Browsing Category

Regional

ତୃତୀୟ ଲହର ମୁକାବିଲା ପାଇଁ ସରକାର ପ୍ରସ୍ତୁତ : ଜନ ସ୍ବାସ୍ଥ୍ୟ ନିର୍ଦେଶକ

ଭୁବନେଶ୍ବର ୧୮/୧୨/୨୦୨୧ କଳିଙ୍ଗ ଜ୍ୟୋତି : ତୃତୀୟ ଲହର ମୁକାବିଲା ଲାଗି ରାଜ୍ୟ ସରକାର ସମର୍ଥ, ସ୍ବାସ୍ଥ୍ୟ ଭିତ୍ତିଭୂମି ପ୍ରସ୍ତୁତ ଅଛି ବୋଲି ଜନ ସ୍ବାସ୍ଥ୍ୟ ନିର୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ର କହିଛନ୍ତି। ବ୍ରିଟେନରେ ଯେମିତି ସଂକ୍ରମଣ ବଢ଼ୁଛି, ତୃତୀୟ ଲହର ସମ୍ଭାବନା ଅଧିକ ବୋଲି ନିଜ

ଶ୍ରୀମନ୍ଦିର ପାଇଁ ନୂଆ ଏସ୍‌ଓପି ଜାରି; ଡିସେମ୍ବର ୧୬ରୁ ସକାଳ ସାଢ଼େ ୫ଟାରୁ ଶ୍ରଦ୍ଧାଳୁଙ୍କୁ ପ୍ରବେଶ ଅନୁମତି

ପୁରୀ ୧୫/୧୨/୨୦୨୧ କଳିଙ୍ଗ ଜ୍ୟୋତି : କୋଭିଡ-୧୯ ମହାମାରୀର ସମ୍ଭାବିତ ୩ୟ ଲହରକୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିର ପାଇଁ ନୂଆ ଏସ୍‌ଓପି ଜାରି ହୋଇଛି। ନୂଆ ଏସ୍‌ଓପି ୨୦୨୧ ଡିସେମ୍ବର ୧୬ ତାରିଖ ଠାରୁ ଲାଗୁ ହେବ। ମନ୍ଦିର ଖୋଲା ରହିବା ସମୟରେ ଶ୍ରଦ୍ଧାଳୁ ମାନେ ଶ୍ରୀଜିଉଙ୍କ ଦର୍ଶନ ପାଇଁ

୧୦ମ ଇଂରାଜୀ ପ୍ରଶ୍ନପତ୍ରରେ ଭୁଲ ଥିବା ସ୍ୱୀକାର କଲେ ସିବିଏସ୍‌ଇ କର୍ତ୍ତୃପକ୍ଷ; ପରୀକ୍ଷା ଦେଇଥିବା ଛାତ୍ରଛାତ୍ରୀଙ୍କୁ…

ନୂଆଦିଲ୍ଲୀ ୧୩/୧୨/୨୦୨୧ କଳିଙ୍ଗ ଜ୍ୟୋତି : ଗତ ଡିସେମ୍ବର ୧୧ ତାରିଖରେ ସିବିଏସ୍‌ଇର ୧୦ମ ଶ୍ରେଣୀ ପାଇଁ ହୋଇଥିବା ଇଂରାଜୀ ଭାଷା ଓ ସାହିତ୍ୟ ପରୀକ୍ଷା ପ୍ରଶ୍ନପତ୍ରରେ ଗୋଟିଏ ପ୍ରଶ୍ନ ସିଲାବସ୍‌ ଓ ଧାର୍ଯ୍ୟ ଗାଇଡ୍‌ଲାଇନ୍‌ ବାହାରୁ ରହି ଯାଇଥିଲା ବୋଲି ସିବିଏସ୍‌ଇ କର୍ତ୍ତୃପକ୍ଷ ସୋମବାର

ବାକ୍ ସ୍ବାଧୀନତାର ଅଧିକାର ଲଗାମହୀନ ଘୋଡ଼ା ନ ହେଉ – ରାଷ୍ଟ୍ରପତି

ନୂଆଦିଲ୍ଲୀ ୧୨/୧୨/୨୦୨୧ କଳିଙ୍ଗ ଜ୍ୟୋତି : କୌଣସି କ୍ଷେତ୍ରରେ ବାଛବିଚାର ନ ରହିବା ହିଁ ମାନବାଧିକାର ସୁରକ୍ଷା ପ୍ରତି ସର୍ବାଧିକ ସମ୍ମାନ ହେବ ବୋଲି ମତ ଦେଇଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ। ବାର୍ଷିକ ମାନବ ଅଧିକାର ଦିବସ ଅବସରରେ ଆୟୋଗ ଦ୍ବାରା ଆୟୋଜିତ ଏକ କାର୍ଯ୍ୟକ୍ରମରେ ଉଦବୋଧନ

ଏଥର ବି ଆୟୋଜନ ହେବନି ବିିଶ୍ବ ପ୍ରସିଦ୍ଧ ଧନୁଯାତ୍ରା! ବୈଠକ ପରେ ବି ନିଷ୍ପତ୍ତି ଲଟକିଲା

ବରଗଡ଼ ୧୦/୧୨/୨୦୨୧ କଳିଙ୍ଗ ଜ୍ୟୋତି : ଏଥର ଧନୁଯାତ୍ରା ହେବ ନା ନାହିଁ, ଏହାର ଜବାବ କାହାରି ପାଖରେ ନାହିଁ। ବରଗଡ଼ର ବିଶ୍ବ ପ୍ରସିଦ୍ଧ ଧନୁଯାତ୍ରା ସକାଶେ ଆୟୋଜିତ ପ୍ରଥମ ବୈଠକରେ ବି ଏନେଇ କିଛି ନିଷ୍କର୍ସ ବାହାରି ପାରିଲା ନାହିଁ। ତେଣୁ ଧନୁଯାତ୍ରା ଆୟୋଜନ ନିଷ୍ପତ୍ତି ପୁଣି ଲଟକି ରହିଛି।

ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ୭୧ତମ ଜନ୍ମଦିବସ

ନୂଆଦିଲ୍ଲୀ : ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ୭୧ତମ ଜନ୍ମଦିବସ। ଏହି ଅବସରରେ ଦେଶଦୁନିଆରୁ ତାଙ୍କ ନିକଟକୁ ଶୁଭେଚ୍ଛାର ସୁଅ ଛୁଟୁଛି। ସୋସିଆଲ ମିଡିଆରେ ବହୁ ବିଶିଷ୍ଟ ବ୍ୟକ୍ତିଙ୍କ ସମେତ ସଭିଏଁ ଶୁଭେଚ୍ଛା ଓ ଶୁଭକାମନା ଜଣାଇଛନ୍ତି।ଏହି ଅବସରରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ

୨୯ରୁ ସିଟି ପରୀକ୍ଷା, ୬୭ କେନ୍ଦ୍ରରେ ପରୀକ୍ଷା ଦେବେ ୬ ହଜାର ଛାତ୍ରଛାତ୍ରୀ

କଟକ ୧୫/୦୯/୨୦୨୧ କଳିଙ୍ଗ ଜ୍ୟୋତି : ଡିପ୍ଲୋମା ଇନ୍‌ ଏଲିମେଣ୍ଟାରୀ ଏଜୁକେସନ୍‌ (ଡି.ଇଏଲ୍‌.ଇଡି) ବା ସିଟି ପରୀକ୍ଷା (ଦ୍ୱିତୀୟ ବର୍ଷ ଏବଂ ଦ୍ୱିତୀୟ ବର୍ଷ ବ୍ୟାକ୍‌) ପରୀକ୍ଷା ଆସନ୍ତା ୨୯ ତାରିଖରୁ ଆରମ୍ଭ ହେବ । ୬ ଦିନ ବ୍ୟାପୀ ହେବାକୁ ଥିବା ଏହି ପରୀକ୍ଷା ଅକ୍ଟୋବର ୮ତାରିଖରେ ଶେଷ ହେବ

ମହାନଦୀରେ ମଧ୍ୟମ ଧରଣର ବନ୍ୟା ଆଶଙ୍କା : ସ୍ବତନ୍ତ୍ର ରିଲିଫ କମିଶନର

ଭୁବନେଶ୍ବର ୧୫/୦୯/୨୦୨୧ କଳିଙ୍ଗ ଜ୍ୟୋତି : ଉପରମୁଣ୍ଡରେ ବର୍ଷା ଜାରି ରହିଥିବାରୁ ମହାନଦୀରେ ମଧ୍ୟମ ଧରଣର ବନ୍ୟା ଆଶଙ୍କା ରହିଛି । ତେବେ ଏଥିପାଇଁ ମହାନଦୀ ଅବବାହିକାରେ ବିଶେଷ କ୍ଷତି ହେବ ନାହିଁ ବୋଲି ରାଜ୍ୟ ସ୍ବତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନା ସୂଚନା ଦେଇଛନ୍ତି । ସେ

ସେପ୍ଟେମ୍ବର ୧୭ ସୁଦ୍ଧା ବଙ୍ଗୋପସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ ସୃଷ୍ଟି ସମ୍ଭାବନା

ଭୁବନେଶ୍ବର କଳିଙ୍ଗ ଜ୍ଯୋତି ୧୩/୦୯/୨୦୨୧ : ଭାରତୀୟ ପାଣିପାଗ ବିଭାଗ(ଆଇଏମ୍‌ଡି) ମହାନିର୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର ସୂଚନା ଦେଇ କହିଛନ୍ତି ଯେ ସେପ୍ଟେମ୍ବର ୧୭ ସୁଦ୍ଧା ବଙ୍ଗୋପସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ ସୃଷ୍ଟି ସମ୍ଭାବନା ରହିଛି। ସେପ୍ଟେମ୍ବର ୧୮ ସକାଳ ସୁଦ୍ଧା ଉତ୍ତର ଓଡ଼ିଶା

ମୂର୍ତ୍ତି ଉଚ୍ଚତା ନେଇ ସରକାରଙ୍କ ନିଷ୍ପତ୍ତିକୁ କଟକରେ ବିରୋଧ : ମହାନଗର ଶାନ୍ତି କମିଟି ଓ ପୂର୍ବାଞ୍ଚଳ ଶାନ୍ତି…

କଟକ ୧୧/୦୯/୨୦୨୧ କଳିଙ୍ଗ ଜ୍ୟୋତି : ପାର୍ବଣରେ ମୂର୍ତ୍ତି ଉଚ୍ଚତା ନେଇ ରାଜ୍ୟ ସରକାର ଜାରି କରିଥିବା ଗାଇଡଲାଇନକୁ ନେଇ କଟକରେ ପ୍ରବଳ ବିରୋଧ କରାଯାଇଛି । ଆଜି ଅନୁଷ୍ଠିତ ମହାନଗର ଶାନ୍ତି କମିଟି ବୈଠକରେ ଏ ନେଇ ହୋହାଲ୍ଲା ହୋଇଛି । ଓସିଏ ସମ୍ମିଳନୀକକ୍ଷଠାରେ ବୈଠକ ଅନୁଷ୍ଠିତ ଏହି
error: Content is protected !!
Open chat