Browsing Category

Odisha

ଫାଇନ୍ ଗଣିଲେ ପିସିସି ସଭାପତି, କାହିଁକି ଓ କେତେ?

କଳିଙ୍ଗ ଜ୍ୟୋତି ଭୁବନେଶ୍ୱର,୨୬ ।୬ :: କରୋନା ମହାମାରୀ ପାଇଁ ସାରା ରାଜ୍ୟରେ ଗାଇଡଲାଇନ୍ ଜାରି କରିଛନ୍ତି ସରକାର । ଏହାରି ମଧ୍ୟରେ ବିକ୍ଷୋଭ ବେଳେ ସାମାଜିକ ଦୂରତା ଦୂରତା ଭାଙ୍ଗି ଫାଇନ୍ ଗଣିଛନ୍ତି ବଡ ନେତା । ସେ ଆଉ କହି ନୁହନ୍ତି, ବରଂ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ।

ସେବାୟତ ବେଶରେ ଗୁଣ୍ଡିଚା ମନ୍ଦିରରେ ପ୍ରବେଶ କରି ୨ ଭକ୍ତ ଅଟକ

କଳିଙ୍ଗ ଜ୍ୟୋତି ପୁରୀ: ୨୬/୦୬:ପୁରୀ ଶ୍ରୀମନ୍ଦିର ଓ ଗୁଣ୍ଡିଚା ମନ୍ଦିରକୁ ଭକ୍ତଙ୍କ ପ୍ରବେଶ ଉପରେ କଟକଣା ଜାରି କରାଯାଇଛି। ହେଲେ ଆଜି ଦୁଇ ଜଣ ଭକ୍ତ ସେବାୟତ ବେଶରେ ମନ୍ଦିର ଭିତରକୁ ପ୍ରବେଶ କରିଥିଲେ। ପୁଲିସ୍ ଏହି ଦୁଇ ଛଦ୍ମବେଶୀ ସେବାୟତଙ୍କୁ ଅଟକ ରଖି ପଚରାଉଚରା କରୁଛି। ସେମାନେ

ଗଞ୍ଜାମରେ ଆଉ ୫୦ କରୋନା ରୋଗୀ ଚିହ୍ନଟ

କଳିଙ୍ଗ ଜ୍ୟୋତି ବ୍ୟୁରୋ ଗଞ୍ଜାମ ୨୬/୦୬ : ଗଞ୍ଜାମ ଜିଲାରେ ଆଉ ୫୦ ଜଣ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି। ଚିହ୍ନଟଙ୍କ ମଧ୍ୟରେ ୧୩ ଜଣ କରୋନା ଯୋଦ୍ଧା ଥିବା ସୂଚନା ମିଳିଛି। ୫୦ ଜଣଙ୍କ ମଧ୍ୟରୁ ୩୩ ଜଣ ରୋଗୀ ପୂର୍ବ ପଜିଟିଭଙ୍କ ସଂସ୍ପର୍ଶରେ ଆସିଥିଲେ ଏବଂ ଆଜି ଆସିଥିବା ପଜିଟିଭଙ୍କ

ମହାପ୍ରଭୁଙ୍କ ନୀତିକାନ୍ତି କୋରୋନା ନେଗେଟିଭ ରିପୋର୍ଟଧାରୀ ସେବାୟତ କରିବେ

କଳିଙ୍ଗ ଜ୍ୟୋତି ପୁରୀ୨୬।୬:ସବୁ ସେବାୟତଙ୍କର ଦୁଇରାଉଣ୍ଡ କୋଭିଡ୍‌ ଟେଷ୍ଟ କରାଯିବ। ଗୁରୁବାରଠାରୁ ଏହି ଟେଷ୍ଟିଂ ଆରମ୍ଭ ହୋଇଛି। ପ୍ରଥମ ଦିବସରେ ୬୮୮ ଜଣଙ୍କ ସ୍ବାବ୍‌ ସଂଗ୍ରହ ହୋଇଛି। ଯେଉଁମାନଙ୍କର ରଥଯାତ୍ରା ପୂର୍ବରୁ ଟେଷ୍ଟ କରାଯାଇଥିଲା ସେମାନଙ୍କର ଆଉଥରେ ପରୀକ୍ଷା କରାଯିବ। କେବଳ

କରୋନା ଅପଡେଟ୍ : ଦେଶରେ ଆରୋଗ୍ୟ ହାର ୫୮.୨.୪%, ୧୫, ୩୦୧ ମୃତ

କଳିଙ୍ଗ ଜ୍ୟୋତି ନୂଆଦିଲ୍ଲୀ ୨୬/୦୬ : ଦେଶରେ କୋଭିଡ୍‍-୧୯ ଆରୋଗ୍ୟ ହାର ୫୮.୨.୪%କୁ ବୃଦ୍ଧି ପାଇଛି। ଗତ ୨୪ ଘଣ୍ଟା ମଧ୍ୟରେ ୧୩,୯୪୦ ଜଣ ସଂକ୍ରମିତ ଆରୋଗ୍ୟ ଲାଭ କରିବା ସହ ମୋଟ୍‍ ୨ଲକ୍ଷ ୮୫ ହଜାର ୬୩୭ ଜଣ ସଂକ୍ରମିତ ବ୍ୟକ୍ତି ଆରୋଗ୍ୟ ଲାଭ କରିଛନ୍ତି। ବର୍ତ୍ତମାନ ଦେଶର ବିିଭିନ୍ନ

ଦେଶରେ ଅନଲକ୍‌ ୨.୦ ଲାଗୁ ହେବାକୁ ଖୁବଶୀଘ୍ର ହୋଇପାରେ ନିଷ୍ପତ୍ତି।

ନୂଆଦିଲ୍ଲୀ (କଳିଙ୍ଗ ଜ୍ୟୋତି) ୨୬।୦୬: ଏବେ ଦେଶରେ ଅନଲକ୍‌ ୨.୦ ଲାଗୁ ହେବାକୁ ଯାଉଛି। କରୋନା ଭାଇରସ୍‌ ଲକ୍‌ଡାଉନ୍‌ରେ ଦେଶରେ ଯାହା ସବୁ ଗତିବିଧି ବନ୍ଦ ଥିଲା ସେସବୁ ଖୋଲିବାର ପ୍ରକ୍ରିୟା ଅନଲକ ୧.୦ରେ ଆରମ୍ଭ ହୋଇଥିଲା। ମାତ୍ର ଯେଉଁଭଳି ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ହୁ ହୁ

ହଟସ୍ପଟ୍‌ ଜିଲ୍ଲାରୁ ଫେରିଲେ କ୍ବାରେଣ୍ଟିନ୍‌ ବାଧ୍ୟତାମୂଳକ କଲା ବିଏମ୍‌ସି ।

ଭୁବନେଶ୍ବର (କଳିଙ୍ଗ ଜ୍ୟୋତି) ୨୬/୦୬ : ଏଣିକି ହଟସ୍ପଟ୍‌ ଜିଲ୍ଲାରୁ ଆସୁଥିବା ଲୋକେ କ୍ବାରେଣ୍ଟିନ୍‌ରେ ରହିବେ। ହଟସ୍ପଟ୍‌ ଜିଲ୍ଲାରୁ ଫେରିଲେ ହୋମ୍‌ କ୍ବାରେଣ୍ଟିନ୍‌ରେ ରହିପାରିବେନି ।କରୋନା କଟକଣାକୁ ବଢାଇଛି ଭୁବନେଶ୍ବର ମହାନଗର ନିଗମ। ଏବେ ସରକାରୀ କ୍ବାରେଣ୍ଟିନ୍‌କୁ ବାଧ୍ୟତାମୂଳକ

ଜାମ୍ମୁକାଶ୍ମୀର: ଥାନାରେ ପହଞ୍ଚିଲା ଆଇପିଏସ୍ ବିବାଦ, ଡିଜିପିଙ୍କ ବିରୋଧରେ ଫେରାଦ ହେଲେ ଓଡ଼ିଆ ଆଇପିଏସ୍ ଅଫିସର୍ ବସନ୍ତ…

କଳିଙ୍ଗ ଜ୍ୟୋତି ନୂଆଦିଲ୍ଲୀ ୨୬/୦୬: ଜାମ୍ମୁକାଶ୍ମୀର ଡିଜିପିଙ୍କ ବିରୋଧରେ ଫେରାଦ ହେଲେ ଓଡ଼ିଆ ଆଇପିଏସ୍ ଅଫିସର୍ ବସନ୍ତ ରଥ। ଥାନାରେ ପହଞ୍ଚିଲା ଆଇପିଏସ୍ ବିବାଦ, ଜାମ୍ମୁ ଓ କାଶ୍ମୀର ଡିଜିପି ଦିଲବାଗ୍ ସିଂଙ୍କ ନାଁରେ ଥାନାରେ ଫେରାଦ ହେଲେ ଓଡ଼ିଆ ଆଇଇପିଏସ୍ ଅଫିସର୍ ତଥା କାଶ୍ମୀର ଆଇଜି

ଆସନ୍ତାକାଲି ହେରାପଞ୍ଚମୀ – ଅଭିମାନରେ ନନ୍ଦିଘୋଷ ରଥ ଭାଙ୍ଗିବେ ମହାଲକ୍ଷ୍ମୀ

ପୂରୀ (କଳିଙ୍ଗ ଜ୍ୟୋତି) ୨୬।୦୬: ଆଜି ବନକଲାଗି ନୀତି ଶେଷ ହେବା ପରେ ଆସନ୍ତାକାଲି ହେରାପଞ୍ଚମୀ ନୀତି ଶ୍ରୀକ୍ଷେତ୍ର ପୁରୀରେ ଅନୁଷ୍ଠିତ ହେବ। ଏଥିପାଇଁ ଗୁଣ୍ଡିଚା ମନ୍ଦିରରେ ସମସ୍ତ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ପତିମହାପାତ୍ର ଏବଂ ବିଦ୍ୟାପତି ସେବାୟତଙ୍କ ପକ୍ଷରୁ ହେରାପଞ୍ଚମୀ
error: Content is protected !!
Open chat