Browsing Category
Odisha
ରାୟଗଡା ଜିଲ୍ଲା ବ୍ୟାପି ଭାଜପାର କଳା ଦିବସ ପାଳନ
ରାୟଗଡ ୨୫/୦୬/୨୦୨୧ କଳିଙ୍ଗ ଜ୍ଯୋତି : ଭାରତୀୟ ଜନତା ପାର୍ଟି, ଓଡିଶା ପ୍ରଦେଶର ନିର୍ଦେଶକ୍ରମେ ଜୁନ ୨୫,କୁ କଳା ଦିବସ ରୂପେ ସାରା ଦେଶରେ ପାଳନ କରାଯାଇଛି। ୧୯୭୫ ମସିହାରେ ତତ୍କାଳୀନ ପ୍ରଧାନ ମନ୍ତ୍ରୀ ଦମନ ଲୀଳା କରିବା ପାଇଁ ଦେଶ ଭକ୍ତଙ୍କୁ ଓ ରାଷ୍ଟ୍ରୀୟ ସ୍ୱଂୟ ସେବକ ସଂଘର!-->…
ହିଞ୍ଜିଳି ପୁଲିସ ପଞ୍ଝାରେ ୧୩ ଜୁଆଡି
୯୧ ହଜାର ଟଙ୍କା ସମେତ ୧୦ ମୋଟର ସାଇକେଲ ଜବତ
ହିଞ୍ଜିଳିକାଟୁ ୨୫/୦୬/୨୦୨୧ କଳିଙ୍ଗ ଜ୍ୟୋତି : ଗୁରୁବାର ରାତିରେ ହିଞ୍ଜିଳି ଥାନା ବରପଲ୍ଲୀ ଗ୍ରାମ ନିକଟସ୍ଥ ଆମ୍ବ ତୋଟାରେ ଚାଲିଥିବା ଏକ ବଡ ଧରଣର ଜୁଆ ଆଡ୍ଡା ଉପରେ ହିଞ୍ଜିଳି ପୁଲିସ ଅତର୍କିତ ଚଢ଼ାଉ କରିଛି ।
ଚଢ଼ାଉ ବେଳେ ପୁଲିସ!-->!-->!-->!-->!-->…
ଘରଡିହ ଜାଗାକୁ କେନ୍ଦ୍ରକରି ସାମାଜିକ ବାସନ୍ଦ ହେଲେ ୪ ପରିବାର
କୋଷାଗୁମୁଡା ୨୫/୦୬/୨୦୨୧ କଳିଙ୍ଗ ଜ୍ଯୋତି : ଗ୍ରାମରେ ଥିବା ଘରଡିହ ଜାଗାକୁ କେନ୍ଦ୍ରକରି ସାମାଜିକ ବାସନ୍ଦ ହେଲେ ୪ ପରିବାର । ନିଆଁ ପାଣି ଠାରୁ ଆରମ୍ଭ କରି ଗାଁରେ ଚାଲିବା ପାଇଁ ଥିବା ଦାଣ୍ଡକୁ ମଧ୍ୟ ଛାଡିଲେ ନାହିଁ । ସାମାଜିକ ବାସନ୍ଦ ମଧ୍ୟରେ ରହି ଏକ ଅଭିଶପ୍ତ ଜୀବନ ବିତଉଛନ୍ତି!-->…
କୋରାପୁଟ ଜିଲ୍ଲାପାଳଙ୍କ ଅଚାନକ ବୈପାରିଗୁଡା ବ୍ଲକ୍ ଗସ୍ତ
ବୈପାରିଗୁଡା ୨୫/୦୬/୨୦୨୧ କଳିଙ୍ଗ ଜ୍ଯୋତି : କୋରାପୁଟ ଜିଲ୍ଲାପାଳ ଅବଦୁଲ ଅହମ୍ମଦ ଅକତର ଅଚାନକ ବୈପାରିଗୁଡା ଗସ୍ତ କରିଥିଲେ ।ବୈପାରିଗୁଡା ବ୍ଲକ୍ କାର୍ଯ୍ୟାଳୟରେ ଜିଲ୍ଲାପାଳ ପହଂଚିବା ପରେ ବ୍ଲକ୍ କର୍ମଚାରୀମାନେ ଜିଲ୍ଲାପାଳ ଅବଦୁଲ ଏମ. ଅକତରଙ୍କୁ ପାଛୋଟି ନେଇଥିଲେ ।ବ୍ଲକ୍ କାର୍ଯ୍ୟାଳୟର!-->…
କୋଭାକ୍ସିନ ଓ କୋଭିସିଲ୍ଡ ଟିକା ସବୁ ଭାରିଆଣ୍ଟ ପ୍ରତି ଫଳପ୍ରଦ-ଆରଏମଆରସି
ଭୁବନେଶ୍ବର ୨୫/୦୬/୨୦୨୧ କଳିଙ୍ଗ ଜ୍ଯୋତି : କରୋନା ଟିକା କୋଭାକ୍ସିନ ଓ କୋଭିସିଲ୍ଡ ସବୁ ଭାରିଆଣ୍ଟ ପ୍ରତି ଫଳପ୍ରଦ ବୋଲି ଭାରତୀୟ ଆର୍ୟୁବିଜ୍ଞାନ ଗବେଷଣା ପରିଷଦ (ଆସିଏମ୍ଆର) ମୁଖ୍ୟ ବଳରାମ ଭାର୍ଗବଙ୍କ ସୂଚନା ଦେଇଛନ୍ତି। କୋଭାକ୍ସିନ ଓ କୋଭିସିଲ୍ଡ ଟିକା କୋଭିଡର ସମସ୍ତ ଭାରିଆଣ୍ଟକୁ ମାତ୍!-->…
ପ୍ରକାଶ ପାଇଲା ମ୍ୟାଟ୍ରିକ ପରୀକ୍ଷା ଫଳ, ପାସ ହାର ୯୭.୮୯%
ଭୁବନେଶ୍ବର ୨୫/୦୬/୨୦୨୧ କଳିଙ୍ଗ ଜ୍ଯୋତି : ଆଜି ଚଳିତ ବର୍ଷର ମ୍ୟାଟ୍ରିକ ପରୀକ୍ଷା ଫଳ ପ୍ରକାଶ ପାଇଛି। ଏଥିରେ ପାସ ହାର ୯୭.୮୯% ରହିଥିବା ମାଧ୍ୟମିକ ଶିକ୍ଷା ପରିଷଦ ସୂଚନା ଦେଇଛି। କଟକସ୍ଥିତ ବୋର୍ଡ କାର୍ଯ୍ୟାଳୟରେ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ ପରୀକ୍ଷା ଫଳ ପୁସ୍ତିକା ଉନ୍ମୋଚନ!-->…
କଳିଙ୍ଗ ଜ୍ଯୋତି ଖବରର ମହା ପ୍ରଭାବ : ଖୋର୍ଦ୍ଧା ଜିଲ୍ଲା ବାଣପୁର ଏନଏସି ସ୍ଥିତ ବିଧାରପୁର ଛକରୁ ବର୍ଷା ଜଳ ନିଷ୍କାସନ…
ବାଣପୁର ୨୫/୦୬/୨୦୨୧ କଳିଙ୍ଗ ଜ୍ଯୋତି : ବିଧାରପୁର ଛକରେ ଜଳବନ୍ଦୀ ସମସ୍ୟାକୁ ନେଇ ‘କଳିଙ୍ଗଜ୍ୟୋତି' ରେ ୨୩ ତାରିଖ ବୁଧବାର ଦିନ ଏକ ଖବର ପ୍ରକାଶିତ ହୋଇଥିଲା। ଯାହାଦ୍ୱାରା ପ୍ରଶାସନକୁ ଗଭୀର ସମାଲୋଚନାର ଶିକାର ମଧ୍ୟ ହେବାକୁ ପଡିଥିଲା ।
ତେବେ ଏହାର ଏକ ଦିନ ପରେ ଅର୍ଥାତ!-->!-->!-->!-->!-->!-->!-->…
ଓମ୍ଫେଡ ଚାଷୀଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ କୋଭିଡ ସହାୟତା, ଉପକୃତ ହେବେ ୧ ଲକ୍ଷ ୨୦ ହଜାର ଦୁଗ୍ଧ ଚାଷୀ
ଭୁବନେଶ୍ବର ୨୪/୦୬/୨୦୨୧ କଳିଙ୍ଗ ଜ୍ଯୋତି : ଓମ୍ଫେଡ ଦୁଗ୍ଧ ଚାଷୀଙ୍କ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କୋଭିଡ ସହାୟତା ଘୋଷଣା କରିଛନ୍ତି । ଏହି ସହାୟତାରେ ପ୍ରତି ଦୁଗ୍ଧ ଚାଷୀଙ୍କୁ ଗୋଖାଦ୍ୟ ଖର୍ଚ୍ଚ ବାବଦ ସର୍ବାଧିକ ୬୦୦୦ ଟଙ୍କା ପର୍ଯ୍ୟନ୍ତ ସହାୟତା ଯୋଗାଇ ଦିଆଯିବ । ଏଥିରେ ୧୧!-->…
ସଂକ୍ରମଣ କମୁଥିଲେ ବି ସତର୍କ ରୁହ : ଜିଲ୍ଲା ଓ ମହାନଗର ନିଗମଗୁଡ଼ିକୁ ସ୍ବାସ୍ଥ୍ୟ ବିଭାଗର ନିର୍ଦ୍ଦେଶ
ଭୁବନେଶ୍ବର ୨୪/୦୬/୨୦୨୧ କଳିଙ୍ଗ ଜ୍ଯୋତି : ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବିଗତ କିଛି ଦିନ ହେଲା ନିୟମିତ ଭାବେ କମିଚାଲିଛି । ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଲକଡାଉନକୁ କୋହଳ କରିବା ଆରମ୍ଭ କରିଛନ୍ତି । ତେବେ ଏହି ସମୟରେ ସତର୍କତା ଅବଲମ୍ବନ କରିବାକୁ ରାଜ୍ୟ ସ୍ବାସ୍ଥ୍ୟ!-->…
ପରମ୍ପରା ଓ ବୈଷୟିକ ବିଦ୍ୟା ହେଉଛି ଭାରତର ସବୁଠୁ ବଡ଼ ସାମର୍ଥ୍ୟ: ‘ଟୟକ୍ୟାଥନ୍ ୨୦୨୧’ରେ କହିଲେ ପ୍ରଧାନମନ୍ତ୍ରୀ ମୋଦୀ
ନୂଆଦିଲ୍ଲୀ ୨୪/୦୬/୨୦୨୧ କଳିଙ୍ଗ ଜ୍ଯୋତି : ପରମ୍ପରା ଓ ବୈଷୟିକ ବିଦ୍ୟା ଭାରତର ସବୁଠୁ ବଡ଼ ସାମର୍ଥ୍ୟ ବୋଲି ଆଜି ‘ଟୟକ୍ୟାଥନ୍ ୨୦୨୧’ରେ ଅଂଶ ଗ୍ରହଣ କରିଥିବା ସଦସ୍ୟମାନଙ୍କ ସହ ଆଳାପ କରିବା ବେଳେ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି।
ଭାରତର ଇତିହାସ, ପୁରାଣ ଏବଂ ସାମ୍ପ୍ରତିକ!-->!-->!-->…