Browsing Category
Political
ବଦଳିଯିବ ସାମଗ୍ରୀ କ୍ରୟ ବିକ୍ରୟର ପ୍ରଣାଳୀ, ନୂଆ ନୀୟମ ଲାଗୁ କଲେ ସରକାର
କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ ୨୬/୦୭ : ଜୁଲାଇ 20 ରେ ସରକାର ଗ୍ରାହକଙ୍କ ପାଇଁ ଏକ ନୂତନ ନିୟମ ଲାଗୁ କରିଥିଲେ। ଏହି ନୂତନ ନିୟମରେ ଗ୍ରାହକମାନେ ପୂର୍ବ ଅପେକ୍ଷା ଅଧିକ ଅଧିକାର ପାଇଛନ୍ତି। ଇ-କମର୍ସ କମ୍ପାନୀଗୁଡିକ ମଧ୍ୟ ଏହି ଆଇନର ଅଧୀନରେ ଅଛନ୍ତି।
ତଥାପି, ଇ-ବାଣିଜ୍ୟ!-->!-->!-->…
ଆବଶ୍ୟକ ପଡ଼ିଲେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ବାସଭବନ ଆଗରେ ଧାରଣାରେ ବସିବି : ଅଶୋକ ଗେହଲୋଟ
କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ/ଜୟପୁର ୨୬/୦୭: ଦିନକୁ ଦିନ ଜଟିଳ ହେଉଛି ରାଜସ୍ଥାନର ରାଜନୈତିକ ସ୍ଥିତି । ଶନିବାର ଅପରାହ୍ଣରେ କଂଗ୍ରେସ ବିଧାୟକ ଦଳର ଏକ ବୈଠକ କରିବା ପରେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟ କହିଛନ୍ତି ଯେ ସେ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ଭେଟି ଅଭିଯୋଗ କରିବେ ।!-->…
ଚୀନକୁ ଜୋରଦାର ଝଟକା : ଚୀନ୍ର ସବୁଠୁ ବଡ଼ ଆଣବିକ କେନ୍ଦ୍ର ‘ଆଇନେଷ୍ଟ’ରୁ ଏକକାଳୀନ ୯୦ ପରମାଣୁ ବୈଜ୍ଞାନିକଙ୍କ…
କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ ୨୬/୦୭ : ଚୀନ୍ର ସବୁଠୁ ବଡ ଆଣବିକ ଗବେଷଣା କେନ୍ଦ୍ର ‘ଇନିଷ୍ଟିଚ୍ୟୁଟ୍ ଅଫ ନ୍ୟୁକ୍ଲିୟର ଏନେର୍ଜୀ ସେଫ୍ଟି ଟେକ୍ନୋଲଜି’ (ଆଇନେଷ୍ଟ)ରୁ ଏକକାଳୀନ ୯୦ ଜଣ ବୈଜ୍ଞାନିକ ଇସ୍ତଫା ଦେଇଥିବା ଜଣାପଡିଛି। ପ୍ରାୟ ୫୦୦ ବୈଜ୍ଞାନିକଙ୍କୁ ନେଇ କାମ!-->…
ରାଜ୍ୟରେ ରେକର୍ଡ଼ ସଂଖ୍ୟକ ୧୩୭୬ ପଜିଟିଭ୍ ଚିହ୍ନଟ , ମୃତ୍ୟୁ – ୧୦ : ମୃତ୍ୟୁ ସଂଖ୍ୟା ୧୪୦ କୁ ବୃଦ୍ଧି
କଳିଙ୍ଗ ଜ୍ୟୋତି ବ୍ୟୁରୋ ଭୁବନେଶ୍ୱର ୨୬/୦୭: ରାଜ୍ୟରେ ହୁ ହୁ ହୋଇ ବଢ଼ୁଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ରବିବାର ୩୦ ଜିଲାରୁ ରେକର୍ଡ ସଂଖ୍ୟକ ୧୩୭୬ ନୂଆ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେଥିରୁ ୯୧୭ କ୍ୱାରାଣ୍ଟାଇନ୍ ମାମଲା ଥିବା ବେଳେ ୪୫୯ ଲୋକାଲ କେସ୍ ରହିଛି। ଏହାକୁ ମିଶାଇ!-->!-->!-->…
ଦେଶରେ ୪୮, ୬୬୧ ନୂଆ କରୋନା ଆକ୍ରାନ୍ତ, ୭୦୫ ମୃତ୍ୟୁ, ମୃତକଙ୍କ ସଂଖ୍ୟା ୩୨, ୦୬୩କୁ ବୃଦ୍ଧି
କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ ୨୬/୦୭: ଆଜି ବି ଦେଶରେ ୪୮, ୬୬୧ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ, ଗତ ୨୪ ଘଣ୍ଟାରେ ୭୦୫ ଜଣ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି।
https://twitter.com/ANI/status/1287243461813350400
ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୩, ୮୫,!-->!-->!-->!-->!-->…
ଚଳିତମାସ ଶେଷ ସୁଦ୍ଧା ପ୍ରକାଶ ପାଇବ ମାଟ୍ରିକ ପରୀକ୍ଷା ଫଳାଫଳ : ମାଧ୍ୟମିକ ଶିକ୍ଷା ବୋର୍ଡ ସଭାପତି – ରାମାଶିଷ…
କଳିଙ୍ଗ ଜ୍ୟୋତି ବ୍ୟୁରୋ ଭୁବନେଶ୍ୱର ୨୬/୦୭: କେବେ ମାଟ୍ରିକ୍ ଫଳାଫଳ ପ୍ରକାଶ ପାଇବ ସେ ନେଇ ପରୀକ୍ଷାର୍ଥୀଙ୍କ ମନରେ ଯେଉଁ ଉତ୍ସୁକତା ରହିଥିଲା। ଏବେ ତାହା ଖୁବ୍ ଶୀଘ୍ର ଶେଷ ହେବାକୁ ଯାଉଛି। ଚଳିତ ମାସ ଶେଷ ସୁଦ୍ଧା ମାଟ୍ରିକ୍ ପରୀକ୍ଷା ଫଳ ପ୍ରକାଶ ପାଇବ ବୋଲି!-->!-->!-->…
ସଂପୂର୍ଣ୍ଣ ଓ ଶୀଘ୍ର ସେନା ପ୍ରତ୍ୟାହାର ପାଇଁ ଭାରତ-ଚାଇନା ରାଜି
କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ ୨୬/୦୭ : ଭାରତ ଓ ଚାଇନା ମଧ୍ୟରେ ଚାଲିଥିବା ସୀମା ବିବାଦକୁ ନେଇ ପ୍ରତିଦିନ ନୂଆନୂଆ ଖବର ଆସିବାରେ ଲାଗିଛି। ଆଜି ଆସିଥିବା ଖବର ଅନୁଯାୟୀ, ସୀମାର ସବୁ ସ୍ଥାନରେ ସଂପୂର୍ଣ୍ଣ ଓ ଶୀଘ୍ର ଡିସଏନଗେଜ୍ମେଣ୍ଟ କରିବାକୁ ଉଭୟ ଦେଶ ସହମତି ପ୍ରକାଶ କରିଛନ୍ତି।
!-->!-->!-->…
୭୪ତମ ସ୍ବାଧୀନତା ଦିବସରେ ଲାଲ୍କିଲ୍ଲାରେ ୨୦୦ରୁ ୨୫୦ ନିମନ୍ତ୍ରିତ ଅତିଥିଙ୍କ ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ…
କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ ୨୫/୦୭ : ଆଗାମୀ ଅଗଷ୍ଟ ୧୫ ତାରିଖ ୭୪ତମ ସ୍ବାଧୀନତା ଦିବସ ଅବସରରେ ନୂଆଦିଲ୍ଲୀର ଲାଲ୍କିଲ୍ଲାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜାତୀୟ ପତାକା ଉତ୍ତୋଳନ କରିବା ସହ ଦେଶ ଉଦ୍ଦେଶ୍ୟରେ ଅଭିଭାଷଣ ରଖିବେ। ତେବେ ଚଳିତ ବର୍ଷ ମହାମାରୀ କରୋନାଭୂତାଣୁ ଯୋଗୁଁ!-->…
ରାଜ୍ୟ ସରକାର ବଡ଼ ନିଷ୍ପତ୍ତି : ପ୍ରଧାନମନ୍ତ୍ରୀ ଫସଲ ବୀମାରେ ସବୁ କୃଷକ ସାମିଲ ହେବେ
କଳିଙ୍ଗ ଜ୍ୟୋତି ବ୍ୟୁରୋ ଭୁବନେଶ୍ୱର ୨୫/୦୭ : ଚଳିତ ବର୍ଷ ଖରିଫ୍ ଓ ରବି ଚାଷ ପାଇଁ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା କାର୍ଯ୍ୟକାରୀ କରିବା ପାଇଁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ସମବାୟ ବିଭାଗ ପକ୍ଷରୁ ଏନେଇ ଆଜି ପ୍ରକାଶ ପାଇଥିବା ସଂକଳ୍ପନାମା ଅନୁଯାୟୀ ଭାଗ ଚାଷୀଙ୍କ ସମେତ ଅନ୍ୟ!-->…
୨୦୨୨ ସୁଦ୍ଧା ସବୁ ୱାଗନ୍କୁ ଆରଏଫ୍ଆଇଡି ଟ୍ୟାଗ୍
କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ ୨୫/୦୭ : ୨୦୨୨ ଡିସେମ୍ବର ସୁଦ୍ଧା ଭାରତୀୟ ରେଳପଥ ଦେଶର ସବୁ ରେଳ ୱାଗନକୁ ରେଡିଓ ଫ୍ରିକ୍ୱେନ୍ସି ଆଇଡେଣ୍ଟିଫିକେସନ(ଆରଏଫ୍ଆଇଡି ଟ୍ୟାଗ) ବ୍ୟବସ୍ଥାରେ ଅନ୍ତର୍ଭୁକ୍ତ କରିବାକୁ ଲକ୍ଷ୍ୟ ରଖିଛି। ଏହି ସମୟ ସୁଦ୍ଧା ସବୁ ରେଳ ୱାଗନ୍ରେ ରେଡିଓ!-->…
