Browsing Category
Regional
ଦେଶର ଶ୍ରେଷ୍ଠ କରୋନା ଡ୍ୟାସବୋର୍ଡ ମାନ୍ୟତାରେ ଓଡ଼ିଶାର କରୋନା ଡ୍ୟାସବୋର୍ଡ
କଳିଙ୍ଗ ଜ୍ୟୋତି ବ୍ୟୁରୋ ଭୁବନେଶ୍ୱର ୦୪/୦୮ : ଦୀର୍ଘ ତିନି ଚାରି ମାସ ଧରି କରୋନା ମହାମାରୀ ଭିତରେ ବଞ୍ଚିବା ଯେତିକି କଷ୍ଟକର ହୋଇଛି ଏ ସଂକ୍ରାନ୍ତ ତଥ୍ୟ ଓ ସୂଚନା ପାଇବା ପାଇଁ ମଧ୍ୟ ଲୋକଙ୍କ ଆଗ୍ରହ ସେତିକି ବଢ଼ିଛି। ଆଉ କୋଭିଡ୍ ଡାଟା ଯୋଗାଇବାରେ ଓଡ଼ିଶା ଡ୍ୟାସବୋର୍ଡଟି ଏବେ ସମସ୍ତଙ୍କର!-->…
ବିଦେଶରୁ ଆସୁଥିବା ବିମାନ ଯାତ୍ରୀମାନଙ୍କ ପାଇଁ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସାନି ନିର୍ଦ୍ଦେଶାବଳୀ
କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ ୦୪/୦୮ : ଆସନ୍ତା ୮ ତାରିଖରୁ ବିଦେଶରୁ ଆସୁଥିବା ବିମାନ ଯାତ୍ରୀମାନଙ୍କ ପାଇଁ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସାନି ନିର୍ଦ୍ଦେଶାବଳୀ ଜାରି କରିଛି। ମନ୍ତ୍ରଣାଳୟ ଏହାର ନିର୍ଦ୍ଦେଶବାଳୀରେ କହିଛି, ବିମାନ ଯାତ୍ରା ପାଇଁ ଯୋଜନା କରିବା ପୂର୍ବରୁ ସମସ୍ତ!-->…
ସୁଶାନ୍ତ ସିଂହ ମୃତ୍ୟୁ ମାମଲା : ବିହାର ବିଧାନସଭାରେ ସିବିଆଇ ତଦନ୍ତ ଦାବି ସବୁ ଦଳର ବିଧାୟକ
କଳିଙ୍ଗ ଜ୍ୟୋତି ବ୍ୟୁରୋ ପାଟନା ୦୪/୦୮: ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲା ସୋମବାର ଦିନ ବିହାର ବିଧାନସଭାରେ ଉଠାଯାଇଥିଲା | ସୁଶାନ୍ତଙ୍କ ସମ୍ପର୍କୀୟ ଭାଇ ଓ ବିଧାୟକ ନିରାଜ ସିଂହ ବବ୍ଲୁ ସୁଶାନ୍ତଙ୍କ ମୃତ୍ୟୁ ମାମଲାର ସିବିଆଇ ତଦନ୍ତ ଦାବି କରିଛନ୍ତି | ନିରାଜ ସିଂହଙ୍କ ଛଡା ଆରଜେଡିର!-->…
କେନ୍ଦ୍ର ଶିକ୍ଷାମନ୍ତ୍ରୀ ରମେଶ ପୋଖରିଆଲ ୬ଷ୍ଠ ଶ୍ରେଣୀରୁ ୮ମ ଶ୍ରେଣୀ ପର୍ଯ୍ୟନ୍ତ ସ୍କୁଲ ପିଲାଙ୍କ ପାଇଁ ଜାରି କଲା ଏକ…
କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ ୦୪/୦୮: କରୋନା ମହାମାରୀ ଓ ଲକଡାଉନ ଯୋଗୁଁ ଏବର୍ଷ ଦେଶର ଶିକ୍ଷା ବ୍ୟବସ୍ଥା ବିଗିଡ଼ି ଯାଇଛି । ଏପର୍ଯ୍ୟନ୍ତ ପିଲାମାନେ ସ୍କୁଲ କିମ୍ବା କଲେଜ ଯାଇପାରିନାହାନ୍ତି । ଏହାକୁ ଦୃଷ୍ଟିରେ ରଖି କେନ୍ଦ୍ର ଶିକ୍ଷାମନ୍ତ୍ରୀ ରମେଶ ପୋଖରିଆଲ ଆଜି ଉଚ୍ଚ ପ୍ରାଥମିକ!-->…
ଅଯୋଧ୍ୟା ଭୂମି ପୂଜନ : ଇକବାଲ ଅନସାରୀଙ୍କୁ ମିଳିଲା ପ୍ରଥମ ନିମନ୍ତ୍ରଣ କାର୍ଡ
କଳିଙ୍ଗ ଜ୍ୟୋତି ବ୍ୟୁରୋ ଅଯୋଧ୍ୟା ୦୪/୦୮: ଆସନ୍ତା ୫ ତାରିଖରେ ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ପାଇଁ ଭୂମି ପୂଜନ କରାଯିବ। ଏଥିପାଇଁ ନିମନ୍ତ୍ରଣ କାର୍ଡ ବାଣ୍ଟିବା ପ୍ରକ୍ରିୟା ଆରମ୍ଭ ହୋଇଛି। ତେବେ ପ୍ରଶାସନ ପକ୍ଷରୁ ପ୍ରଥମ ନିମନ୍ତ୍ରଣ କାର୍ଡ ଅଯୋଧ୍ୟା ଜମି ବିବାଦ ମାମଲାର ଲିଟିଗାଣ୍ଟ!-->…
କୁଳଭୂଷଣ ଯାଦବଙ୍କ ପାଇଁ ଓକିଲ ନିଯୁକ୍ତ ଲାଗି ଭାରତକୁ ଅନୁମତି ଦେଲେ ପାକିସ୍ତାନ ହାଇକୋର୍ଟ
କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ ୦୪/୦୮: କୁଳଭୂଷଣ ଯାଦବଙ୍କ ପାଇଁ ଜଣେ ଓକିଲ ନିଯୁକ୍ତ କରିବା ଲାଗି ଭାରତୀୟ ସରକାରୀ କର୍ତ୍ତୃପକ୍ଷଙ୍କୁ ଅନୁମତି ଦେବାକୁ ସୋମବାର ଦିନ ଇସ୍ଲାମାବାଦ ହାଇକୋର୍ଟ ପାକିସ୍ତାନ ସରକାରଙ୍କୁ ନିର୍ଦେଶ ଦେଇଛନ୍ତି। ଯାଦବ କିଂବା ଭାରତ ସରକାରଙ୍କ ସମ୍ମିତି ବିନା!-->…
ଅନଲକ – ୩ରେ ସ୍ୱତନ୍ତ୍ର ଖାଦ୍ୟ ସମ୍ଭାର : ରେଷ୍ଟୁରାଣ୍ଟରେ ମିଳୁଛି ‘କୋଭିଡ୍ କରି’ ଆଉ ‘ମାସ୍କ ନାନ୍’
ଯୋଧପୁର,(କଳିଙ୍ଗ ଜ୍ୟୋତି ବ୍ୟୁରୋ),୦୩/୦୮ : ‘କୋଭିଡ୍ କରି’, ‘ମାସ୍କ ନାନ୍’…ଶୁଣିକି ଟିକେ ଅଜବ ଲାଗୁଥିଲେ ମଧ୍ୟ ଏମିତି କିଛି ଖାଦ୍ୟ ଏବେ ଏକ ରେଷ୍ଟୁରାଣ୍ଟରେ ମିଳୁଛି। ରାଜସ୍ଥାନ ଯୋଧପୁରରେ ଏକ ରେଷ୍ଟୁରାଣ୍ଟ୍, ଗ୍ରାହକଙ୍କୁ ଆକର୍ଷିତ କରିବା ପାଇଁ କିଛି ଖାଦ୍ୟର ନାଁ ଏମିତି ରଖିଛନ୍ତି!-->…
ନରମିଲେ ନେପାଳ ସରକାର : ଭାରତୀୟ ଚ୍ୟାନେଲର ପୁନଃ ପ୍ରସାରଣ ପାଇଁ ମିଳିଲା ଅନୁମତି
ନୂଆଦିଲ୍ଲୀ / କାଠମାଣ୍ଡୁ,(କଳିଙ୍ଗ ଜ୍ୟୋତି ବ୍ୟୁରୋ),୦୩/୦୮ : ନେପାଳ ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲି ଏବଂ କ୍ଷମତାସୀନ ନେପାଳ କମ୍ୟୁନିଷ୍ଟ ପାର୍ଟି ସଭାପତି ପଷ୍ପ କମଲ ଦହଲ ପ୍ରଚଣ୍ଡଙ୍କ ମଧ୍ୟରେ ଚାଲି଼ଥିବା ବୈଠକ ଅସମ୍ପୂର୍ଣ୍ଣ ଥିଲା । ତେବେ ନେପାଳୀ ଗଣମାଧ୍ୟମର ଖବର ଅନୁଯାୟୀ ଉଭୟ!-->…
ପ୍ରଥମ ଅଣ-ଗୋରା ବ୍ୟକ୍ତି ଭାବେ ବ୍ରିଟିଶ ମୁଦ୍ରାରେ ସ୍ଥାନ ପାଇବେ ମହାତ୍ମା ଗାନ୍ଧୀ
ନୂଆଦିଲ୍ଲୀ, (କଳିଙ୍ଗ ଜ୍ୟୋତି ବ୍ୟୁରୋ), ୦୩/୦୮ : ଜାତିର ଜନକ ମହାତ୍ମା ଗାନ୍ଧୀଙ୍କୁ ସ୍ମରଣ କରି ବ୍ରିଟେନ ଏକ ମୁଦ୍ରା ଛାପିବାକୁ ଯାଉଛି। ଯେଉଁଥିରେ, ଜାତୀର ଜନକ ମହାତ୍ମା ଗାନ୍ଧୀଙ୍କୁ ସ୍ଥାନ ଦିଆଯିବ। ସଂଖ୍ୟାଲଘୁମାନଙ୍କ ଅବଦାନକୁ ସ୍ୱୀକୃତି ଦେବା ପାଇଁ ବ୍ରିଟେନର ଟ୍ରେଜେରୀ ଶନିବାର!-->…
ମହିମା ମଣ୍ଡିତ “ବାବାମଣି” : ଅଲୌକିକ ସେ ପୀଠ ‘ଆରଡ଼ି ଧାମ’
ଆରଡି ରୁୁ ସ୍ୱତନ୍ତ୍ର ଉପସ୍ଥାପନା, (କଳିଙ୍ଗ ଜ୍ୟୋତି ବ୍ୟୁରୋ),୦୩/୦୮ : ଆଖଣ୍ଡଳମଣି ଓଡ଼ିଶାର ଭଦ୍ରକ ଜିଲ୍ଲାର ଆରଡିଠାରେ ଅବସ୍ଥିତ ଏକ ପ୍ରଧାନ ଶୈବ ପୀଠ । ଏହା ବୈତରଣୀ ନଦୀ କୂଳରେ ଆରଡ଼ି ଠାରେ ଓ ଭଦ୍ରକ ସହର ଠାରୁ ୪୦ କି.ମି. ଦୂରରେ ଅବସ୍ଥିତ । ବୈତରଣୀ ଓ ସାଳନ୍ଦୀ ନଦୀଦ୍ଵୟର!-->…
