Browsing Category
Regional
ଏଣିକି ହଟସ୍ପଟ ଜିଲାର ରୋଗୀଙ୍କୁ ଚିକିତ୍ସା ନ କଲେ ହେବ କଠୋର କାର୍ଯ୍ୟାନୁଷ୍ଠାନ : ଘରୋଇ ହସ୍ପିଟାଲ ଓ କ୍ଲିନିକକୁ…
ଭୁବନେଶ୍ବର, (କଳିଙ୍ଗ ଜ୍ୟୋତି ବ୍ୟୁରୋ), ୧୮/୦୭ : ଘରୋଇ ହସ୍ପିଟାଲ ଓ କ୍ଲିନିକକୁ ରାଜ୍ୟ ସରକାରଙ୍କ ଚେତାବନୀ। ରାଜ୍ୟର କରୋନା ହଟସ୍ପଟ ଜିଲାରୁ ଆସୁଥିବା ରୋଗୀଙ୍କୁ ଚିକିତ୍ସା ନକଲେ ହେବ କଠୋର କାର୍ଯ୍ୟାନୁଷ୍ଠାନ। ମେଡିକାଲକୁ ଆସୁଥିବା ରୋଗୀଙ୍କୁ ଚିକିତ୍ସା ନକରି ଫେରାଇ ଦେବା ହେଉଛି!-->…
ଟିକା ପ୍ରସ୍ତୁତ ନ ହେବା ଯାଏ କରୋନା କଟକଣା ମାନନ୍ତୁ – କେନ୍ଦ୍ରମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ
ଭୁବନେଶ୍ୱର, (କଳିଙ୍ଗ ଜ୍ୟୋତି ବ୍ୟୁରୋ), ୧୮/୦୭ : କରୋନା ସ୍ଥିତି ନେଇ କେନ୍ଦ୍ରମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ପରାମର୍ଶ ଦେଇଛନ୍ତି। ଏହି ସମୟରେ ଆମ ସମସ୍ତଙ୍କୁ ସଚେତନ ରହିବାକୁ ପଡ଼ିବ। କରୋନା ଟିକା ତିଆରି ନ ହେବା ପର୍ଯ୍ୟନ୍ତ ଆମକୁ କଟକଣା ମାନିବାକୁ ପଡ଼ିବ। ମାସ୍କ ପିନ୍ଧିବାକୁ!-->…
ଇସିଓଏସଓସିର ଉଚ୍ଚସ୍ତରୀୟ ଅଧିବେଶନରେ ପ୍ରଧାନମନ୍ତ୍ରୀଙ୍କ ଉଦଘାଟନୀ ଅଭିଭାଷଣ
ନୂଆଦିଲ୍ଲୀ, (କଳିଙ୍ଗଜ୍ୟୋତି ବ୍ୟୁରୋ), ୧୮/୦୭ : ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଶୁକ୍ରବାର, ୧୭ ଜୁଲାଇ, ୨୦୨୦ରେ ନ୍ୟୁୟର୍କସ୍ଥିତ ମିଳିତ ଜାତିସଂଘ ଠାରେ ଅନୁଷ୍ଠିତ ମିଳିତ ଜାତିସଂଘ ଅର୍ଥନୈତିକ ଏବଂ ସାମାଜିକ ପରିଷଦ (ଇସିଓଏସଓସି)ର ଏକ ଉଚ୍ଚସ୍ତରୀୟ ଭର୍ଚୁଆଲ ଅଧିବେଶନରେ ଉଦଘାଟନୀ!-->…
ଆତ୍ମନିର୍ଭର ଆପ ଇନୋଭେସନ ଚାଲେଞ୍ଜ ଆବେଦନ ଅବଧି ବୃଦ୍ଧି କଲେ ସରକାର
କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ ୧୮/୦୭: ଆତ୍ମନିର୍ଭର ଆପ ଇନୋଭେସନ ଚାଲେଞ୍ଜ ପାଇଁ ଆବେଦନ ଉତ୍ସାହଜନକ ହେବାରୁ ସରକାର ଏହାର ଅବଧିକୁ ଜୁଲାଇ ୨୬ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି। ଏ ସମ୍ପର୍କରେ ଅଧିକ ଜାଣିବା ପାଇଁ ଯେକୌଣସି ବ୍ୟକ୍ତି https://innovate.mygov.in/app.challenge/ ରେ!-->…
କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଦୃଢୋକ୍ତି, ଭାରତ ହେବ ବିଶ୍ୱ ଉର୍ଜା ଉତ୍ପାଦନର ପେଣ୍ଠସ୍ଥଳି
କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ/ଭୁବନେଶ୍ୱର ୧୮/୦୭ : ନୂଆଦିଲ୍ଲୀରୁ ଭିଡିଓ କନଫରେନ୍ସିଂ ମାଧ୍ୟମରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଯୁଗ୍ମ-ଅଧ୍ୟକ୍ଷତାରେ ଆମେରିକାର ଉର୍ଜା ସଚିବ ଡାନ୍ ବ୍ରୌଲିଟିଙ୍କ ସହ ଭାରତ-ଆମେରିକା ଦ୍ୱିତୀୟ ମନ୍ତ୍ରୀସ୍ତରୀୟ ଋଣନୈତିକ ଉର୍ଜା!-->…
ପ୍ରତିରକ୍ଷାଙ୍କ ମନ୍ତ୍ରୀ ଜାମ୍ମୁ-କାଶ୍ମୀର ଗସ୍ତ ସହ ଅମରନାଥ ଦର୍ଶନ
କଳିଙ୍ଗ ଜ୍ୟୋତି ବ୍ୟୁରୋ ଶ୍ରୀନଗର ୧୮/୦୭: ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଶନିବାର ଜାମ୍ମୁ-କାଶ୍ମୀର ଗସ୍ତ କରିବା ସହିତ ବାବା ଅମରନାଥଙ୍କୁ ଦର୍ଶନ କରିଛନ୍ତି। ଏହି ଅବସରରେ ସେ ଘାଟିରେ ସୁରକ୍ଷା ବ୍ୟବସ୍ଥାର ଅନୁଧ୍ୟାନ କରିଛନ୍ତି। ରାଜନାଥଙ୍କ ସହିତ ଚିଫ୍ ଅଫ୍ ଡିଫେନ୍ସ!-->…
କରୋନା ସଂକ୍ରମଣରେ ଭାରତ ବିଶ୍ୱରେ ତୃତୀୟ ରାଷ୍ଟ୍ର ଭାବେ ୧୦ ଲକ୍ଷ ପାର କଲା
କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ ୧୮/୦୭: ବିଶ୍ବରେ ତୃତୀୟ ରାଷ୍ଟ୍ର ଭାବେ ଭାରତରେ ସଂକ୍ରମଣ ମାମଲା ୧୦ ଲକ୍ଷ ଟପିଯାଇଛି। ପୂର୍ବରୁ ଆମେରିକା ଏବଂ ବ୍ରାଜିଲ୍ରେ ସଂକ୍ରମଣ ମାମଲା ୧୦ ଲକ୍ଷ ଟପିସାରିଛି। ଦେଶରେ କରୋନା ସଂକ୍ରମଣ ୯ ଲକ୍ଷ ଟପିବାର ମାତ୍ର ୩ ଦିନ ପରେ ୧୦ ଲକ୍ଷ ଟପିଛି। ଗତ!-->…
ଆଇପିଏଲ ସେପ୍ଟେମ୍ବର ୨୬ ତାରିଖରୁ ୟୁଏଇରେ ଆରମ୍ଭ ହେବ
କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ ୧୮/୦୭ : କରୋନା ଭାଇରସ ଯୋଗୁ ଆଇପିଏଲ ୨୦୨୦ ଅନିଶ୍ଚିତତା ଭିତରେ ରହିଥିଲା । ମିଳିଥିବା ସୂଚନା ଅନୁସାରେ ଚଳିତ ବର୍ଷ ସେପ୍ଟେମ୍ବର ୨୬ ତାରିଖ ରୁ ଆରମ୍ଭ ହେବାକୁ ଯାଉଛି । ବିସିସିଆଇ ର ସୂଚନା ଅନୁସାରେ ଏହି ମ୍ୟାଚ ଗୁଡିକ ଭାରତ ଭିତରେ ଖେଳ। ନଯାଇ!-->…
ରାଜ୍ୟରେ ଆଜି ପୁଣି ୫୯୧ କରୋନା ପଜିଟିଭ୍ ଚିହ୍ନଟ ,୧୯୭ ସ୍ଥାନୀୟ ସଂକ୍ରମିତ – ମୋଟ ଆକ୍ରାନ୍ତ ସଂଖ୍ୟା୧୬,୭୦୧ରେ…
କଳିଙ୍ଗ ଜ୍ୟୋତି ବ୍ୟୁରୋ ଭୁବନେଶ୍ୱର ୧୮/୦୭ : ସାରା ରାଜ୍ୟରେ ହୁ ହୁ ହୋଇ ବଢିଚାଲିଛି କରୋନା ମହାମାରୀ । ଏହାରି ମଧ୍ୟରେ ରାଜ୍ୟରେ ଆଜି ପୁଣି ୫୯୧ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୩୯୪ଜଣ କ୍ୱାରେଣ୍ଟାଇନରୁ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ଅଞ୍ଚଳରୁ ୧୯୭ ଜଣ ଚିହ୍ନଟ!-->…
ଘରୋଇ ଡାକ୍ତରଙ୍କ ପାଇଁ ନିର୍ଦେଶାବଳି ଜାରି କଲେ ସରକାର : ଇନଫ୍ଲୁଏଞ୍ଜା ଓ ନିଶ୍ୱାସରେ ସମସ୍ୟା ଥିବା ରୋଗୀଙ୍କ ତଥ୍ୟ…
କଳିଙ୍ଗ ଜ୍ୟୋତି ବ୍ୟୁରୋ ଭୁବନେଶ୍ୱର ୧୮/୦୭ : ଘରୋଇ/ପଲି କ୍ଲିନିକ୍ ଓ ନର୍ସିଂ ହୋମ୍ରେ ଘରୋଇ ଭାବେ ଚିକିତ୍ସା କରୁଥିବା ଡାକ୍ତରଙ୍କ ପାଇଁ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଆଜି ନିର୍ଦେଶାନାମା ଜାରି ହୋଇଛି। ସଂପୃକ୍ତ ଡାକ୍ତରମାନେ ଏଣିକି ସେମାନଙ୍କ କ୍ଲିନିକ୍କୁ ଆସୁଥିବା ଇନ୍ଫ୍ଲୁଏଞ୍ଜା ଓ!-->…
