Browsing Category
Regional
ଗୁଜୁରାଟର ‘ଜାଇଡସ୍ କ୍ୟାଡିଲା କମ୍ପାନୀ’ ପ୍ରସ୍ତୁତ ଦେଶର ଦ୍ୱିତୀୟ କରୋନା ଭ୍ୟାକ୍ସିନକୁ ମିଳିଲା…
ନୂଆଦିଲ୍ଲୀ, (କଳିଙ୍ଗ ଜ୍ୟୋତି ବ୍ୟୁରୋ), ୦୮/୦୭ : ଏହା ମଧ୍ୟରେ ଦେଶର ଅନ୍ୟ ଏକ ଭ୍ୟାକ୍ସିନର ହ୍ୟୁମାନ ଟ୍ରାୟଲ ପାଇଁ ଅନୁମତି ମିଳିଯାଇଛି । ଏହି ଭ୍ୟାକ୍ସିନ ଗୁଜୁରାତର ଜାଇଡସ୍ କ୍ୟାଡିଲା କମ୍ପାନୀ (Zydus Cadila Healthcare Ltd) ପକ୍ଷରୁ ପ୍ରସ୍ତୁତ କରଯାଇଛି । ଅହମ୍ମଦାବାଦସ୍ଥିତ!-->…
ଆସନ୍ତା ୧୨ ତାରିଖ ଯାଏଁ କଟକ ସଟଡାଉନ ରହିବ ।
କଳିଙ୍ଗ ଜ୍ୟୋତି ବ୍ୟୁରୋ କଟକ୦୮/୦୭ : କଟକରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢିଚାଲିଥବାରୁ କଟକ ମହାନଗର ନିଗମ (ସିଏମସି) ପକ୍ଷରୁ ସଟଡାଉନ କଟକଣା ମିଆଦକୁ ଆସନ୍ତା ୧୦ ତାରିଖ ମଧ୍ୟରାତ୍ରି ଯାଏଁ ବଢାଇଦେଇଛନ୍ତି । ତେବେ ୧୦ ତାରିଖ ଶୁକ୍ରବାର ଥିବାରୁ ତାହାର ପରବର୍ତ୍ତି ଦୁଇଦିନ ଶନି ଓ!-->!-->!-->…
ଚାଇନିଜ ଆପକୁ ଆମେରିକା ଝଟକା : ଟିକ୍ଟକ ସମେତ ସମସ୍ତ ଚାଇନା ଆପ୍କୁ କରିପାରେ ବ୍ୟାନ୍
ୱାଶିଂଟନ / ନୂଆଦିଲ୍ଲୀ, (କଳିଙ୍ଗ ଜ୍ୟୋତି ବ୍ୟୁରୋ), ୦୮/୦୭ : ଭାରତ ପରେ ଏବେ ଆମେରିକା ସମାନ ପଦକ୍ଷେପ ଗ୍ରହଣ କରିବାକୁ ଯାଉଥିବା ସଙ୍କେତ ଦେଇଛି। ଆମେରିକା ବି ଟିକ୍ଟକ ସହ ଦେଶରେ ଚାଲୁଥିବା ସମସ୍ତ ଚାଇନିଜ୍ ଆପ ଉପରେ ବ୍ୟାନ୍ ଲଗାଇବାକୁ ଯାଉଥିବା ସୂଚନା ମିଳିଛି। ଏ ସମ୍ପର୍କରେ!-->…
ସାଲେପୁର ବିଧାୟକଙ୍କ ସମେତ ପିଏସ୍ଓ ଓ ଡ୍ରାଇଭର୍ କରୋନା ସଂକ୍ରମିତ
କଳିଙ୍ଗ ଜ୍ୟୋତି ବ୍ୟୁରୋ କଟକ ୦୮/୦୭: ନୀଳଗିରି ବିଧାୟକଙ୍କ ପରେ କଟକ ଜିଲ୍ଲାର ସାଲେପୁର ବିଧାୟକ ପ୍ରଶାନ୍ତ ବେହେରା ଏବେ କରୋନାରେ ସଂକ୍ରମିତ ହୋଇଛନ୍ତି। ତାଙ୍କ ପିଏସ୍ଓ (ଏପିଆର କନେଷ୍ଟବଳ) ଓ ଡ୍ରାଇଭର୍ ମଧ୍ୟ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି। ବିଧାୟକ ଶ୍ରୀ ବେହେରା କରୋନାରେ!-->!-->!-->…
କନ୍ଧମାଳ ପୋଲିସକୁ ମାଓ ଦମନରେ ପ୍ରଶଂସନୀୟ ପଦକ୍ଷେପ ପାଇଁ ସାବାସୀ ଜଣାଇଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର, (କଳିଙ୍ଗ ଜ୍ୟୋତି ବ୍ୟୁରୋ), ୦୮/୦୭ : ମୁଖ୍ୟମନ୍ତ୍ରୀ କନ୍ଧମାଳ ଏସପିଙ୍କ ସହ ଟେଲିଫୋନରେ କଥାବାର୍ତ୍ତା କରି ତାଙ୍କୁ ଓ ତାଙ୍କ ଟିମକୁ ମାଓ ଦମନରେ ବିଶେଷ ଭୂମିକା ପାଇଁ ସାଧୁବାଦ ଜଣାଇଛନ୍ତି। କନ୍ଧମାଳ ଜିଲ୍ଲାରେ ମାଓ କାର୍ଯ୍ୟକଳାପ ଦମନ କରିବା ନେଇ ଓଡ଼ିଶା ପୋଲିସର!-->…
ପୁଲିସ ପରେ ଡାକ୍ତର ପାଳି,ବୀରମିତ୍ରପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଭାରପ୍ରାପ୍ତ ଚିକିତ୍ସା ଅଧିକାରୀ ଡା.ଦେବାଶିଷ…
କଳିଙ୍ଗ ଜ୍ୟୋତି ବ୍ୟୁରୋ ରାଉରକେଲା୦୮/୦୭ : ରାଜ୍ୟ କ୍ରାଇମବ୍ରାଞ୍ଚ ସୁନ୍ଦରଗଡ ଜିଲ୍ଲା ବୀରମିତ୍ରପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଭାରପ୍ରାପ୍ତ ଚିକିତ୍ସା ଅଧିକାରୀ ଡାକ୍ତର ଦେବାଶିଷ ଘୋଷଙ୍କୁ ଆଇପିସି ଧାରା ୩୧୩/୧୬୬/୨୦୧/୧୨୦ (ଖ), ପୋକ୍ସୋ ଆଇନ ଧାରା ୧୭/୨୧ ଓ ଅନୁସୂଚିତ ଜାତି ଓ!-->!-->!-->…
ଭୁବନେଶ୍ୱର ସ୍ଥିତ ଟେକ ମହିନ୍ଦ୍ରା ଅଫିସ୍ ସିଲ: ୩ ଦିନରେ ୭ କର୍ମଚାରୀଙ୍କୁ କରୋନା ଆକ୍ରାନ୍ତ ଚିହ୍ନଟ ପରେ ଅଫିସକୁ…
କଳିଙ୍ଗ ଜ୍ୟୋତି ବ୍ୟୁରୋ ଭୁବନେଶ୍ୱର୦୮/୦୭:ଆଗଧାଡ଼ିର କରୋନା ଯୋଦ୍ଧାଙ୍କ ପରେ ଏବେ ବିଭିନ୍ନ ଅଫିସଣ କର୍ମଚାରୀ ବି କରୋନା ଆକ୍ରାନ୍ତ ହେଉଛନ୍ତି। ଭୁବନେଶ୍ୱର ମୈତ୍ରୀ ବିହାର ସ୍ଥିତ ଟେକ୍ ମହିନ୍ଦ୍ରାକୁ ସିଲ୍ କଲା ବିଏମସି । ଗତ ୩ଦିନ ମଧ୍ୟରେ ଲଗାତର ୭ଜଣ କରୋନ ପଜିଟିଭ ବାହାରିବା ପରେ!-->!-->!-->…
ମୋ ସରକାର’ରେ ସାମିଲ ହେବ କୋଭିଡ୍ ପରିଚାଳନା
କଳିଙ୍ଗ ଜ୍ୟୋତି ବ୍ୟୁରୋ ଭୁବନେଶ୍ୱର ୦୭/୦୭:ମୋ ସରକାରରେ ସାମିଲ୍ ହେବ କୋଭିଡ୍ ପରିଚାଳନା। ଭିଡିଓ କନ୍ଫରେନ୍ସିଂରେ ସମୀକ୍ଷା ପରେ ଏହି ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ରୋଗୀ ଓ କୋଭିଡ୍ ଯୋଦ୍ଧାଙ୍କ ସହ ନିୟମିତ ଯୋଗାଯୋଗରେ ରହିବାକୁ ପ୍ରଶାସନକୁ ନିର୍ଦ୍ଦେଶ ଦେଲେ!-->!-->!-->…
ଅଡୁଆରେ ପକାଇଲା ‘ଛେଣ୍ଡିପଦା ରାଣୀ’ : ଥାନାକୁ ଟଣାହେଲେ ଗାୟକ ହ୍ୟୁମାନ ସାଗର
ଅନୁଗୁଳ / ଭୁବନେଶ୍ୱର, (କଳିଙ୍ଗ ଜ୍ୟୋତି ବ୍ୟୁରୋ), ୦୭।୦୭ : 'ଛେଣ୍ଡିପଦା ରାଣୀ’ ଗୀତ ଗାଇ ଅଡୁଆରେ ଓଡ଼ିଆ କଣ୍ଠଶିଳ୍ପୀ ହ୍ୟୁମାନ ସାଗର। ହ୍ୟୁମାନ ସାଗରଙ୍କ ନାମରେ ଛେଣ୍ଡିପଦା ଥାନାରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରି ଛେଣ୍ଡିପଦା ଥାନାରେ ଲିଖିତ ଅଭିଯୋଗ କରିଛି ଛେଣ୍ଡିପଦା ଯୁବ ମଞ୍ଚ।!-->…
‘କୋଭାକ୍ସିନ’କୁ ହ୍ୟୁମାନ ଟ୍ରାଏଲ୍ ପାଇଁ ଅନୁମତି : ଭାରତରେ ପ୍ରଥମ କରୋନା ଭାକ୍ସିନର ଟ୍ରାଏଲ୍ ଟେଷ୍ଟ…
ନୂଆଦିଲ୍ଲୀ, (କଳିଙ୍ଗ ଜ୍ୟୋତି ବ୍ୟୁରୋ), ୦୭/୦୭ : ଭାରତ ବାୟୋଟେକ୍ ଓ ICMR ମିଳିତ ପ୍ରୟାସରେ ପ୍ରସ୍ତୁତ କ୍ୟାଣ୍ଡିଡେଟ୍ ଭ୍ୟାକ୍ସିନ - 'କୋଭାକ୍ସିନ' କୁ ଦେଶର ପ୍ରଥମ ଟିକା ଭାବେ ମାନବ ପରୀକ୍ଷଣ ପାଇଁ ଅନୁମତି ମିଳିଛି । ଏହାର ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାୟ ପରୀକ୍ଷଣ କରାଯିବ। ଭାରତର ଏହି!-->…
