Browsing Category
Regional
ରାମ ମନ୍ଦିର ନିର୍ମାଣ ଭୂମି ପୂଜନ ସମୟ ନିର୍ଘଣ୍ଟ : ଅଗଷ୍ଟ ୫ ତାରିଖ ସମୟ ୧୨.୩୦
କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ ୨୫/୦୭: ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ କାମ ଆରମ୍ଭ କରିବା ପାଇଁ ପ୍ରଶାସନ ଓ ସରକାର ଜୋରଦାର ପ୍ରୟାସ କରିଚାଲିଛି। ଏବେ ମିଳିଥିବା ସୂଚନା ଅନୁଯାୟୀ, ଅଗଷ୍ଟ ୫ ତାରିଖ ମଧ୍ୟାହ୍ନ ୧୨.୩୦ରେ ହିଁ ମନ୍ଦିର ନିର୍ମାଣ ପାଇଁ ଭୂମି ପୂଜନ କରାଯିବ। ଏହାପରେ!-->…
ଚାନ୍ଦବାଲି ବ୍ଲକ ‘ମତୋ – ଚୌଧୁରୀଘାଟ’ ରାସ୍ତା ସମ୍ପ୍ରସାରଣ ପାଇଁ ନଳଗୋହିରା ବଜାର ଉଚ୍ଛେଦ :…
ଭଦ୍ରକ,(କଳିଙ୍ଗ ଜ୍ୟୋତି ବ୍ୟୁରୋ),୨୫/୦୭ : ବହୁପ୍ରତୀକ୍ଷିତ ତଥା ବହୁମୁଖୀ, ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ଅନ୍ତର୍ଗତ 'ମତୋ -ଚୌଧୁରୀଘାଟ ରାସ୍ତା ସମ୍ପ୍ରସାରଣ ପାଇଁ ପ୍ରଶାସନ ପକ୍ଷରୁ ଜମି ଅଧିଗ୍ରହଣ ଓ ଜବରଦଖଲ ଉଚ୍ଛେଦ ଅଭିଯାନ ଆରମ୍ଭ ହୋଇଛି । ଏହି ବହୁପ୍ରତୀକ୍ଷିତ ରାସ୍ତା ଦ୍ବାରା!-->…
ଅନ୍ଲାଇନ୍ ପରୀକ୍ଷାରେ ବିଫଳ ହେଲେ ଅଫ୍ଲାଇନ୍ ସୁଯୋଗ ଦିଆଯିବ – ବିପିୟୁଟି ପରୀକ୍ଷା ନିର୍ଦେଶକ
କଳିଙ୍ଗ ଜ୍ୟୋତି ବ୍ୟୁରୋ ଭୁବନେଶ୍ୱର ୨୫/୦୭ : ବିଜୁ ପଟ୍ଟନାୟକ ବୈଷୟିକ ବିଶ୍ବବିଦ୍ୟାଳୟ(ବିପିୟୁଟି) ଶେଷ ସେମିଷ୍ଟର ଅନ୍ଲାଇନ୍ ପରୀକ୍ଷାରେ ଅକୃତକାର୍ଯ୍ୟ ହେଲେ ବିଦ୍ୟାର୍ଥୀ ଅଫ୍ଲାଇନ୍ରେ ପରୀକ୍ଷା ଦେଇପାରିବେ। ଏନେଇ ବିପିୟୁଟି ପକ୍ଷରୁ ଶୁକ୍ରବାର ବିଜ୍ଞପ୍ତି ପ୍ରକାଶ ପାଇଛି।!-->…
ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ନିଷ୍ପତ୍ତି, ବିନା ପରୀକ୍ଷାରେ ସିଟି ଛାତ୍ରଛାତ୍ରୀଙ୍କ ଫଳ
କଳିଙ୍ଗ ଜ୍ୟୋତି ବ୍ୟୁରୋ ଭୁବନେଶ୍ୱର୨୫/୦୭: ସିଟି ତାଲିମପ୍ରାପ୍ତ (ଡିଇଏଲ୍ଇଡ୍)ଛାତ୍ରଛାତ୍ରୀଙ୍କ ପାଇଁ ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେଇଛି। ଏହାଦ୍ବାରା ପ୍ରାୟ ୭୫୦୦ ଛାତ୍ରଛାତ୍ରୀଙ୍କର ବିନା ପରୀକ୍ଷାରେ ଫଳ ପ୍ରକାଶ କରାଯିବ। ଏ ସମ୍ପର୍କରେ!-->!-->!-->…
ରାଜଗାଙ୍ଗପୁର : ମାଲବାହୀ ଟ୍ରେନ ଦୁର୍ଘଟଣାଗ୍ରସ୍ତ, ଝାରସୁଗୁଡା-ରାଉରକେଲା ରୁଟରେ ରେଳ ଚଳାଚଳ ବ୍ୟାହତ
ରାଜଗାଙ୍ଗପୁର,(କଳିଙ୍ଗ ଜ୍ୟୋତି ବ୍ୟୁରୋ), ୨୫/୦୭ : ଆଜି ସକାଳ ପ୍ରାୟ ୧୧.୩୦ ସମୟରେ ଏକ ମାଲବାହୀ ଟ୍ରେନ୍ ରାଜଗାଙ୍ଗପୁର ରେଳ ଫାଟକ ନିକଟରେ ଓଲଟିଥିବାର ସୂଚନା ମିଳିଛି। ଏଥିରେ କେହି ମୃତାହତ ହୋଇ ନ ଥିବା ଜଣାଯାଇଛି। ଆଜି ପୂର୍ବାହ୍ନ ପ୍ରାୟ ୧୧.୩୦ ସମୟରେ ଏକ ମାଲବାହୀ ଟ୍ରେନ୍!-->…
ସିପ୍ଲା କଂପାନୀ ଭାରତକୁ ଆଣିଲା କୋଭିଡ-19 ର ଶସ୍ତା ଔଷଧ ‘ସିପ୍ଲେଞ୍ଜା’,ଦାମ ମାତ୍ର ୬୫ ଟଙ୍କା
କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ ୨୫/୦୭:କରୋନା ମହାମାରୀ ଯୋଗୁଁ ସାରା ଦେଶରେ ହଇଚଇ ସୃଷ୍ଟି ହୋଇଛି । ଏହାରି ମଧ୍ୟରେ କରୋନାକୁ ହରାଇବା ପାଇଁ ସବୁଠାରୁ ଶସ୍ତା ଔଷଧ ମଧ୍ୟ ପ୍ରସ୍ତୁତ ହୋଇସାରିଛି । ଏହାକୁ ବଜାରକୁ ଆଣିବା ପାଇଁ ଏକ ଫାର୍ମାସ୍ୟୁଟିକାଲ କର୍ମ୍ପନୀକୁ ଡିସିଜିଆଇରୁ ମଧ୍ୟ!-->…
“ଭାବିଜୀ ପାମ୍ପଡ” ଖାଆନ୍ତୁ – କରୋନାକୁ ମାତ୍ ଦିଅନ୍ତୁ ବୋଲି କହିଲେ କେନ୍ଦ୍ରମନ୍ତ୍ରୀ
କଳିଙ୍ଗ ଜ୍ଯୋତି ବ୍ଯୁରୋ ନୂଆଦିଲ୍ଲୀ ୨୫/୦୭: ମହାମାରୀ କରୋନା ଭାଇରସର ସଙ୍କଟ ମଧ୍ୟରେ କେନ୍ଦ୍ରମନ୍ତ୍ରୀ ଅର୍ଜୁନ ମେଘୱାଲା ‘ଭାବିଜୀ’ କ୍ରିସିପ୍ ପାମ୍ପଡ ଲଞ୍ଚ କରିଛନ୍ତି। ଏହି ପାମ୍ପଡ ଦେଶରୁ କରୋନା ଭାଇରସକୁ ଦୂରେଇବାରେ ସହଯୋଗ କରିବ ବୋଲି ମଧ୍ୟ ସେ କହିଛନ୍ତି। ଏହାର ଭିଡିଓ ସୋଶାଲ!-->…
ନାକରେ ଦିଆଯିବ କରୋନା ଭ୍ୟାକସିନର ଟିକା
କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ ୨୫/୦୭: ଦେଶରେ କରୋନା ଭାଇରସ ରେ ଆକ୍ରାନ୍ତ ୧୨ଲକ୍ଷରୁ ଉର୍ଦ୍ଧ ହୋଇ ସାରିଲେଣି । କରୋନା ଭାଇରସର ମାମଲା ଦେଶରେ ବହୁ ମାତ୍ରାରେ ବୃଦ୍ଧି ହେବାକୁ ଲାଗିଛି । ସମଗ୍ର ଦେଶରେ ବୌଜ୍ଞାନିକ ମାନେ ଏହି ରୋଗର ନିରାକରଣ ନିମନ୍ତେ ତାହାର ଟିକା ପ୍ରସ୍ତୁତ କରିବାରେ!-->…
ଆଇପିଏଲ୍ର ୧୩ତମ ସଂସ୍କରଣ ୟୁଏଇରେ ଆୟୋଜନ : ସେପ୍ଟେମ୍ବର ୧୯ ରୁ ଆରମ୍ଭ ,ନଭେମ୍ବର ୮ ରେ ଫାଇନାଲ
କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ ୨୫/୦୭ : ହାଇପ୍ରୋଫାଇଲ ଇଣ୍ଡିଆନ ପ୍ରିମିୟର ଲିଗ୍ (ଆଇପିଏଲ୍)ର ୧୩ତମ ସଂସ୍କରଣ ଆୟୋଜନ ହେବା ସ୍ପଷ୍ଟ ହୋଇଛି। ୟୁନାଇଟେଡ ଆରମ୍ଭ ଏମିରାଟ୍ସ (ୟୁଏଇ)ରେ ସେପ୍ଟେମ୍ବର ୧୯ ତାରିଖରୁ ଆଇପିଏଲ୍ ଆରମ୍ଭ ହୋଇ ନଭେମ୍ବର ୮ ତାରିଖରେ ଶେଷ ହେବ। ଏ ନେଇ ଆଇପିଏଲ!-->…
ଭବାନୀପାଟଣାରେ ୧୦ ପୁଲିସ୍ କରୋନା ପଜିଟିଭ୍ ଚିହ୍ନଟ
କଳିଙ୍ଗ ଜ୍ୟୋତି ବ୍ୟୁରୋ ଭବାନୀପାଟଣା ୨୫/୦୭: କଳାହାଣ୍ଡି ଜିଲ୍ଲା ଭବାନୀପାଟଣାରେ କାର୍ଯ୍ୟରତ ୧୦ ପୁଲିସ୍ କର୍ମଚାରୀ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ରିଜର୍ଭ ପୁଲିସ୍ର ୫ ,ଟାଉନ ଥାନାରୁ ୩, ସଦର ଥାନାରୁ ଜଣେ ଓ IRB ବାଟାଲିଅନରୁ ଜଣେ କରୋନାରେ ସଂକ୍ରମିତ ହୋଇଛନ୍ତି।
!-->!-->!-->!-->!-->…
