Browsing Category
Regional
ଚମକିଲେ ଆଉ ଜଣେ ଓଡ଼ିଆ ‘ନିଖିଳ ରଥ’ : ଟ୍ଵିଟ କରି ଅଭିନନ୍ଦନ ଜଣାଇଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର…
ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ)ର ମାନବ ରହିତ ଗଗନଯାନ ମିଶନ ପାଇଁ ଚୂଡ଼ାନ୍ତ ୪ ଜଣ ମହାକାଶଚାରୀଙ୍କ ମଧ୍ୟରେ ବଲାଙ୍ଗୀର ସୁନ୍ଦରପଦାର ନିଖିଲ ରଥ ।
ବର୍ତ୍ତମାନ ଚଣ୍ଡୀଗଡ଼ ଏୟାରବେସ ରେ ୱିଙ୍ଗ୍ କମାଣ୍ଡର ଭାବେ କାର୍ଯ୍ୟରତ ଅଛନ୍ତି ନିଖିଲ ରଥ ।
!-->!-->!-->…
ଚାନ୍ଦବାଲି ଅଞ୍ଚଳରେ ବିକାଶର ଆଉ ଏକ ନଗ୍ନ ଚିତ୍ର : ପକ୍କା ରାସ୍ତା ନ ଥିବାରୁ ଗାଁକୁ ଯାଇ ପାରିଲାନାହିଁ ଗାଡି,…
ଭଦ୍ରକ/ଚାନ୍ଦବାଲି,(କଳିଙ୍ଗ ଜ୍ୟୋତି ବ୍ୟୁରୋ),୦୮/୦୮ : ପୁଣି ଥରେ ଭଦ୍ରକ ଜିଲାର ଚାନ୍ଦବାଲି ବ୍ଲକରେ ବିକାଶର ଏକ ନଗ୍ନ ଚିତ୍ର ପଦାରେ ପଡିଛି । ଗାଁ ରାସ୍ତା ମାଟି କାଦୁଅ ପଚପଚ ହେଉଥିବାରୁ କୌଣସି ଚାରିଚକିଆ ଗାଡି ନଯିବା ଫଳରେ ବାଧ୍ୟହୋଇ ଜଣେ ୭୦ ବର୍ଷିୟା ବୃଦ୍ଧାଙ୍କୁ ସାଙ୍ଗୀ-ଦୋଳିରେ!-->…
ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମୁଖ୍ୟମନ୍ତ୍ରୀଙ୍କ ମଧ୍ୟରେ ଶ୍ରେଷ୍ଠ, କେଜ୍ରିୱାଲ ୨ୟ ଓ ୬ଷ୍ଠରେ ନବୀନ:…
ନୂଆଦିଲ୍ଲୀ,(କଳିଙ୍ଗ ଜ୍ୟୋତି ବ୍ୟୁରୋ),୦୮/୦୮ : ଦେଶରେ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କ ମଧ୍ୟରୁ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଶ୍ରେଷ୍ଠ। ତାଙ୍କ ପଛକୁ ରହିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଏବଂ ୩ୟ ସ୍ଥାନରେ ଅଛନ୍ତି ଆନ୍ଧ୍ରପ୍ରଦେଶ!-->…
ରାଜଗାଙ୍ଗପୁରରେ ବଢି ଚାଲିଛି କରୋନା ସଂକ୍ରମଣ : ପ୍ରଶାସନ ପକ୍ଷରୁ ସହରକୁ ଦୁଇ ଦିନିଆ ସଟଡାଉନ ଘୋଷଣା
ରାଜଗାଙ୍ଗପୁର,(କଳିଙ୍ଗ ଜ୍ୟୋତି ବ୍ୟୁରୋ),୦୮/୦୮ : ମହାମାରୀ କରୋନା ରଚି ଚାଲିଛି ତାଣ୍ଡବ, ସାରା ବିଶ୍ୱ କୁ ସ୍ତବଧ କରିଛି । ବୀରଦର୍ପରେ ମାଡି ଚାଲିଛି ଏହି ମହାମାରୀ।ସରକାରଙ୍କ କଟକଣା ହାର ମାନିଛି ତା ନିକଟରେ - ସତେକି ଗୋଟିଏ ସାହସୀ ଯୋଦ୍ଧା !! କରୋନା ପ୍ରକୋପରୁ ବାଦ ପଡିନି ସୁନ୍ଦରଗଡ଼!-->…
କେନ୍ଦ୍ର ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ କରୋନାରୁ ଆଶୁ ଆରୋଗ୍ଯ କାମନା କରି SRCT ଅଧ୍ୟକ୍ଷ ରଞ୍ଜିତ…
ସୁଲୋଚନା ରାମକୃଷ୍ଣ ଚାରିଟେବୁଲ ଟ୍ରଷ୍ଟର ଅଧ୍ୟକ୍ଷ ଶ୍ରୀ ରଞ୍ଜିତ ମହାପାତ୍ର କେନ୍ଦ୍ର ପିଏନଜି-ଇସ୍ପାତ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ କରୋନାରୁ ଶୀଘ୍ର ଆରୋଗ୍ୟ କାମନା ଶ୍ରୀ ଲିଙ୍ଗରାଜ ମହାପ୍ରଭୁଙ୍କ ଠାରେ ଦୀପ ଦାନ କରିଛନ୍ତି। କେନ୍ଦ୍ର ମନ୍ତ୍ରୀ ଶ୍ରୀ ପ୍ରଧାନଙ୍କ ସହ ଅତି ଘନିଷ୍ଠ!-->…
ସେରମ ଇନଷ୍ଟିଚ୍ୟୁଟ ଗେଟ୍ସ ଫାଉଣ୍ଡେସନ୍ ସହ ମିଶି ଭାରତ ଓ ଆଉ କିଛି ଦେଶ ପାଇଁ ୧୦୦ ମିଲିୟନ କରୋନା ଟିକା ତିଆରି କରିବ
କଳିଙ୍ଗ ଜ୍ୟୋତି ବ୍ୟୁରୋ ପୁନେ/ବେଙ୍ଗାଲୁରୁ ୦୮/୦୮: ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ (SII) ଗାଭି, ଭ୍ୟାକ୍ସିନ୍ ଆଲାଇନ୍ସ ଏବଂ ବିଲ୍ ଆଣ୍ଡ ମେଲିଣ୍ଡା ଗେଟ୍ସ ଫାଉଣ୍ଡେସନ ସହିତ ଏକ ନୂଆ ଭାଗିଦାରୀରେ ପ୍ରବେଶ କରିଛି ଯାହା ଭାରତ ଏବଂ କମ୍ ଆୟକାରୀ ଦେଶମାନଙ୍କ ପାଇଁ ୧୦୦ ମିଲିୟନ୍ ଡୋଜ୍!-->…
ଓଡ଼ିଶା ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ : ଜବତ ଗାଡ଼ିକୁ ଖରା,ବର୍ଷାରେ ପକାଇ ରଖି ନଷ୍ଟ କରନି
କଳିଙ୍ଗ ଜ୍ୟୋତି ବ୍ୟୁରୋ ଭୁବନେଶ୍ୱର ୦୮/୦୮: ଅପରାଧିକ ମାମଲାରେ ଜବତ ଗାଡିକୁ ଦୀର୍ଘଦିନ ଖରା,ବର୍ଷାରେ ପକାଇ ରଖିବା, ତା’ର କୌଣସି ରକ୍ଷଣାବେକ୍ଷଣ ନକରିବା ଘଟଣାକୁ ନାପସନ୍ଦ କରିଛନ୍ତି ହାଇକୋର୍ଟ । ଆବଶ୍ୟକ ପଦକ୍ଷେପ ପରେ ଗାଡ଼ିକୁ ମାଲିକ ଜିମା ଦେବାରେ ସମସ୍ୟା ନାହିଁ ବୋଲି!-->…
ରାଷ୍ଟ୍ରୀୟ ସ୍ୱଚ୍ଛତା କେନ୍ଦ୍ର ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ
କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ ୦୮/୦୮: ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଅଗଷ୍ଟ ୦୮, ୨୦୨୦ରେ ସ୍ୱଚ୍ଛ ଭାରତ ମିଶନର ଇଣ୍ଟରାକ୍ଟିଭ ରାଷ୍ଟ୍ରୀୟ ସ୍ୱଚ୍ଛତା କେନ୍ଦ୍ର ଉଦଘାଟନ କରିବେ। ଗାନ୍ଧିଜୀଙ୍କ ଚମ୍ପାରଣ ସତ୍ୟାଗ୍ରହର ଶତବାର୍ଷିକୀ ସମାରୋହ ଅବସରରେ ଏପ୍ରିଲ ୧୦, ୨୦୧୭ରେ!-->…
କେରଳର କୋଝିକୋଡ ବିମାନବନ୍ଦରରେ ଏୟାର ଇଣ୍ଡିଆର ବିମାନ ଦୁର୍ଘଟଣାଗ୍ରସ୍ତ,୨ ଜଣ ପାଇଲଟ୍ଙ୍କ ସମେତ ୧୮ ଜଣଙ୍କର ମୃତ୍ୟୁ
କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ / ତିରୁଅନନ୍ତପୁରମ୦୮/୦୮: କେରଳର କୋଝିକୋଡ ବିମାନବନ୍ଦରରେ ଏୟାର ଇଣ୍ଡିଆର ବିମାନ ରନେଓ୍ଵରେ ଦୁଇଖଣ୍ଡ ହୋଇଯିବା ପରେ ହେଲପ୍ଲାଇନ୍ ନମ୍ବର ଜାରି ହୋଇଛି। ସିଆଇଏସ୍ଏଫ୍ର ମହାନିର୍ଦ୍ଦେଶକ ରାଜେଶ ରଂଜନ ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି। ଶ୍ରୀ ରଂଜନ!-->…
ବେହାଲ ଚାନ୍ଦବାଲି : ୨ ଦିନର ଲଗାଣ ବର୍ଷାରେ ଘରେ ପଶିଲା ନର୍ଦ୍ଦମା ପାଣି – ଉଜୁଡା ଡ୍ରେନେଜ ଓ ପରିମଳ…
ଚାନ୍ଦବାଲି/ଭଦ୍ରକ,(କଳିଙ୍ଗ ଜ୍ୟୋତି ବ୍ୟୁରୋ),୦୮/୦୮ : ଓଡିଶା ତଥା ଭଦ୍ରକ ଜିଲ୍ଲାର ପୁରାତନ ବନ୍ଦର ନଗରୀ ଚାନ୍ଦବାଲିରେ ଗତ ଦୁଇ ଦିନର ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁଁ ସହରର ହାଲବେହାଲ ହୋଇଯାଇଛି । ମୁୁୁଖ୍ୟତଃ ସହରର ବହୁ ପୁରାତନ ଡ୍ରେନେଜ ସମସ୍ୟାର ସମାଧାନ ହୋଇପାରି ନ ଥିବାରୁ ବର୍ଷା!-->…
