Browsing Category

Odisha

ସୋସିଆଲ ମିଡିଆର ଅପବ୍ୟବହାର ମାମଲା: ପୁଲିସର ତ୍ବରିତ କାର୍ଯ୍ୟାନୁଷ୍ଠାନ ଉପରେ ହାଇକୋର୍ଟଙ୍କ ଗୁରୁତ୍ବାରୋପ

କଟକ: ସୋସିଆଲ ମିଡିଆର ଅପବ୍ୟବହାର ଯେପରି ନ ହେବ ତାହା ସରକାର ଦେଖିବା କଥା। ଯଦି ଏ ନେଇ ଅଭିଯୋଗ ହୁଏ ଓ ପ୍ରାଥମିକ ଭାବେ ଧର୍ତବ୍ୟ ଅପରାଧ ନେଇ ତଥ୍ୟ ରହିଥ‌ାଏ ତେବେ ପୁଲିସ ଯଥା ଶୀଘ୍ର ଏତଲା ରୁଜୁ କରିବା ଆବଶ୍ୟକ। ବିଳମ୍ବ ନ କରି ପୁଲିସ ଏପରି ଅଭିଯୋଗର ତଦନ୍ତ କରିବା ଉଚିତ ବୋଲି

‘ଇସ୍ରୋ’ ଦ୍ବାରା ପ୍ରସ୍ତୁତ ସ୍ବଦେଶୀ ‘ଜିପିଏସ୍‌’କୁ ସ୍ବୀକୃତି ଦେଲା ‘ଆଇଏମ୍‌ଓ’

ନୂଆଦିଲ୍ଲୀ: ଭାରତୀୟ ମହାକାଶ ଗବେଷଣା ସଂସ୍ଥାନ (ଇସ୍ରୋ) ବିକଶିତ ଏକ ସ୍ବଦେଶୀ ‘ଜିପିଏସ୍‌’କୁ ‘ଇଣ୍ଟର୍‌ନ୍ୟାସ୍‌ନାଲ୍‌ ମେରିଟାଇମ୍ ଅର୍ଗାନାଇଜେସନ୍‌’ (ଆଇଏମ୍‌ଓ) ସ୍ବୀକୃତି ‌ଦେଇଛି। ‘ନେଭିଗେସନ୍ ୱିଥ୍ ଇଣ୍ଡିଆନ୍‌ କନ୍‌ଷ୍ଟେଲେସନ୍’ (ଏନ୍‌ଭିଆଇସି) ବୋଲି ନାମକରଣ

ଆଜି ନୂଆ ସଂସଦ ଭବନର ଶିଳାନ୍ୟାସ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁରୁବାର ନୂତନ ସଂସଦ ଭବନର ଶିଳାନ୍ୟାସ କରିବେ। ଏହି ଶିଳାନ୍ୟାସ ଉତ୍ସବରେ ପ୍ରାୟ ୨ଶହ ଅତିଥୀ ସାମିଲ ହେବେ । ବିଭିନ୍ନ ରାଜନୈତିକ ଦଳର ନେତା, କେନ୍ଦ୍ର ମନ୍ତ୍ରୀ ଏବଂ ବିଭିନ୍ନ ଦେଶର ରାଷ୍ଟ୍ରଦୂତ ଯୋଗଦେବେ। ଚାରି ମହଲା ବିଶିଷ୍ଟ ନୂତନ ସଂସଦ

ମିଳିବ ନିଯୁକ୍ତି ପ୍ରୋତ୍ସାହନ, ଆତ୍ମନିର୍ଭର ଭାରତ ରୋଜଗାର ଯୋଜନାକୁ କ୍ୟାବିନେଟର ଅନୁମୋଦନ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଆଜି ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ଆତ୍ମନିର୍ଭର ଭାରତ ରୋଜଗାର ଯୋଜନାକୁ ଅନୁମୋଦନ ଦେଇଛନ୍ତି। ଆତ୍ମନିର୍ଭର ଭାରତ ପ୍ୟାକେଜ ୩.୦ ଅନ୍ତର୍ଗତ କୋଭିଡ ପୁନରୁଦ୍ଧାର ପର୍ଯ୍ୟାୟରେ ନୂତନ ନିଯୁକ୍ତି ସୁଯୋଗ ସୃଷ୍ଟି ପାଇଁ କ୍ୟାବିନେଟ ଏହି

୨୦୨୩ ହକି ବିଶ୍ବକପ୍‌ ପ୍ରସ୍ତୁତି, ବଢ଼ିବ ବିଜୁ ପଟ୍ଟନାୟକ ଷ୍ଟାଡିୟମ କ୍ଷମତା

ବନେଶ୍ୱର/ରାଉରକେଲା, ୯/ ୧୨: ଏଏଫ୍‌ଆଇଏଚ୍‌ ପୁରୁଷ ହକି ବିଶ୍ୱକପ୍‌-୨୦୨୩ ଉଭୟ ଭୁବନେଶ୍ୱର ଓ ରାଉରକେଲା ଦୁଇଟି ଭେନ୍ୟୁରେ ଆୟୋଜିତ ହେବ । ପୂର୍ବରୁ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ବିଶ୍ୱକପ୍‌-୨୦୧୮ ବେଶ୍‌ ସଫଳତାର ସହ ଆୟୋଜିତ ହୋଇଥିଲା । ତେଣୁ ଭୁବନେଶ୍ୱରରେ ଅନ୍ତର୍ଜାତୀୟ

ସବୁ ଗାଁ ହେବ ୱାଇଫାଇ; ସରକାର ଆଣିଲେ ପିଏମ-ବାଣୀ ଯୋଜନା

ନୂଆଦିଲ୍ଲୀ: ଏଣିକି ଗ୍ରାମାଞ୍ଚଳ ହେବ ୱାଇଫାଇ। ମାଗଣାରେ ଉପଲବ୍ଧ ହେବ ଇଣ୍ଟରନେଟ୍‌ ସେବା। ୱାଇଫାଇ ଜରିଆରେ ବ୍ୟବହାରକାରୀ ଇଣ୍ଟରନେଟ୍‌ ସୁବିଧା ପାଇବେ। ଏଥିପାଇଁ କେନ୍ଦ୍ର ସରକାର ପିଏମ-ବାଣୀ ନାମରେ ଏକ ନୂଆ ଯୋଜନା ଆରମ୍ଭ କରିବେ। ପିଏମ-ବାଣୀ ଯୋଜନାରେ ସରକାର ଗ୍ରାମାଞ୍ଚଳରେ ଇଣ୍ଟରନେଟ୍‌

ସମ୍ବଲପୁର ମୁଖ୍ୟ ଡାକଘରକୁ ହେରିଟେଜ କୋଠା ମାନ୍ୟତା

ସମ୍ବଲପୁର: ୧୯୦୦ ମସିହାରେ ନିର୍ମିତ ସମ୍ବଲପୁର ମୁଖ୍ୟ ଡାକଘରକୁ ପ୍ରାଚୀନ କୀର୍ତ୍ତି ବା ହେରିଟେଜ କୋଠା ଘୋଷଣା କରାଯାଇଛି। ଭାରତ ସରକାରଙ୍କ ଯୋଗାଯୋଗ ମନ୍ତ୍ରଣାଳୟ ଅଧୀନରେ ଥିବା ଡାକବିଭାଗର ହେରିଟେଜ ଓ ମ୍ୟୁଜିୟମ ପରିଚାଳନା ସଂସ୍ଥା ତରଫରୁ ଚଳିତ ଡିସେମ୍ବର ୭ ତାରିଖରେ ଏହି ଘୋଷଣା

କାଟ ଖାଇଲା ସରକାରଙ୍କ ପ୍ରସ୍ତାବ, ଦେଶବ୍ୟାପୀ ଜୋରଦାର ହେବ ବିକ୍ଷୋଭ

ଆଜି ସରକାରଙ୍କ ପକ୍ଷରୁ ଦିଆଯାଇଥିବା ୧୯ ପୃଷ୍ଠାର ପ୍ରସ୍ତାବକୁ କୃଷକ ସଙ୍ଗଠନ ଅଗ୍ରାହ୍ୟ କରିଛି। ପ୍ରସ୍ତାବ ପାଇବା ପରେ କୃଷକ ସଂଗଠନଗୁଡିକ ଏହି ପ୍ରସ୍ତାବ ଉପରେ ବ୍ୟାପକ ଆଲୋଚନା ପର୍ଯ୍ୟାଲୋଚନା କରିବା ପରେ ଦିଲ୍ଲୀ-ହରିୟାଣା ସୀମା ସିଙ୍ଗୁ ଠାରେ ଏକ ସାମ୍ବାଦିକ ସମ୍ମିଳନୀରେ ସରକାରଙ୍କ

ଭିଡିଓ କନଫରେନ୍ସିଂ ମାଧ୍ୟମରେ ଇକୋ ରିଟ୍ରିଟକୁ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଓଡ଼ିଶା ପର୍ଯ୍ୟଟନର ଇକୋ ରିଟ୍ରିଟର ଦ୍ୱିତୀୟ ସଂସ୍କରଣକୁ ଭିଡିଓ କନଫରେନ୍ସିଂ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦଘାଟନ କରିଛନ୍ତି। ଏହି ସମାରୋହରେ କେନ୍ଦ୍ର ପର୍ଯ୍ୟଟନ ମନ୍ତ୍ରୀ ପ୍ରହ୍ଲାଦ ସିଂହ ପଟେଲ ଏବଂ କେନ୍ଦ୍ର ପେଟ୍ରୋଲିୟମ୍ ଏବଂ ଇସ୍ପାତ ମନ୍ତ୍ରୀ ଧର୍ମେନ୍ଦ୍ର

କରୋନା ରୋଗୀଙ୍କ ଘର ବାହାରେ ଲାଗିବନି ପୋଷ୍ଟର: ସୁପ୍ରମିକୋର୍ଟ

ନୂଆଦିଲ୍ଲୀ: ଏଣିକି ସରକାର କରୋନା ରୋଗୀଙ୍କ ଘର ବାହାରେ ପୋଷ୍ଟର ଲଗାଇପାରିବେନି। ଏହା ଉପରେ ସୁପ୍ରିମକୋର୍ଟ ଅଙ୍କୁଶ ଲଗାଇଛନ୍ତି। କୌଣସି ବ୍ୟକ୍ତି କରୋନା ଭୂତାଣୁରେ ଆକ୍ରାନ୍ତ ହୋଇଥିଲେ ତାଙ୍କ ଘର ବାହାରେ ପ୍ରଶାସନ ପକ୍ଷରୁ ଚେତାବନୀ ସମ୍ପର୍କିତ ପୋଷ୍ଟର ବା ସାଇନେଜ୍‌ ଲଗାଯାଉଛି। କିନ୍ତୁ
error: Content is protected !!
Open chat