Browsing Category

Odisha

ମୋଦୀଙ୍କୁ ମିଳିଲା ସର୍ବୋଚ୍ଚ ଆମେରିକୀୟ ସମ୍ମାନ ‘ଲେଜିଅନ ଅଫ ମେରିଟ୍‌’

ୱାଶିଂଟନ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଆମେରିକାର ସର୍ବୋଚ୍ଚ ସମ୍ମାନ ‘ଲେଜିଅନ ଅଫ ମେରିଟ୍‌’ରେ ସମ୍ମାନିତ କରାଯାଇଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ମୋଦୀଙ୍କୁ ଏହି ସମ୍ମାନ ପ୍ରଦାନ କରିଛନ୍ତି। ଭାରତ-ଆମେରିକା ମଧ୍ୟରେ ରଣନୀତିକ ଭାଗିଦାରୀ ବୃଦ୍ଧି ତଥା ଭାରତକୁ ଏକ

ସୋନୁ ସୁଦ୍‌ଙ୍କ ସମ୍ମାନରେ ମନ୍ଦିର ନିର୍ମାଣ କଲେ ତେଲେଙ୍ଗାନାବାସୀ, ମୁଁ ଏହାର ଯୋଗ୍ୟ ନୁହେଁ ବୋଲି କହିଲେ ଅଭିନେତା…

ମୁମ୍ବାଇ: ଲକ୍‌ଡାଉନ୍‌ ସମୟରେ ପ୍ରବାସୀଙ୍କ ପାଇଁ ଦେବଦୂତ ସାଜିଥିବା ବଲିଉଡ୍‌ ଅଭିନେତା ସୋନୁ ସୁଦ୍‌ଙ୍କ ସମ୍ମାନରେ ଏକ ମନ୍ଦିର ନିର୍ମାଣ କରିଛନ୍ତି ତେଲେଙ୍ଗାନାବାସୀ। ସୋନୁଙ୍କ ଉଦ୍ଦେଶ୍ୟରେ ସିଦ୍ଧଦୀପସ୍ଥିତ ଏକ ଗ୍ରାମବାସୀ ଏହି ମନ୍ଦିର ନିର୍ମାଣ କରିଥିବା ସୂଚନା ରହିଛି। ନିକଟରେ

କରୋନାର ନୂଆ ପ୍ରକାରକୁ ନେଇ ଆଶଙ୍କା, ବ୍ରିଟେନରେ ଡିସେମ୍ବର ୩୦ ଯାଏଁ ଜାରି ହେଲା ଲକଡାଉନ

ଲଣ୍ଡନ ଏବଂ ଏହାର ଆଖପାଖ ଅଞ୍ଚଳରେ କରୋନାର ନୂଆ ପ୍ରକାର ପ୍ରଭାବ ଦ୍ରୁତ ଗତିରେ ବ୍ୟାପୁଥିବାରୁ ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ୍ ଜନସନ ରାଷ୍ଟ୍ରୀୟ ଲକଡାଉନ୍ ଜାରି କରିଛନ୍ତି। ଏଥି ସହିତ ଖ୍ରୀଷ୍ଟମାସ ସମୟରେ କୋହଳ କରାଯାଇଥିବା ପ୍ରତିବନ୍ଧକଗୁଡିକ ମଧ୍ୟ ବାତିଲ କରାଯାଇଛି। ପ୍ରଧାନମନ୍ତ୍ରୀ

୫୦ ପାଇଲଟଙ୍କ ଲାଇସେନ୍ସ ରଦ୍ଦ କଲା ପାକିସ୍ଥାନ

ପାକିସ୍ତାନର ସରକାର ଆନ୍ତର୍ଜାତୀୟ ବେସାମରିକ ବିମାନ ଚଳାଚଳ ସଂଗଠନର ଆବଶ୍ୟକତା ଅନୁଯାୟୀ ଦେଶର ୮୬୦ଟି ବାଣିଜ୍ୟିକ ପାଇଲଟଙ୍କ ଲାଇସେନ୍ସ ସମୀକ୍ଷା କରିବା ପରେ ୫୦ ଜଣ ପାଇଲଟଙ୍କ ଲାଇସେନ୍ସ ବାତିଲ କରିବାକୁ ନିଷ୍ପତ୍ତି ନେଇଥିବା ଇସଲାମାବାଦ ହାଇକୋର୍ଟକୁ ସୂଚନା ଦେଇଛନ୍ତି। ସେହି ପାଇଲଟମାନେ

ପରୀ ହତ୍ୟାକାଣ୍ଡ ମାମଲା: ସନ୍ଦିଗ୍ଧ ସରୋଜଙ୍କ ସମେତ ମା’ ଓ ଭଉଣୀଙ୍କୁ ଉଠାଇ ନେଲା ଏସ୍ଆଇଟି

ନୟାଗଡ଼: ପରୀ ହତ୍ୟାକାଣ୍ଡ ମାମଲାରେ ସନ୍ଦିଗ୍ଧ କଲେଜ ଛାତ୍ର ସରୋଜ ସେଠୀଙ୍କୁ ଆଜି ସକାଳେ ଏସ୍ ଆଇ ଟି ଉଠାଇ ନେଇଛି। ସରୋଜଙ୍କ ମା’, ବଡ଼ ଭଉଣୀଙ୍କୁ ମଧ୍ୟ ଏସ୍ ଆଇଟି ଉଠାଇଛି। ତେବେ ସେମାନଙ୍କୁ ନୟାଗଡ଼ରୁ ବାହାରକୁ ଜେରା କିମ୍ବା ଅନ୍ୟ କୌଣସି କାରଣ ପାଇଁ ନିଆ ଯାଇଥିବା ଖବର ମିଳିଛି।ଆଜି

‘ଅବଢ଼ା’ ଯୋଜନାରେ ନିର୍ମାଣ ହେବ ଧର୍ମଶାଳା, ମାତ୍ର ୧୦୦ ଟଙ୍କାରେ ପୁରୀରେ ରହିପାରିବେ ଭକ୍ତ

ପୁରୀ : ଏଣିକି ମାତ୍ର ୧୦୦ ଟଙ୍କା ମଧ୍ୟରେ ପୁରୀରେ ରହଣୀର ସୁବିଧା ପାଇପାରିବେ ଶ୍ରଦ୍ଧାଳୁ ।ପୁରୀକୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ ପାଇଁ ଯାଉଥିବା ଭକ୍ତଙ୍କୁ ରହିବାକୁ ଏଣିକି ଆଉ କୌଣସି ଅସୁବିଧା ହେବ ନାହିଁ କିମ୍ବା କୋଣସି ହୋଟେଲରେ ଅଧିକ ଦର ଦେଇ ରହିବାକୁ ପଡିବନି । ଏଣିକି ମାତ୍ର ଶହେ

ଭାରତ ବିରୁଦ୍ଧରେ କୌଣସି ଦେଶ ଯୁଦ୍ଧ ଆରମ୍ଭ କଲେ, ଉଚିତ ଜବାବ୍‍ ଦେବାକୁ ଦେଶ ବେଶ୍‍ ସକ୍ଷମ : ରାଜନାଥ

ହାଇଦ୍ରାବାଦ :​‌ ଭାରତ ବିରୁଦ୍ଧରେ ଯଦି କୌଣସି ଦେଶ ଯୁଦ୍ଧ ଆରମ୍ଭ କରେ, ତେବେ ଏହାର ଉଚିତ ଜବାବ୍‍ ଦେବାକୁ ଦେଶ ବେଶ୍‍ ସକ୍ଷମ ବୋଲି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ କହିଛନ୍ତି। ଯୁଦ୍ଧ କୌଶଳ ଓ ଶୈଳୀରେ ପରିବର୍ତ୍ତନ ଘଟୁଥିବା ଦର୍ଶାଇ ଶ୍ରୀ ସିଂହ ବିମାନ ବାହିନୀର ନବନିଯୁକ୍ତ

ବିଦ୍ୟୁତ ତାର ଛିଣ୍ଡିବାରୁ ଧାନ ଅମଳ ମେସିନ ସହ ଜଳିଗଲେ ଟ୍ରାକ୍ଟର ଚାଳକ

ବୁଗୁଡ଼ା: ଗଂଜାମ ଜିଲ୍ଲା ବୁଗୁଡ଼ା ଥାନା ଅଂଚଳରେ ଆଜି ଅପରାହ୍ନରେ ଏକ ଅଭାବନୀୟ ଦୁର୍ଘଟଣା ଘଟିଛି। ଟ୍ରାକ୍ଟର ଲଗାଇ ଧାନ ଅମଳ କରୁଥିବା ବେଳେ ଖଳା ଉପର ଦେଇ ଯାଇଥିବା ବିଦ୍ୟୁତ୍‌ ତାର ଛିଣ୍ଡି ପଡ଼ିଛି। ଫଳରେ ଟ୍ରାକ୍ଟର ଚାଳକଙ୍କର ଅକାଳ ମୃତ୍ୟୁ ଘଟିଛି। ମୃତକ ହେଲେ ମନୋଜ କୁମାର ପ୍ରଧାନ

ବିଜେପିକୁ ୫ ବର୍ଷ ଦିଅନ୍ତୁ, ପଶ୍ଚିମବଙ୍ଗକୁ ‘ସୋନାର୍‌ ବାଙ୍ଗଲା’ କରି ଦେଖାଇବୁ : ଅମିତ ଶାହା

କଲକାତା : ଆଉ କିଛି ମାସ ପରେ ପଶ୍ଚିମବଙ୍ଗରେ ହେବ ବିଧାନସଭା ନିର୍ବାଚନ। ଏଥର ପଶ୍ଚିମବଙ୍ଗକୁ ଦଖଲ କରିବା ଲାଗି ବିଜେପି ଜୋରଦାର ଉଦ୍ୟମ ଚଳାଇଥିବାବେଳେ ଶାସକ ଟିଏମ୍‌ସି କ୍ଷମତା ବଜାୟ ରଖିବାକୁ ନିଜର ପ୍ରୟାସ ଜାରି ରଖିଛି । ତେବେ ନିର୍ବାଚନ ପୂର୍ବରୁ ଟିଏମ୍‌ସି ବିଧାୟକ ଏବଂ ନେତାମାନେ ଦଳ

ପରୀ ହତ୍ୟା ଘଟଣା : ଏସ୍‌ଆଇଟି ତଦନ୍ତକୁ ନେଇ ଅସନ୍ତୁଷ୍ଟ ଏନସିପିସିଆର୍, କେନ୍ଦ୍ରୀୟ ସଂସ୍ଥା ଦ୍ବାରା ତଦନ୍ତ ପାଇଁ…

ନୂଆଦିଲ୍ଲୀ : ରାଜ୍ୟର ବହୁ ଚର୍ଚ୍ଚତ ନୟାଗଡ଼ ଜିଲା ଯଦୁପୁର ଗ୍ରାମର ପରୀ ହତ୍ୟା ଘଟଣାର ଏସ୍‌ଆଇଟି ତଦନ୍ତକୁ ନେଇ ଅସନ୍ତୁଷ୍ଟ ଜାତୀୟ ଶିଶୁ ସୁରକ୍ଷା ଅଧିକାର କମିଶନ (ଏନସିପିସିଆର୍) ।ରାଜ୍ୟ ସରକାରଙ୍କ ନିର୍ଦେଶରେ କରାଯାଉଥିବା ଏସ୍‌ଆଇଟି ତଦନ୍ତରେ ତୃଟି ଥିବା ଦର୍ଶାଇ ଅସନ୍ତୋଷ ବ୍ୟକ୍ତ
error: Content is protected !!
Open chat