Browsing Category
Odisha
ଡିଆରଡିଓ ପକ୍ଷରୁ ସ୍ମାଟ୍ ମିସାଇଲର ସଫଳ ପରୀକ୍ଷଣ
ଭୁବନେଶ୍ବର ୧୩/୧୨/୨୦୨୧ କଳିଙ୍ଗ ଜ୍ୟୋତି : ଭାରତୀୟ ପ୍ରତିରକ୍ଷା ଗବେଷଣା ଓ ବିକାଶ ସଂଗଠନ ବା ଡିଆରଡିଓ ପକ୍ଷରୁ ସୁପରସୋନିକ ମିସାଇଲ ଆସିଷ୍ଟେଡ୍ ଟର୍ପେଡୋ ସିଷ୍ଟମ ବା ସ୍ମାଟ୍ ର ସଫଳ ପରୀକ୍ଷଣ କରାଯାଇଛି । ଆଜି ଏହି ଟର୍ପେଡୋ ସିଷ୍ଟମକୁ ଓଡ଼ିଶାର ଭଦ୍ରକ ଜିଲ୍ଲା ଉପକୂଳରେ ଥିବା ଅବଦୁଲ!-->…
ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ସ୍ମାର୍ଟ ହେଲ୍ଥ କାର୍ଡ ଯୋଜନା ସାମିଲ ହେଲା କଟକ ଓ ଖୋର୍ଦ୍ଧା ଜିଲ୍ଲା
କଟକର ୧୮ ଲକ୍ଷ ଓ ଖୋର୍ଦ୍ଧାର ୧୪ ଲକ୍ଷ ଲୋକ ପାଇବେ ସ୍ମାର୍ଟ କାର୍ଡର ସୁବିଧା
ଭୁବନେଶ୍ୱର ୧୩/୧୨/୨୦୨୧ କଳିଙ୍ଗ ଜ୍ୟୋତି : ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି କଟକ ଓ ଖୋର୍ଦ୍ଧା ଜିଲ୍ଲାରେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ଅଧୀନରେ ସ୍ମାର୍ଟ ହେଲ୍ଥ କାର୍ଡ ବଣ୍ଟନର!-->!-->!-->!-->!-->…
ରାଷ୍ଟ୍ରୀୟ ଲୋକ ଅଦାଲତ, ରାଜ୍ୟରେ ୧୨ ହଜାର ମାମଲା ଫଇସଲା
କଟକ ୧୨/୧୨/୨୦୨୧ କଳିଙ୍ଗ ଜ୍ୟୋତି : ଓଡ଼ିଶା ରାଜ୍ୟ ଆଇନସେବା ପ୍ରାଧିକରଣର ମୁଖ୍ୟ ପୃଷ୍ଠପୋଷକ ମୁଖ୍ୟ ବିଚାରପତି ଏସ.ମୁରଲୀଧର, ପ୍ରାଧିକରଣର କାର୍ଯ୍ୟ ନିର୍ବାହୀ ଅଧ୍ୟକ୍ଷ ବିଚାରପତି ଯଶୱନ୍ତ ସିଂହଙ୍କ ମାର୍ଗଦର୍ଶନରେ ରାଜ୍ୟର ସମସ୍ତ ୩୦ଟି ଜିଲାରେ ଗତକାଲି ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ!-->…
ଘଷିପୁରା ବିଧାୟକ ବଦ୍ରି ନାରାୟଣ ପାତ୍ରଙ୍କ ସ୍ଵାସ୍ଥ୍ୟାବସ୍ଥା ଗୁରୁତର, ଏୟାର ଆମ୍ବୁଲାନ୍ସରେ ହାଇଦ୍ରାବାଦ ସ୍ଥାନାନ୍ତର
ଭୁବନେଶ୍ବର ୧୧/୧୨/୨୦୨୧ କଳିଙ୍ଗ ଜ୍ୟୋତି : ପୂର୍ବତନ ମନ୍ତ୍ରୀ ତଥା ଘଷିପୁରା ବିଧାୟକ ବଦ୍ରି ନାରାୟଣ ପାତ୍ରଙ୍କ ସ୍ଵାସ୍ଥ୍ୟାବସ୍ଥା ଗୁରୁତର। ଅଧିକ ଚିକିତ୍ସା ପାଇଁ ତାଙ୍କୁ ଭୁବନେଶ୍ଵରରୁ ଏୟାର ଆମ୍ବୁଲାନ୍ସ ଯୋଗେ ହାଇଦ୍ରାବାଦ ସ୍ଥାନାନ୍ତର କରାଯାଇଛି ।
ସୂଚନାନୁଯାୟୀ, ଶୁକ୍ରବାର!-->!-->!-->!-->!-->…
ବଡ଼ଦାଣ୍ଡରେ ଅଧିଆ ପଡ଼ି ସରକାରଙ୍କ ସଦବୁଦ୍ଧି କାମନା କଲା ବିଜେପି ?
ପୁରୀ/ଭୁବନେଶ୍ବର ୧୧/୧୨/୨୦୨୧ କଳିଙ୍ଗ ଜ୍ୟୋତି : ବିଧାନସଭାରୁ ଏବେ ବଡ଼ଦାଣ୍ଡ । ସମୟ ପୂର୍ବରୁ ସରିଗଲା ବିଧାନସଭା, ହେଲେ ଚାଲିବ ଲଢେଇ । ବିଜେପି ଓ କଂଗ୍ରେସ ଉଭୟ ନିଜ ନିଜର ଲଢେଇ ଜାରି ରଖିଛନ୍ତି । ସରକାରଙ୍କ ସଦବୁଦ୍ଧି କାମନା କରି ପୁରୀ ଜଗନ୍ନାଥଙ୍କ ପାଖରେ ଅଧିଆ ପଡିଛନ୍ତି ବିଜେପି!-->…
ଟ୍ରେନ ଦୁର୍ଘଟଣାରେ ଜଣେ ଆହତ ,ଦୁଇ ବାଇକ ଚୁରମାର
ରାଜଗାଙ୍ଗପୁର ୧୧/୧୨/୨୦୨୧ କଳିଙ୍ଗ ଜ୍ୟୋତି : ରାଜଗାଙ୍ଗପୁର ସହରରେ ଆଜି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି | ସହର ସ୍ଥିତ ରେଲୱେ ଫାଟକ ସମ୍ମୁଖରେ ଟ୍ରେନ ଦୁର୍ଘଟଣା ରେ ଜଣେ ଆହତ ହୋଇଥିବା ଜଣାପଡିଛି । ଆହତ ଜଣକ ହେଉଛନ୍ତି କୁମାର କେଲା ଗ୍ରାମର ସତ୍ୟ ନାରାୟଣ ମହାନ୍ତ । ଆଜି ଦିନ !-->…
ହିତାଧିକାରୀଙ୍କୁ ଆଉ ଆଉ ୪ ମାସ ମାଗଣା ଚାଉଳ – ମୁଖ୍ୟମନ୍ତ୍ରୀ
ଭୁବନେଶ୍ବର ୧୧/୧୨/୨୦୨୧ କଳିଙ୍ଗ ଜ୍ୟୋତି : ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାର ହିତାଧିକାରୀଙ୍କୁ ଆଉ ୪ ମାସ ମାଗଣା ଚାଉଳ ଦେବେ ଓଡ଼ିଶା ସରକାର। ଏହା ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ପ୍ରଚଳିତ କୋଭିଡ-୧୯ ମହାମାରୀକୁ ଦୃଷ୍ଟିରେ ରଖି ଓଡ଼ିଶା ସରକାର ରାଜ୍ୟ ଖାଦ୍ୟ ସୁରକ୍ଷା!-->…
ଏମ୍ସ ଭୁବନେଶ୍ୱରରେ ଛାତ୍ରଛାତ୍ରୀଙ୍କୁ ଜୀବନ ରକ୍ଷାକାରୀ ସିପିଆର କୌଶଳ ତାଲିମ ପ୍ରଦାନ
ଏନ୍ଏସ୍ଏସ୍ ବ୍ୟୁରୋ ପକ୍ଷରୁ ତାଲିମ ଶିବିର
ଭୁବନେଶ୍ୱର ୧୧/୧୨/୨୦୨୧ କଳିଙ୍ଗ ଜ୍ୟୋତି : ସରଳ କୌଶଳର ଉପଯୋଗ କରି ଜୀବନ ରକ୍ଷା ହୋଇପାରିବ। ହୃଦ୍ଘାତ ହେତୁ ବଢ଼ୁଥିବା ମୃତ୍ୟୁହାରକୁ କମ୍ କରିବା ଏବଂ ଏନେଇ ହେଉଥିବା ଜଟିଳ ଶାରିରୀକ ଅସୁସ୍ଥତା ହ୍ରାସ କରିବା ଉଦ୍ଦେଶ୍ୟରେ ମେଡିକାଲ୍,!-->!-->!-->…
୨୩ରୁ ୩୧ ଯାଏ ବନ୍ଦ ରହିବ ବିଦ୍ୟାଳୟ
ବଡ଼ଦିନ ପାଇଁ ମାଧ୍ୟମିକ ଶିକ୍ଷା ନିର୍ଦେଶାଳୟର ନିଷ୍ପତ୍ତି
ଭୁବନେଶ୍ବର ୧୧/୧୨/୨୦୨୧ କଳିଙ୍ଗ ଜ୍ୟୋତି : ରାଜ୍ୟରେ ଆସନ୍ତା ୨୩ରୁ ୩୧ ପର୍ଯ୍ୟନ୍ତ ବନ୍ଦ ରହିବ ସମସ୍ତ ବିଦ୍ୟାଳୟ। ବଡ଼ଦିନ ଓ ଧାନକଟା ଛୁଟି ଯୋଗୁଁ ବିଦ୍ୟାଳୟ ବନ୍ଦ ରହିବ। ମାଧ୍ୟମିକ ଶିକ୍ଷା ନିର୍ଦେଶାଳୟ ପକ୍ଷରୁ ଏନେଇ!-->!-->!-->…
ଏଥର ବି ଆୟୋଜନ ହେବନି ବିିଶ୍ବ ପ୍ରସିଦ୍ଧ ଧନୁଯାତ୍ରା! ବୈଠକ ପରେ ବି ନିଷ୍ପତ୍ତି ଲଟକିଲା
ବରଗଡ଼ ୧୦/୧୨/୨୦୨୧ କଳିଙ୍ଗ ଜ୍ୟୋତି : ଏଥର ଧନୁଯାତ୍ରା ହେବ ନା ନାହିଁ, ଏହାର ଜବାବ କାହାରି ପାଖରେ ନାହିଁ। ବରଗଡ଼ର ବିଶ୍ବ ପ୍ରସିଦ୍ଧ ଧନୁଯାତ୍ରା ସକାଶେ ଆୟୋଜିତ ପ୍ରଥମ ବୈଠକରେ ବି ଏନେଇ କିଛି ନିଷ୍କର୍ସ ବାହାରି ପାରିଲା ନାହିଁ। ତେଣୁ ଧନୁଯାତ୍ରା ଆୟୋଜନ ନିଷ୍ପତ୍ତି ପୁଣି ଲଟକି ରହିଛି।!-->…