Browsing Category

Odisha

ମୁଁ ଆସନ୍ତା ସପ୍ତାହରେ ମୁମ୍ବାଇ ଆସୁଛି, କାହା ବୋପାର ସାହସ ଅଛି ତ ଅଟକାଅ : କଙ୍ଗନା ରାଣାୱତ

କଳିଙ୍ଗ ଜ୍ୟୋତି ବ୍ୟୁରୋ ମୁମ୍ବାଇ୦୫/୦୯ : ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ପରେ ଗୋଟାଏ ପରେ ଗୋଟାଏ ବିସ୍ଫୋରକ ବୟାନ ପାଇଁ ଚର୍ଚ୍ଚାରେ ରହି ଆସୁଛନ୍ତି ବଲିଉଡ୍‌ ଅଭିନେତ୍ରୀ କଙ୍ଗନା ରାଣାୱତ। ସେ ନିକଟରେ କହିଥିଲେ କି ମୁମ୍ବାଇ ତାଙ୍କୁ ପାକିସ୍ତାନ‌ ଅଧୀକୃତ କଶ୍ମୀର ପରି ଲାଗୁଛି।

ଯୁବତୀଙ୍କ ଜିଦ୍ ଆଗରେ ରେଳବାଇକୁ ମୁ୍ଣ୍ଡ ନୁଆଇବାକୁ ପଡ଼ିଲା:କେବଳ ଜଣେ ମହିଳା ଯାତ୍ରୀଙ୍କୁ ନେଇ ରାଞ୍ଚିରେ ପହଞ୍ଚିଲା…

କଳିଙ୍ଗ ଜ୍ୟୋତି ବ୍ୟୁରୋ ରାଞ୍ଚି ୦୫/୦୯ : ଆପଣ କେବେ ଶୁଣିଛନ୍ତି କି ଟ୍ରେନ୍ କେବଳ ଜଣେ ଯାତ୍ରୀଙ୍କୁ ନେଇ ଯାତ୍ରା କରୁଛି, ଯଦି ତାହା ସତ ନୁହେଁ ତେବେ ମାନି ନିଅନ୍ତୁ କି ଏହା ପ୍ରକୃତରେ ହୋଇଛି। ଦିଲ୍ଲୀ-ରାଞ୍ଚି ରାଜଧାନୀ ଟ୍ରେନ୍ କେବଳ ଜଣେ ମହିଳା ଯାତ୍ରୀଙ୍କୁ ନେଇ ଡାଲ୍ଟନଗଞ୍ଜରୁ ଆଣି

ଗୁରୁଦିବସ: ଅଜ୍ଞାନ ରୂପକ ଅନ୍ଧକାରକୁ ଦୂରେଇ ଜ୍ଞାନର ଆଲୋକ ପ୍ରଦାନ କରୁଥିବା ଗୁରୁଜୀଙ୍କୁ ଆବାହନ କରିବାର ଦିନଟିଏ ।

କଳିଙ୍ଗ ଜ୍ୟୋତି ବ୍ୟୁରୋ,୦୫/୦୯ : ଗୁରୁଦିବସ ଏକ ଶୁଭ ଓ ପବିତ୍ର ଦିବସ । ଗୁରୁ ହେଉଛନ୍ତି ଏପରି ଏକ ବ୍ୟକ୍ତି ଯେ ଅଜ୍ଞାନ ରୂପକ ଅନ୍ଧକାରକୁ ଦୂରେଇ ଜ୍ଞାନର ଆଲୋକ ପ୍ରଦାନ କରନ୍ତି। ସମାଜର ଏକ ବିଶେଷ ଭାର ବହନ କରୁଥିବା ବ୍ୟକ୍ତିତ୍ୱ ହେଉଛନ୍ତି ଗୁରୁ। ତାଙ୍କୁ ସମ୍ମାନ ପ୍ରଦାନ କରିବା ହେଉଛି

‘ପବ୍‌ଜି’ ନିଷିଦ୍ଧ ହେବା ପରେ ଅକ୍ଷୟ କୁମାର ଘୋଷଣା କଲେ ଆତ୍ମନିର୍ଭର ମଲ୍ଟିପ୍ଲେୟାର୍‌ ଗେମ୍ ‘ଫୌଜି’

କଳିଙ୍ଗ ଜ୍ୟୋତି ବ୍ୟୁରୋ ମୁମ୍ବାଇ ୦୫/୦୯ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆତ୍ମନିର୍ଭର ଭାରତ ଅଭିଯାନକୁ ସମର୍ଥନ  କରି ଶୁକ୍ରବାର ଦିନ ଅଭିନେତା ଅକ୍ଷୟ କୁମାର ପ୍ରସ୍ତୁତି ଚାଲିଥିବା ମଲ୍ଟିପ୍ଲେୟାର୍‌ ଗେମ୍ ‘ଫୌଜି’ ବିଷୟରେ ଘୋଷଣା କରିଛନ୍ତି। ଅକ୍ଷୟ କୁମ‌ାର ଏହି

ଆଜି ପ୍ରକାଶ ପାଇବ ଯୁକ୍ତ୨ କଳା ରେଜଲ୍ଟ

କଳିଙ୍ଗ ଜ୍ୟୋତି ବ୍ୟୁରୋ,୦୫/୦୯ ଭୁବନେଶ୍ୱର - ଆଜି ,ଶନିବାର ଅପରାହ୍ନ ୪ଟାରେ ଯୁକ୍ତ୨ କଳା ଓ ଧନ୍ଦାମୂଳକବିଭାଗ ପରୀକ୍ଷା ଫଳପ୍ରକାଶ ପାଇବ । ଛାତ୍ରଛାତ୍ରୀମାନେ ପରିଷଦର ୱେବ୍‌ ସାଇଟ୍‌ ରେ ସେମାନଙ୍କ ପରୀକ୍ଷା ଫଳ ଜାଣି ପାରିବେ । ଛାତ୍ରଛାତ୍ରୀମାନେ www.orissaresults.in ୱେବ୍‌

କଙ୍ଗନା ରଣାୱତଙ୍କର ମୁମ୍ବାଇରେ ରହିବାର କୌଣସି ଅଧିକାର ନାହିଁ – ମହାରାଷ୍ଟ୍ର ଗୃହମନ୍ତ୍ରୀ ଅନିଲ ଦେଶମୁଖ

କଳିଙ୍ଗ ଜ୍ୟୋତି ବ୍ୟୁରୋ ମୁମ୍ବାଇ ୦୫/୦୯ : ବଲିଉଡ ଅଭିନେତ୍ରୀ କଙ୍ଗନା ରଣାୱତ ଗୋଟାଏ ପରେ ଗୋଟାଏ ବିସ୍ପୋରକ ବୟାନ ପାଇଁ ସବୁବେଳେ ଚର୍ଚ୍ଚାରେ ରହିଆସିଛନ୍ତି। ଏବେ ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ପରେ କଙ୍ଗନା ଏବେ ଅଧିକ ସକ୍ରିୟ ହୋଇଯାଇଛନ୍ତି। ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲାରେ

ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନର ଆକଳନ: ଆସନ୍ତା ବର୍ଷ ମଧ୍ୟ ଭାଗ ପରେ ସାର୍ବଜନୀନ ହୋଇପାରେ କରୋନା ଟୀକା

ଜେନେଭା/ନୂଆଦିଲ୍ଲୀ,(କଳିଙ୍ଗ ଜ୍ୟୋତି ବ୍ୟୁରୋ),୦୪/୦୯ : କରୋନା ସଂକ୍ରମଣ ବୃଦ୍ଧି ଜନିତ ଆଶଙ୍କା, କରୋନା ଟୀକା ଉଦ୍ଭାବନ ଆଶା ମଧ୍ୟରେ ନିରାଶାବାଣୀ ଶୁଣାଇଛି ବିଶ୍ୱ ସ୍ବାସ୍ଥ୍ୟ ସଙ୍ଗଠନ । ଆସନ୍ତା ବର୍ଷ ମଧ୍ୟଭାଗ ପର୍ଯ୍ୟନ୍ତ କରୋନା ଟୀକା ମିଳିବା ଆଶା ନାହିଁ ବୋଲି କହିଛନ୍ତି

ଦେଶର ଅର୍ଥବ୍ୟବସ୍ଥା ଓ ବିକାଶ ପ୍ରସଙ୍ଗକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଟ୍ୱିଟ କରି ଆକ୍ଷେପ କଲେ ରାହୁଳ…

ନୂଆଦିଲ୍ଲୀ,(କଳିଙ୍ଗ ଜ୍ୟୋତି ବ୍ୟୁରୋ),୦୪/୦୯ : ଜିଡ଼ିପି ପରିସଂଖ୍ୟାନ ଜାରି ହେବା ପରେ କଂଗ୍ରେସ ସାଂସଦ ରାହୁଳ ଗାନ୍ଧୀ ଦେଶର ଅର୍ଥବ୍ୟବସ୍ଥାକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ନିୟମିତ ଆକ୍ଷେପ କରିଆସୁଛନ୍ତି । ଗତ ସୋମବାର ଦିନ ଦେଶର ଜିଡ଼ିପି ପରିସଂଖ୍ୟାନ ପ୍ରକାଶ ପାଇଥିଲା ।

ବା‌ଲେଶ୍ୱର ଓ ତିର୍ତ୍ତୋଲ ଉପ-ନିର୍ବାଚନ ନଭେମ୍ବର ୨୯ ପୂର୍ବରୁ ଶେ‌ଷ କରିବାକୁ ନିର୍ବାଚନ କମିଶନଙ୍କ ସଜବାଜ

ବା‌ଲେଶ୍ୱର ଓ ତିର୍ତ୍ତୋଲ ଉପ-ନିର୍ବାଚନ ଏବଂ ବିହାର ବିଧାନସଭା ସହ ଦେଶରେ ଖାଲିପଡ଼ିଥିବା ୬୫ଟି ଆସନରେ ନଭେମ୍ବର ୨୯ ପୂର୍ବରୁ ଏକ ସମୟରେ କରାଯିବ ଉପନିର୍ବାଚନ । ନୂଆଦିଲ୍ଲୀ,(କଳିଙ୍ଗ ଜ୍ୟୋତି ବ୍ୟୁରୋ),୦୪/୦୯ : ଓଡ଼ିଶାରେ ଖାଲି ପଡ଼ିଥିବା ବା‌ଲେଶ୍ୱର ଓ ତିର୍ତ୍ତୋଲ ବିଧାନସଭା ନିର୍ବାଚନ

ପ୍ରକୃତ ନିୟନ୍ତ୍ରଣ ରେଖାରେ ଉତ୍ତେଜନା ଜାରି ରହିଥିବା ବେଳେ ସ୍ଥଳସେନା ମୁଖ୍ୟ ଜେନେରାଲ ମନୋଜ ମୁକୁନ୍ଦ ନରୱଣେଙ୍କ ଲେହ…

ଜେନେରାଲ ନରୱଣେଙ୍କ ଦୃଢୋକ୍ତି - "ଆମର ସୈନିକମାନେ ସମସ୍ତ ପ୍ରକାରର ପରିସ୍ଥିତିର ମୁକାବିଲା କରିବାକୁ ପ୍ରସ୍ତୁତ ଅଛନ୍ତି " ନୂଆଦିଲ୍ଲୀ,(କଳିଙ୍ଗ ଜ୍ୟୋତି ବ୍ୟୁରୋ),୦୪/୦୯ : ଭାରତ ଏବଂ ଚୀନ୍ ସୀମାରେ ଚାଲିଥିବା ଉତ୍ତେଜନା ମଧ୍ୟରେ ସ୍ଥଳସେନା ମୁଖ୍ୟ ଜେନେରାଲ ମନୋଜ ମୁକୁନ୍ଦ ନରୱଣେ
error: Content is protected !!
Open chat