Browsing Category
Political
ଯୋଗୀ ଆଦିତ୍ୟନାଥ ହିଁ ହେବେ ଉତ୍ତରପ୍ରଦେଶରେ ବିଜେପିର ମୁଖ୍ୟମନ୍ତ୍ରୀ ଚେହେରା: ଅରୁଣ ସିଂ
ନୂଆଦିଲ୍ଲୀ ୨୩/୦୬/୨୦୨୧ କଳିଙ୍ଗ ଜ୍ଯୋତି : ଭାରତୀୟ ଜନତା ପାର୍ଟି ଆସନ୍ତା ବର୍ଷ ଉତ୍ତରପ୍ରଦେଶରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ କରିଛି, କିନ୍ତୁ ଏପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ ଚେହେରାକୁ ନେଇ ସନ୍ଦେହ ଲାଗି ରହିଛି। ବର୍ତ୍ତମାନ ମୁଖ୍ୟମନ୍ତ୍ରୀ ଥିବା ଯୋଗୀ!-->…
ଆତଙ୍କବାଦୀମାନଙ୍କୁ ପେନ୍ସନ୍ ଏବଂ ଅନ୍ୟାନ୍ୟ ସହାୟତା ଦେଉଥିବା ପାକିସ୍ତାନକୁ ଉତ୍ତରଦାୟୀ କରାଯିବା ଉଚିତ: ଭାରତ
ନୂଆଦିଲ୍ଲୀ ୨୩/୦୬/୨୦୨୧ କଳିଙ୍ଗ ଜ୍ଯୋତି : ଦୁର୍ଦାନ୍ତ ଓ ତାଲିକାଭୁକ୍ତ ଆତଙ୍କବାଦୀମାନଙ୍କୁ ପେନ୍ସନ୍ ଯୋଗାଇବା ସହ ସେମାନଙ୍କୁ ନିଜ ଦେଶରେ ଆତିଥ୍ୟ ଦେବାକୁ ପାକିସ୍ତାନ ତା’ର ରାଷ୍ଟ୍ରୀୟ ନୀତି ଅନ୍ତର୍ଭୁକ୍ତ କରିଛି ବୋଲି ମଙ୍ଗଳବାର ଦିନ ଭାରତ କହିଛି। ଭାରତ ଆହୁରି ମଧ୍ୟ କହିଛି ଯେ,!-->…
ପୁରୀ ବ୍ୟତୀତ ରାଜ୍ୟର ଅନ୍ୟ ସ୍ଥାନରେ ହେବନାହିଁ ରଥଯାତ୍ରା -ଓଡ଼ିଶା ହାଇକୋର୍ଟ
ଭୁବନେଶ୍ୱର ୨୩/୦୬/୨୦୨୧ କଳିଙ୍ଗ ଜ୍ଯୋତି : ଚଳିତ ବର୍ଷ ପୁରୀ ବ୍ୟତୀତ ଅନ୍ୟ କେଉଁଠାରେ ରଥଯାତ୍ରାକୁ ଅନୁମତି ଦେବା ପ୍ରସଙ୍ଗରେ ଏ ସମ୍ପର୍କିତ ନିଷ୍ପତ୍ତିକୁ ଓଡ଼ିଶା ହାଇକୋର୍ଟ କାଏମ ରଖିଛନ୍ତି। ରାଜ୍ୟ ସରକାରଙ୍କ ଏ ସମ୍ପର୍କିତ ନିଷ୍ପତ୍ତିରେ ଓଡିଶା ହାଇକୋର୍ଟ ହସ୍ତକ୍ଷେପ କରିବାକୁ ମନା!-->…
ଯୋଗ ଭାରତ ନୁହେଁ, ନେପାଳରେ ସୃଷ୍ଟି ; ଓଲିଙ୍କର ଆଉ ଏକ ହାସ୍ୟାସ୍ପଦ ଦାବି
କାଠମାଣ୍ଡୁ : ଭଗବାନ ଶ୍ରୀରାମଙ୍କ ଜନ୍ମସ୍ଥାନ ନେପାଳରେ ବୋଲି ଦାବିକରି ବହୁ ସମାଲୋଚନା ଶିକାର ହୋଇଥିବା ନେପାଳର କାମଚଳା ପ୍ରଧାନମନ୍ତ୍ରୀ କେ ପି ଶର୍ମା ଓଲି ଅନୁରୂପ ଆଉ ଏକ ହାସ୍ୟାସ୍ପଦ ଦାବି କରିଛନ୍ତି। ସୋମବାର ଆନ୍ତର୍ଜାତି ଯୋଗ ଦିବସ ପାଳନ ଅବସରରେ ଓଲି କହିଛନ୍ତି, ଯୋଗ ଭାରତ ନୁହେଁ,!-->…
ସୋନିଆ ନେଇଛନ୍ତି ଟିକାର ଦୁଇଟି ଡୋଜ, ପ୍ରିୟଙ୍କା ନେଇଛନ୍ତି ଗୋଟିଏ ଓ ରାହୁଲ ନେଇନାହାନ୍ତି ଟିକା: କଂଗ୍ରେସ
ନୂଆଦିଲ୍ଲୀ ୧୭/୦୬/୨୦୨୧ କଳିଙ୍ଗ ଜ୍ଯୋତି : ସୋନିଆ, ରାହୁଲ ଓ ପ୍ରିୟଙ୍କାଙ୍କ ଟିକାକରଣକୁ ନେଇ ଆଜି ବିସ୍ତୃତ ତଥ୍ୟ ଦେଇଛି କଂଗ୍ରେସ | କଂଗ୍ରେସ ଆଜି କହିଛି ଯେ ଦଳର ଅଧ୍ୟକ୍ଷା ସୋନିଆ ଗାନ୍ଧୀ କୋଭିଡ-୧୯ ଟିକାର ଦୁଇଟି ଡୋଜ ନେଇଛନ୍ତି ଏବଂ ସରକାର ଅନାବଶ୍ୟକ ସମସ୍ୟା ସୃଷ୍ଟି କରିବା!-->…
ଏଲୋପାଥି ବିରୋଧରେ ଭୁଲ ତଥ୍ୟ ପ୍ରଚାର କରୁଥିବାରୁ ବାବା ରାମଦେବଙ୍କ ବିରୋଧରେ ଏତଲା ରୁଜୁ
ରାୟପୁର ୧୭/୦୬/୨୦୨୧ କଳିଙ୍ଗ ଜ୍ଯୋତି : କରୋନା ଚିକିତ୍ସା ପାଇଁ ଡାକ୍ତରମାନେ ବ୍ୟବହାର କରୁଥିବା ଔଷଧକୁ ନେଇ ମିଥ୍ୟା ତଥ୍ୟ ପ୍ରଚାର କରି ଅଡୁଆରେ ବାବା ରାମଦେବ | ତାଙ୍କର ଏହି ଭୁଲ ପାଇଁ ଏବେ ଛତିଶଗଡର ରାୟପୁର ପୁଲିସ ଯୋଗ ଗୁରୁ ରାମଦେବଙ୍କ ବିରୋଧରେ ଏତଲା ପଞ୍ଜିକରଣ କରିଛି। ଭାରତୀୟ!-->…
ହାଇକୋର୍ଟରୁ ମିଳିଲା ଜାମିନ, ମୁକୁଳିବେ ଅଭୟ ପାଠକ
ଭୁବନେଶ୍ବର ୧୭/୦୬/୨୦୨୧ କଳିଙ୍ଗ ଜ୍ଯୋତି : ଆଇଏଫ୍ଏସ ଅଭୟ ପାଠକଙ୍କୁ ହାଇକୋର୍ଟରୁ ମିଳିଲା ଜାମିନ। ବୈଦ୍ୟନାଥପୁର ଥାନା ମାମଲାରେ ଜାମିନ ଦେଲେ ହାଇକୋର୍ଟ। ୨ଲକ୍ଷ ଟଙ୍କାର ୨ ଜାମିନଦାରଙ୍କ ବଦଳରେ ଜାମିନ ମଞ୍ଜୁରୀ ହୋଇଛି ବୋଲି ଅଭୟଙ୍କ ପାଇଁ ଲଢୁଥିବା ବରିଷ୍ଠ ଆଇନଜୀବୀ ପୀତାମ୍ବର!-->…
ମୁଖ୍ୟମନ୍ତ୍ରୀଙ୍କ ୧୬୯୦ କୋଟି ୪୬ ଲକ୍ଷ ଟଙ୍କାର କୋଭିଡ ସହାୟତା ଘୋଷଣା
ଚାଷୀଠୁ ଛାତ୍ରଛାତ୍ରୀ ସମସ୍ତେ ହେବେ ଉପକୃତ
ଭୁବନେଶ୍ୱର ୧୭/୦୬/୨୦୨୧ କଳିଙ୍ଗ ଜ୍ଯୋତି : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ରାଜ୍ୟର ଆର୍ଥିକ ଓ ସାମାଜିକ ଦୁର୍ବଳ ଶ୍ରେଣୀର ଲୋକମାନଙ୍କ ପାଇଁ ୧୬୯୦ କୋଟି ୪୬ ଲକ୍ଷ ଟଙ୍କାର କୋଭିଡ ସହାୟତା ଘୋଷଣା କରିଛନ୍ତି । ଏହାଦ୍ବାରା ଭୂମିହୀନ!-->!-->!-->…
ଆଣ୍ଟିଲିଆ ବୋମା ଆତଙ୍କ ମାମଲା: ପୂର୍ବତନ ପୁଲିସ ଅଧିକାରୀ ପ୍ରଦୀପ ଶର୍ମାଙ୍କ ଘରେ ଚଢ଼ାଉ କଲା ‘ଏନ୍ଆଇଏ’
ମୁମ୍ବାଇ ୧୭/୦୬/୨୦୨୧ କଳିଙ୍ଗ ଜ୍ଯୋତି : ଆଣ୍ଟିଲିଆ ବୋମା ଆତଙ୍କ ଓ ବ୍ୟବସାୟୀ ମନସୁଖ ହିରନଙ୍କ ମୃତ୍ୟୁ ମାମଲାରେ ଆଜି ‘ନ୍ୟାସ୍ନାଲ୍ ଇନ୍ଭେଷ୍ଟିଗେସନ୍ ଏଜେନ୍ସି’ (ଏନ୍ଆଇଏ) ମୁମ୍ବାଇର ପୂର୍ବତନ ପୁଲିସ ଅଧିକାରୀ ପ୍ରଦୀପ ଶର୍ମାଙ୍କ ବାସଭବନ ଖାନତଲାସ କରିଛି।
ଆଜି ସକାଳେ!-->!-->!-->…
ପଶୁପତି ପାରସ ହେଲେ ଏଲଜେପି ଅଧ୍ୟକ୍ଷ, ସୁପ୍ରିମକୋର୍ଟ ଯାଇପାରନ୍ତି ଚିରାଗ ପାଶୱାନ
ନୂଆଦିଲ୍ଲୀ ୧୭/୦୬/୨୦୨୧ କଳିଙ୍ଗ ଜ୍ଯୋତି : ଲୋକ ଜନଶକ୍ତି ପାର୍ଟି (LJP) ରେ କ୍ଷମତା ପାଇଁ ଯୁଦ୍ଧ ତୀବ୍ର ହୋଇଛି | ଦଳର ବିଦ୍ରୋହୀ ଦଳ ଜାତୀୟ କାର୍ଯ୍ୟନିର୍ବାହୀ ବୈଠକ କରିବା ପରେ ପଶୁପତି ପାରସଙ୍କୁ ନୂତନ ଜାତୀୟ ସଭାପତି ଭାବରେ ଚୟନ କରିବାକୁ ଘୋଷଣା କରିଛନ୍ତି। ପାଟନାରେ ନିର୍ବାଚନ!-->…
