Browsing Category

Political

ରାଜସ୍ଥାନ କଂଗ୍ରେସ ବିବାଦର ଅନ୍ତ : ହାଇକମାଣ୍ଡଙ୍କ ହସ୍ତକ୍ଷେପ ପରେ ମାନିଲେ ପାଇଲଟ

ଗାନ୍ଧୀ ପରିବାର ପ୍ରତି ଆନୁଗତ୍ୟ ପ୍ରମାଣ କଲେ ସଚ୍ଚିନ ପାଇଲଟ, ମାସେ ପରେ ଦଳକୁ ଫେରିଲେ - ମିଳିପାରେ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ବିବାଦ ଭୁଲିଲେ ପାଇଲଟ, କହିଲେ- ‘ରାଜନୀତିରେ ବ୍ୟକ୍ତିଗତ ଶତ୍ରୁତା ଓ ମତପାର୍ଥକ୍ୟର ସ୍ଥାନ ନାହିଁ ’ ଜୟପୁର/ନୂଆଦିଲ୍ଲୀ,(କଳିଙ୍ଗ ଜ୍ୟୋତି

ଆସନ୍ତା ୧୨ ତାରିଖରେ ରୁଷିଆର ଜାତୀୟ ଗବେଷଣା କେନ୍ଦ୍ର ଓ ପ୍ରତିରକ୍ଷା ମନ୍ତ୍ରାଳୟ ପକ୍ଷରୁ ପ୍ରସ୍ତୁତ ବିଶ୍ୱର ପ୍ରଥମ…

କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ/ ମସ୍କୋ ୧୧/୦୮ : ପ୍ରଥମ କରୋନା ଟିକା କିଏ ଆଣିବ ଏ ନେଇ ସାରା ବିଶ୍ୱରେ ପ୍ରତିଯୋଗତା ଚାଲିଥିବା ବେଳେ ରୁଷ ସରକାରଙ୍କ ପକ୍ଷରୁ ବଡ ଘୋଷଣା କରାଯାଇଛି । ଅଗଷ୍ଟ ୧୨ ତାରିଖରେ ବିଶ୍ୱର ପ୍ରଥମ କରୋନା ଟିକାର ହେବ ରେଜିଷ୍ଟ୍ରେସନ୍ । ଏନେଇ ଘୋଷଣା କରିଛନ୍ତି

ୟୁଏଇରେ ଆଇପିଏଲ ଆୟୋଜନକୁ ଭାରତ ସରକାରଙ୍କ ଚୂଡ଼ାନ୍ତ ମଂଜୁରୀ ; ଦୁବାଇ, ସାରଜାହା ଓ ଆବୁଧାବିରେ ଖେଳାଯିବ ଆଇପିଏଲର…

କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ ୧୧/୦୮: ଭାରତୀୟ କ୍ରିକେଟ୍ କଂଟ୍ରୋଲ ବୋର୍ଡ଼କୁ ଆଇପିଏଲ୍ ଆୟୋଜନ ନିମନ୍ତେ କେନ୍ଦ୍ର ସରକାର ବିଧିବଦ୍ଧ ମଞ୍ଜୁରୀ ଦେବା ପରେ ଲିଗ ଚେୟାରମ୍ୟାନ ବ୍ରିଜେଶ ପଟେଲ ଖେଳକୁ ନେଇ ସୂଚନା ଦେଇଛନ୍ତି । ସୋମବାର ଶ୍ରୀ ପଟେଲ ଦେଇଥିବା ସୂଚନା ଅନୁସାରେ ଆଇପିଏଲ୍

ସରପଞ୍ଚଙ୍କ ନିଷ୍ଠା ଓ ପରିଶ୍ରମ ପାଇଁ ଆରୋଗ୍ୟ ହାର ବଢୁଛି , ମୃତ୍ୟୁହାର କମୁଛି-ମୁଖ୍ୟମନ୍ତ୍ରୀ

କଳିଙ୍ଗ ଜ୍ୟୋତି ବ୍ୟୁରୋ ଭୁବନେଶ୍ୱର ୧୧/୦୮: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭିଡିଓ କନଫରେନ୍ସି ଜରିଆରେ ଗଞ୍ଜାମ ଜିଲ୍ଲାର ବିଭିନ୍ନ ପଞ୍ଚାୟତର ସରପଞ୍ଚମାନଙ୍କ ସହିତ କୋଭିଡ୍‌ ପରିଚାଳନା ସମ୍ପର୍କରେ ଆଲୋଚନା କରିଥିଲେ। ଗଞ୍ଜାମ ଜିଲ୍ଲାରେ କୋଭିଡ୍‌ ସଂକ୍ରମଣର ନିୟନ୍ତ୍ରଣ ପାଇଁ

ସୁଶାନ୍ତ ମୃତ୍ୟୁ ପ୍ରସଙ୍ଗ : ବିଜେପି ସାଂସଦ ସୁବ୍ରମଣ୍ୟମ ସ୍ବାମୀଙ୍କ ପୋଷ୍ଟମର୍ଟମ କରିଥିବା ଡ଼ାକ୍ତରଙ୍କ ଭୂମିକା ଉପରେ…

କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ ୧୧/୦୮ : ସୁଶାନ୍ତ ସିଂହ ରାଜପୁତ ମାମଲାରେ ନିୟମିତ ସ୍ବର ଉଠାଉଥିବା ବିଜେପି ସାଂସଦ ସୁବ୍ରମଣ୍ୟମ ସ୍ବାମୀ ଆଜି ଦେଇଛନ୍ତି ଏକ ବଡ଼ ବୟାନ । ସେ ନିଜ ଟ୍ବିଟରରେ ଏ ସମ୍ପର୍କରେ ଉଲ୍ଲେଖ କରି ପୋଷ୍ଟମର୍ଟମ କରିଥିବା ଡ଼ାକ୍ତରଙ୍କ ଭୂମିକା ଉପରେ ସନ୍ଦେହବ୍ୟକ୍ତ

ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପ୍ରେସ୍‌ମିଟ୍‌ ଚାଲିଥିବା ବେଳେ ହ୍ୱାଇଟ ହାଉସ୍‌ ବାହାରେ ଫୁଟିଲା ଗୁଳି

କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ ୧୧/୦୮: ବିଶ୍ୱର ସବୁଠାରୁ ସୁରକ୍ଷିତ ସ୍ଥାନ ବୋଲି ମନେକରାଯାଉଥିବା ହ୍ୱାଇଟ ହାଉସ ବାହାରେ ଗୁଳିକାଣ୍ଡ ହୋଇଛି । ହ୍ୱାଇଟ ହାଉସ ବାହାରେ ଗୁଳିକାଣ୍ଡ । ହ୍ୱାଇଟ ହାଉସ ବାହାରେ ଗୁଳିକାଣ୍ଡ ହୋଇଥିବା ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସୂଚନା

ଭାରତ ବିରୁଦ୍ଧରେ ଚୀନର ଆଉ ଏକ ଚକ୍ରାନ୍ତ : ବ୍ରହ୍ମପୁତ୍ର ନଦୀକୁ ଶୁଖାଇବାକୁ ଉଦ୍ୟମ

କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ ୧୧/୦୮: ଭାରତକୁ ଚାପରେ ରଖିବାକୁ ଚୀନ ଆଉ ଏକ ଅସ୍ତ୍ରର ଉପଯୋଗ କରୁଛି । ତାହା ହେଉଛି ଜଳ ଅସ୍ତ୍ର । ତିବ୍ଦତରୁ ଭାରତର କେତୋଟି ପ୍ରମୁଖ ନଦୀ ବାହାରି ଥିବାରୁ ଉପରମୁଣ୍ଡରେ ନଦୀ ବନ୍ଧମାନ ନିର୍ମାଣ କରି ଭାରତୀୟ ଜଳ ଉପରେ ନିୟନ୍ତ୍ରଣ କରିବାକୁ ଉଦ୍ୟମ

ରାଜ୍ୟରେ ମନ୍ଦିର ଓ ଧର୍ମାନୁଷ୍ଠାନ ଖୋଲିବା ନିଷ୍ପତି ନେବାକୁ କହିଲେ ଓଡ଼ିଶା ଉଚ୍ଚ ନ୍ୟାୟାଳୟ : ସୁପ୍ରିମକୋର୍ଟଙ୍କ…

କଣ୍ଟେନମେଣ୍ଟ ଜୋନ୍ ବ୍ୟତୀତ ଅନ୍ୟସ୍ଥାନରେ ଖୋଲିପାରିବ ମନ୍ଦିର, ପାଳନ ହେବ କୋଭିଡ୍ ଗାଇଡ୍ ଲାଇନ୍ କଳିଙ୍ଗ ଜ୍ୟୋତି ବ୍ୟୁରୋ କଟକ ୧୧/୦୮: ରାଜ୍ୟରେ ମନ୍ଦିର ଓ  ସମସ୍ତ ଧର୍ମାନୁଷ୍ଠାନ ଖୋଲିବାକୁ ଅନୁମତି ଦାବି କରି ଓଡ଼ିଶା ଉଚ୍ଚ ନ୍ୟାୟାଳୟରେ ଯେଉଁ ଦୁଇଟି ଜନସ୍ବାର୍ଥ ମାମଲା ରୁଜୁ

ଅଗଷ୍ଟ ୨୧ ରେ ନିଲାମ ହେବ ମହାତ୍ମା ଗାନ୍ଧିଙ୍କ ଚଷମା, ଲାଗିବ ଡାକ

କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ ଲଣ୍ଡନ ୧୧/୦୮: ଆଗାମୀ ୨୧ ତାରିଖରେ ଏକ ଅନଲାଇନ୍‌ ନିଲାମ ହେବାକୁ ଯାଉଛି। ଯାହକୁ ନେଇ ବ୍ରିଟେନ ସମେତ ବିଭିନ୍ନ ଦେଶରେ ଲୋକେ ଏବେ ବେଶ ଉତ୍ସାହିତ। ଏକ ଯୋଡା ଚଷମାକୁ ନିଲାମ କରାଯିବ। ସୁନା କଲେଇ କରା ଏହି ଚଷମାକୁ ୧୯ଶହ ଦଶକରେ ମହାତ୍ମା ଗାନ୍ଧି

ପ୍ରଧାନମନ୍ତ୍ରୀ ମୋଦୀଙ୍କ ପାଇଁ ‘ଏୟାରଫୋର୍ସ ୱାନ’ ପରି ଅତି ସୁରକ୍ଷିତ ବିମାନ ଆସନ୍ତା ମାସରେ ଆସୁଛି

ନୂଆଦିଲ୍ଲୀ,(କଳିଙ୍ଗ ଜ୍ୟୋତି ବ୍ୟୁରୋ),୧୦/୦୮ : ପ୍ରଧାନମନ୍ତ୍ରୀ ମୋଦୀ ଖୁବ୍ ଶୀଘ୍ର ଏକ ଅବିସ୍ମରଣୀୟ ଦୁର୍ଗ ପାଇବାକୁ ଯାଉଛନ୍ତି। ଆକାଶରେ ଉଡ଼ୁଥିବା ଏହି ଦୁର୍ଗ ଏତେ ସୁରକ୍ଷିତ ଯେ ଶତ୍ରୁ ଚାହିଁଲେ ମଧ୍ୟ ସେ କିଛି କରିପାରିବେ ନାହିଁ | ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ଆମେରିକାର
error: Content is protected !!
Open chat