Browsing Category
Odisha
ପୁରୀ ବ୍ୟତୀତ ରାଜ୍ୟର ଅନ୍ୟ ସ୍ଥାନରେ ହେବନାହିଁ ରଥଯାତ୍ରା -ଓଡ଼ିଶା ହାଇକୋର୍ଟ
ଭୁବନେଶ୍ୱର ୨୩/୦୬/୨୦୨୧ କଳିଙ୍ଗ ଜ୍ଯୋତି : ଚଳିତ ବର୍ଷ ପୁରୀ ବ୍ୟତୀତ ଅନ୍ୟ କେଉଁଠାରେ ରଥଯାତ୍ରାକୁ ଅନୁମତି ଦେବା ପ୍ରସଙ୍ଗରେ ଏ ସମ୍ପର୍କିତ ନିଷ୍ପତ୍ତିକୁ ଓଡ଼ିଶା ହାଇକୋର୍ଟ କାଏମ ରଖିଛନ୍ତି। ରାଜ୍ୟ ସରକାରଙ୍କ ଏ ସମ୍ପର୍କିତ ନିଷ୍ପତ୍ତିରେ ଓଡିଶା ହାଇକୋର୍ଟ ହସ୍ତକ୍ଷେପ କରିବାକୁ ମନା!-->…
ଜୁଲାଇ ୧ରୁ ଆରମ୍ଭ ହେବ ଚାରଧାମ ଯାତ୍ରା
ଡେରାଡୁନ: ଚାରଧାମ ଯାତ୍ରା ଆଗାମୀ ଜୁଲାଇ ୧ ତାରିଖରୁ ଆରମ୍ଭ ହେବ। ଉତ୍ତରାଖଣ୍ଡ ସରକାର ହିମାଳୟ ପର୍ବତମାଳାରେ ଥିବା ପ୍ରସିଦ୍ଧ ଚାରିଟି ତୀର୍ଥସ୍ଥଳ ପାଇଁ ଯାତ୍ରା ଆରମ୍ଭ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏଥିରେ ସ୍ଥାନୀୟ ଅଧିବାସୀଙ୍କୁ ଜୁଲାଇ ୧ରୁ ଏବଂ ରାଜ୍ୟର ଅନ୍ୟାନ୍ୟ ଅଞ୍ଚଳର!-->…
ଯୋଗ ଭାରତ ନୁହେଁ, ନେପାଳରେ ସୃଷ୍ଟି ; ଓଲିଙ୍କର ଆଉ ଏକ ହାସ୍ୟାସ୍ପଦ ଦାବି
କାଠମାଣ୍ଡୁ : ଭଗବାନ ଶ୍ରୀରାମଙ୍କ ଜନ୍ମସ୍ଥାନ ନେପାଳରେ ବୋଲି ଦାବିକରି ବହୁ ସମାଲୋଚନା ଶିକାର ହୋଇଥିବା ନେପାଳର କାମଚଳା ପ୍ରଧାନମନ୍ତ୍ରୀ କେ ପି ଶର୍ମା ଓଲି ଅନୁରୂପ ଆଉ ଏକ ହାସ୍ୟାସ୍ପଦ ଦାବି କରିଛନ୍ତି। ସୋମବାର ଆନ୍ତର୍ଜାତି ଯୋଗ ଦିବସ ପାଳନ ଅବସରରେ ଓଲି କହିଛନ୍ତି, ଯୋଗ ଭାରତ ନୁହେଁ,!-->…
ଚଳିତ ବର୍ଷ ସେପ୍ଟେମ୍ବର-ଅକ୍ଟୋବର ବେଳକୁ ଆସିବ କରୋନାର ତୃତୀୟ ଲହର: ଆଇଆଇଟି କାନପୁର ଅଧ୍ୟୟନ
ନୂଆଦିଲ୍ଲୀ ୨୧/୦୬/୨୦୨୧ କଳିଙ୍ଗ ଜ୍ଯୋତି ବ୍ଯୁରୋ : ଚଳିତ ବର୍ଷ ସେପ୍ଟେମ୍ବର-ଅକ୍ଟୋବର ବେଳକୁ ଆସିବ କରୋନାର ତୃତୀୟ ଲହର । ଆଇଆଇଟି କାନପୁର କରିଥିବା ଅଧ୍ୟୟନରୁ ଏହା ଜଣାପଡିଛି।ପ୍ରଫେସର ରାଜେଶ ରଂଜନ ଏବଂ ମହେନ୍ଦ୍ର ବର୍ମାଙ୍କ ଦ୍ୱାରା ଏହି ଅଧ୍ୟୟନ କରାଯାଇଥିଲା । ତୃତୀୟ ଲହର ଖୁବ ଶୀଘ୍ର!-->…
କୋଭିଡର ପରିଚାଳନା ଜରୁରୀ, କରୋନାରେ ମୃତ୍ୟୁବରଣ କରିଥିବା ପରିବାରକୁ କ୍ଷତିପୂରଣ ଦେବା ନୁହେଁ: ସୁପ୍ରିମକୋର୍ଟକୁ କହିଲା…
ନୂଆଦିଲ୍ଲୀ ୨୧/୦୬/୨୦୨୧ କଳିଙ୍ଗ ଜ୍ଯୋତି ବ୍ଯୁରୋ : ମହାମାରୀ ମଧ୍ୟରେ ଯେଉଁମାନେ ଭୂତାଣୁ ଦ୍ୱାରା ସଂକ୍ରମିତ ହୋଇ ମୃତ୍ୟୁବରଣ କରିଥିଲେ ସେମାନଙ୍କ ପରିବାରକୁ କ୍ଷତିପୂରଣ ପ୍ରଦାନ କରିବା ଅପେକ୍ଷା କେନ୍ଦ୍ର କୋଭିଡ -୧୯ ପରିଚାଳନାକୁ ପ୍ରାଥମିକତା ଦେଉଛି | ଆଜି ‘ରିଲିଫ୍ର ସର୍ବନିମ୍ନ ମାନକ’!-->…
କୋଭିଡ-୧୯ ମହାମାରୀ ପାଇଁ ଚଳିତ ବର୍ଷ ମଧ୍ୟ ବାତିଲ ହେଲା ଅମରନାଥ ଯାତ୍ରା
ନୂଆଦିଲ୍ଲୀ ୨୧/୦୬/୨୦୨୧ କଳିଙ୍ଗ ଜ୍ଯୋତି ବ୍ଯୁରୋ : ଗତବର୍ଷ ଭଳି ଚଳିତ ବର୍ଷ ମଧ୍ୟ କରୋନା ମହାମାରୀ ପାଇଁ ବାତିଲ ହେଲା ଅମରନାଥ ଯାତ୍ରା। ବାର୍ଷିକ ଅମରନାଥ ଯାତ୍ରା ବାତିଲ କରିବାକୁ ରାଜ୍ୟପାଳ ଲେଫ୍ଟନାଣ୍ଟ ମନୋଜ ସିହ୍ନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଶ୍ରୀମନ୍ଦିର ବୋର୍ଡର ଏକ ବୈଠକରେ ଏହି!-->…
ଅନ୍ତର୍ଜାତୀୟ ଯୋଗ ଦିବସ : ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଏମ ଯୋଗ ଆପ୍ ର ଶୁଭାରମ୍ଭ
ନୂଆଦିଲ୍ଲୀ ୨୧/୦୬/୨୦୨୧ କଳିଙ୍ଗ ଜ୍ଯୋତି ବ୍ଯୁରୋ : ଆଜି ଅନ୍ତର୍ଜାତୀୟ ଯୋଗ ଦିବସ। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସମଗ୍ର ଦେଶବାସୀଙ୍କୁ ସମ୍ବୋଧିତ କରିଛନ୍ତି। ଦେଶ ତଥା ସାରା ବିଶ୍ୱରେ କରୋନା ମହାମାରୀର କାୟା ବର୍ତ୍ତମାନ ମଧ୍ୟ ଜାରି ରହିଛି। ମହାମାରୀର ୨ୟ ତରଙ୍ଗରେ!-->…
ପଞ୍ଚଭୂତରେ ଲୀନ ହେଲେ କଣ୍ଠଶିଳ୍ପୀ ତପୁ ମିଶ୍ର
ଭୁବନେଶ୍ୱର ୨୦/୦୬/୨୦୨୧ କଳିଙ୍ଗ ଜ୍ଯୋତି : ଆଉ ନାହାଁନ୍ତି ଲୋକପ୍ରିୟ କଣ୍ଠଶିଳ୍ପୀ ତପୁ ମିଶ୍ର। ପଞ୍ଚଭୂତରେ ବିଲୀନ ହେଲେ ତପୁ ମିଶ୍ର। ଆଜି ଭୁବନେଶ୍ୱର ସ୍ଥିତ ସତ୍ୟନଗର ଶ୍ମଶାନରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଛି। ତାଙ୍କ ସ୍ୱାମୀ ମୁଖ୍ୟଗ୍ନି ଦେଇଛନ୍ତି।ଅଭିନେତ୍ରୀ ଏଲିନା ଦାସ, ଉଷାସୀ!-->…
ରାଜ୍ୟରେ ଚଳିତ ବର୍ଷ ଅନଲାଇନରେ ହେବ ୟୁଜି/ପିଜି ପରୀକ୍ଷା
ଭୁବନେଶ୍ୱର ୧୮/୦୬/୨୦୨୧ କଳିଙ୍ଗ ଜ୍ଯୋତି : ରାଜ୍ୟରେ ଚଳିତ ବର୍ଷ ଅନଲାଇନରେ ହେବ ୟୁଜି/ପିଜି ପରୀକ୍ଷା। ୟୁଜି,ପିଜି ଶେଷବର୍ଷ ଛାତ୍ରଛାତ୍ରୀଙ୍କ ପରୀକ୍ଷା ହେବ। ଆଜି ସମସ୍ତ ବିଶ୍ୱବିଦ୍ୟାଳୟର କୁଳପତିଙ୍କ ସହ ଭିସିରେ ଉଚ୍ଚସ୍ତରୀୟ ବୈଠକରେ ଆଲୋଚନା ହୋଇଛି। ଏନେଇ ମନ୍ତ୍ରୀ ଅରୁଣ ସାହୁ ସୂଚନା!-->…
ସୋନିଆ ନେଇଛନ୍ତି ଟିକାର ଦୁଇଟି ଡୋଜ, ପ୍ରିୟଙ୍କା ନେଇଛନ୍ତି ଗୋଟିଏ ଓ ରାହୁଲ ନେଇନାହାନ୍ତି ଟିକା: କଂଗ୍ରେସ
ନୂଆଦିଲ୍ଲୀ ୧୭/୦୬/୨୦୨୧ କଳିଙ୍ଗ ଜ୍ଯୋତି : ସୋନିଆ, ରାହୁଲ ଓ ପ୍ରିୟଙ୍କାଙ୍କ ଟିକାକରଣକୁ ନେଇ ଆଜି ବିସ୍ତୃତ ତଥ୍ୟ ଦେଇଛି କଂଗ୍ରେସ | କଂଗ୍ରେସ ଆଜି କହିଛି ଯେ ଦଳର ଅଧ୍ୟକ୍ଷା ସୋନିଆ ଗାନ୍ଧୀ କୋଭିଡ-୧୯ ଟିକାର ଦୁଇଟି ଡୋଜ ନେଇଛନ୍ତି ଏବଂ ସରକାର ଅନାବଶ୍ୟକ ସମସ୍ୟା ସୃଷ୍ଟି କରିବା!-->…