Browsing Category

Regional

ରାଜଧାନୀରେ ପାଳନ ହେବନି ଜିରୋ ନାଇଟ : ଘରେ ରହି ନୂଆ ବର୍ଷ ପାଳନ କରିବାକୁ ବିଏମସିର ପରାମର୍ଶ

ଭୁବନେଶ୍ୱର: ଭୁବନେଶ୍ୱର ମହାନଗର ନିଗମ ଅଞ୍ଚଳରେ ଥିବା ବିଭିନ୍ନ ହୋଟେଲ, କ୍ଲବ, କନଭେନସନ୍ ହଲ୍ ଓ କଲ୍ୟାଣ ମଣ୍ଡପ ଆଦିରେ ଜିରୋ ନାଇଟ୍ ସେଲିବ୍ରେସନକୁ ବାରଣ କରାଯାଇଛି। ଜନସମାଗମ ଉପରେ ବିଏମସି (ଭୁବନେଶ୍ୱର ମହାନଗର ନିଗମ) ପକ୍ଷରୁ ରୋକ ଲଗାଯାଇଛି। ଏନେଇ ବିଏମସି କମିସନର ନିର୍ଦ୍ଦେଶନାମା

ଦେଶରେ ପ୍ରଥମ: ଦିଲ୍ଲୀରେ ଗଡ଼ିଲା ଚାଳକ ବିହୀନ ଟ୍ରେନ, ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଦେଶରେ ପ୍ରଥମ କରି ରାଜଧାନୀ ନୂଆଦିଲ୍ଲୀରେ ଗଡ଼ିଛି ଚାଳକ ବିହୀନ ଟ୍ରେନ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସୋମବାର ପୂର୍ବାହ୍ନରେ ଭିଡିଓ କନ୍‌ଫରେନ୍ସିଂ ଜରିଆରେ ସବୁଜ ପତାକା ଦେଖାଇ ଏହି ସେବାର ଶୁଭାରମ୍ଭ କରିଛନ୍ତି। ଏହି ଟ୍ରେନ ଦିଲ୍ଲୀ ମେଟ୍ରୋର ମାଜେଣ୍ଟା ଲାଇନ (ଜନକପୁରୀ

ଆଖଣ୍ଡଳମଣିଙ୍କ ଦର୍ଶନ ପାଇଁ ନିୟମ ଜାରି : ମାସ୍କ , ପରିଚୟପତ୍ର ବାଧ୍ୟତା ମୂଳକ

ଆରଡି : ମହାମାରୀ କରୋନା ପାଇଁ ଦୀର୍ଘ ୯ମାସରୁ ଉର୍ଦ୍ଧ ହେବ ଭଦ୍ରକ ଜିଲାର ପ୍ରସିଦ୍ଧ ଶୈବକ୍ଷେତ୍ର ଆରଡିଧାମର ବାବା ଆଖଣ୍ଡଳମଣିଙ୍କ ବନ୍ଦ ରହିଥିବାରୁ ଶ୍ରଦ୍ଧାଳୁଭକ୍ତମାନେ ମଣିବାବାଙ୍କ ଦର୍ଶନ ପାଇଁ ଚାତକ ପରି ଚାହିଁ ରହିଥିଲେ। ଭଦ୍ରକ ଜିଲା ପ୍ରଶାସନ ପକ୍ଷରୁ ମନ୍ଦିର ଖୋଲିବା ନେଇ ଜିଲାପାଳ

ୟୁରୋପରେ କରୋନାର ନୂଆ ରୂପ : ସ୍ପେନ୍‍ ଓ ଜାପାନରେ ୮ ଆକ୍ରାନ୍ତ ଚିହ୍ନଟ

ମାଦ୍ରିଦ୍‍ : ୟୁରୋପର କେତେକ ଦେଶରେ କରୋନାର ନୂଆ ରୂପ ଦେଖିବାକୁ ଦେଖିବାକୁ ମିଳିଛି। ସ୍ପେନ, ଜାପାନ, ଡେନ୍‍ମାର୍କ,ଜର୍ମାନୀ, ଇଟାଲୀ, ନେଦରଲ୍ୟାଣ୍ଡ ଏବଂ ଅଷ୍ଟ୍ରେଲିଆରେ ଏହି ନୂତନ ପ୍ରକାର କୋଭିଡ ସଂକ୍ରମଣ ଦେଖିବାକୁ ମିଳିଛି। ବ୍ରିଟେନରେ ଦେଖାଦେଇଥିବା କୋଭିଡର ନୂତନ ଜୀବାଣୁ ଦ୍ୱାରା

ଅନ୍ତର୍ଜାତୀୟ ହକି ଖେଳାଳି ନମିତା ଟପ୍ପୋ ପାଇଲେ ଏକଲବ୍ୟ ପୁରସ୍କାର

ଭୁବନେଶ୍ୱର: ଅନ୍ତର୍ଜାତୀୟ ଖ୍ୟାତି ସମ୍ପନ୍ନ ମହିଳା ହକି ଖେଳାଳି ନମିତା ଟୋପ୍ପୋ ମର୍ଯ୍ୟାଦାଜନକ ଏକଲବ୍ୟ ପୁରସ୍କାର ମିଳିଛି। ଖେଳ ଜୀବନରେ ତିନିଟି ପ୍ରମୁଖ ଅନ୍ତର୍ଜାତୀୟ ପଦକ ବିଜୟିନୀ ନମିତାଙ୍କୁ ରବିବାର ୨୮ତମ ସଂସ୍କରଣ ବିଜେତା ଭାବେ ଏହି ପୁରସ୍କାର ଦିଆଯାଇଛି। କରୋନା ଭାଇରସ ମହାମାରୀ

ରାଜ୍ୟରେ ଅପରାଧର ମାତ୍ରା କମିଛି ଓ ନିୟନ୍ତ୍ରଣରେ ରହିଛି : ଡିଜିପି ଅଭୟ

ବରିଷ୍ଠ ପୁଲିସ୍‍ ଅଧିକାରୀଙ୍କ ସମ୍ମିଳନୀ ଉଦ୍‍ଘାଟିତ କଟକ : ରାଜ୍ୟରେ ଅପରାଧର ମାତ୍ରା କମିଛି ଓ ନିୟନ୍ତ୍ରଣରେ ରହିଛି। ୨୦୨୦ରେ ଓଡ଼ିଶା ପୁଲିସ ଭଲଭାବେ କରୋନା ମୁକାବିଲା କରିଛି ବୋଲି ପୁଲିସ ମହାନିର୍ଦେଶକ ଶ୍ରୀ ଅଭୟ କହିଛନ୍ତି। ରବିବାର କଟକଠାରେ ରାଜ୍ୟର ବରିଷ୍ଠ ପୁଲିସ୍‍

ଲଭ୍ ଜିହାଦ ଆଇନରେ ମୋହର ମାରିଲେ ମଧ୍ୟପ୍ରଦେଶର ଶିବରାଜ ସରକାର, ଅଭିଯୋଗ ପ୍ରମାଣିତ ହେଲେ ୧୦ ବର୍ଷ ଜେଲ୍

ଭୋପାଳ : ଲଭ୍ ଜିହାଦକୁ ବନ୍ଦ କରିବାକୁ ମଧ୍ୟପ୍ରଦେଶରେ ଆଣିଥିବା ‘ଧର୍ମ ସ୍ୱାତନ୍ତ୍ର୍ୟ ବିଧେୟକ ୨୦୨୦’ କୁ କ୍ୟାବିନେଟ୍ ଅନୁମୋଦନ କରିଛି। ରାଜ୍ୟ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହ୍ବାନ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ସ୍ୱତନ୍ତ୍ର ବୈଠକରେ କ୍ୟାବିନେଟ ଏହି ବିଲକୁ ଅନୁମୋଦନ କରିଛି। ଡିସେମ୍ବର

ଆଖଣ୍ଡଳମଣିଙ୍କ ଦର୍ଶନ ପାଇଁ ଏସ୍‌ଓପି ଜାରି, ୨୮ରୁ ୨ ଦିନ ସେବାୟତ ଓ ୩୦ ଓ ୩୧ରେ ସ୍ଥାନୀୟ ଅଞ୍ଚଳବାସୀଙ୍କ ଦର୍ଶନ

ଜାନୁଆରି ୩ରେ ସର୍ବସାଧାରଣ କରିବେ ବାବାଙ୍କୁ ଦର୍ଶନ ଆରଡି: ମହାମାରୀ କରୋନା ପାଇଁ ଦୀର୍ଘ ୯ମାସରୁ ଉର୍ଦ୍ଧ୍ୱ ହେବ ବାବା ଆଖଣ୍ଡଳମଣିଙ୍କ ମନ୍ଦିର ବନ୍ଦ ରହିଥିବାରୁ ଅଗଣିତ ଶ୍ରଦ୍ଧାଳୁଭକ୍ତ ବାବାଙ୍କ ଦର୍ଶନରୁ ବଞ୍ଚିତ ଥିଲେ। ଭକ୍ତଙ୍କ ଦର୍ଶନ ଓ ମନ୍ଦିର ଖୋଲିବା ପାଇଁ ବିଭିନ୍ନ ସଂଗଠନ

ସହରାଞ୍ଚଳ ବିକାଶରେ ଓଡିଶା ହେବ ରୋଲ ମଡେଲ: ମୁଖ୍ୟମନ୍ତ୍ରୀ

ରାଜ୍ୟର ପ୍ରଥମ ଟାଉନ ପ୍ଲାନିଂ ଯୋଜନାରେ ଗ୍ରାମବାସୀଙ୍କୁ ପଟ୍ଟା ବଣ୍ଟନ ଭୁବନେଶ୍ବର: ରାଜ୍ୟର ପ୍ରଥମ ଟାଉନ ପ୍ଲାନିଂ ଯୋଜନାରେ ଆଜି ଭୁବନେଶ୍ବର ଉପକଣ୍ଠର ୪ଟି ଗାଁ ସହଜପୁର, ନାରଗୋଦା, ସିଜୁପୁଟ ଓ ପାଇକରାପୁରର ଗ୍ରାମବାସୀମାନଙ୍କୁ ବିକଶିତ ଅଞ୍ଚଳର ଜମିପଟ୍ଟା ଆବଣ୍ଟନ

ଗୁରୁଦେବଙ୍କ ବାର୍ତ୍ତା ହିଁ ଆତ୍ମନିର୍ଭର ଭାରତର ଆଧାରଶୀଳା: ପ୍ରଧାନମନ୍ତ୍ରୀ

କଲକାତା: ବିଶ୍ଵଭାରତୀୟ ବିଶ୍ଵବିଦ୍ୟାଳୟର ୧୦୦ ବର୍ଷର ଯାତ୍ରା ଅତ୍ୟନ୍ତ ସ୍ବତନ୍ତ୍ର। ଏହାର ପ୍ରତିଷ୍ଠାତା ରବୀନ୍ଦ୍ର ନାଥ ଟାଗୋର ଭାରତ ପାଇଁ ଯେଉଁ ସ୍ବପ୍ନ ଦେଖିଥିଲେ, ତାହାକୁ ସାକାର କରିବା ପାଇଁ ଏହି ଅନୁଷ୍ଠାନ ସାରା ଦେଶକୁ ଶକ୍ତି ଯୋଗାଉଛି। ଗୁରୁଦେବ ବିଶ୍ଵଭାରତୀକୁ ଏପରି ଭାବେ
error: Content is protected !!
Open chat