Browsing Category
Regional
୨୦୨୨ ସୁଦ୍ଧା ବିଶ୍ବର ଉଚ୍ଚତମ ରେଳପୋଲ ଆସନ୍ତାବର୍ଷ ସୁଦ୍ଧା ଚେନାବ ନଦୀର ୩୫୯ ମିଟର ଉପରେ ପ୍ରସ୍ତୁତ ହୋଇଯିବ
କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ ୦୩/୦୮: ଜମ୍ମୁ ଓ କଶ୍ମୀରର ଚେନାବ ନଦୀ ଉପରେ ବିଶ୍ବର ଉଚ୍ଚତମ ରେଳ ପୋଲ ଆସନ୍ତାବର୍ଷ ପ୍ରସ୍ତୁତ ହୋଇଯିବ। ଫଳରେ ୨୦୨୨ ସୁଦ୍ଧା ପ୍ରଥମ ଥର ପାଇଁ କଶ୍ମୀର ଉପତ୍ୟକା ସହ ଭାରତର ବାକି ସବୁ ଅଞ୍ଚଳ ରେଳ ଯୋଗେ ସଂଯୋଗ ହେବ ବୋଲି ରବିବାର ଦିନ ସରକାରୀ!-->…
ବଲାଙ୍ଗିରରେ ଶୀଘ୍ର ହେବ ଆରମ୍ଭ ବହୁ ପ୍ରତିକ୍ଷିତ ଟ୍ରକ ଟର୍ମିନାଲ
କଳିଙ୍ଗ ଜ୍ୟୋତି ବ୍ୟୁରୋ ଭୁବନେଶ୍ୱର /ବଲାଙ୍ଗିର ୦୩/୦୮: : ବଲାଙ୍ଗିର ପାଇଁ ବହୁ ପ୍ରତିକ୍ଷିତ ଟ୍ରକ୍ ଟର୍ମିନାଲ ନିର୍ମାଣର ରାସ୍ତା ଖୋଲି ଯାଇଛି। ଏଥି ପାଇଁ ଜାତୀୟ ରାଜପଥ ବିଭାଗ ଏହା ଭିତରେ ଜମି ନିରୀକ୍ଷଣ କରିବା ସହ ତାହା ପାଇଁ ଏକ ସବିଶେଷ ପ୍ରୋଜେକ୍ଟ ରିପୋର୍ଟ ତିଆରି କରିସାରିଛି।!-->…
ଭାରତରେ ମୋବାଇଲ କାରଖାନା ବସାଇବା ଲାଗି ୨୨ ବିଶ୍ୱସ୍ତରୀୟ କମ୍ପାନୀ ଆଗ୍ରହୀ : କେନ୍ଦ୍ର ଦୂରସଞ୍ଚାର ମନ୍ତ୍ରୀ ରବିଶଙ୍କର…
ନୂଆଦିଲ୍ଲୀ, (କଳିଙ୍ଗ ଜ୍ୟୋତି ବ୍ୟୁରୋ), ୦୨/୦୮ : ଭାରତରେ ମୋବାଇଲ ନିର୍ମାଣ ଲାଗି ଜର୍ମାନ, ଦକ୍ଷିଣକୋରିଆ, ତାଇୱାନ, ଅଷ୍ଟ୍ରିଆ କମ୍ପାନୀ ଆଗ୍ରହୀ - ସାମସଙ୍ଗ, ଆପଲ୍, ଡ଼ିକ୍ସନ, ଲାଭା ଆଦି କମ୍ପାନୀ ନିମନ୍ତେ ଠିକାରେ କାମ କରୁଥିବା କିଛି ଭାରତୀୟ କମ୍ପାନୀ ସହ ବିଦେଶର ୨୨ କମ୍ପାନୀ!-->…
ଚୀନରେ ଅତିଷ୍ଠ ‘ଵିଘର’ ମୁସଲିମ୍ ମହିଳା : ଖୋଲିଲେ ବେଜିଂ ପ୍ରଶାସନର ମୁଖା ! !
ବେଜିଂ, (କଳିଙ୍ଗ ଜ୍ୟୋତି ବ୍ୟୁରୋ),୦୨/୦୮ : ଦୀର୍ଘ ବର୍ଷ ଧରି ଚୀନ୍ର ଜିଞ୍ଜିଆଙ୍ଗ ପ୍ରଦେଶରେ ରହୁଥିବା ତୁର୍କୀର ସଂଖ୍ୟାଲଘୁ ଵିଘର ମୁସଲିମ୍ ମହିଳାମାନେ ଦେଶ ଭିତରେ ଓ ବାହାରେ ଚୀନୀ ସରକାରଙ୍କ ବିରୋଧରେ ନାନା ଅଭିଯୋଗ ଗୋପନରେ ଉଠାଇ ଆସିଛନ୍ତି। ସେଗୁଡ଼ିକ ମଧ୍ୟରେ ବଳପ୍ରୟୋଗ ପରିବାର!-->…
ରାଉରକେଲା: ପ୍ଲାଜମା ବ୍ୟାଙ୍କ ଉଦଘାଟନ ଲାଗି ସରକାରୀ କଳର ବ୍ୟସ୍ତତା – ନେଇଗଲା ସୁନାମଧନ୍ୟ କଳାକାରଙ୍କ ଜୀବନ !…
ରାଉରକେଲା,ଆଇଜିଏଚରେ ପ୍ଲାଜମା ବ୍ୟାଙ୍କ ପ୍ରତିଷ୍ଠା ଓ ଉଦଘାଟନ ଲାଗି ପୁରା ଶାସନ କଳ ସହ ବ୍ୟସ୍ତ ଥିବା ବେଳେ ସାମାନ୍ୟ ଜ୍ୱରର ଚିକିତ୍ସା କଲେନି ଡାକ୍ତର ।
ଏ ଡାକ୍ତରଖାନାରୁ ସେ ଡାକ୍ତରଖାନା ଦଉଡିବା ଭିତରେ ଚାଲିଗଲା ସୁନାମଧନ୍ୟ ଗାୟକ ସଞ୍ଜୟ ତନ୍ତୀଙ୍କ ଜୀବନ !!
ରାଉରକେଲା,!-->!-->!-->!-->!-->…
ବ୍ୟୁରୋ ଅଫ୍ ଇଣ୍ଡିଆନ୍ ଷ୍ଟାଣ୍ଡାର୍ଡ (BIS)ର ହେଲମେଟ ଲଗାଇବା ବାଧ୍ୟତାମୂଳକ – କେନ୍ଦ୍ର ପରିବହନ ମନ୍ତ୍ରଣାଳୟ
କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ ୦୨/୦୮: ହେଲମେଟ ନ ପିନ୍ଧିଲେ ଚାଲାଣ କଟିବା ସାଧାରଣ କଥା ହେଲେ ହେଲମେଟ ପିନ୍ଧିଥିଲେ ବି କାହିଁକି କଟିବ ଚାଲାଣ? ଏବେ ରାସ୍ତା କଡ଼ରୁ ଲୋକାଲ ହେଲମେଟ କିଣିବା ଆପଣଙ୍କୁ ଭାରି ପଡିପାରେ। କେନ୍ଦ୍ର ସରକାର ଏକ ଯୋଜନା ଉପରେ କାର୍ଯ୍ୟ କରୁଛନ୍ତି ଯେଉଁଥିରେ!-->…
ରାଜ୍ୟପାଳଙ୍କ ମଞ୍ଜୁରୀ : ଆନ୍ଧ୍ରପ୍ରଦେଶରେ ରହିବ ତିନିଟି ରାଜଧାନୀ
କଳିଙ୍ଗ ଜ୍ୟୋତି ବ୍ୟୁରୋ ହାଇଦ୍ରାବାଦ ୦୨/୦୮: ୨୦୧୪ରେ ତେଲେଙ୍ଗାନା ଅଲଗା ରାଜ୍ୟ ଭାବରେ ଗୃହୀତ ହେବା ପରେ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଓ୍ଵାଇ ଏସ୍ ଜଗନ୍ ମୋହନ ରେଡ୍ଡୀ ୨୦୧୯ରେ ଗୋଟାଏ ବଦଳରେ ଆନ୍ଧ୍ରପ୍ରଦେଶର ତିନି ତିନିଟା ରାଜଧାନୀ ରହିବ ବୋଲି ଘୋଷଣା କରିଥିଲେ | ଜୁଲାଇ ୧୮,୨୦୨୦ରେ!-->…
ସୁପ୍ରିମ କୋର୍ଟଙ୍କ ପରବର୍ତ୍ତି ଆଦେଶ ପର୍ଯ୍ୟନ୍ତ ବିଏସ-୪ ଯାନ ପଂଜୀକରଣ ବନ୍ଦ ନିର୍ଦ୍ଦେଶ
କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ ୦୨/୦୮: ସୁପ୍ରିମକୋର୍ଟ ପରବର୍ତ୍ତି ଆଦେଶ ପର୍ଯ୍ୟନ୍ତ ବିଏସ-୪ ଯାନ ପଂଜୀକରଣ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଜଷ୍ଟିସ ଅରୁଣ ମିଶ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠ ଶୁକ୍ରବାରଦିନ ଏହି ନିର୍ଦ୍ଦେଶ ଦେଇଛନ୍ତି ।
ମାର୍ଚ୍ଚ ୩୧ ପରେ ଦେଶରେ ଲକଡାଉନ!-->!-->!-->!-->!-->…
ଅଗଷ୍ଟ ୩୧ ଯାଏ ଅନ୍ତର୍ଜାତୀୟ ବିମାନ ସେବା ବନ୍ଦ
କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ ୦୧/୦୮ କରୋନା ମହାମାରୀ ବ୍ୟାପୁଥିବାର ଦେଖି ସରକାର ଅନ୍ତର୍ଜାତୀୟ ବିମାନ ସେବାକୁ ଅଗଷ୍ଟ ୩୧ ତାରିଖ ପର୍ଯ୍ୟନ୍ତ ସସପେଣ୍ଡ କରିବା ନେଇ ଘୋଷଣା କରିଛି ଡିରେକ୍ଟୋରେଟ୍ ଜେନେରାଲ୍ ଅଫ୍ ସିଭିଲ୍ ଆଭିଏସନ୍ (ଡିଜିସିଏ)। ଶୁକ୍ରବାର ଅପରାହ୍ଣରେ ଏହି ଘୋଷଣା!-->…
ଭାରତୀୟ ସେନା ବାହିନୀ ଉପରେ ଚଳଚ୍ଚିତ୍ର ଓ ଓ୍ବେବ୍ସିରିଜ ନିର୍ମାଣ ହେଲା ପ୍ରତିବନ୍ଧିତ : ଏଣିକି ନେବାକୁ ପଡିବ…
ନୂଆଦିଲ୍ଲୀ / ଭୁବନେଶ୍ୱର,(କଳିଙ୍ଗ ଜ୍ୟୋତି ବ୍ୟୁରୋ),୦୧/୦୮ : କିଛି ଫିଲ୍ମ ଓ ଓ୍ବେବ୍ସିରିଜ୍ରେ ଭାରତୀୟ ସେନାର ଯବାନ ଏବଂ ସାମରିକ ପୋଷାକର ଦୂରୁପଯୋଗ କରାଯାଉଥିବା ନେଇ ଅଭିଯୋଗ ଆସିବା ପରେ ଏହି ଘଟଣାକୁ ବେଶ୍ ଗମ୍ଭୀର ଭାବରେ ନେଇଛି ପ୍ରତିରକ୍ଷା ମନ୍ତ୍ରାଳୟ ।
ଏହି ଅଭିଯୋଗ!-->!-->!-->!-->!-->…
