Browsing Category
Political
ରାଜଗାଙ୍ଗପୁର: ସାମାଜିକ ଦୂରତା ଓ ମାସ୍କ ବ୍ୟବହାର ନିୟମକୁ ଉଲ୍ଲଘଂନ ଅଭିଯୋଗରେ ସହରର ୧୧ଟି ଦୋକାନ ଉପରେ ଚଢ଼ାଉ କରି…
ରାଜଗାଙ୍ଗପୁର,(କଳିଙ୍ଗ ଜ୍ୟୋତି ବ୍ୟୁରୋ ଚିଫ ସୌମ୍ୟଜିତ ସ୍ୱାଇଁ),୦୨/୦୯ : କରୋନା ମହାମାରୀରେ ସମଗ୍ର ଦେଶ କବଳିତ, ଲକଡାଉନ, ସଟଡାଉନ ସରକାରଙ୍କ ଏକ ବିହିତ ପ୍ରତିକାର ମାତ୍ର । ଦୀର୍ଘ ଦିନ ହେବ ଲୋକମାନେ ଗୃହବନ୍ଦୀ ହୋଇ ରହିବା ପରେ ଧୀରେ ଧୀରେ ସରକାରଙ୍କ ଦ୍ଵାରା ଲକଡାଉନ ଓ ସଟଡାଉନ ନିୟମ!-->…
ରାଜଧାନୀର ବିଭିନ୍ନ ସରକାରୀ କାର୍ଯ୍ୟାଳୟରେ ଛାଇଗଲାଣି କରୋନା : ବଢ଼ିଗଲାଣି କରୋନା ଆକ୍ରାନ୍ତଙ୍କ ସଂଖ୍ୟା
"ଅତି ଆବଶ୍ୟକ ନଥିଲେ କୌଣସି କାର୍ଯ୍ୟାଳୟ ଯାଆନ୍ତୁନି: ବିଏମ୍ସି"
କଳିଙ୍ଗ ଜ୍ୟୋତି ବ୍ୟୁରୋ ଭୁବନେଶ୍ଵର ୦୨/୦୯: ରାଜଧାନୀରେ ଏବେ କେଉଁଦିନ ୫୦୦ରୁ ଅଧିକ ଆକ୍ରାନ୍ତ ବାହାରୁଛନ୍ତି ତ କେଉଁଦିନ ୩୦୦ରୁ ଅଧିକ। ଅଗଷ୍ଟ ମାସ ଯାକ ତ ପ୍ରାୟ ପ୍ରତିଦିନ ୩୦୦ରୁ ଅଧିକ ଆକ୍ରାନ୍ତ ବାହାରିଲେ। ଏବେ!-->!-->!-->…
ଏଲଏସିରେ ଭାରତ-ଚୀନ୍ ମଧ୍ୟରେ ବଢିଲା ବିବାଦ, ସେନାକୁ ସତର୍କ ରହିବାକୁ ଗୃହ ମନ୍ତ୍ରଣାଳୟର ନିର୍ଦେଶ
କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ/ଲଦାଖ ୦୨/୦୯ : ଏଲଏସିରେ ଭାରତ-ଚୀନ୍ ମଧ୍ୟରେ ବିବାଦ ଭିତରେ କେନ୍ଦ୍ର ଗୃହମନ୍ତ୍ରଣାଳୟ ବୁଧବାର ଆଲର୍ଟ ଜାରି କରିଦେଇଛି। ଗୃହମନ୍ତ୍ରଣାଳୟ ଭାରତ-ଚୀନ୍, ଭାରତ-ନେପାଳ ଓ ଭାରତ-ଭୁଟାନ ସୀମାରେ ସୁରକ୍ଷାକର୍ମୀଙ୍କୁ ସତର୍କ ରହିବାକୁ ନିର୍ଦେଶ ଦେଇଛନ୍ତି।!-->…
ପୁଲୱାମା ଆକ୍ରମଣର ଅଭିଯୁକ୍ତ ନିଟ୍ ପରୀକ୍ଷା ଦେବା ପାଇଁ ଅନୁମତି ମାଗିଲା
କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ ୦୨/୦୯ : ପୁଲୱାମା ଆତଙ୍କବାଦୀ ଆକ୍ରମଣରେ ବିସ୍ଫୋରକ ଯୋଗାଡ଼ କରିବାରେ ସାହାଯ୍ୟ କରିଥିବା ଅଭିଯୁକ୍ତ ଯୁବକ ସେପ୍ଟେମ୍ବର ୧୩ରେ ହେବାକୁ ଥିବା ନିଟ୍ ପରୀକ୍ଷା ଦେବା ପାଇଁ ଜମ୍ମୁର ଏନଆଇଏ ସ୍ପେଶାଲ କୋର୍ଟରୁ ଅନୁମତି ମାଗିଛି। ଅଭିଯୁକ୍ତର ନାଁ ୱେଜ ଉଲ!-->…
ସ୍କୁଲଗୁଡିକରେ ଫି’ ଛାଡ ମାମଲାରେ ହାଇକୋର୍ଟଙ୍କ ରାୟକୁ ଓଡ଼ିଶା ଅଭିଭାବକ ମହାସଂଘ(ଓଏଏମ୍)ର ସ୍ୱାଗତ
କଳିଙ୍ଗ ଜ୍ୟୋତି ବ୍ୟୁରୋ ଭୁବନେଶ୍ଵର ୦୨/୦୯: କରୋନା ମହାମାରୀ କାରଣରୁ ସ୍କୁଲଗୁଡିକରେ ଫି’ ଛାଡ ମାମଲାର ମଙ୍ଗଳବାର ରାୟ ଶୁଣାଇଛନ୍ତି ହାଇକୋର୍ଟ । ଆପୋଷ ସମାଧାନ କରି ଏସମ୍ପର୍କରେ ନିଷ୍ପତ୍ତି ନେବାକୁ ହାଇକୋର୍ଟଙ୍କ ରାୟକୁ ସ୍ୱାଗତ କରିଛି ଓଡ଼ିଶା ଅଭିଭାବକ ମହାସଂଘ (ଓଏଏମ୍) ।
!-->!-->!-->!-->!-->…
ବୁଲା କୁକୁରଙ୍କ କରାମତି : ଜୀବନ ବିକଳରେ ରକ୍ତାକ୍ତ ଅବସ୍ଥାରେ ଗାଡି ଛାଡି ଘଟଣାସ୍ଥଳରୁ ଲୁଟେରା ଫେରାର୍
କଳିଙ୍ଗ ଜ୍ୟୋତି ବ୍ୟୁରୋ ଭୁବନେଶ୍ଵର ୦୨/୦୯: ଲୁଟ୍ ପାଇଁ ପ୍ରସ୍ତୁତି ସରିଥିଲା । ଟାର୍ଗେଟ ଜାଗାରେ ପହଞ୍ଚି ଯାଇଥିଲେ । କିନ୍ତୁ ଲୁଟେରାଙ୍କ ଏହି ପ୍ଲାନିଂକୁ ବିଗାଡ଼ି ଦେଲେ ବୁଲା କୁକୁର । ଲୁଟେରାଙ୍କ ସନ୍ଦିଗ୍ଧ ହାବଭାବ ଦେଖି ଖୁବ୍ ଭୁକି ଭୁକି ଗୋଡ଼ାଇଲେ । କୁକୁରଙ୍କ ଏମିତି କାଣ୍ଡ!-->…
ଟ୍ୱିଟରକୁ ଟକ୍କର ଦେବ ଦେଶୀ ଆପ ‘କୁ’
କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ ୦୨/୦୯ : ଚୀନ୍କୁ ଜବାବ ଦେବା ଲାଗି ଆତ୍ମନିର୍ଭର ଭାରତ ଅଭିଯାନରେ ଆରମ୍ଭ ହୋଇଥିବା ‘ଆପ୍ ଇନୋଭେସନ୍ ଚ୍ୟାଲେଞ୍ଜ’ରେ ଯେଉଁ ଆପ୍ଗୁଡିକ ପୁରସ୍କୃତ ହୋଇଥିଲା, ସେଥିମଧ୍ୟରୁ ଅନ୍ୟତମ ଦେଶୀ ଟ୍ୱିଟର ‘କୁ’। ଦେଶର ବିବିଧତାକୁ ଦୃଷ୍ଟିରେ ରଖି ନିଆଯାଇଥିବା!-->…
ଲାଲଗଡ ହେବ ଶାନ୍ତିର ସ୍ୱର୍ଗ: ମାଲକାନଗିରି ଏବେ ମାଓ ମୁକ୍ତ ହେବାକୁ ଯାଉଛି – ଜିଲ୍ଲାରେ ଫେରୁଛି ଶାନ୍ତି
ମାଲକାନଗିରି,(କଳିଙ୍ଗ ଜ୍ୟୋତି ବ୍ୟୁରୋ),୦୨/୦୯ : ମାଓ ଉପଦୃତ ମାଲକାନଗିରି ଜିଲ୍ଲାର ନାଁ ଶୁଣିଲେ ମନରେ ଆସେ ମାଓବାଦୀଙ୍କ ଲାଲ ତାଣ୍ଡବ ର ଚିତ୍ର । କେବେ ନିରୀହ ଲୋକଙ୍କୁ ହତ୍ୟକ୍ଷ ତ ପୁଣି କେତେବେଳେ ଉନ୍ନୟନମୂଳକ କାର୍ଯ୍ୟକୁ ବାଧା ଦେବା ପାଇଁ ତୁମୁଳ କାଣ୍ଡ । ଏସବୁ ମାଲକାନଗିରି ଜିଲ୍ଲା!-->…
ପ୍ରବାସୀ ଥଇଥାନ ଯୋଜନା ଭେଳିକି: ରାଜ୍ୟରେ କାମଧନ୍ଦା ନପାଇ ଦୁର୍ଦ୍ଦିନରେ ଏବେ ପ୍ରବାସୀଙ୍କ ‘ସ୍ୱସ୍ଥାନ-ଗଚ୍ଛ’
ଭୁବନେଶ୍ୱର,(କଳିଙ୍ଗ ଜ୍ୟୋତି ବ୍ୟୁରୋ),୦୨/୦୯ : ପ୍ରବାସୀଙ୍କୁ କାମଧନ୍ଦା ଯୋଗାଇ ପାରିଲାନି ସରକାର । ଫଳରେ ଭିଟାମାଟି ଛାଡି ପୁଣି ଦାଦନ ଖଟିବାକୁ ବାଧ୍ୟ ହେଉଛନ୍ତି ପ୍ରବାସୀ । ଓଡ଼ିଶାରେ ପର୍ଯ୍ୟାପ୍ତ ପରିମାଣରେ ଭରପୁର ପ୍ରାକୃତିକ ସଂପଦ । ଖଣି ଖାଦାନ ଠାରୁ ଆରମ୍ଭ କରି ଚାଷ ଜମି, ନଦୀ!-->…
୧୦ ଟଙ୍କାରେ ମିଳିବ ୪ଟି “ମୋଦୀ ଇଡ଼ଲି”
କଳିଙ୍ଗ ଜ୍ୟୋତି ବ୍ୟୁରୋ ସାଲେମ ୦୨/୦୯ : ଦକ୍ଷିଣ ଭାରତର ପ୍ରସିଦ୍ଧ ଖାଦ୍ୟ ଇଡଲି ଖାଉଥିବା ଲୋକ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରଶଂସକଙ୍କ ପାଇଁ ଏକ ଖୁସି ଖବର | ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନାମରେ ତାମିଲନାଡୁର ସାଲେମରେ ଜନସାଧାରଣଙ୍କୁ ‘ମୋଦୀ ଇଡଲି’ ବିକ୍ରୟ ପାଇଁ!-->…
