Browsing Category

Odisha

ମାଲକାନଗିରି ଜିଲ୍ଲାରେ ମୁତୟନ ଥିବା ବିଏସଏଫ ଯବାନଙ୍କ ମଧ୍ୟରୁ ୨୯ଜଣ କରୋନା ଆକ୍ରାନ୍ତ !!

ମାଲକାନଗିରି, (କଳିଙ୍ଗ ଜ୍ୟୋତି ବ୍ୟୁରୋ) ୩୦/୦୬ : ୨୯ଜଣ ଯବାନଙ୍କ କୋଭିଡ-୧୯ ରିପୋର୍ଟ ପଜିଟିଭ ଆସିଥିବା ନେଇ ମାଲକାନଗିରି ଜିଲ୍ଲାପାଳ ସୂଚନା ଦେଇଛନ୍ତି। ଗତ ୨୪ ଘଣ୍ଟା ମଧ୍ୟରେ ମାଲକାନଗିରି ଜିଲ୍ଲାର ୨୯ଜଣ ବିଏସଏଫ ଯବାନ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଅନ୍ୟପକ୍ଷରେ ଆଜି ଜିଲ୍ଲାରୁ

ପ୍ରଧାନମନ୍ତ୍ରୀଙ୍କ ଦେଶବାସୀଙ୍କୁ ସମ୍ବୋଧନ : ନଭେମ୍ବର ଶେଷ ଯାଏ ଗରିବଙ୍କୁ ମାଗଣା ରାସନ

ନୂଆଦିଲ୍ଲୀ, (କଳିଙ୍ଗ ଜ୍ୟୋତି ବ୍ୟୁରୋ) ୩୦/୦୬ : ଦେଶବାସୀଙ୍କୁ ସମ୍ବୋଧନ କରି ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବଡ଼ ଘୋଷଣା କରିଛନ୍ତି। ମୋଦି କହିଛନ୍ତି, ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାକୁ ଆସନ୍ତା ନଭେମ୍ବର ମାସ ଯାଏ ବୃଦ୍ଧି କରାଯାଉଛି। ଏହାର ଅର୍ଥ ୮୦ କୋଟି ଲୋକଙ୍କୁ

ଟିକ-ଟକ ବ୍ୟାନ ପରେ ଓଡ଼ିଆ ଯୁବକଙ୍କ ଦ୍ୱାରା ବିକଶିତ ଆପ ‘ଚିଙ୍ଗାରୀ’ର ବଢ଼ିଲା ଚାହିଦା

ଭୁବନେଶ୍ୱର: ଟିକଟକ୍ ସମେତ ଚୀନର ୫୯ଟି ଆପର ବ୍ୟବହାରକୁ ଭାରତ ସରକାର ନିଷେଧ କରିବା ପରେ ଏବେ ଓଡ଼ିଆ ଯୁବକଙ୍କ ଦ୍ୱାରା ପ୍ରସ୍ତୁତ ‘ଚିଙ୍ଗାରୀ’ ଆପର ଡାଉନଲୋଡ୍ ସଂଖ୍ୟା ବଢ଼ିବାରେ ଲାଗିଛି | ଓଡ଼ିଆ ଯୁବକଙ୍କ ନାଁ ବିଶ୍ୱାତ୍ମା ନାୟକ ବୋଲି ଜଣା ପଡିଥିବା ବେଳେ ସେ କଟକର ବାସିନ୍ଦା |

ବିଏମସି ଅଫିସକୁ ସାଧାରଣ ଲୋକଙ୍କ ପ୍ରବେଶ ଉପରେ୧୫ ଦିନ ପାଇଁ କଟକଣା

କଳିଙ୍ଗ ଜ୍ୟୋତି ଭୁବନେଶ୍ୱର ୩୦/୦୬: ବିଏମସି ଅଫିସକୁ ସାଧାରଣ ଲୋକଙ୍କ ପ୍ରବେଶ ଉପରେ ଲାଗିଲା କଟକଣା । ରାଜଧାନୀରେ ହୁ ହୁ ହୋଇ ବଢୁଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ୧୫ ଦିନ ପାଇଁ ବିଏମ୍‌ସି କାର୍ଯ୍ୟାଳୟକୁ ଜନସାଧାରଣଙ୍କ ପ୍ରବେଶ ଉପରେ କଟକଣା ଲଗାଯାଇଛି।ରାଜଧାନୀରେ ସ୍ଥାନୀୟ

ଆଜି ପୁଣି ୬ କରୋନା ପଜିଟିଭ ଚିହ୍ନଟ । କଟକ ସହରରୁ ୨, ଭୁବନେଶ୍ୱରରୁ ୬ ଆକ୍ରାନ୍ତ ଚିହ୍ନଟ।

ଭୁବନେଶ୍ୱରରେ ଆଜି ପୁଣି ୬ କରୋନା ପଜିଟିଭ ଚିହ୍ନଟ Iଜଣେ ଘରୋଇ ସଙ୍ଗରୋଧରେ ଥିବା ବେଳେ ୫ ଜଣ ସ୍ଥାନୀୟ ଅଂଚଳରୁ ଚିହ୍ନଟ ହେଇଛନ୍ତି I @bmcbbsr ପକ୍ଷରୁ ସୂଚନା I ୫ ଲୋକାଲ କେସ୍‌ ମଧ୍ୟରୁ ୩ ଜଣ ସିରିପୁର ଲକ୍ଷ୍ମୀବଜାର ବସ୍ତି ଅଞ୍ଚଳରୁ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ଜଣେ ୧୫

ଜୁଲାଇ ମାସ ଶେଷ ସୁଦ୍ଧା ମାଟ୍ରିକ୍‌ ପରୀକ୍ଷା ଫଳ

କଳିଙ୍ଗ ଜ୍ୟୋତି ବ୍ୟୁରୋ ପୁରୀ ୩୦/୦୬:ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ଦ୍ୱାରା ପରିଚାଳିତ ମାଟ୍ରିକ ପରୀକ୍ଷା ଖାତାଦେଖା ଶେଷ ପର୍ଯ୍ୟାୟରେ ପହଞ୍ଚତ୍ଛି। ଜୁନ ୩୦ରେ ଖାତାଦେଖା ଶେଷ ହେବ ବୋଲି ବୋର୍ଡ ସଭାପତି ରାମାଶିଷ ହାଜରା ସୂଚନା ଦେଇଛନ୍ତି। ବର୍ତ୍ତମାନ ସ୍ଥିତିରେ ଅଧିକାଂଶ

ଆସନ୍ତାକାଲି ଶ୍ରୀଜିଉଙ୍କ ପବିତ୍ର ବାହୁଡାଯାତ୍ରା; ଜନ୍ନବେଦୀରୁ ରତ୍ନବେଦୀକୁ ବାହୁଡିବେ ଶ୍ରୀଜିଉ

କଳିଙ୍ଗ ଜ୍ୟୋତି ବ୍ୟୁରୋ ପୁରୀ ୩୦/୦୬: ଆସନ୍ତାକାଲି ଶ୍ରୀଜିଉଙ୍କ ପବିତ୍ର ବାହୁଡାଯାତ୍ରା । ଜନ୍ନବେଦୀରୁ ରତ୍ନବେଦୀକୁ ବାହୁଡିବେ ଶ୍ରୀଜିଉ। ଏଥିପାଇଁ ନୀତି ନିର୍ଘଣ୍ଟ ସ୍ଥିର ହୋଇଛି । ଆସନ୍ତାକାଲି ଭୋର ୪ଟାରେ ଶ୍ରୀଜିଉଙ୍କର ମଙ୍ଗଳ ଆଳତି ହେବ । ଏହାପରେ ୪ଟା ୧୫ରେ ମଇଲମ, ୪ଟା ୩୦ରେ

ବୀରମିତ୍ରପୁର ନାବାଳିକା ଦୁଷ୍କର୍ମ ଓ ଗର୍ଭପାତ ଘଟଣାର କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ ଦେଲେ ପୋଲିସ ଡିଜି ଅଭୟ ।

କଳିଙ୍ଗ ଜ୍ୟୋତି ବ୍ୟୁରୋ ସୁନ୍ଦରଗଡ ୩୦/୦୬: ସୁନ୍ଦରଗଡ଼ ଜିଲ୍ଲା ବୀରମିତ୍ରପୁର ନାବାଳିକା ଦୁଷ୍କର୍ମ ଓ ଗର୍ଭପାତ ଘଟଣାର କ୍ରାଇମବ୍ରାଞ୍ଚ ତଦନ୍ତ ହେବ। ଡିଜିପି ଅଭୟ ଏହି ନିର୍ଦ୍ଦେଶ ଦେଇଛନ୍ତି। ତଦନ୍ତ ନିର୍ଦ୍ଦେଶ ପାଇବା ପରେ କ୍ରାଇମବ୍ରାଞ୍ଚ ଟିମ୍ ରାଇବଗା ଥାନା ଅଭିମୁଖେ ଯାଇଥିବା
error: Content is protected !!
Open chat