Browsing Category
Regional
୨୩ରୁ ଖୋଲିବ ଶ୍ରୀମନ୍ଦିର, ସୂଚନା ଦେଲେ ପୁରୀ ଜିଲ୍ଲାପାଳ
ପୁରୀ: ଆସନ୍ତା ୨୩ ତାରିଖରୁ ଶ୍ରୀମନ୍ଦିର ଖୋଲିବ ବୋଲି ପୁରୀ ଜିଲ୍ଲାପାଳ ସୂଚନା ଦେଇଛନ୍ତି। ଶ୍ରୀମନ୍ଦିର ସହ ପୁରୀ ଜିଲ୍ଲାର ସମସ୍ତ ଧର୍ମାନୁଷ୍ଠାନ ଖୋଲିବ ବୋଲି ସେ କହିଛନ୍ତି। କୋଭିଡ୍ କଟକଣା ମାନି ଶ୍ରଦ୍ଧାଳୁ ଦର୍ଶନ କରିବେ।ପ୍ରଥମ ଦୁଇ ଦିନ ଅର୍ଥାତ ୨୩ ଓ ୨୪ ତାରିଖ ଦୁଇ ଦିନ ସେବାୟତଙ୍କ!-->…
ପୁଣି ବିସିସିଆଇ ଉପାଧ୍ୟକ୍ଷ ହେବେ ରାଜୀବ ଶୁକ୍ଳା; ୨୪ରେ ଆନୁଷ୍ଠାନିକ ଘୋଷଣା
ନୂଆଦିଲ୍ଲୀ: ପୂର୍ବତନ ସାଂସଦ ରାଜୀବ ଶୁକ୍ଳା ପୁଣି ଥରେ ଭାରତୀୟ କ୍ରିକେଟ କଂଟ୍ରୋଲ ବୋର୍ଡ (ବିସିସିଆଇ)ର ଉପାଧ୍ୟକ୍ଷ ପଦ ସମ୍ଭାଳିବେ। ବିସିସିଆଇ ସଦସ୍ୟମାନେ ଏହି ପଦ ପାଇଁ ସର୍ବସମ୍ମତି କ୍ରମେ ରାଜୀବ ଶୁକ୍ଳାଙ୍କୁ ଚୟନ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଶୁକ୍ଳା ଏହା ପୂର୍ବରୁ ଏନ.!-->…
ଦୁଇ ବର୍ଷ ମଧ୍ୟରେ ଦେଶର ରାଜପଥରୁ ହଟିବ ସବୁ ଟୋଲ, ଜିପିଏସ୍ ଟ୍ରାକ କରି ଆଦାୟ ହେବ ଟୋଲ ଟିକସ
ନୂଆଦିଲ୍ଲୀ: ଜାତୀୟ ରାଜପଥରୁ ହଟିବ ଟୋଲ ଗେଟ୍ । ଦୁଇ ବର୍ଷ ମଧ୍ୟରେ ଦେଶର ସମସ୍ତ ଟୋଲଗେଟକୁ ହଟାଇ ଦିଆଯିବ । ମାତ୍ର ଯାତାୟତ ପାଇଁ ପୂର୍ବ ପରି ଟିକସ ଦେବା ନିମନ୍ତେ ପଡ଼ିବ । ଏଥିପାଇଁ ଗ୍ଲୋବାଲ ପୋଜିସନିଂ ସିଷ୍ଟମ (ଜିପିଏସ) ବ୍ୟବସ୍ଥା କରାଯିବ । କେନ୍ଦ୍ର ସରକାର ଗୁରୁବାର ଏ!-->…
ଜନସଂଖ୍ୟା ନିୟନ୍ତ୍ରଣ ପାଇଁ କଡ଼ା ଆଇନ ଆଣିବାକୁ କେନ୍ଦ୍ର ମନ୍ତ୍ରୀଙ୍କ ଦାବି
ପାଟନା: ଜନସଂଖ୍ୟା ନିୟନ୍ତ୍ରଣ ନିହାତି ଜରୁରୀ। ସାମାଜିକ ସ୍ତରରେ ସମନ୍ବୟ ରକ୍ଷା କ୍ଷେତ୍ରରେ ଜନସଂଖ୍ୟା ନିୟନ୍ତ୍ରଣ ଗୁରୁତ୍ଵପୂର୍ଣ୍ଣ। ତେଣୁ ଏଥିପାଇଁ କଡ଼ା ଆଇନ ଆଣିବାକୁ କେନ୍ଦ୍ରମନ୍ତ୍ରୀ ଗିରିରାଜ ସିଂହ ଦାବି କରିଛନ୍ତି।
ଗିରିରାଜ ଏହି ପ୍ରସଙ୍ଗ ଉଠାଇ କହିଛନ୍ତି, ଦେଶର ବିକାଶ ଏବଂ!-->!-->!-->…
ଖୁବଶୀଘ୍ର ଓଡ଼ିଶୀ ସଙ୍ଗୀତକୁ ମିଳିବ ଶାସ୍ତ୍ରୀୟ ମାନ୍ୟତା: କେନ୍ଦ୍ରମନ୍ତ୍ରୀ କେନ୍ଦ୍ର ପର୍ୟ୍ୟଟନ ମନ୍ତ୍ରୀଙ୍କୁ ଭେଟିଲେ…
ଭୁବନେଶ୍ୱର: ଖୁବ୍ ଶୀଘ୍ର ଓଡ଼ିଶୀ ସଙ୍ଗୀତକୁ ଶାସ୍ତ୍ରୀୟ ମାନ୍ୟତା ନେଇ ପଦକ୍ଷେପ ନିଆଯିବ ବୋଲି କେନ୍ଦ୍ର ପର୍ଯ୍ୟଟନ ଓ ସଂସ୍କୃତି ମନ୍ତ୍ରୀ ପ୍ରହଲ୍ଲାଦ ସିଂହ ପଟେଲ କହିଛନ୍ତି। ଦିଲ୍ଲୀ ଗସ୍ତରେ ଥିବା କନ୍ଧମାଳ ସାଂସଦ ଅଚ୍ୟୁତ ସାମନ୍ତ ଗୁରୁବାର ମନ୍ତ୍ରୀ ଶ୍ରୀ ପଟେଲ୍ଙ୍କୁ ଭେଟିଥିଲେ। ଏହି!-->…
ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗ କଲେ ମୁମ୍ବାଇ ମଡ଼େଲ; ମହାରାଷ୍ଟ୍ର ପୁଲିସକୁ ରିପୋର୍ଟ ତଲବ
ରାଞ୍ଚି: ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ବିରୋଧରେ ଜଣେ ମଡ଼େଲ ଆଣିଛନ୍ତି ଦୁଷ୍କର୍ମ ଅଭିଯୋଗ । ଏ ସମ୍ପର୍କରେ ସମ୍ପୃକ୍ତ ମହିଳା ଜାତୀୟ ମହିଳା ଆୟୋଗରେ ଅଭିଯୋଗ କରିଛନ୍ତି । ମହିଳା ଆୟୋଗ ଏହି ଅଭିଯୋଗକୁ ଗ୍ରହଣ କରି ମହାରାଷ୍ଟ୍ର ପୁଲିସ ମହାନିର୍ଦେଶକଙ୍କଠାରୁ ବିସ୍ତୃତ!-->…
ପ୍ରଥମ ପର୍ଯ୍ୟାୟରେ କୋଭିଡ ଯୋଦ୍ଧା ଓ ବୟସ୍କଙ୍କୁ ମାଗଣା କରୋନା ଟିକା
ଭୁବନେଶ୍ୱର: ପ୍ରଥମ ପର୍ଯ୍ୟାୟରେ କୋଭିଡ ଯୋଦ୍ଧା ଓ ବୟସ୍କଙ୍କୁ କରୋନା ଟିକା ଦିଆଯିବ। ସମ୍ପୂର୍ଣ୍ଣ ମାଗଣାରେ ଏହି ଟିକା ଯୋଗାଇ ଦିଆଯିବ ବୋଲି ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସ ଗୁରୁବାର ସୂଚନା ଦେଇଛନ୍ତି।ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସ କହିଛନ୍ତି ଯେ ଓଡ଼ିଶାରେ ପ୍ରଥମେ ୩ଟି ଶ୍ରେଣୀଭୁକ୍ତ କରୋନା!-->…
ଆଇନ ବିରୋଧରେ ଆନ୍ଦୋଳନ କରିବା ମୌଳିକ ଅଧିକାର, କିନ୍ତୁ ଏଥିରେ କାହାକୁ ସମସ୍ୟା ନ ହେବା ଦରକାର: ସୁପ୍ରିମକୋର୍ଟ
ନୂଆଦିଲ୍ଲୀ: ଆଇନ ବିରୋଧରେ ଆନ୍ଦୋଳନ କରିବା ଠିକ୍। ଏହା ପ୍ରତି ଭାରତୀୟଙ୍କର ମୌଳିକ ଅଧିକାର। କିନ୍ତୁ ଏହି ଆନ୍ଦୋଳନ ଅନ୍ୟମାନଙ୍କ ପ୍ରତି ସମସ୍ୟା ସୃଷ୍ଟି ନ କରିବା ଦରକାର ବୋଲି କହିଛନ୍ତି ସୁପ୍ରିମକୋର୍ଟ। ୩ କୃଷି ଆଇନର ସାମ୍ବିଧାନିକ ବୈଧତାକୁ ଚ୍ୟାଲେଞ୍ଜ କରି ରୁଜୁ ହୋଇଥିବା ପିଟିଶନ!-->…
ଇସ୍ରୋ ଦ୍ବାରା ସଫଳତାର ସହ ଉତକ୍ଷେପଣ ହେଲା ଯୋଗାଯୋଗ ଉପଗ୍ରହ ସିଏମଏସ – ୦୧
ଇସ୍ରୋ ଦ୍ବାରା ସଫଳତାର ସହ ଉତକ୍ଷେପଣ ହେଲା ଯୋଗାଯୋଗ ଉପଗ୍ରହ ସିଏମଏସ – ୦୧
ଆଜି ଅପରାହ୍ନ ୩ଟା ୪୧ ମିନିଟରେ ଶ୍ରୀହରିକୋଟା ସ୍ଥିତ ସତୀଶ ଧାୱନ ମହାକାଶ କେନ୍ଦ୍ରରୁ ପିଏସଏଲଭି-ସି୫୦ ଦ୍ୱାରା ସ୍ବଦେଶୀ ଜ୍ଞାନ କୌଶଳରେ ନିର୍ମିତ ଯୋଗାଯୋଗ ଉପଗ୍ରହ ‘ସିଏମଏସ-୦୧’ ଉତକ୍ଷେପଣ କରାଯାଇଛି।!-->!-->!-->…
ବଡ଼ଦିନରେ ଖୋଲିବ ଚର୍ଚ୍ଚ, ସ୍ବତନ୍ତ୍ର ଅନୁମତି ଦେବ ଭୁବନେଶ୍ବର ମହାନଗର ନିଗମ
ଭୁବନେଶ୍ବର: ଖ୍ରୀଷ୍ଟିୟ ଧର୍ମାବଲମ୍ବିଙ୍କ ପାଇଁ ଖୁସି ଖବର। ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ଜନ୍ମଦିନ ତଥା ବଡ଼ଦିନ ପାଳନ ପାଇଁ ରାଜଧାନୀରେ ଚର୍ଚ୍ଚ ଖୋଲିବା ପାଇଁ ବିଏମ୍ସି ସବୁଜ ସଙ୍କେତ ଦେଇଛି। ଡିସେମ୍ବର ୨୫ରେ ରାଜଧାନୀରେ ଚର୍ଚ୍ଚ ଖୋଲିବା ନେଇ ସ୍ବତନ୍ତ୍ର ଅନୁମତି ଦିଆଯିବ ବୋଲି ବିଏମ୍ସି!-->…
