Browsing Category
Regional
ଓଜେଇଇ ଅନ୍ଲାଇନ୍ ପଞ୍ଜୀକରଣ ଜୁଲାଇ ୩୧କୁ ଘୁଞ୍ଚିଲା
କଳିଙ୍ଗ ଜ୍ୟୋତି ବ୍ୟୁରୋ ଭୁବନେଶ୍ୱର ୨୬/୦୭ : ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା(ଓଜେଇଇ) ଅନ୍ଲାଇନ୍ ପଞ୍ଜୀକରଣ ସମୟ ସୀମାକୁ ବୃଦ୍ଧି କରାଯାଇଛି। ଏଥିସହ ପରୀକ୍ଷା କେନ୍ଦ୍ର ପାଇଁ ସହର ସଂଖ୍ୟାକୁ ମଧ୍ୟ ବଢାଯାଇଛି। ଏନେଇ ଓଜେଇଇ ପକ୍ଷରୁ ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ ପାଇଛି।
!-->!-->!-->…
ବେଙ୍ଗାଲୁରୁ : ୩,୦୦୦ ରୁ ଅଧିକ କରୋନା ଆକ୍ରାନ୍ତ ନିଖୋଜ – ପ୍ରଶାସନର ଚିନ୍ତା ବଢ଼ିଲା ! !
ବେଙ୍ଗାଲୁରୁ, (କଳିଙ୍ଗ ଜ୍ୟୋତି ବ୍ୟୁରୋ), ୨୬/୦୭ : କରୋନା ସଂକ୍ରମଣ ଯୋଗୁ କର୍ନାଟକରେ ସ୍ଥିତି ସଙ୍କଟ ଜନକ ରହିଛି। ଆକ୍ରାନ୍ତଙ୍କ ଚିକିତ୍ସା ପାଇଁ ସରକାରଙ୍କ ପକ୍ଷରୁ ଉଦ୍ୟମ ଅବ୍ୟାହତ ରହିଛି। ତେବେ ବେଙ୍ଗାଲୁରୁ ସହରରେ ଶହେ ଅବା ଦୁଇ ଶହ ନୁହେଁ, ଏକାଥରକେ ତିନି ହଜାରରୁ ଅଧିକ କରୋନା!-->…
ବଦଳିଯିବ ସାମଗ୍ରୀ କ୍ରୟ ବିକ୍ରୟର ପ୍ରଣାଳୀ, ନୂଆ ନୀୟମ ଲାଗୁ କଲେ ସରକାର
କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ ୨୬/୦୭ : ଜୁଲାଇ 20 ରେ ସରକାର ଗ୍ରାହକଙ୍କ ପାଇଁ ଏକ ନୂତନ ନିୟମ ଲାଗୁ କରିଥିଲେ। ଏହି ନୂତନ ନିୟମରେ ଗ୍ରାହକମାନେ ପୂର୍ବ ଅପେକ୍ଷା ଅଧିକ ଅଧିକାର ପାଇଛନ୍ତି। ଇ-କମର୍ସ କମ୍ପାନୀଗୁଡିକ ମଧ୍ୟ ଏହି ଆଇନର ଅଧୀନରେ ଅଛନ୍ତି।
ତଥାପି, ଇ-ବାଣିଜ୍ୟ!-->!-->!-->…
ରାଉରକେଲା : ଗୋ-ମାଂସ ଚାଲାଣକାରୀଙ୍କ ଆକ୍ରମଣରେ ବଜରଙ୍ଗ ଦଳର କର୍ମୀ ଆହତ – ଜଣେ ମହିଳାଙ୍କ ସମେତ ୩ ଗିରଫ,…
ରାଉରକେଲା, (କଳିଙ୍ଗ ଜ୍ୟୋତି ବ୍ୟୁରୋ), ୨୬/୦୭ : ସୁନ୍ଦରଗଡ଼ ଜିଲ୍ଲାର ରାଉରକେଲାରେ ଗୋ-ମାଂସ ଜବତ ହେବା ସହ ପରିବହନରେ ବ୍ୟବହୃତ କାର ଜବତ କରାଯାଇଛି। ଏହି ମାମଲାରେ ୩ଜଣଙ୍କୁ ଗିରଫ କରାଯାଇଥିବା ଜଣାଯାଇଛି। ସେମାନେ ହେଲେ ଲାଠିକଟାର ହାସମୀ ନାଜ୍, ମହମ୍ମଦ ଫିରୋଜ୍ ଓ ଖାଲିଦ୍ କୁରେସୀ।!-->…
କରୋନା ମୃତକଙ୍କ ଶବକୁ ମିଳିବ ଏଣିକି ଉପଯୁକ୍ତ ସମ୍ମାନ : ଗାଇଡ୍ ଲାଇନ ଜାରି କଲେ ରାଜ୍ୟ ସରକାର
ଭୁବନେଶ୍ୱର,(କଳିଙ୍ଗ ଜ୍ୟୋତି ବ୍ୟୁରୋ),୨୬/୦୭ : ଗଞ୍ଜାମ ଜିଲ୍ଲା କୋଦଳା ମେଡିକାଲ ବାହାରେ ଆଗଧାଡିର କରୋନା ଯୋଦ୍ଧା ପୋଲିସ ଅଫିସରଙ୍କ ମୃତଦେହ ପଡି ରହିବା ଭଳି ସମ୍ବେଦନଶୀଳ ଘଟଣା ପରେ ରାଜ୍ୟ ସରକାର ଏକ ବଡ ଘୋଷଣା କରିଛନ୍ତି । ଏଣିକି କରୋନାରେ ମୃତ୍ୟୁ ହେଲେ ମୃତଦେହକୁ ମିଳିବ ସମ୍ମାନ ।!-->…
ଆବଶ୍ୟକ ପଡ଼ିଲେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ବାସଭବନ ଆଗରେ ଧାରଣାରେ ବସିବି : ଅଶୋକ ଗେହଲୋଟ
କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ/ଜୟପୁର ୨୬/୦୭: ଦିନକୁ ଦିନ ଜଟିଳ ହେଉଛି ରାଜସ୍ଥାନର ରାଜନୈତିକ ସ୍ଥିତି । ଶନିବାର ଅପରାହ୍ଣରେ କଂଗ୍ରେସ ବିଧାୟକ ଦଳର ଏକ ବୈଠକ କରିବା ପରେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟ କହିଛନ୍ତି ଯେ ସେ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ଭେଟି ଅଭିଯୋଗ କରିବେ ।!-->…
ଚୀନକୁ ଜୋରଦାର ଝଟକା : ଚୀନ୍ର ସବୁଠୁ ବଡ଼ ଆଣବିକ କେନ୍ଦ୍ର ‘ଆଇନେଷ୍ଟ’ରୁ ଏକକାଳୀନ ୯୦ ପରମାଣୁ ବୈଜ୍ଞାନିକଙ୍କ…
କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ ୨୬/୦୭ : ଚୀନ୍ର ସବୁଠୁ ବଡ ଆଣବିକ ଗବେଷଣା କେନ୍ଦ୍ର ‘ଇନିଷ୍ଟିଚ୍ୟୁଟ୍ ଅଫ ନ୍ୟୁକ୍ଲିୟର ଏନେର୍ଜୀ ସେଫ୍ଟି ଟେକ୍ନୋଲଜି’ (ଆଇନେଷ୍ଟ)ରୁ ଏକକାଳୀନ ୯୦ ଜଣ ବୈଜ୍ଞାନିକ ଇସ୍ତଫା ଦେଇଥିବା ଜଣାପଡିଛି। ପ୍ରାୟ ୫୦୦ ବୈଜ୍ଞାନିକଙ୍କୁ ନେଇ କାମ!-->…
ରାଜ୍ୟରେ ରେକର୍ଡ଼ ସଂଖ୍ୟକ ୧୩୭୬ ପଜିଟିଭ୍ ଚିହ୍ନଟ , ମୃତ୍ୟୁ – ୧୦ : ମୃତ୍ୟୁ ସଂଖ୍ୟା ୧୪୦ କୁ ବୃଦ୍ଧି
କଳିଙ୍ଗ ଜ୍ୟୋତି ବ୍ୟୁରୋ ଭୁବନେଶ୍ୱର ୨୬/୦୭: ରାଜ୍ୟରେ ହୁ ହୁ ହୋଇ ବଢ଼ୁଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ରବିବାର ୩୦ ଜିଲାରୁ ରେକର୍ଡ ସଂଖ୍ୟକ ୧୩୭୬ ନୂଆ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେଥିରୁ ୯୧୭ କ୍ୱାରାଣ୍ଟାଇନ୍ ମାମଲା ଥିବା ବେଳେ ୪୫୯ ଲୋକାଲ କେସ୍ ରହିଛି। ଏହାକୁ ମିଶାଇ!-->!-->!-->…
ଦେଶରେ ୪୮, ୬୬୧ ନୂଆ କରୋନା ଆକ୍ରାନ୍ତ, ୭୦୫ ମୃତ୍ୟୁ, ମୃତକଙ୍କ ସଂଖ୍ୟା ୩୨, ୦୬୩କୁ ବୃଦ୍ଧି
କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ ୨୬/୦୭: ଆଜି ବି ଦେଶରେ ୪୮, ୬୬୧ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ, ଗତ ୨୪ ଘଣ୍ଟାରେ ୭୦୫ ଜଣ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି।
https://twitter.com/ANI/status/1287243461813350400
ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୩, ୮୫,!-->!-->!-->!-->!-->…
ଭୁବନେଶ୍ବର ମହାନଗର ନିଗମ ଅଞ୍ଚଳରେ ୮୦ ପ୍ରତିଶତରୁ ଅଧିକ ଆକ୍ରାନ୍ତ ଲକ୍ଷଣହୀନ: ବିଏମ୍ସି କମିଶନର
ଭୁବନେଶ୍ବର: ଗତ କିଛି ଦିନ ହେବ ଭୁବନେଶ୍ବରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଆଜି ଭୁବନେଶ୍ବରରେ କରୋନା ସ୍ଥିତି ନେଇ ବିଏମ୍ସି ପର୍ଯ୍ୟବେକ୍ଷକ ଅନୁ ଗର୍ଗ ଏବଂ ବିଏମ୍ସି କମିଶନର ପ୍ରେମ୍ଚାନ୍ଦ ଚୌଧୁରୀ ସୂଚନା ଦେଇଛନ୍ତି।
!-->!-->!-->!-->!-->…
