Browsing Category
Odisha
କାଲି ଠାରୁ ୨ ଦିନ ପ୍ରବଳ ବର୍ଷା ହେବ-ଭୁବନେଶ୍ୱର ପାଣିପାଗ କେନ୍ଦ୍ର
କଳିଙ୍ଗ ଜ୍ୟୋତି ଭୁବନେଶ୍ୱର,୨୭/୦୬: ଆସନ୍ତା ଦୁଇ ଦିନ ରାଜ୍ୟର ବିଭିନ୍ନ ଅଞ୍ଚଳରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି।। ଘଡ଼ଘଡ଼ି ବିଜୁଳି ସହ ଉତ୍ତର ଆଭ୍ୟନ୍ତରୀଣ ଓ ଉପକୂଳ ଓଡ଼ିଶାରେ ସ୍ବଳ୍ପରୁ ମଧ୍ୟମ ଧରଣର ବର୍ଷା ହେବ। ଏଥିପାଇଁ କେନ୍ଦ୍ର ପକ୍ଷରୁ ଜିଲ୍ଲାଗୁଡ଼ିକ ପାଇଁ!-->!-->!-->…
ବ୍ୟାଙ୍କ କର୍ମଚାରୀଙ୍କୁ ଆକ୍ରମଣ, ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି
କଳିଙ୍ଗ ଜ୍ୟୋତି ବ୍ୟୁରୋ ନିଶ୍ଚିନ୍ତକୋଇଲି ୨୭।୦୬: ବ୍ୟାଙ୍କ କର୍ମଚାରୀ ଙ୍କୁ ଲୁହା ରଡ଼ରେ ମରଣାନ୍ତକ ଆକ୍ରମଣ ।ମାହାଙ୍ଗା ଥାନା ଭଦ୍ରେଶ୍ୱର ଫାଣ୍ଡି ଅନ୍ତର୍ଗତ କାନରା ବ୍ୟାଙ୍କର ଫିଲଡ଼ ଅଫିସର ହୃଦାନନ୍ଦ ସିଂହଙ୍କ ଆକ୍ରମଣ ହୋଇଛି । ଗୁରୁତର ଅବସ୍ଥାରେ କଟକ ବଡ ମେଡିକାଲେରେ ଭର୍ତ୍ତି!-->!-->!-->…
ସ୍ୱାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସଙ୍କ ଝିଅ ନାଁରେ ଥାନାରେ ମାମଲା ରୁଜୁ କଲା କଂଗ୍ରେସ
କଳିଙ୍ଗ ଜ୍ୟୋତି ଭୁବନେଶ୍ୱର,୨୭/୦୬: କରୋନା କଟକଣାକୁ ଉଲ୍ଲଘଂନ କରି ସ୍ୱାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସଙ୍କ ଝିଅ ଦୀପାଳି ଦାସ ଝାରସୁଗୁଡ଼ା ଜିଲ୍ଲା ଡିଆରଡିଏ ସମ୍ମିଳନୀ କକ୍ଷରେ ସଭା ଆୟୋଜନ କରିଥିବାରୁ ତାଙ୍କ ବିରୁଦ୍ଧରେ ଆଜି କଂଗ୍ରେସ ପକ୍ଷରୁ ଥାନା ଏକ ମାମଲା ରୁଜୁ ହୋଇଛି। ସରକାରୀ!-->!-->!-->…
ଜଗନ୍ନାଥପ୍ରେମୀ ଭକ୍ତଙ୍କ ଭାବାବଗେକୁ ଆଘାତ : ଚେୟାର ରେ ବସି ଅଭଡ଼ା ଖାଇଲେ ପୋଲିସ ବାବୁ, ସୋସିଆଲ ମିଡିଆରେ ଫଟୋ ହେଲା…
ପୁରୀ, (କଳିଙ୍ଗ ଜ୍ୟୋତି ବ୍ୟୁରୋ) ୨୭/୦୬ : ଶ୍ରୀମନ୍ଦିରରେ ଶ୍ରୀଜଗନ୍ନାଥଙ୍କ ପାଖରେ ଅର୍ପିତ ହେଉଥିବା ପ୍ରସାଦକୁ ଶ୍ରୀମହାପ୍ରସାଦ ବୋଲି କୁହାଯାଏ। ଷଡ଼ଙ୍ଗ ସଂସ୍କାର ମାଧ୍ୟମରେ ମହାପ୍ରସାଦ ଠାକୁରଙ୍କୁ ଅର୍ପଣ କରାଯାଏ। ଶ୍ରୀମନ୍ଦିରରେ ଯେଉଁ ମହାପ୍ରସାଦ ପ୍ରସ୍ତୁତ କରାଯାଏ ଶାସ୍ତ୍ରାନୁସାରେ!-->…
ଆଜି ହେରା ପଂଚମୀ: ନନ୍ଦିଘୋଷ ରଥ ଭାଙ୍ଗିବେ ଲକ୍ଷ୍ମୀ ଠାକୁରାଣୀ;
ଶ୍ରୀମନ୍ଦିରରେ ଛାଡି ଆସିଥିବାରୁ ମହାପ୍ରଭୁଙ୍କ ଉପରେ ଅଭିମାନ କରିଛନ୍ତି ଶ୍ରୀଦେବୀ
କଳିଙ୍ଗ ଜ୍ୟୋତି ବ୍ୟୁରୋ ପୁରୀ୨୭/୦୬:ଆଜି ହେରା ପଂଚମୀ । ନନ୍ଦିଘୋଷ ରଥ ଭାଂଗିବେଲକ୍ଷ୍ମୀ ଠାକୁରାଣୀ । ଲଷ୍ମୀଙ୍କୁ ଛାଡି ଜଗନ୍ନାଥ ମହାପ୍ରଭୁ ଭଉଣୀ ଓ ଭାଇଙ୍କୁ ସାଙ୍ଗରେ ନେଇ ନଅ ଦିନର ଯାତ୍ରା!-->!-->!-->!-->!-->…
ରଥଯାତ୍ରା ଦ୍ୱନ୍ଦ୍ୱ ପାଇଁ ପୁରୀ ଗଜପତି ଓଡ଼ିଶା ସରକାରଙ୍କୁ ଦାୟୀ କଲେ
ଯଦି ସରକାର ଯଥେଷ୍ଟ ଆଗରୁ ରଥଯାତ୍ରା ନେଇ ନିଷ୍ପତ୍ତି ନେଇଥାନ୍ତେ ଶେଷ ମୁହୂର୍ତ୍ତରେ ଯେଉଁ ଦ୍ୱନ୍ଦ୍ୱ ସୃଷ୍ଟି ହେଲା ତାହା ହୋଇନଥାନ୍ତା ବୋଲି ସେ ମତ ପ୍ରକାଶ କରିଛନ୍ତି। ଜୁନ ୧୦ ତାରିଖରେ ଓଡ଼ିଶା ହାଇକୋର୍ଟ ରାୟ ଦେଇ କହିଥିଲେ ଯେ ରଥଯାତ୍ରା ହେବ କି ନା ତାହା ଓଡ଼ିଶା ସରକାର ସ୍ଥିର!-->!-->!-->…
ଖୋର୍ଦ୍ଧା ଏବଂ ଜଟଣୀ ର ବିଭିନ୍ନ ନର୍ସିଂହୋମ ଉପରେ ପ୍ରସାଶନ ପକ୍ଷରୁ ଚଢାଉ ଆରମ୍ଭ
କଳିଙ୍ଗ ଜ୍ୟୋତି ବ୍ୟୁରୋ ଖୋର୍ଦ୍ଧା ୨୭/୦୬ : ଖୋର୍ଦ୍ଧା ଏବଂ ଜଟଣୀ ର ବିଭିନ୍ନ ନର୍ସିଂହୋମ ଉପରେ ପ୍ରସାଶନ ପକ୍ଷରୁ ଚଢାଉ ଆରମ୍ଭ ହୋଇଛି । କୋଭିଡ ନିୟମକୁ ଖୋଲାଖୋଲିଭାବେ ଉଲଙ୍ଘନ କରୁଥିବାରୁ କରୋନା ସଂକ୍ରମଣ ର ଭୟ ନର୍ସିିଂ ହୋମ ରୁ ଆରମ୍ଭ ହେବାର ଆଶଙ୍କା ରହିଛି ।ତେଣୁ ପ୍ରଶାସନ!-->!-->!-->…
ରଥଯାତ୍ରା ଡ୍ୟୁଟିରେ ନଥିବା ପୋଲିସ ଅଫିସରଙ୍କୁ ପୁରୀ ମନା
କଳିଙ୍ଗ ଜ୍ୟୋତି ବ୍ୟୁରୋ ୨୭/୦୬ ଯେଉଁ ପୋଲିସ ଅଫିସରଙ୍କର ରଥଯାତ୍ରା ଡ୍ୟୁଟି ପଡ଼ିନାହିଁ ସେମାନେ ପୁରୀ ଯାଇ ପାରିବେନାହିଁ। ଏହି କଟକଣା ଜୁଲାଇ ୪ ପର୍ଯ୍ୟନ୍ତ ବଳବତ୍ତର ରହିବ। ଓଡ଼ିଶା ପୋଲିସ କାର୍ଯ୍ୟାଳୟ ପକ୍ଷରୁ ଏନେଇ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି। ଯେଉଁମାନେ ପୁରୀ ଜିଲ୍ଲାରେ!-->!-->!-->…
ବିପର୍ଯ୍ୟୟ ପରିଚାଳନାରେ ଆଗୁଆ ପ୍ରସ୍ତୁତି, ତ୍ବରିତ ଉଦ୍ଧାର ଓ ପୁନର୍ଗଠନ ଜରୁରୀ – ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
କଳିଙ୍ଗ ଜ୍ୟୋତି ଭୁବନେଶ୍ୱର ୨୭/୦୬ :ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଆଗୁଆ ପ୍ରସ୍ତୁତି, ତ୍ବରିତ ଉଦ୍ଧାର ଓ ପୁନର୍ଗଠନ ଉପରେ ଗୁରୁତ୍ବ ଦେଇଛନ୍ତି। ଆଜି ଲୋକସେବା ଭବନରେ ଅନୁଷ୍ଠିତ ରାଜ୍ୟସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ କମିଟିରେ ଅଧ୍ୟକ୍ଷତା କରି!-->!-->!-->…
