Browsing Category
Odisha
ଏଲୋପାଥି ବିରୋଧରେ ଭୁଲ ତଥ୍ୟ ପ୍ରଚାର କରୁଥିବାରୁ ବାବା ରାମଦେବଙ୍କ ବିରୋଧରେ ଏତଲା ରୁଜୁ
ରାୟପୁର ୧୭/୦୬/୨୦୨୧ କଳିଙ୍ଗ ଜ୍ଯୋତି : କରୋନା ଚିକିତ୍ସା ପାଇଁ ଡାକ୍ତରମାନେ ବ୍ୟବହାର କରୁଥିବା ଔଷଧକୁ ନେଇ ମିଥ୍ୟା ତଥ୍ୟ ପ୍ରଚାର କରି ଅଡୁଆରେ ବାବା ରାମଦେବ | ତାଙ୍କର ଏହି ଭୁଲ ପାଇଁ ଏବେ ଛତିଶଗଡର ରାୟପୁର ପୁଲିସ ଯୋଗ ଗୁରୁ ରାମଦେବଙ୍କ ବିରୋଧରେ ଏତଲା ପଞ୍ଜିକରଣ କରିଛି। ଭାରତୀୟ!-->…
ହାଇକୋର୍ଟରୁ ମିଳିଲା ଜାମିନ, ମୁକୁଳିବେ ଅଭୟ ପାଠକ
ଭୁବନେଶ୍ବର ୧୭/୦୬/୨୦୨୧ କଳିଙ୍ଗ ଜ୍ଯୋତି : ଆଇଏଫ୍ଏସ ଅଭୟ ପାଠକଙ୍କୁ ହାଇକୋର୍ଟରୁ ମିଳିଲା ଜାମିନ। ବୈଦ୍ୟନାଥପୁର ଥାନା ମାମଲାରେ ଜାମିନ ଦେଲେ ହାଇକୋର୍ଟ। ୨ଲକ୍ଷ ଟଙ୍କାର ୨ ଜାମିନଦାରଙ୍କ ବଦଳରେ ଜାମିନ ମଞ୍ଜୁରୀ ହୋଇଛି ବୋଲି ଅଭୟଙ୍କ ପାଇଁ ଲଢୁଥିବା ବରିଷ୍ଠ ଆଇନଜୀବୀ ପୀତାମ୍ବର!-->…
ମୁଖ୍ୟମନ୍ତ୍ରୀଙ୍କ ୧୬୯୦ କୋଟି ୪୬ ଲକ୍ଷ ଟଙ୍କାର କୋଭିଡ ସହାୟତା ଘୋଷଣା
ଚାଷୀଠୁ ଛାତ୍ରଛାତ୍ରୀ ସମସ୍ତେ ହେବେ ଉପକୃତ
ଭୁବନେଶ୍ୱର ୧୭/୦୬/୨୦୨୧ କଳିଙ୍ଗ ଜ୍ଯୋତି : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ରାଜ୍ୟର ଆର୍ଥିକ ଓ ସାମାଜିକ ଦୁର୍ବଳ ଶ୍ରେଣୀର ଲୋକମାନଙ୍କ ପାଇଁ ୧୬୯୦ କୋଟି ୪୬ ଲକ୍ଷ ଟଙ୍କାର କୋଭିଡ ସହାୟତା ଘୋଷଣା କରିଛନ୍ତି । ଏହାଦ୍ବାରା ଭୂମିହୀନ!-->!-->!-->…
ଯେତେଦିନ ପର୍ଯ୍ୟନ୍ତ ଦେଶର ଅଧିକାଂଶ ଲୋକ ଟିକା ନେଇନାହାନ୍ତି, ସେଯାଏଁ ସତର୍କ ରହିବାକୁ ପଡ଼ିବ: ପୁଲିସ ଡିଜି
ଭୁବନେଶ୍ୱର ୧୭/୦୬/୨୦୨୧ କଳିଙ୍ଗ ଜ୍ଯୋତି : ରାଜ୍ୟରେ କରୋନା ପଜିଟିଭ ହାର ହ୍ରାସ ପାଇଛି । କିଛି ଜିଲ୍ଲାରେ କଟକଣାକୁ କୋହଳ କରି ଦିଆଯାଇଛି । ଲୋକେ ଏବେ ବି କୋଭିଡ ନିୟମର ଅବହେଳା କରନ୍ତୁ ନାହିଁ । କୋଭିଡ ସଚେତନତା ପରାମର୍ଶ କାର୍ଯ୍ୟକ୍ରମରେ ପୁଲିସ ଡିଜି ଅଭୟ ଏହା କହିଛନ୍ତି ।
ରାଜ୍ୟ!-->!-->!-->…
ଜୁଲାଇ ୩୧ ସୁଦ୍ଧା ସିବିଏସଇ ପରୀକ୍ଷା ଫଳ ଘୋଷଣା
ନୂଆଦିଲ୍ଲୀ ୧୭/୦୬/୨୦୨୧ କଳିଙ୍ଗ ଜ୍ଯୋତି : କୋଭିଡ-୧୯ର ଦ୍ୱିତୀୟ ଲହର କାରଣରୁ ସରକାର ଛାତ୍ରଛାତ୍ରୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ସିବିଏସଇ ଦଶମ, ଏକାଦଶ ଓ ଦ୍ୱାଦଶ ପରୀକ୍ଷା ବାତିଲ କରିଥିଲେ। ଛାତ୍ରଛାତ୍ରୀଙ୍କର ମେଧାକୁ ଭିତ୍ତିକରି ପରୀକ୍ଷା ଫଳ ପ୍ରକାଶ କରାଯିବାକୁ!-->…
ଶିଶୁଙ୍କ ଠାରେ ଦୀର୍ଘ ମିଆଦି କୋଭିଡ ସମସ୍ୟା କମ ଦେଖାଯାଏ: ପ୍ରଫେସର ଜୟନ୍ତ ପଣ୍ଡା
ଭୁବନେଶ୍ୱର : କୋଭିଡ ପରେ ଲୋକଙ୍କ ଠାରେ ଅନେକ ଲକ୍ଷଣ ଦେଖାଯାଉଛି । ଦୀର୍ଘ ମିଆଦି କୋଭିଡ ସମସ୍ୟାରେ ଲୋକେ ପୀଡିତ ହେଉଛନ୍ତି । ପୋଷ୍ଟ କୋଭିଡ ସିଣ୍ଡ୍ରୋମ ଯୋଗୁଁ ଲୋକେ ଅସୁବିଧା ଭୋଗୁଛନ୍ତି । କୋଭିଡ ସଚେତନତା ପରାମର୍ଶ କାର୍ଯ୍ୟକ୍ରମରେ କଟକସ୍ଥିତ ଏସ୍ସିବି ମେଡିକାଲର ପ୍ରଫେସର ଜୟନ୍ତ!-->…
କୋଭାକ୍ସିନ ଉତ୍ପାଦନରେ ବାଛୁରୀ ସିରମ ବ୍ୟବହାର କରାଯାଉନାହିଁ : ସରକାର
ନୂଆଦିଲ୍ଲୀ ୧୬/୦୬/୨୦୨୧ କଳିଙ୍ଗ ଜ୍ଯୋତି ବ୍ଯୁରୋ : କରୋନା ଟିକା କୋଭାକ୍ସିନ ପ୍ରସ୍ତୁତିରେ କଣ ବାଛୁରୀ ସିରମ (ରକ୍ତ ନମୁନା) ବ୍ୟବହାର ହେଉଛି ? ଏପରି ଏକ ପ୍ରଶ୍ନ ସାରା ଦେଶରେ ଏବେ ଚର୍ଚ୍ଚାର ବିଷୟ ହୋଇଛି ?
କୋଭାକ୍ସିନ ପ୍ରସ୍ତୁତିରେ କଅଁଳା ବାଛୁରୀର ରକ୍ତ ବ୍ୟବହାର କରାଯାଉଥିବା!-->!-->!-->…
ରାଜ୍ୟରେ ଆଗାମୀ ୨ ସପ୍ତାହ ତାଲାବନ୍ଦ ଆଂଶିକ କୋହଳ
ସଂକ୍ରମଣ କମିଥିବା ୧୭ ଜିଲାରେ ସକାଳ ୭ ରୁ ସନ୍ଧ୍ୟା ୫ ଯାଏଁ କୋହଳ
ଭୁବନେଶ୍ୱର ୧୬/୦୬/୨୦୨୧ କଳିଙ୍ଗ ଜ୍ଯୋତି ବ୍ଯୁରୋ : ରାଜ୍ୟରେ ସମସ୍ତ ଜିଲାରେ ତାଲାବନ୍ଦ ଆଂଶିକ ଭାବେ ୧୪ ଦିନ ପାଇଁ ଘୋଷଣା କରାଯାଇଛି। ୧୭ ଜୁନ ସକାଳ ୫ଟାରୁ ଜୁଲାଇ ୧ ସକାଳ ୫ଟା ଯାଏଁ ଏହି ତାଲାବନ୍ଦ ଲାଗୁ ହେବ।!-->!-->!-->…
ଆନ୍ଧ୍ରରେ ଇଂରାଜୀ ମାଧ୍ୟମରେ ଶିକ୍ଷା ବାଧ୍ୟତାମୂଳକ
ବିଜୟୱାଡା ୧୬/୦୬/୨୦୨୧ କଳିଙ୍ଗ ଜ୍ଯୋତି ବ୍ଯୁରୋ : ରାଜ୍ୟରେ ଶିକ୍ଷା କ୍ଷେତ୍ରରେ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ୱାଇ ଏସ ଜଗନ ମୋହନ ରେଡ୍ଡି। ରାଜ୍ୟର ସମସ୍ତ ଅନୁସ୍ନାତକ ମହାବିଦ୍ୟାଳୟଗୁଡିକରେ ଇଂରାଜୀ ମାଧ୍ୟମକୁ ବାଧ୍ୟତାମୂଳକ କରିବାକୁ ସେ!-->…
ଆଜିଠାରୁ ହଲମାର୍କ ସୁନା ବାଧ୍ୟତାମୂଳକ, ପ୍ରଥମେ ୨୫୬ଟି ଜିଲ୍ଲାରେ ଲାଗୁ ହେବ
ନୂଆଦିଲ୍ଲୀ ୧୬/୦୬/୨୦୨୧ କଳିଙ୍ଗ ଜ୍ଯୋତି ବ୍ଯୁରୋ : ଦେଶରେ ଆଜିଠାରୁ ସୁନା ଗହଣା ଓ ଅନ୍ୟାନ୍ୟ ସୁନା ସାମଗ୍ରୀ ଉପରେ ହଲମାର୍କିଂକୁ ବାଧ୍ୟତାମୂଳକ କରାଯାଇଛି । ଗତ କାଲି କେନ୍ଦ୍ର ଖାଉଟି ବ୍ୟାପାର ମନ୍ତ୍ରାଳୟ ପକ୍ଷରୁ ଏକ ପ୍ରେସ ବିଜ୍ଞପ୍ତି ଜାରି କରି ଏ ସମ୍ପର୍କରେ ଘୋଷଣା କରାଯାଇଥିଲା ।
!-->!-->…