Browsing Category

Political

ପ୍ରଥମଥର ଲାଗି ଫେସ ମାସ୍କ ପିନ୍ଧିଲେ ଆମେରିକା ରାଷ୍ଟ୍ରପତି ଟ୍ରମ୍ପ

କଳିଙ୍ଗ ଜ୍ୟୋତି ବ୍ୟୁରୋ ୧୨/୦୭ : ଶନିବାର ଦିନ ଏକ ସାମରିକ ହସ୍‌ପିଟାଲ୍‌ ପରିଦର୍ଶନ ସମୟରେ ରାଷ୍ଟ୍ରପତି ଡୋନାଲ୍‌ଡ୍‌ ଟ୍ରମ୍ପ୍ ଫେସ୍‌ ମାସ୍କ୍‌ ପିନ୍ଧିଥିଲେ। ସର୍ବସାଧାରଣ ସ୍ଥାନରେ ରାଷ୍ଟ୍ରପତି ଟ୍ରମ୍ପ୍‌ ଫେସ୍ ମାସ୍କ୍ ପିନ୍ଧିବାର ଏହା ହେଉଛି ପ୍ରଥମ ଘଟଣା। ଅଭିନବ କରୋନାଭାଇରସ୍‌ର

ସଂଗଠନ, ସେବା, ସଂଘର୍ଷକୁ ଆଧାର କରି ରଣନୀତି ପ୍ରସ୍ତୁତ ହେଉ: ଧର୍ମେନ୍ଦ୍ର

ରାଜ୍ୟ ବିଜେପି ପଦାଧିକାରୀଙ୍କ ପ୍ରଥମ ଭର୍ଚୁଆଲ ବୈଠକରାଜ୍ୟକୁ ଦୁର୍ନୀତି ମୁକ୍ତ କରିବା ବିଜେପିର ଲକ୍ଷ୍ୟ: ସମୀରଆଗାମୀ ୬ ମାସ ପାଇଁ ରାଜନୈତିକ ଖସଡ଼ା ପ୍ରସ୍ତୁତ କଳିଙ୍ଗ ଜ୍ୟୋତି ବ୍ୟୁରୋ ଭୁବନେଶ୍ୱର ୧୨/୦୭: ନୂତନ ଭାବେ ଦାୟିତ୍ୱ ଗ୍ରହଣ କରିଥିବା ରାଜ୍ୟ ବିଜେପି ପଦାଧିକାରୀଙ୍କ ପ୍ରଥମ

ବଲିଉଡ୍‌ ସୁପରଷ୍ଟାର ବିଗ୍‌ ‘ବି’ ଅମିତାଭଙ୍କୁ କରୋନା, ଅଭିଷେକ ବି ଆକ୍ରାନ୍ତ

କଳିଙ୍ଗ ଜ୍ୟୋତି ବ୍ୟୁରୋ ମୁମ୍ବାଇ ୧୨/୦୭ : ବଲିଉଡ୍‌ ସୁପରଷ୍ଟାର ବିଗ୍‌ ‘ବି’ ଅମିତାଭ ବଚ୍ଚନ (୭୭) କରୋନାରେ ସଂକ୍ରମିତ ହୋଇଛନ୍ତି। ତାଙ୍କୁ ମୁମ୍ବାଇର ନାନାବତି ହସ୍ପିଟାଲରେ ଚିକିତ୍ସା ନିମନ୍ତେ ଭର୍ତ୍ତି କରାଯାଇଛି। ଏ ନେଇ ନିଜେ ଶ୍ରୀ ବଚ୍ଚନ ଟ୍ବିଟ୍‌ କରି ସୂଚନା ଦେଇଛନ୍ତି। ତାଙ୍କ

କରୋନା ୧୦୦ ବର୍ଷର ସବୁଠୁ ବଡ଼ ସ୍ୱାସ୍ଥ୍ୟ ଓ ଆର୍ଥିକ ସଙ୍କଟ: ଶକ୍ତିକାନ୍ତ ଦାସ

କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ ୧୧/୦୭ : ମହାମାରୀ କରୋନା ଭୂତାଣୁ ୧୦୦ ବର୍ଷର ସବୁଠୁ ବଡ଼ ସ୍ୱାସ୍ଥ୍ୟ ଏବଂ ଆର୍ଥିକ ସଙ୍କଟ ବୋଲି କହିଛନ୍ତି ଭାରତୀୟ ରିଜର୍ଭ ବ୍ୟାଙ୍କ(ଆରବିଆଇ) ଗଭର୍ଣ୍ଣର ଶକ୍ତିକାନ୍ତ ଦାସ। ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କର ବ୍ୟାଙ୍କିଂ ଆଣ୍ଡ ଇକୋନୋମିକ୍ସ

ରାଜଧାନୀରେ ଆଜିଠାରୁ ଆରମ୍ଭ ହେଲା ସେରୋଲଜିକାଲ ଟେଷ୍ଟ

ଭୁବନେଶ୍ବର, (କଳିଙ୍ଗ ଜ୍ୟୋତି ବ୍ୟୁରୋ), ୧୧/୦୭ : ରାଜଧାନୀ ଭୁବନେଶ୍ୱରରେ ଆଜିଠାରୁ ଆରମ୍ଭ କରାଯାଇଛି ସେରୋଲଜିକାଲ ପରୀକ୍ଷା । ବର୍ତ୍ତମାନ ପରିସ୍ଥିତିରେ ଲୋକମାନଙ୍କର ରୋଗ ପ୍ରତିରୋଧକ ସ୍ଥିତି ଏବଂ ଉଚ୍ଚ ବିପଦ ଗୋଷ୍ଠୀର ଜାଣିବା ପାଇଁ ସିଭିକ୍ ଅଥରିଟି ପକ୍ଷରୁ ଭୁବନେଶ୍ୱରରେ କୋଭିଡ୍ ୧୯

ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ଘଟଣାରେ ନୂଆ ମୋଡ : ସିବିଆଇ ଯାଞ୍ଚ ପାଇଁ ଓକିଲ ନିଯୁକ୍ତ କଲେ ଡ.ସୁବ୍ରମଣ୍ୟମ ସ୍ୱାମୀ

ମୁମ୍ବାଇ / ଭୁବନେଶ୍ୱର, (କଳିଙ୍ଗ ଜ୍ୟୋତି ବ୍ୟୁରୋ), ୧୧/୦୭ : ବଲିଉଡ୍ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କର ମୃତ୍ୟୁ ପରେ ଏହି ଘଟଣାର ସତ୍ୟାସତ୍ୟ ଜାଣିବା ପାଇଁ ପ୍ରଶଂସକମାନେ ସିବିଆଇ ଯାଞ୍ଚ କରିବାକୁ ଦାବି କରିଆସୁଛନ୍ତି। ସୋଶାଲ୍ ମିଡିଆରେ ମଧ୍ୟ "#CBIForSonOfBihar" ଟ୍ରେଣ୍ଡ

ଦ୍ୱେତ ନଗରୀ କରୋନା ଅପଡେଟ : ଆଜି ରାଜଧାନୀରୁ ୩୮ ଓ କଟକରୁ ୧୦ ସଂକ୍ରମିତ ଚିହ୍ନଟ

ଭୁବନେଶ୍ଵର / କଟକ, (କଳିଙ୍ଗ ଜ୍ୟୋତି ବ୍ୟୁରୋ),୧୧/୦୭ : ଆଜି ରାଜଧାନୀ ଭୁବନେଶ୍ଵରରୁ ଶନିବାର ୩୮ ଜଣ ଏବଂ କଟକରୁ ୧୦ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଭୁବନେଶ୍ଵରରୁ ଚିହ୍ନଟ ୩୮ ଜଣଙ୍କ ମଧ୍ୟରୁ ୨୬ ଜଣ କ୍ବାରେଣ୍ଟାଇନ କେନ୍ଦ୍ରର ହୋଇଥିବାବେଳେ ୧୨ ଜଣ ସ୍ଥାନୀୟ ଅଞ୍ଚଳର ବୋଲି

ପିଏମ କେୟାର୍ସ ଫଣ୍ଡର ପାର୍ଲାମେଣ୍ଟ ପ୍ୟାନେଲ ରିଭ୍ୟୁକୁ ବିଜେପି ରୋକ ଲଗାଇଲା

କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ ୧୧/୦୭: କେନ୍ଦ୍ରରେ କ୍ଷମତାସୀନ ବିଜେପି ଓ ରାଜ୍ୟରେ କ୍ଷମତାସୀନ ବିଜେଡି ମଧ୍ୟରେ ଥିବା ଭିତିରି ବୁଝାମଣା ପୁଣିଥରେ ସାମ୍ନାକୁ ଆସିଛି। କରୋନା ମୁକାବିଲାରେ ଭାରତ ସରକାର କେତେ ଦୂର ସଫଳ ହୋଇଛନ୍ତି ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗଠନ କରିଥିବା ପିଏମ

ବିବାଦ ନକରି ଭାରତ ଓ ଚୀନ ପରସ୍ପର ସହଯୋଗୀ ହେବା ଉଚିତ :ଚୀନ ରାଷ୍ଟ୍ରଦୂତ

କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ ୧୧/୦୭: ସୀମାରେ ସୈନ୍ୟ ଠୁଳକରି ଉତ୍ତେଜନା ସୃଷ୍ଟି କରୁଥିବା ଚୀନ ଆଜି ଶାନ୍ତିର କଥା କହିଛି । ଭାରତରେ ଅବସ୍ଥାପିତ ଚୀନ ରାଷ୍ଟ୍ରଦୂତ ସୁନ େଓ୍ଵଡଙ୍ଗ୍‌ କହିଛନ୍ତି ଯେ ଭାରତ ଓ ଚୀନ ପରସ୍ପରର ଶତ୍ରୁ ହେବା ବଦଳରେ ପରସ୍ପରର ସହଯୋଗୀ ହେବା ଉଚିତ । ଦୁଇଦେଶ

ଆଜି ରାଜ୍ୟରେ ରେକର୍ଡ ସଂଖ୍ୟକ କରୋନା ରୋଗୀ ସୁସ୍ଥ : କୋଭିଡ ଯୋଦ୍ଧାଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପ୍ରଶଂସା

ଭୁବନେଶ୍ୱର, (କଳିଙ୍ଗ ଜ୍ୟୋତି ବ୍ୟୁରୋ), ୧୦/୦୭ : ଆଜି ରାଜ୍ୟରେ ରେକର୍ଡ ୫୬୫ ଜଣ ସୁସ୍ଥ ହେବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସନ୍ତୋଷ ପ୍ରକଟ କରିବା ସହ ସ୍ୱାସ୍ଥ୍ୟକର୍ମୀ ଓ କୋଭିଡ ଯୋଦ୍ଧାମାନଙ୍କୁ ପ୍ରଶଂସା କରିଛନ୍ତି । ଏକ ଟ୍ଵିଟ କରି ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟ ପକ୍ଷରୁ
error: Content is protected !!
Open chat