Browsing Category

Political

ବରିଷ୍ଠ ବିଜେପି ନେତା ଜୁଏଲ୍‌ ଓରାମ୍‌ଙ୍କୁ କରୋନା

ଭୁବନେଶ୍ବର: ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବରିଷ୍ଠ ବିଜେପି ନେତା ଜୁଏଲ୍‌ ଓରାମ୍‌ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ନେଇ ଟ୍ବିଟ୍‌ କରି ଜୁଏଲ୍‌ ଓରାମ୍‌ ସୂଚନା ଦେଇଛନ୍ତି। ଯେଉଁମାନେ ତାଙ୍କ ସଂସ୍ପର୍ଶରେ ଆସିଛନ୍ତି ସେମାନେ ସତର୍କତାମୂଳକ

ପିପିଲି ଉପନିର୍ବାଚନ: ଶୋଭାଯାତ୍ରା ଓ ନିର୍ବାଚନୀ ସଭା କରିବନି ବିଜେଡ଼ି

ଭୁବନେଶ୍ଵର: ପିପିଲି ଉପନିର୍ବାଚନରେ ଆଉ ରାଲି କରିବନି ବିଜୁ ଜନତା ଦଳ(ବିଜେଡ଼ି)। ସାଧାରଣ ସଭା ଓ ଶୋଭାଯାତ୍ରା ନ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି। ବଢ଼ି ଚାଲିଥିବା କରୋନା ସଂକ୍ରମଣ ଦୃଷ୍ଟିରୁ ରାଲି ବନ୍ଦ ପାଇଁ ନିଷ୍ପତ୍ତି ନିଆଯାଇଛି। ନିର୍ବାଚନୀ ସଭା ଓ

କରୋନାକୁ ନେଇ ନୀରବତା ଭାଙ୍ଗିଲେ ମନମୋହନ; ମୋଦୀଙ୍କୁ କହିଲେ- ଅଧିକ ଟିକାକରଣ ଦ୍ବାରା ହିଁ ମିଳିବ ବିଜୟ

ନୂଆଦିଲ୍ଲୀ: କରୋନା ସଂକ୍ରମଣ ଦେଶରେ ଆତଙ୍କ ସୃଷ୍ଟି କରିଛି। ପ୍ରତିଦିନ ନୂଆ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ହସ୍ପିଟାଲରେ ବେଡ୍‌ ଏବଂ ଅକ୍ସିଜେନ ଅଭାବ ଦେଖାଦେଲାଣି। କରୋନା ଟିକା ବି ପର୍ଯ୍ୟାପ୍ତ ମିଳୁନାହିଁ। ଏହା ମଧ୍ୟରେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ

ରାତ୍ରିକାଳୀନ କର୍ଫ୍ୟୁ କଟକଣା ନ ମାନିଲେ, ଫାଇନ ଦେବେ…ଗିରଫ ହେବେ – ପୁଲିସ କମିଶନର

ରାତ୍ରିକାଳୀନ କର୍ଫ୍ୟୁ କଟକଣା ଅମାନ୍ୟ କଲେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଆଇନ ଖିଲାପକାରୀଙ୍କୁ କେବଳ ଫାଇନ ନୁହେଁ, ଆବଶ୍ୟକ ପଡିଲେ ଗିରଫ କରାଯାଇ ଆଇନ ଅନୁଯାୟୀ ପଦକ୍ଷେପ ଗ୍ରହଣ କରାଯିବ ବୋଲି ପୁଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ କହିଛନ୍ତି। ଆଜି ଅପରାହ୍ନରେ ଗଣମାଧ୍ୟମକୁ

ସହରୀ ପରିବାରକୁ ବିଶୁଦ୍ଧ ପାନୀୟ ଜଳ ଯୋଗାଇ ଦେବା ସରକାରଙ୍କ ଲକ୍ଷ୍ୟ: ପ୍ରତାପ‌ ଜେନା

ଭୁବନେଶ୍ୱର: ଭୁବନେଶ୍ୱରରେ ଏକ ସେଣ୍ଟର ଅଫ୍ ଏକ୍ସେଲେନ୍ସି ଭାବରେ ‘ଓଡ଼ିଶା ଜଳ ଏକାଡେମୀ’ ପ୍ରତିଷ୍ଠା କରିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି । ଏହି ଏକାଡେମୀ ଜଳ ଏବଂ ବର୍ଜ୍ୟଜଳ ସେବା ଯୋଗାଣ କ୍ଷେତ୍ରରେ ଗ୍ରାହକ ସନ୍ତୁଷ୍ଟି ଓ ସେବାର ଗୁଣବତ୍ତା ବୃଦ୍ଧିର ଲକ୍ଷ୍ୟ ସହିତ

ଗଣତନ୍ତ୍ରରେ ଜନତା ହେଉଛନ୍ତି ମାଲିକ, ନିର୍ବାଚନରେ ଦେଇଥିବା ପ୍ରତିଶ୍ରୁତି କେତେ ପାଳନ ହୋଇଛି ତା’ର ହିସାବ ଲୋକଙ୍କୁ…

ଭୁବନେଶ୍ବର: ମେ’ ୧୫ରୁ ବିଭିନ୍ନ ବିଭାଗ କାର୍ଯ୍ୟ ସମୀକ୍ଷା ଆରମ୍ଭ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ମେ ୧୫ରୁ ୨୫ ପର୍ଯ୍ୟନ୍ତ ବିଭିନ୍ନ ବିଭାଗ କାର୍ଯ୍ୟ ସମୀକ୍ଷା କରିବେ। ଏ ନେଇ ମନ୍ତ୍ରୀମାନଙ୍କୁ ଚିଠି ଲେଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

କାଶୀ ବିଶ୍ବନାଥ ମନ୍ଦିର ପରିସରରେ ଥିବା ଜ୍ଞାନବାପି ମସଜିଦ ଖନନ ପାଇଁ ଏଏସଆଇକୁ କୋର୍ଟଙ୍କ ନିର୍ଦ୍ଦେଶ

ବାରାଣାସୀ : ବାରାଣାସୀ ବା କାଶୀର ପ୍ରସିଦ୍ଧ ବିଶ୍ବନାଥ ମନ୍ଦିର ପରିସରରେ ଥିବା ଜ୍ଞାନବାପି ମସଜିଦ ଖନନ ପାଇଁ ଏକ ସ୍ଥାନୀୟ କୋର୍ଟ ଭାରତୀୟ ପ୍ରତ୍ନତତ୍ତ୍ବ ସର୍ବେକ୍ଷଣ ସଂସ୍ଥା (ଏଏସଆଇ)କୁ ଅନୁମତି ଦେଇଛନ୍ତି । ଏହି ଖନନ କାର୍ଯ୍ୟର ସମସ୍ତ ଖର୍ଚ୍ଚ ବହନ କରିବାକୁ କୋର୍ଟ ଉତ୍ତରପ୍ରଦେଶ

ବିଦ୍ୟାଳୟ ଓ ଗଣ ଶିକ୍ଷା ବିଭାଗର ବଡ଼ ନିଷ୍ପତ୍ତି : ଆସନ୍ତା କାଲିଠାରୁ ନବମ ଓ ଏକାଦଶ ଶ୍ରେଣୀ କ୍ଲାସ ବନ୍ଦ

ଭୁବନେଶ୍ବର : ରାଜ୍ୟ ବିଦ୍ୟାଳୟ ଓ ଗଣ ଶିକ୍ଷା ବିଭାଗର ବଡ଼ ନିଷ୍ପତ୍ତି କ୍ରମରେ ନବମ ଓ ଏକାଦଶ ଶ୍ରେଣୀ କ୍ଲାସ ବନ୍ଦ କରିବାକୁ ସ୍ଥିର କରିଛନ୍ତି। ତତ୍କାଳ ଆସନ୍ତା କାଲିଠାରୁ ଏହି ନିଷ୍ପତ୍ତି ଲାଗୁ ହେବ। ସମସ୍ତ ସରକାରୀ, ଘରୋଇ ଓ ଅନୁଦାନ ପ୍ରାପ୍ତ ସ୍କୁଲ ପାଇଁ ଏହି ନିୟମ ଲାଗୁ ହେବ। କରୋନା

ଦେଶରେ ବଢ଼ୁଛି କରୋନା ମାମଲା, ଏପ୍ରିଲ ୮ରେ ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିବେ ପିଏମ୍‌ ମୋଦୀ

ନୂଆଦିଲ୍ଲୀ, ୫/ ୪: ଦେଶରେ ମହାମାରୀ କରୋନା ସଂକ୍ରମଣ ଦ୍ରୁତ ଗତିରେ ବଢ଼ିବାରେ ଲାଗିଛି। ଏପରିକି ବିଗତ ୨୪ ଘଣ୍ଟାରେ ଦେଶରେ ୧ ଲକ୍ଷ ଟପିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ଏସବୁ ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସନ୍ତା ୮ ତାରିଖରେ ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀ ମାନଙ୍କ

ଅନୀଲ ଦେଶମୁଖଙ୍କ ଇସ୍ତଫା ପରେ ମହାରାଷ୍ଟ୍ର ଗୃହମନ୍ତ୍ରୀ ଭାବେ ଦାୟିତ୍ବ ଗ୍ରହଣ କରିବେ ଏନସିପି ନେତା ଦିଲୀପ ୱାଲସେ…

ମୁମ୍ବାଇ: ଏନସିପି ନେତା ଦିଲୀପ ୱାଲସେ ପାଟିଲ ହେବେ ମହାରାଷ୍ଟ୍ରର ନୂଆ ଗୃହମନ୍ତ୍ରୀ। ଅନୀଲ ଦେଶମୁଖ ନିଜ ପଦରୁ ଇସ୍ତଫା ଦେବା ପରେ ଏନସିପି ନେତା ଦିଲୀପ ୱାଲସେ ପାଟିଲ ମହାରାଷ୍ଟ୍ରର ନୂଆ ଗୃହମନ୍ତ୍ରୀ ହୋଇପାରନ୍ତି ବୋଲି ଚର୍ଚ୍ଚାର ଜୋର ଧରିଛି। ଦିଲୀପ ୱାଲସେ ପାଟିଲ ବର୍ତ୍ତମାନ ଶ୍ରମ
error: Content is protected !!
Open chat