Browsing Category
Regional
ଓଡ଼ିଶା ବିଧାନସଭାର ୫ ଜଣ କର୍ମଚାରୀ କରୋନାରେ ଆକ୍ରାନ୍ତ ! !
ଭୁବନେଶ୍ୱର, (କଳିଙ୍ଗ ଜ୍ୟୋତି ବ୍ୟୁରୋ),୨୪/୦୭ : ଓଡ଼ିଶା ବିଧାନସଭାର ୫ ଜଣ କର୍ମଚାରୀ କରୋନାରେ ଆକ୍ରାନ୍ତ ହୋଇଛନ୍ତି । ସେମାନଙ୍କ ରିପୋର୍ଟ ପଜିଟିଭ୍ ଆସିଥିବା ବାଚସ୍ପତି ସୂର୍ଯ୍ୟ ପାତ୍ର ସୂଚନା ଦେଇଛନ୍ତି ।
ସମ୍ପୃକ୍ତ କର୍ମଚାରୀଙ୍କୁ ହୋମ୍ ଆଇସୋଲେସନ୍ରେ ରହିବାକୁ!-->!-->!-->!-->!-->…
କଟକର ସାହି-ବସ୍ତିରେ ବଢୁଛି ସଂକ୍ରମଣ : ଗୋଟିଏ ଦିନରେ ସହରରୁ ୯୩ ପଜିଟିଭ ଚିହ୍ନଟ
କଳିଙ୍ଗ ଜ୍ୟୋତି ବ୍ୟୁରୋ କଟକ ୨୪/୦୭: କଟକ ସହରରେ ଗଲା ୩ ଦିନ ଧରି ବଢିବାରେ ଲାଗିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ସାହିବସ୍ତିରୁ ସଂକ୍ରମଣ ବଢୁଥିବା ବେଳେ ସ୍ଥିତି ନିୟନ୍ତ୍ରଣ ପାଇଁ ପ୍ରଶାସନ ପକ୍ଷରୁ ଜୋରଦାର ଉଦ୍ୟମ ଆରମ୍ଭ ହୋଇଛି। ଆଜି କଟକ ସହରରୁ ୯୩ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା!-->…
ରେକର୍ଡ ଭାଙ୍ଗିଲା ଭୁବନେଶ୍ୱର – ଆଜି ଗୋଟିଏ ଦିନରେ ସର୍ବାଧିକ ରେକର୍ଡ ସଂଖ୍ୟକ ୨୪୮ ‘କରୋନା’ ଆକ୍ରାନ୍ତ ଚିହ୍ନଟ…
'ହଟସ୍ପଟ' ପାଲଟିଲା ବିଜେବି ନଗର ସ୍ଥିତ 'ମହିଷାଖାଲ ବସ୍ତି' : କେବଳ ଏହି ବସ୍ତିରୁ ୪୫ ଆକ୍ରାନ୍ତ ଚିହ୍ନଟ ! !
ଭୁବନେଶ୍ୱର, (କଳିଙ୍ଗ ଜ୍ୟୋତି ବ୍ୟୁରୋ), ୨୪/୦୭ : ରାଜଧାନୀ ଭୁବନେଶ୍ୱରରେ ସବୁ ରେକର୍ଡକୁ ପଛରେ ପକାଇଛି ଆଜିର ଆକ୍ରାନ୍ତଙ୍କ ସଂଖ୍ୟା। ଭୁବନେଶ୍ୱର ମହାନଗର ନିଗମ!-->!-->!-->…
ପୋଲିସ କର୍ମଚାରୀ ମାନେ ନିଜର ପ୍ଲାଜ୍ମା ଦାନ କରିବା ନେଇ ଏସ୍ଓପି ଜାରି କଲେ ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ ଅଭୟ
କଳିଙ୍ଗ ଜ୍ୟୋତି ବ୍ୟୁରୋ ଭୁବନେଶ୍ୱର୨୪/୦୭ : କରୋନାରୁ ସୁସ୍ଥ ହୋଇଥିବା ପୋଲିସ କର୍ମଚାରୀମାନେ ନିଜର ପ୍ଲାଜ୍ମା ଦାନ କରିବେ। ଏ ନେଇ ରାଜ୍ୟ ପୋଲିସ ବିଭାଗ ପକ୍ଷରୁ ଗୁରୁବାର ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସିଜିଓର୍ (ଏସ୍ଓପି) ଜାରି କରାଯାଇଛି। ଏ ସଂକ୍ରାନ୍ତରେ ସମସ୍ତ ଏସ୍ପି ଏବଂ!-->…
ପୋଲସରା ବିଧାୟକଙ୍କ ସହ ପତ୍ନୀ ମଧ୍ୟ କରୋନା ଆକ୍ରାନ୍ତ !
ଭୁବନେଶ୍ୱର / ବ୍ରହ୍ମପୁର, (କଳିଙ୍ଗ ଜ୍ୟୋତି ବ୍ୟୁରୋ), ୨୪/୦୭ : ରାଜ୍ୟରେ ପୁଣି ଜଣେ ଜନପ୍ରତିନିଧି କରୋନା ଆକ୍ରାନ୍ତ ହୋଇଛନ୍ତି, ଆଉ ଜଣେ ବିଧାୟକ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଗଞ୍ଜାମ ଜିଲ୍ଲା ପୋଲସରାର ବିଧାୟକ କରୋନା ପଜିଟିଭ ବୋଲି ସେ ନିଜେ ଏକ ସମ୍ବାଦପତ୍ରକୁ ସୂଚନା!-->…
ଇସ୍ରାଏଲର କିଟ୍ରେ ମାତ୍ର ୩୦ ମିନିଟ୍ରେ ହେବ କରୋନା ଟେଷ୍ଟ
କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ ୨୪/୦୭: କରୋନା ପ୍ରତିକାରକୁ ନେଇ ସାମାନ୍ୟ ଆଶ୍ୱସ୍ତି ମିଳିଛି। ଏଣିକି କରୋନା ଟେଷ୍ଟ ଫଳାଫଳ ମାତ୍ର ୩୦ ମିନିଟରେ ଜଣାପଡିବ। ଏନେଇ ପରୀକ୍ଷାନିରୀକ୍ଷା ପାଇଁ ଇସ୍ରାଏଲର ଏକ ବୈଜ୍ଞାନିକ ଟିମ୍ ଭାରତ ଆସିବ । ତେବେ ପୂର୍ବରୁ ଏହାର ପରୀକ୍ଷଣ!-->…
ଭଦ୍ରକ ଜିଲ୍ଲା : କରୋନା ଟାର୍ଗେଟରେ ‘କୋଭିଡ ଯୋଦ୍ଧା’ – ସ୍ୱାସ୍ଥ୍ୟକର୍ମୀ, ପୋଲିସ ଓ ବ୍ୟାଙ୍କ…
ଭଦ୍ରକ, (କଳିଙ୍ଗ ଜ୍ୟୋତି ବ୍ୟୁରୋ), ୨୪/୦୭ : ଆଜି ଭଦ୍ରକ ଜିଲ୍ଲାର 'କୋଭିଡ ଯୋଦ୍ଧା' ୮ ଜଣ ପୋଲିସ କର୍ମଚାରୀଙ୍କ ସମେତ ୨ ଜଣ ସ୍ୱାସ୍ଥ୍ୟକର୍ମୀ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଆକ୍ରାନ୍ତମାନଙ୍କୁ କୋଭିଡ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏହି କର୍ମଚାରୀ ମାନଙ୍କର କଣ୍ଟାକ୍ଟ!-->…
ଲଦାଖରେ କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟ ଖୋଲିବା ଲାଗି ପ୍ରଧାନମନ୍ତ୍ରୀଙ୍କ ଅନୁମୋଦନ
କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ ୨୪/୦୭ : ଲଦାଖରେ ବୌଦ୍ଧଧର୍ମ ଅଧ୍ୟୟନ କେନ୍ଦ୍ର ଓ ଅନ୍ୟାନ୍ୟ ବିଷୟ ଥିବା ପ୍ରଥମ କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟ ଖୋଲିବା ଲାଗି ପ୍ରଧାନମନ୍ତ୍ରୀ ସମ୍ମତି ପ୍ରଦାନ କରିଛନ୍ତି। ଲଦାଖକୁ କେନ୍ଦ୍ରଶାସିତ ଅଞ୍ଚଳରେ ପରିଣତ କରାଯିବାର ଦୁଇ ସପ୍ତାହ ପୂର୍ବରୁ!-->…
ରଥ ସଂରକ୍ଷଣ ନେଇ କେହି ଆଲୋଚନା କରିନାହାନ୍ତି: ଶଙ୍କରାଚାର୍ଯ୍ୟ ସ୍ବାମୀ ନିଶ୍ଚଳାନନ୍ଦ ସରସ୍ବତୀ
କଳିଙ୍ଗ ଜ୍ୟୋତି ବ୍ୟୁରୋ ପୁରୀ ୨୪/୦୭: ଗୋବର୍ଦ୍ଧନ ମଠର ଶଙ୍କରାଚାର୍ଯ୍ୟ ସ୍ବାମୀ ନିଶ୍ଚଳାନନ୍ଦ ସରସ୍ବତୀଙ୍କୁ ଗୁରୁବାର ଶ୍ରୀମନ୍ଦିର ଦଇତାପତି ସେବକମାନେ ସାକ୍ଷାତ କରିଛନ୍ତି।
ଅପରାହ୍ନରେ ଦଇତାପତି ସେବକମାନେ ମଠକୁ ଯାଇ ଶଙ୍କରାଚାର୍ଯ୍ୟଙ୍କୁ ଚିତାଲାଗି ଆଳତି ଭୋଗ ପ୍ରଦାନ କରିବା!-->!-->!-->!-->!-->…
ଅକ୍ଟୋବର ପହିଲାରୁ ଆସିବ ବାଧ୍ୟତାମୂଳକ ଇ-ଇନ୍ଭଏସିଂ – ସିବିଆଇସି
କଳିଙ୍ଗ ଜ୍ୟୋତି ବ୍ୟୁରୋ ମାଙ୍ଗାଲୋର ୨୪/୦୭: ଇ-ଇନଭଏସିଂ ସ୍କିମକୁ ଶୀଘ୍ର ବାଧ୍ୟତାମୂଳକ କରାଯିବ। କେନ୍ଦ୍ରୀୟ ପରୋକ୍ଷ ଟିକସ ଏବଂ ସୀମା ଶୁଳ୍କ ବୋର୍ଡ(ସିବିଆଇସି) ପକ୍ଷରୁ ଏ ନେଇ ଗୋଟିଏ ସପ୍ତାହ ମଧ୍ୟରେ ବିଜ୍ଞପ୍ତି ପ୍ରକାଶ ପାଇବ।
ବାର୍ଷିକ ୫୦୦ କୋଟି କିମ୍ବା ଏହାଠାରୁ ଅଧିକ!-->!-->!-->!-->!-->…
