Browsing Category
Political
ଇ-କମର୍ସ କମ୍ପାନୀ ‘ଫ୍ଲିପ୍କାର୍ଟ’ ଅଧିଗ୍ରହଣ କଲା ‘ଓ୍ବାଲ୍ମାର୍ଟ ଇଣ୍ଡିଆ’ର ୧୦୦%…
ନୂଆଦିଲ୍ଲୀ, (କଳିଙ୍ଗ ଜ୍ୟୋତି ବ୍ୟୁରୋ),୨୫/୦୭ : ଇ-କମର୍ସ କମ୍ପାନୀ ଫ୍ଲିପ୍କାର୍ଟ ଓ୍ବାଲ୍ମାର୍ଟ ଇଣ୍ଡିଆ ହୋଲ୍ସେଲ୍ ବିଜ୍ନେସର ୧୦୦% ଅଂଶଧନ ହାସଲ କରିଛି। ରିଟେଲ ଇକୋସିଷ୍ଟମ ପରିବର୍ତ୍ତନ ଦିଗରେ ଏହା ସହାୟକ ହେବ। ଦେଶର କ୍ଷୁଦ୍ର ବ୍ୟବସାୟଗୁଡିକର କ୍ଷମତା ବିସ୍ତାର କରିବାରେ ଏହା!-->…
ଭୁବନେଶ୍ୱର ରେ ଚିହ୍ନଟ ହେଲେ ୧୧୧ ସଂକ୍ରମିତ, ମୋଟ ସଂଖ୍ୟା ୧୮୨୮ ହେଲା; କଟକ ସହରରୁ ଚିହ୍ନଟ ହେଲେ ୩୫ ଆକ୍ରାନ୍ତ ,…
କଳିଙ୍ଗ ଜ୍ୟୋତି ବ୍ୟୁରୋ ଭୁବନେଶ୍ୱର ୨୬/୦୭: ସୂଚନା ଅନୁଯାୟୀ, ଭୁବନେଶ୍ବରରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧,୮୨୮ କୁ ବୃଦ୍ଧି ହୋଇଛି । ମୋଟ ଆକ୍ରାନ୍ତଙ୍କ ମଧ୍ୟରୁ ୮୬୩ ଜଣ ସୁସ୍ଥ ହୋଇ ହୋଇଥିବା ବେଳେ ୯୫୨ ଜଣ ଚିକିତ୍ସାଧିନ ଅଛନ୍ତି ଓ ୧୧ ଜଣଙ୍କର ମୃତ୍ୟୁ ଘଟିଛି ।
!-->!-->!-->!-->!-->…
ରାମ ମନ୍ଦିର ନିର୍ମାଣ ଭୂମି ପୂଜନ ସମୟ ନିର୍ଘଣ୍ଟ : ଅଗଷ୍ଟ ୫ ତାରିଖ ସମୟ ୧୨.୩୦
କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ ୨୫/୦୭: ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ କାମ ଆରମ୍ଭ କରିବା ପାଇଁ ପ୍ରଶାସନ ଓ ସରକାର ଜୋରଦାର ପ୍ରୟାସ କରିଚାଲିଛି। ଏବେ ମିଳିଥିବା ସୂଚନା ଅନୁଯାୟୀ, ଅଗଷ୍ଟ ୫ ତାରିଖ ମଧ୍ୟାହ୍ନ ୧୨.୩୦ରେ ହିଁ ମନ୍ଦିର ନିର୍ମାଣ ପାଇଁ ଭୂମି ପୂଜନ କରାଯିବ। ଏହାପରେ!-->…
ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ କରୋନା ସଂକ୍ରମିତ : ନିଜେ ଟ୍ୱିଟ୍ କରି ସୂଚନା ଦେଲେ ଶିବରାଜ ସିଂହ ଚୌହାନ
ନୂଆଦିଲ୍ଲୀ, (କଳିଙ୍ଗ ଜ୍ୟୋତି ବ୍ୟୁରୋ), ୨୫/୦୭ : ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ କରୋନା ସଂକ୍ରମିତ ହୋଇଥିବା ଜଣାପଡିଛି। ସେ ନିଜେ ଟ୍ୱିଟ୍ କରି ଆକ୍ରାନ୍ତ ହୋଇଥିବା ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହ୍ୱାନ। ତାଙ୍କ ଦେହରେ କରୋନା ଲକ୍ଷଣ ପ୍ରକାଶ!-->…
ସିପ୍ଲା କଂପାନୀ ଭାରତକୁ ଆଣିଲା କୋଭିଡ-19 ର ଶସ୍ତା ଔଷଧ ‘ସିପ୍ଲେଞ୍ଜା’,ଦାମ ମାତ୍ର ୬୫ ଟଙ୍କା
କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ ୨୫/୦୭:କରୋନା ମହାମାରୀ ଯୋଗୁଁ ସାରା ଦେଶରେ ହଇଚଇ ସୃଷ୍ଟି ହୋଇଛି । ଏହାରି ମଧ୍ୟରେ କରୋନାକୁ ହରାଇବା ପାଇଁ ସବୁଠାରୁ ଶସ୍ତା ଔଷଧ ମଧ୍ୟ ପ୍ରସ୍ତୁତ ହୋଇସାରିଛି । ଏହାକୁ ବଜାରକୁ ଆଣିବା ପାଇଁ ଏକ ଫାର୍ମାସ୍ୟୁଟିକାଲ କର୍ମ୍ପନୀକୁ ଡିସିଜିଆଇରୁ ମଧ୍ୟ!-->…
“ଭାବିଜୀ ପାମ୍ପଡ” ଖାଆନ୍ତୁ – କରୋନାକୁ ମାତ୍ ଦିଅନ୍ତୁ ବୋଲି କହିଲେ କେନ୍ଦ୍ରମନ୍ତ୍ରୀ
କଳିଙ୍ଗ ଜ୍ଯୋତି ବ୍ଯୁରୋ ନୂଆଦିଲ୍ଲୀ ୨୫/୦୭: ମହାମାରୀ କରୋନା ଭାଇରସର ସଙ୍କଟ ମଧ୍ୟରେ କେନ୍ଦ୍ରମନ୍ତ୍ରୀ ଅର୍ଜୁନ ମେଘୱାଲା ‘ଭାବିଜୀ’ କ୍ରିସିପ୍ ପାମ୍ପଡ ଲଞ୍ଚ କରିଛନ୍ତି। ଏହି ପାମ୍ପଡ ଦେଶରୁ କରୋନା ଭାଇରସକୁ ଦୂରେଇବାରେ ସହଯୋଗ କରିବ ବୋଲି ମଧ୍ୟ ସେ କହିଛନ୍ତି। ଏହାର ଭିଡିଓ ସୋଶାଲ!-->…
ନାକରେ ଦିଆଯିବ କରୋନା ଭ୍ୟାକସିନର ଟିକା
କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ ୨୫/୦୭: ଦେଶରେ କରୋନା ଭାଇରସ ରେ ଆକ୍ରାନ୍ତ ୧୨ଲକ୍ଷରୁ ଉର୍ଦ୍ଧ ହୋଇ ସାରିଲେଣି । କରୋନା ଭାଇରସର ମାମଲା ଦେଶରେ ବହୁ ମାତ୍ରାରେ ବୃଦ୍ଧି ହେବାକୁ ଲାଗିଛି । ସମଗ୍ର ଦେଶରେ ବୌଜ୍ଞାନିକ ମାନେ ଏହି ରୋଗର ନିରାକରଣ ନିମନ୍ତେ ତାହାର ଟିକା ପ୍ରସ୍ତୁତ କରିବାରେ!-->…
ଆଇପିଏଲ୍ର ୧୩ତମ ସଂସ୍କରଣ ୟୁଏଇରେ ଆୟୋଜନ : ସେପ୍ଟେମ୍ବର ୧୯ ରୁ ଆରମ୍ଭ ,ନଭେମ୍ବର ୮ ରେ ଫାଇନାଲ
କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ ୨୫/୦୭ : ହାଇପ୍ରୋଫାଇଲ ଇଣ୍ଡିଆନ ପ୍ରିମିୟର ଲିଗ୍ (ଆଇପିଏଲ୍)ର ୧୩ତମ ସଂସ୍କରଣ ଆୟୋଜନ ହେବା ସ୍ପଷ୍ଟ ହୋଇଛି। ୟୁନାଇଟେଡ ଆରମ୍ଭ ଏମିରାଟ୍ସ (ୟୁଏଇ)ରେ ସେପ୍ଟେମ୍ବର ୧୯ ତାରିଖରୁ ଆଇପିଏଲ୍ ଆରମ୍ଭ ହୋଇ ନଭେମ୍ବର ୮ ତାରିଖରେ ଶେଷ ହେବ। ଏ ନେଇ ଆଇପିଏଲ!-->…
ଭବାନୀପାଟଣାରେ ୧୦ ପୁଲିସ୍ କରୋନା ପଜିଟିଭ୍ ଚିହ୍ନଟ
କଳିଙ୍ଗ ଜ୍ୟୋତି ବ୍ୟୁରୋ ଭବାନୀପାଟଣା ୨୫/୦୭: କଳାହାଣ୍ଡି ଜିଲ୍ଲା ଭବାନୀପାଟଣାରେ କାର୍ଯ୍ୟରତ ୧୦ ପୁଲିସ୍ କର୍ମଚାରୀ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ରିଜର୍ଭ ପୁଲିସ୍ର ୫ ,ଟାଉନ ଥାନାରୁ ୩, ସଦର ଥାନାରୁ ଜଣେ ଓ IRB ବାଟାଲିଅନରୁ ଜଣେ କରୋନାରେ ସଂକ୍ରମିତ ହୋଇଛନ୍ତି।
!-->!-->!-->!-->!-->…
ଦେଶରେ ଦିନକରେ ୪୮,୯୧୬ ସଂକ୍ରମିତ ଚିହ୍ନଟ; ୭୫୭ ଆକ୍ରାନ୍ତ ମୃତ
କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ ୨୫/୦୭: ଜୁଲାଇ ୨୪ ତାରିଖ ସକାଳ ୮ଟା ସୁଦ୍ଧା ସମଗ୍ର ଦେଶରେ ୧,୩୩୬,୮୬୧ ଜଣ କରୋନାଭାଇରସ୍ ଦ୍ୱାରା ଆକ୍ରାନ୍ତ ହୋଇଥିବା କଥା କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ତରଫରୁ ସୂଚନା ଦିଆଯାଇଛି । ଆକ୍ରାନ୍ତଙ୍କ ମଧ୍ୟରୁ ୮୪୯୪୩୧ ଜଣ ସୁସ୍ଥ!-->!-->!-->…
