Browsing Category
Regional
ଚଳିତମାସ ଶେଷ ସୁଦ୍ଧା ପ୍ରକାଶ ପାଇବ ମାଟ୍ରିକ ପରୀକ୍ଷା ଫଳାଫଳ : ମାଧ୍ୟମିକ ଶିକ୍ଷା ବୋର୍ଡ ସଭାପତି – ରାମାଶିଷ…
କଳିଙ୍ଗ ଜ୍ୟୋତି ବ୍ୟୁରୋ ଭୁବନେଶ୍ୱର ୨୬/୦୭: କେବେ ମାଟ୍ରିକ୍ ଫଳାଫଳ ପ୍ରକାଶ ପାଇବ ସେ ନେଇ ପରୀକ୍ଷାର୍ଥୀଙ୍କ ମନରେ ଯେଉଁ ଉତ୍ସୁକତା ରହିଥିଲା। ଏବେ ତାହା ଖୁବ୍ ଶୀଘ୍ର ଶେଷ ହେବାକୁ ଯାଉଛି। ଚଳିତ ମାସ ଶେଷ ସୁଦ୍ଧା ମାଟ୍ରିକ୍ ପରୀକ୍ଷା ଫଳ ପ୍ରକାଶ ପାଇବ ବୋଲି!-->!-->!-->…
ଭୁବନେଶ୍ୱର କ୍ୟାପିଟାଲ ଥାନାରେ କରୋନା ପଶିଲା
କଳିଙ୍ଗ ଜ୍ୟୋତି ବ୍ୟୁରୋ ଭୁବନେଶ୍ୱର ୨୬/୦୭: ଚନ୍ଦ୍ରଶେଖରପୁର, ଚନ୍ଦକା, ମଞ୍ଚେଶ୍ବର ପରେ କ୍ୟାପିଟାଲ ଥାନାକୁ ଛୁଇଁଛି କରୋନା। ଜଣେ ମହିଳା କନେଷ୍ଟବଳ କରୋନା ସଂକ୍ରମିତ ହୋଇଛନ୍ତି।
ଆଜି ପଜିଟିଭ୍ ରିପୋର୍ଟ ଆସିବା ପରେ ସମଗ୍ର ଥାନାକୁ ସାନିଟାଇଜ୍ କରାଯାଇଛି। ଯେଉଁମାନେ ତାଙ୍କ!-->!-->!-->!-->!-->…
ହଜିଗଲା ମାନବିକତା ! ! ମୃତ ପୋଲିସ ଅଫିସର ଅଛୁଆଁ ହୋଇଗଲେ : ମୃତ କରୋନା ଯୋଦ୍ଧାଙ୍କୁ କାନ୍ଧ ଦେଲେ ସାମ୍ବାଦିକ –…
କଳିଙ୍ଗ ଜ୍ୟୋତି ବ୍ୟୁରୋ ଭୁବନେଶ୍ୱର ୨୬/୦୭: ହଜିଗଲା ମାନବିକତା, ଭୁଲିଗଲେ ମଣିଷ ପଣିଆ। ମୃତ୍ୟୁ ପରେ ଅଛୁଆଁ ହୋଇଗଲା ମୃତଦେହ। ଏଭଳି ଏକ ହୃଦୟ ବିଦାରକ ଘଟଣା ଘଟିଛି ଗଞ୍ଜାମ ଜିଲ୍ଲା କୋଦଳାରେ। କୋଦଳା ମେଡିକାଲ ବାହାରେ ପଡି ରହିଥିଲା କରୋନା ମୁକାବିଲାର ଆଗଧାଡିର ଯୋଦ୍ଧା ପୋଲିସ!-->…
ଚୋରା ଗଞ୍ଜେଇ ଚାଲାଣର ଚରାଭୂଇଁ ପାଲଟିଛି କୋରାପୁଟ : ଜୟପୁରରୁ ଚୋରା ଚାଲାଣ ବେଳେ ୨୧୭୩ କେଜି ଗଞ୍ଜେଇ ଜବତ – ୪…
ଜୟପୁର, (କଳିଙ୍ଗ ଜ୍ୟୋତି ବ୍ୟୁରୋ), ୨୬/୦୭ : କୋରାପୁଟ ଜିଲା ଜୟପୁର ସଦର ପୋଲିସ ଗଞ୍ଜେଇ ଲୋଡିଙ୍ଗ ହେଉଥିବା ବେଳେ ଖବର ପାଇ ଚଢ଼ଉ କରିଛି । ଜୟପୁର ଏସଡିପିଓ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇ କହିଛନ୍ତି ଯେ, ଜୟପୁର ସଦର ଥାନା ଅନ୍ତର୍ଗତ ବାୟାଗୁଡା ଠାରେ ୮ରୁ ୧୦ ଜଣ ଯୁବକ ଗଞ୍ଜେଇ!-->…
ଛାତ୍ରଛାତ୍ରୀଙ୍କୁ ଜୁନ୍ ୧୪ରୁ ଅଗଷ୍ଟ ଶେଷ ପର୍ଯ୍ୟନ୍ତ ୫୭ ଦିନ ପାଇଁ ମଧ୍ୟାହ୍ନ ଭୋଜନରେ ଶୁଖିଲା ଖାଦ୍ୟ ମିଳିବ
କଳିଙ୍ଗ ଜ୍ୟୋତି ବ୍ୟୁରୋ ଭୁବନେଶ୍ୱର ୨୬/୦୭ : ରାଜ୍ୟ ସରକାର କୋଭିଡ୍-୧୯ ପରିପ୍ରେକ୍ଷୀରେ ଛାତ୍ରଛାତ୍ରୀଙ୍କୁ ମଧ୍ୟାହ୍ନଭୋଜନ ଅଧୀନରେ ଯୋଗ୍ୟ ବିଦ୍ୟାର୍ଥୀଙ୍କୁ ଛୁଟି ସମୟରେ ମଧ୍ୟ ଶୁଖିଲା ଖାଦ୍ୟ ପ୍ରଦାନ କରିବେ। ଏନେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏନେଇ ନିୟମାବଳୀ ଜାରି!-->…
୭୪ତମ ସ୍ବାଧୀନତା ଦିବସରେ ଲାଲ୍କିଲ୍ଲାରେ ୨୦୦ରୁ ୨୫୦ ନିମନ୍ତ୍ରିତ ଅତିଥିଙ୍କ ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ…
କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ ୨୫/୦୭ : ଆଗାମୀ ଅଗଷ୍ଟ ୧୫ ତାରିଖ ୭୪ତମ ସ୍ବାଧୀନତା ଦିବସ ଅବସରରେ ନୂଆଦିଲ୍ଲୀର ଲାଲ୍କିଲ୍ଲାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜାତୀୟ ପତାକା ଉତ୍ତୋଳନ କରିବା ସହ ଦେଶ ଉଦ୍ଦେଶ୍ୟରେ ଅଭିଭାଷଣ ରଖିବେ। ତେବେ ଚଳିତ ବର୍ଷ ମହାମାରୀ କରୋନାଭୂତାଣୁ ଯୋଗୁଁ!-->…
ରାଜ୍ୟ ସରକାର ବଡ଼ ନିଷ୍ପତ୍ତି : ପ୍ରଧାନମନ୍ତ୍ରୀ ଫସଲ ବୀମାରେ ସବୁ କୃଷକ ସାମିଲ ହେବେ
କଳିଙ୍ଗ ଜ୍ୟୋତି ବ୍ୟୁରୋ ଭୁବନେଶ୍ୱର ୨୫/୦୭ : ଚଳିତ ବର୍ଷ ଖରିଫ୍ ଓ ରବି ଚାଷ ପାଇଁ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା କାର୍ଯ୍ୟକାରୀ କରିବା ପାଇଁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ସମବାୟ ବିଭାଗ ପକ୍ଷରୁ ଏନେଇ ଆଜି ପ୍ରକାଶ ପାଇଥିବା ସଂକଳ୍ପନାମା ଅନୁଯାୟୀ ଭାଗ ଚାଷୀଙ୍କ ସମେତ ଅନ୍ୟ!-->…
୨୦୨୨ ସୁଦ୍ଧା ସବୁ ୱାଗନ୍କୁ ଆରଏଫ୍ଆଇଡି ଟ୍ୟାଗ୍
କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ ୨୫/୦୭ : ୨୦୨୨ ଡିସେମ୍ବର ସୁଦ୍ଧା ଭାରତୀୟ ରେଳପଥ ଦେଶର ସବୁ ରେଳ ୱାଗନକୁ ରେଡିଓ ଫ୍ରିକ୍ୱେନ୍ସି ଆଇଡେଣ୍ଟିଫିକେସନ(ଆରଏଫ୍ଆଇଡି ଟ୍ୟାଗ) ବ୍ୟବସ୍ଥାରେ ଅନ୍ତର୍ଭୁକ୍ତ କରିବାକୁ ଲକ୍ଷ୍ୟ ରଖିଛି। ଏହି ସମୟ ସୁଦ୍ଧା ସବୁ ରେଳ ୱାଗନ୍ରେ ରେଡିଓ!-->…
ଇ-କମର୍ସ କମ୍ପାନୀ ‘ଫ୍ଲିପ୍କାର୍ଟ’ ଅଧିଗ୍ରହଣ କଲା ‘ଓ୍ବାଲ୍ମାର୍ଟ ଇଣ୍ଡିଆ’ର ୧୦୦%…
ନୂଆଦିଲ୍ଲୀ, (କଳିଙ୍ଗ ଜ୍ୟୋତି ବ୍ୟୁରୋ),୨୫/୦୭ : ଇ-କମର୍ସ କମ୍ପାନୀ ଫ୍ଲିପ୍କାର୍ଟ ଓ୍ବାଲ୍ମାର୍ଟ ଇଣ୍ଡିଆ ହୋଲ୍ସେଲ୍ ବିଜ୍ନେସର ୧୦୦% ଅଂଶଧନ ହାସଲ କରିଛି। ରିଟେଲ ଇକୋସିଷ୍ଟମ ପରିବର୍ତ୍ତନ ଦିଗରେ ଏହା ସହାୟକ ହେବ। ଦେଶର କ୍ଷୁଦ୍ର ବ୍ୟବସାୟଗୁଡିକର କ୍ଷମତା ବିସ୍ତାର କରିବାରେ ଏହା!-->…
ଭୁବନେଶ୍ୱର ରେ ଚିହ୍ନଟ ହେଲେ ୧୧୧ ସଂକ୍ରମିତ, ମୋଟ ସଂଖ୍ୟା ୧୮୨୮ ହେଲା; କଟକ ସହରରୁ ଚିହ୍ନଟ ହେଲେ ୩୫ ଆକ୍ରାନ୍ତ ,…
କଳିଙ୍ଗ ଜ୍ୟୋତି ବ୍ୟୁରୋ ଭୁବନେଶ୍ୱର ୨୬/୦୭: ସୂଚନା ଅନୁଯାୟୀ, ଭୁବନେଶ୍ବରରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧,୮୨୮ କୁ ବୃଦ୍ଧି ହୋଇଛି । ମୋଟ ଆକ୍ରାନ୍ତଙ୍କ ମଧ୍ୟରୁ ୮୬୩ ଜଣ ସୁସ୍ଥ ହୋଇ ହୋଇଥିବା ବେଳେ ୯୫୨ ଜଣ ଚିକିତ୍ସାଧିନ ଅଛନ୍ତି ଓ ୧୧ ଜଣଙ୍କର ମୃତ୍ୟୁ ଘଟିଛି ।
!-->!-->!-->!-->!-->…
