Browsing Category

Odisha

ଖୁବଶିଘ୍ର ରାଜ୍ୟ କଂଗ୍ରେସରେ ହୋଇପାରେ ବଡ ପରିବର୍ତ୍ତନ: ଆଶାୟୀ ଅଛନ୍ତି ବହୁ ଟାଣୁଆ ନେତା

ଭୁବନେଶ୍ବର୨୬/୬: ରାଜ୍ୟ କଂଗ୍ରେସରେ ହୋଇପାରେ ବଡ ପରିବର୍ତ୍ତନ, ବଦଳି ପାରେ ପିସିସି ଚୌକି, ରେସ୍‌ରେ ଅଛନ୍ତି ବହୁ ଟାଣୁଆ ନେତା । ଖୁବଶିଘ୍ର ହୋଇପାରେ ପିସିସି ସଭାପତି ପରିବର୍ତ୍ତନ । ଏଭଳି ଠୋସ ଆଭାସ ମିଳିଲାଣି। କାରଣ ଜୁଲାଇ ମାସରେ ଏଆଇସିସିର ପୁନଃଗଠନ ହେବ। ସୋନିଆ ଗାନ୍ଧୀ ଦାୟୀତ୍ବ

ଆଜି କେନ୍ଦ୍ର ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଜନ୍ମଦିନ ଅବସରରେ ବିଶିଷ୍ଟବ୍ଯକ୍ତି ଙ୍କ ଅଭିନନ୍ଦନ।

ଆଜି ଆମ ଓଡ଼ିଶାମାଟି ର ସୁଯୋଗ୍ୟ ସନ୍ତାନ ତଥା କେନ୍ଦ୍ରମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଜନ୍ମଦିନ ଅବସରରେ ବହୁ ବିଶିଷ୍ଟ ବ୍ଯକ୍ତି ମାନେ ତାଙ୍କୁ ଟ୍ବିଟ୍ କରି ଅଭିନନ୍ଦନ ଜଣାଇଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ, ଲୋକସଭା ବାଚସ୍ପତି, କେନ୍ଦ୍ର ଗ୍ରୁହମନ୍ତୀ, ବିଜେପି ରାଷ୍ଟ୍ରୀୟ

ଜେଇଇ ମେନ୍‌, ନିଟ୍‌ ପରୀକ୍ଷାକୁ ନେଇ ଆଶଙ୍କା : ସ୍ଥଗିତ ରହିଲା ସିଟିଇଟି ପରୀକ୍ଷା

କଳିଙ୍ଗ ଜ୍ୟୋତି ଭୁବନେଶ୍ବର ୨୬/୦୬ : ସିବିଏସ୍‌ଇ ଓ ସିଆଇଏସ୍‌ସିଇ ବୋର୍ଡ ଦ୍ବାରା ପରିଚାଳିତ ଦଶମ, ଦ୍ବାଦଶ ଶ୍ରେଣୀ ପରୀକ୍ଷା ବାତିଲ ହୋଇଛି। ଏନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ସୁପ୍ରିମ୍‌କୋର୍ଟଙ୍କୁ ଅବଗତ କରାଯାଇଛି। ‌ତେବେ ଜୁଲାଇରେ ଅନୁଷ୍ଠିତ ହେବାକୁ ଥିବା ଜେଇଇ ମେନ୍‌ ଓ ନିଟ୍‌

ଲାଞ୍ଚ ଲୋଭ ରେ ଭିଜିଲାନ୍ସ ଫାନ୍ଦରେ ପଡ଼ିଗଲେ ନୂଆ ପୁଲିସ ବାବୁ

ବ୍ରହ୍ମପୁର, (କଳିଙ୍ଗ ଜ୍ୟୋତି) ୨୬/୦୬ : ଭିଜିଲାନ୍ସ ଜାଲରେ ଜଣେ ପୁଲିସ ଏସ୍‌ଆଇ ଧରାପଡ଼ିଛନ୍ତି। ଉକ୍ତ ପୁଲିସ ଏସ୍‌ଆଇ ଜଣଙ୍କୁ ୩ ହଜାର ଟଙ୍କା ଲାଞ୍ଚ ନେବା ମହଙ୍ଗା ପଡ଼ିଛି। ଗୁରୁବାର ଲାଞ୍ଚ ନେଉଥିବା ବେଳେ ଜଗନ୍ନାଥ ପ୍ରସାଦ ଥାନାର ଏସ୍‌ଆଇ ସିଦ୍ଧାର୍ଥ କୁମାର ଗୌଡ଼ଙ୍କୁ ଭିଜିଲାନ୍ସ

ଚୁଡାନ୍ତ ଅନୁମୋଦନ ନ ମିଳିବା ପର୍ଯ୍ୟନ୍ତ କରୋନିଲର ବିଜ୍ଞାପନ କରିପାରିବ ନାହିଁ ପତଞ୍ଜଳି: ଆୟୁଷ ମନ୍ତ୍ରୀ

କଳିଙ୍ଗ ଜ୍ୟୋତି ନୂଆଦିଲ୍ଲୀ,୨୫।୬: ଗୋଟିଏ ପଟେ କରୋନା ମହାମାରୀ ଚିନ୍ତା ବଢାଇ ଚାଲିଥିବା ବେଳେ ଅନ୍ୟପଟେ କରୋନା ପାଇଁ ଯୋଗଗୁରୁ ବାବା ରାମଦେବଙ୍କ ପତଞ୍ଜଳି ଆୟୁର୍ବେଦ ଔଷଧ ପ୍ରସ୍ତୁତି କରିଥିବା ଖବର ବେଳବୁ ବେଳ ଅଡୁଆ ଭିତରକୁ ଚାଲି ଯାଉଛି। ଗୁରୁବାର କେନ୍ଦ୍ର ଆୟୁଷ ମନ୍ତ୍ରୀ ଶ୍ରୀପଦ

‘କୌନ ବାନେଗା କାରୋଡ଼ପତି’ ସିଜିନ – ୧୨ ପଞ୍ଜୀକରଣ ଆଜି ରାତି ୯ଟାରୁ ଆରମ୍ଭ ହେବ ।

ମୁମ୍ବାଇ, (କଳିଙ୍ଗ ଜ୍ୟୋତି ବ୍ୟୁରୋ) ୨୫/୦୬ : କେବିସି-୧୨ର ପଞ୍ଜୀକରଣ ପ୍ରକ୍ରିୟା ପୂର୍ବରୁ ମେ ୯ରେ ଆରମ୍ଭ ହୋଇ ମେ ୨୨ରେ ଶେଷ ହୋଇଥିଲା। ଏବେ ଏହାକୁ ପୁନଃ ଆରମ୍ଭ କରାଯାଉଥିବା ନେଇ ସୋନିଲିଭ୍ ଟ୍ୱିଟର ଜରିଆରେ ସୂଚନା ଦେଇଛି । କୌନ ବାନେଗା କାରୋଡ଼ପତି(କେବିସି)ର ଦ୍ୱାଦଶ ସିଜିନ ପାଇଁ

୫ ରାଜ୍ୟକୁ ମିଳିବ ପ୍ରଥମ ପର୍ଯ୍ୟାୟରେ‌ କୋଭିଡ୍‌-୧୯ ଔଷଧ “କୋଭିଫର”, ଦ୍ୱିତୀୟ ପର୍ଯ୍ୟାୟରେ…

ଭୁବନେଶ୍ୱର (କଳିଙ୍ଗ ଜ୍ୟୋତି ବ୍ୟୁରୋ) ୨୫/୦୬ : ପ୍ରଥମ ପର୍ଯ୍ୟାୟରେ ମହାରାଷ୍ଟ୍ର, ଦିଲ୍ଲୀ, ତାମିଲନାଡୁ, ଗୁଜରାଟ ଏବଂ ତେଲେଙ୍ଗାନାରେ କୋଭିଫର ପହଞ୍ଚିବ। ଦ୍ୱିତୀୟ ପର୍ଯ୍ୟାୟରେ କୋଲକାତା, ଇନ୍ଦୋର, ଭୋପାଳ, ଲକ୍ଷ୍ନୌ, ପାଟଣା, ଭୁବନେଶ୍ୱର, ରାଞ୍ଚି, ବିଜୟଓ୍ୱାଡ଼ା, କୋଚି, ତ୍ରିଭେନ୍ଦ୍ରମ
error: Content is protected !!
Open chat