Browsing Category
Political
ଆମେରିକୀୟ ଉଦ୍ୟୋଗପତିଙ୍କୁ ଭାରତରେ ନିବେଶ କରିବାକୁ ଆହ୍ୱାନ ଦେଲେ ପ୍ରଧାନମନ୍ତ୍ରୀ ମୋଦି।
କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ ୨୩/୦୭ : ଭାରତରେ ନିବେଶ କରିବାକୁ ଆମେରିକୀୟ ନିବେଶକଙ୍କୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ଆହ୍ୱାନ । ଆମେରିକା-ଭାରତ ବ୍ୟବସାୟ ପରିଷଦ ଦ୍ୱାରା ଆୟୋଜିତ ଇଣ୍ଡିଆ ଆଇଡିଆ ସମ୍ମିଳନୀ ୨୦୨୦କୁ ସମ୍ବୋଧନ କରିବା ଅବସରରେ ପ୍ରଧାନମନ୍ତ୍ରୀ ଏହା କହିଛନ୍ତି । ସେ!-->…
ଭଦ୍ରକ ଜିଲ୍ଲାରେ ଧାରା ଶ୍ରାବଣ ମାସରେ ଶୁଖିଲା ପଡିଛି ଚାଷଜମି,ବର୍ଷା ଅଭାବରୁ ଧାନତଳି ନଷ୍ଟ ହେବାକୁ ବସିଛି।
କଳିଙ୍ଗ ଜ୍ୟୋତି ବ୍ୟୁରୋ ଭଦ୍ରକ ୨୩/୦୭ : ଧାରା ଶ୍ରାବଣମାସରେ ବର୍ଷା ବିନା ଶୁଖିଲା ପଡିଛି ଚାଷଜମି । ପାଣି ବିନା ଚାଷ ଜମି ଫାଟି ଆଁ କଲାଣି, ଏ ଦୃଶ୍ଯ ଭଦ୍ରକ ଜିଲାର ତଳିଆ ଅଞ୍ଚଳ ଭାବେ ପରିଚିତ ଆରଡି, ନାନ୍ଦପୁର, ଓଳଗ, ସୁନାଦରପୁର ଆଦି ଅଞ୍ଚଳର, ଚୈତ୍ର ବୈଶାଖରେ ଅଦିନିଆ ମେଘ ଯୋଗୁଁ ଚାଷ!-->…
ଭାରତର ବୈଦେଶିକ ନୀତି ନିରପେକ୍ଷ ରହିବ ବୋଲି ଆଶା କରୁଛୁ : ଚୀନ
କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ ୨୩/୦୭ : ଚୀନ ସହ ବିବାଦ ପରେ ଭାରତ ଧୀରେ ଧୀରେ ଆମେରିକା ଢଳୁଥିବାରୁ ଆଗାମୀ ଦିନରେ ବିଶ୍ୱର ସାମରିକ ସମୀକରଣରେ ଏକ ବଡ଼ ପରିବର୍ତ୍ତନ ଆସିବା ଆଶା କରାଯାଉଛି । କିନ୍ତୁ ଚୀନ ଏହାକୁ ନେଇ ଚିନ୍ତିତ ହୋଇପଡ଼ିଛି । ଚୀନ ପକ୍ଷରୁ ବୁଧବାର ଦିନ କୁହାଯାଇଛି ଯେ!-->…
ରାଉରକେଲାର ଆଇଜିଏଚରେ ଖୋଲିବ ପ୍ଲାଜମା ବ୍ୟାଙ୍କ : ଘୋଷଣା କଲେ ମୁଖ୍ୟମନ୍ତ୍ରୀ
କଳିଙ୍ଗ ଜ୍ୟୋତି ବ୍ୟୁରୋ ଭୁବନେଶ୍ୱର ୨୩/୦୭ : ରାଉରକେଲାରରେ ଆଇଜିଏଚ ଖୋଲିବ ପ୍ଲାଜମା ବ୍ୟାଙ୍କ । ଏହାଦ୍ୱାରା ପଶ୍ଚିମ ଓଡିଶାର ବିିଭିନ୍ନ ଜିଲ୍ଲାରେ ଚିକିତ୍ସିତ ହେଉଥିବା ଗୁରୁତର ରୋଗୀଙ୍କୁ ପ୍ଲାଜମା ଥେରାପି ଯୋଗାଇ ଦିଆଯିବ । ସୁନ୍ଦରଗଡ ଜିଲ୍ଲାର କୋଭିଡ୍ ପରିଚାଳନା ସ୍ଥିତି ସମୀକ୍ଷା କରି!-->…
କଟକ ସହରରୁ ଆଉ ୫୪ କରୋନା ପଜିଟିଭ୍ ଚିହ୍ନଟ : ୩୨ କରୋନା ଆକ୍ରାନ୍ତ ସହ ଚିନ୍ତା ବଢ଼ାଇଲା ଖଟବିନ ସାହି
କଳିଙ୍ଗ ଜ୍ୟୋତି ବ୍ୟୁରୋ କଟକ ୨୩/୦୭: ସହରରେ କରୋନା ସଂକ୍ରମଣ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ବୁଧବାର ସହରରୁ ପୁଣି ୫୪ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ କ୍ଵାରେଣ୍ଟାଇନରୁ ୫୧ ଜଣ ଏବଂ ସ୍ଥାନୀୟ ଅଞ୍ଚଳରୁ ୨ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ କଟକ ମହାନଗର ନିଗମ!-->…
ବୈତରଣୀ ନଦୀ ଗର୍ଭକୁ ଧସିଲା ୨୦୦ ଫୁଟର ନଦୀବନ୍ଧ, ଭୟଭୀତ ଅବସ୍ଥାରେ ନଦୀ କୂଳିଆ ଗ୍ରାମ ବାସୀ
କଳିଙ୍ଗ ଜ୍ୟୋତି ବ୍ୟୁରୋ ଚାନ୍ଦବାଲି ୨୩/୦୭: ଚାନ୍ଦବାଲି ବ୍ଲକ ଆରଡି ନିକଟସ୍ଥ ମୁଆଁ ଗାଁ ଦେଇ ପ୍ରବାହିତ ହେଉଥିବା ବୈତରଣୀ ନଦୀବନ୍ଧ ଆଜି ସକାଳ ସମୟରେ ନିକଟସ୍ଥ ସମୁଦ୍ରରୁ ଆସିଥିବା ଜୁଆର ଢେଉ ମାଡରେ ପାଖାପାଖି 200ଫୁଟର ଧସିଯାଇଛି ।
ଯାହାକୁ ନେଇ ସ୍ଥାନୀୟ ନଦୀକୂଳିଆବାସୀ ଭୟଭିତ!-->!-->!-->!-->!-->…
ରାମ ମନ୍ଦିର ନିର୍ମାଣ ପାଇଁ ଅଗଷ୍ଟ ୫ ରେ ଭୂମିପୂଜା କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ : ସବୁ ରାଜ୍ୟର…
କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ ୨୩/୦୭ : ପୂର୍ବରୁ କରୋନା ମହାମାରୀ ଯୋଗୁଁ ଅଯୋଧ୍ୟାରେ ରାମ ମନ୍ଦିର ଭୂମିପୂଜା ପାଇଁ ଦୁଇଟି ନୂଆ ତାରିଖ ଆପାତଃ ସ୍ଥିର ହୋଇଥିଲା । ଅଗଷ୍ଟ ୩ କିମ୍ବା ୫ ତାରିଖରେ ଭୂମିପୂଜା ଅନୁଷ୍ଠିତ ହେବ ବୋଲି ପୂର୍ବରୁ ରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟ!-->…
ମାନବପ୍ରେମୀ ଆଦିତ୍ୟ ଦାଶଙ୍କ ମୃତ୍ୟୁର ନିରପେକ୍ଷ ତଥା ତ୍ୱରାନ୍ୱିତ ତଦନ୍ତ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ…
ନୂଆଦିଲ୍ଲୀ / ଭୁବନେଶ୍ୱର,(କଳିଙ୍ଗ ଜ୍ୟୋତି ବ୍ୟୁରୋ),୨୩/୦୭ : ମାନବପ୍ରେମୀ ଆଦିତ୍ୟ ଦାଶଙ୍କ ମୃତ୍ୟୁର ନିରପେକ୍ଷ ତଦନ୍ତ କରିବାକୁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ କେନ୍ଦ୍ରମନ୍ତ୍ରୀ | କେନ୍ଦ୍ର ମନ୍ତ୍ରୀ ତଥା ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ!-->…
ପାକ୍ ସେନା ଓ ଆଇଏସ୍ଆଇ ସହ ବଲିଉଡ୍ ଲିଙ୍କ୍ ନେଇ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ତଥା ପୂର୍ବତନ ସାଂସଦ ବୈଜୟନ୍ତ…
ନୂଆଦିଲ୍ଲୀ / ଭୁବନେଶ୍ୱର,(କଳିଙ୍ଗ ଜ୍ୟୋତି ବ୍ୟୁରୋ),୨୩/୦୭ : ଜମ୍ମୁ-କଶ୍ମୀରରେ ହିଂସାକୁ ଉସକାଉଥିବା ପାକିସ୍ତାନୀ ପ୍ରବାସୀ ଭାରତୀୟଙ୍କ ସହ ବଲିଉଡର କିଛି ବ୍ୟକ୍ତିଙ୍କର ସଂପର୍କ ରହିଛି। ଏଭଳି ଲୋକମାନେ ସେହି ପାକିସ୍ତାନୀ ଓ ପ୍ରବାସୀ ଭାରତୀୟଙ୍କ ସହିତ ସମସ୍ତ ପ୍ରକାର ସମ୍ପର୍କ ଛିନ୍ନ!-->…
୨୦୨୩ ସୁଦ୍ଧା ଉତ୍ତର-ପୂର୍ବାଞ୍ଚଳର ସମସ୍ତ ରାଜ୍ୟର ରାଜଧାନୀକୁ ରେଳ ସଂଯୋଗ – ଅଧ୍ୟକ୍ଷ, ରେଳବାଇ ବୋର୍ଡ
ନୂଆଦିଲ୍ଲୀ, (କଳିଙ୍ଗ ଜ୍ୟୋତି ବ୍ୟୁରୋ), ୨୨/୦୭ : ୨୦୨୩ ସୁଦ୍ଧା ନର୍ଥ ଇଷ୍ଟ ରାଜ୍ୟଗୁଡିକର ସବୁ ରାଜଧାନୀକୁ ରେଳପଥରେ ସଂଯୋଗ କରାଯିବ। ଏଥିପାଇଁ ଭାରତୀୟ ରେଳବାଇ ପକ୍ଷରୁ ଯୋଜନା ଆରମ୍ଭ ହୋଇଯାଇଛି। ଆଜି ରେଳବାଇ ବୋର୍ଡର ଅଧ୍ୟକ୍ଷ ବିନୋଦ କୁମାର ଏକ ଭର୍ଚୁଆଲ ସାମ୍ବାଦିକ ସମ୍ମିଳନୀରେ ଏହି!-->…
