Browsing Category

Odisha

ସାଇବର ହ୍ୟାକରର୍ସ ଙ୍କ ଟାର୍ଗେଟରେ ‘ଗୁଗଲ କ୍ରୋମ’ : ସତର୍କ କଲା ସାଇବର ସୁରକ୍ଷା ଏଜେନ୍ସି

ନୂଆଦିଲ୍ଲୀ, (କଳିଙ୍ଗ ଜ୍ୟୋତି ବ୍ୟୁରୋ), ୦୧/୦୭ : 'ଗୁଗଲ କ୍ରୋମ' ଉପରେ ଆକ୍ରମଣ କରିପାରନ୍ତି ହ୍ୟାକର, ସତର୍କ ରହିବା ପାଇଁ କହିଲା ସାଇବର ସୁରକ୍ଷା ଏଜେନ୍ସି । କମ୍ପାନୀ କହିଛି ଯେ, ଉପଭୋକ୍ତାଙ୍କ ସମ୍ବେଦନଶୀଳ ତଥ୍ୟ ସଂଗ୍ରହ କରୁଥିବା ଜାଣି ୧୦୦ରୁ ଅଧିକ ଭୁଲ ଏକ୍ସଟେନ୍ସନ୍ ହଟାଇ

କଟକରେ ମାଡିଚାଲିଛି କରୋନା : ଆଜି ସହରାଞ୍ଚଳରୁ ଆଉ ୭ ଆକ୍ରାନ୍ତ ଚିହ୍ନଟ

କଟକ, (କଳିଙ୍ଗ ଜ୍ୟୋତି) ୦୧/୦୭ : କଟକ ଜିଲ୍ଲାରେ ଆଜି ୩୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୭ଜଣ ଅଛନ୍ତି କଟକ ମହାନଗର ନିଗମ ଅଞ୍ଚଳର । କଟକ ସହରରୁ ଚିହ୍ନଟ ସମସ୍ତ ୭ଟି ଯାକ କେସ୍ ଲୋକାଲ ସଂକ୍ରମଣ ବୋଲି ସୂଚନା ମିଳିଛି । ୭ଜଣଙ୍କ ମଧ୍ୟରୁ ୬ଜଣ

ମାଡିଚାଲିଛି କରୋନା : ଆଜି ରାଜ୍ୟରେ ପୁଣି ୨୫୧ କରୋନା ପଜିଟିଭ ଚିହ୍ନଟ

ଭୁବନେଶ୍ୱର (କଳିଙ୍ଗ ଜ୍ୟୋତି ବ୍ୟୁରୋ), ୦୧/୦୭ : ରାଜ୍ୟରେ ବୁଧବାର ପୁଣି ୨୫୧ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୭,୩୧୬ରେ ପହଞ୍ଚିଛି। ଏ ନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ତେବେ ନୂଆ ୨୫୧

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟ୍ୱିଟ କରି ବାହୁଡ଼ାଯାତ୍ରାର ଅଭିନନ୍ଦନ ଜଣାଇଲେ

ଭୁବନେଶ୍ୱର, (କଳିଙ୍ଗ ଜ୍ୟୋତି), ୦୧/୦୭ : ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ତେଣୁ ବିନା ଭକ୍ତ ଓ କଟକଣା ଭିତରେ ଗୁଣ୍ଡିଚାଯାତ୍ରା କରିବା ଭଳି ବାହୁଡ଼ା ଯାତ୍ରା ମଧ୍ୟ କରାଯାଉଛି । ଆଜି ମହାପ୍ରଭୁଙ୍କ ବାହୁଡ଼ା ଯାତ୍ରା । ବାହୁଡ଼ାଯାତ୍ରାରେ ଅଭିନନ୍ଦନ ଜଣାଇଛନ୍ତି

ନାବାଳିକା ଗଣଦୁଷ୍କର୍ମ ଓ ବେଆଇନ ଗର୍ଭପାତ ମାମଲାରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର / ବୀରମିତ୍ରପୁର, (କଳିଙ୍ଗ ଜ୍ୟୋତି), ୦୧/୦୭ : ବୀରମିତ୍ରପୁରର ପୂର୍ବତନ ଆଇଆଇସିି ଆନନ୍ଦ ମାଝି ଚାକିରୀରୁ ବହିଷ୍କୃତ କରାଯାଇଛି । ନାବାଳିକା ଗଣଦୁଷ୍କର୍ମ ମାମଲାରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଆନନ୍ଦ ଚନ୍ଦ୍ର ମାଝୀଙ୍କୁ ପୂର୍ବରୁ ନିଲମ୍ବିତ କରାଯାଇଥିଲା । ତାଙ୍କ

ଶ୍ରୀକ୍ଷେତ୍ରରୁ ଆଉ ୧୨ କରୋନା ପଜିଟିଭ ଚିହ୍ନଟ

ପୁରୀ, (କଳିଙ୍ଗ ଜ୍ୟୋତି ବ୍ୟୁରୋ) ୦୧/୦୭ : ଶ୍ରୀକ୍ଷେତ୍ର ପୁରୀରେ ଗତ ସପ୍ତାହେ ଧରି ଚାଲିଥିବା କୋଭିଡ ଟେଷ୍ଟରେ ୧୨ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ସମୁଦାୟ ୫୫୬୯ ଜଣଙ୍କ ମଧ୍ୟରୁ ୧୨ ଜଣ ପଜିଟିଭ ଚିହ୍ନଟ ହୋଇଥିବାବେଳେ ସମସ୍ତଙ୍କୁ କୋଭିଡ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି ।

ଅନ୍ତରାଷ୍ଟ୍ରୀୟ ତୈଳ ବଜାରରେ ଅଶୋଧିତ ତୈଳ ଉତ୍ପାଦନ ହ୍ରାସ : ଆହୁରି ବଢିପାରେ ପେଟ୍ରୋଲ-ଡିଜେଲ୍ ଦର

ଲଣ୍ଡନ / ନୂଆଦିଲ୍ଲୀ, (କଳିଙ୍ଗ ଜ୍ୟୋତି ବ୍ୟୁରୋ) ୦୧।୦୭ : ପେଟ୍ରୋଲ ରପ୍ତାନୀ କରୁଥିବା ୧୩ ସଦସ୍ୟ ବିଶିଷ୍ଟ ତୈଳ ଉତ୍ପାଦନକାରୀ ସଂଗଠନ(OPEC)ଜୁନ ମାସରେ ପ୍ରତିଦିନ ହାରାହାରି ୨୨.୬୨ ମିଲିୟନ ତୈଳ ଉତ୍ପାଦନ କରିଛନ୍ତି। ଏପ୍ରିଲ ମାସରେ ଓପେକ୍ ଓ ଏହାର ସହଯୋଗୀ କରୋନା ଭାଇରସ୍‌ ସଙ୍କଟ
error: Content is protected !!
Open chat