍ଗରୋଧ : ବିଏମ୍ସି
ଭୁବନେଶ୍ୱର : ଜୁଲାଇ ୦୩:ରାଜଧାନୀକୁ ବାହାର ଶ୍ରମିକ ମନା । ଅନ୍ୟ ରାଜ୍ୟ କିମ୍ବା ଜିଲ୍ଲାରୁ ଆସିଲେ ୧୪ ଦିନିଆ କ୍ୱାରେଣ୍ଟାଇନ । ଲକ୍ଷଣ ଦେଖା ଦେଲେ କଣ୍ଟ୍ରାକଫର ନିଜ ଖର୍ଚ୍ଚରେ କୋଭିଡ୍ ପରୀକ୍ଷା କରାଇବେ । ତାପରେ ନିର୍ମାଣ କାର୍ଯ୍ୟରେ ଲଗାଇବେ । କଣ୍ଟ୍ରାକଫର ନିୟମ ନମାନିଲେ କଠୋର!-->!-->!-->…
ରାଉରକେଲା ଆଇଜିଏଚ୍ରେ ରୋଗୀଙ୍କୁ କରୋନା – ଡାକ୍ତର, କର୍ମଚାରୀ କ୍ୱାରେଣ୍ଟିନରେ
କଳିଙ୍ଗ ଜ୍ୟୋତି ବ୍ୟୁରୋ ରାଉରକେଲା ୦୩/୦୭ : ରାଉରକେଲା ଆଇଜିଏଚ୍(Ispat General Hospital)ରେ ପଶିଲା କରୋନା। ହସ୍ପିଟାଲରେ ଚିକିତ୍ସାଧୀନ ଜଣେ ରୋଗୀ ପଜିଟିଭ ଚିହ୍ନଟ ହୋଇଛନ୍ତି। ଏହା ପରେ ଜଣେ ଡାକ୍ତରଙ୍କ ସହ ୬ କର୍ମଚାରୀଙ୍କୁ କ୍ୱାରେଣ୍ଟିନ ପଠାଯାଇଛି । ହସ୍ପିଟାଲ !-->!-->!-->…
ପୁଣି ଦେଖାଇଲେ ୫୬” ଛାତି ର ଦମ୍ଭ : ଅଚାନକ ଲଦାଖ ସେନା କ୍ୟାମ୍ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସାଥୀରେ…
ନୂଆଦିଲ୍ଲୀ, (କଳିଙ୍ଗ ଜ୍ୟୋତି ବ୍ୟୁରୋ) ୩।୭ : ଆଜି ଦୁନିଆ ପୁଣି ଦେଖିଲା ମୋଦିଙ୍କ ୫୬" ଛାତି ର ଦମ୍ଭ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଅଚାନକ ଲଦାଖ ଗସ୍ତ କରିଛନ୍ତି ସାଥୀରେ ଅଛନ୍ତି ଚିଫ ଅଫ ଡିଫେନ୍ସ ଷ୍ଟାଫ ଜେନରାଲ ବିପିନ ରାୱତ। ଲଦାଖ ସେନା କ୍ୟାମ୍ପରେ ସୁରକ୍ଷା ପ୍ରସଙ୍ଗକୁ!-->…
ଜୁଲାଇ ୧୩ ଆରମ୍ଭ ହେବ ଅନଲାଇନ କ୍ଲାସ : ଉଚ୍ଚଶିକ୍ଷା ବିଭାଗ
କଳିଙ୍ଗ ଜ୍ୟୋତି ବ୍ୟୁରୋ ଭୁବନେଶ୍ୱର : ୟୁଜି ଏବଂ ପିଜି ପିଲାଙ୍କ ପାଇଁ ଆରମ୍ଭ ହେବ ଅନଲାଇନ କ୍ଲାସ। ଏ ନେଇ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଗୁରୁବାର ଗାଇଡଲାଇନ ଜାରି କରାଯାଇଛି। ଡିଗ୍ରୀ କଲେଜ ଅଧ୍ୟକ୍ଷମାନଙ୍କୁ ଉଚ୍ଚଶିକ୍ଷା ସଚିବଙ୍କ ପକ୍ଷରୁ ଏ ନେଇ ଗାଇଡଲାଇନ ଜାରି ହୋଇଛି। ସେହିପରି!-->!-->!-->…
ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ଉପସ୍ଥାପନ କଲେ ବର୍ଷକର ରିପୋର୍ଟ କାର୍ଡ
କଳିଙ୍ଗ ଜ୍ୟୋତି ବ୍ୟୁରୋ ଭୁବନେଶ୍ୱର ୦୩/୦୭:ପ୍ରଶାସିକାରୁ ରାଜନେତା ପାଲଟିଥିବା ଭୁବନେଶ୍ୱରର ବିଜେପି ସାଂସଦ ଅପରାଜିତା ଷଡ଼ଙ୍ଗୀ ଆଜି ନିଜର ବାର୍ଷିକ ରିପୋର୍ଟ କାର୍ଡ ଉପସ୍ଥାପନ କରିଛନ୍ତି। ଗତ ବର୍ଷକ ମଧ୍ୟରେ ସାଂସଦ ଭାବେ ସେ କ’ଣ କରିଛନ୍ତି ତା’ର ହିସାବ ଦେବା ସହ ଆଗାମୀ ଦିନର!-->…
