Browsing Category
Regional
ବିଶୃଙ୍ଖଳ ଆଚରଣ ପାଇଁ ରାଜ୍ୟ ସଭାର ୮ ସାଂସଦ ନିଲମ୍ବିତ
ନୂଆଦିଲ୍ଲୀ କଳିଙ୍ଗ ଜ୍ୟୋତି ବ୍ୟୁରୋ ୨୧-୦୯-୨୦ : ବିଶୃଙ୍ଖଳ ଆଚରଣ ପାଇଁ ରାଜ୍ୟ ସଭାର ୮ ସାଂସଦଙ୍କୁ ସୋମବାର ନିଲମ୍ବନ କରାଯାଇଛି। ରାଜ୍ୟସଭାର ମତ ଲୋଡ଼ି ଏକ ସପ୍ତାହ ପାଇଁ ଅଧ୍ୟକ୍ଷ ଭେଙ୍କିଆ ନାଇଡ଼ୁ ସାଂସଦଙ୍କୁ ନିଲମ୍ବନ କରିଛନ୍ତି। କୃଷି ବିଲ ଆଲୋଚନାରେ ହଙ୍ଗାମା କରିଥିବା ୮ ସାଂସଦ!-->…
ପୁରୀ ପେଣ୍ଠକଟାରେ ଚର୍ଚ୍ଚା :କଙ୍କଡ଼ା ଦେହରେ ଠାକୁରଙ୍କ ନୃସିଂହ ଅବତାରର ଦୃଶ୍ୟ
ପୁରୀ କଳିଙ୍ଗ ଜ୍ୟୋତି ବ୍ୟୁରୋ ୨୧-୦୯-୨୦ : କଙ୍କଡ଼ା ଶରୀରରେ ଠାକୁରଙ୍କ ଛବି! ନିରେଖିଲେ ଠାକୁରଙ୍କ ନୃସିଂହ ଅବତାରର ଦୃଶ୍ୟ । ଏହି ବିଚିତ୍ର କଙ୍କଡ଼ା ଦେଖିବାକୁ ପେଣ୍ଠକଟାରେ ଭିଡ଼ ଲାଗିଛି । ପେଣ୍ଠକଟା ବେହେରା ସାହିର ଜନାର୍ଦ୍ଦନ ବେହେରା । ସେ ଜଣେ ମାଛ ବ୍ୟବସାୟୀ ।
ରବିବାର!-->!-->!-->…
ଜଗତପୁରର ସଦଗୁରୁ କୋଭିଡ ହସ୍ପିଟାଲରେ ଅଗ୍ନିକାଣ୍ଡ
କଟକ କଳିଙ୍ଗ ଜ୍ୟୋତି ବ୍ୟୁରୋ ୨୧-୦୯-୨୦ : କଟକ ଜଗତପୁର ସଦଗୁରୁ କୋଭିଡ ହସ୍ପିଟାଲରେ ସୋମବାର ଅଗ୍ନିକାଣ୍ଡ ଘଟିଛି। ଆଇସିୟୁରେ ନିଆଁ ଲାଗିଥିବା ସୂଚନା ମିଳିଛି । ଖବାର ପାଇ ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛି। କୋଭିଡ ହସ୍ପିଟଲା ହୋଇଥିବାରୁ ରୋଗୀମାନଙ୍କୁ!-->…
ଜାମ୍ମୁ କାଶ୍ମୀର ପାଇଁ ଅର୍ଥନୈତିକ ପ୍ୟାକେଜ୍ : ଗୋଟିଏ ବର୍ଷ ପାଇଁ ବିଦ୍ୟୁତ୍-ଜଳ ବିଲରେ ୫୦ ପ୍ରତିଶତ ଛାଡ
ଶ୍ରୀନଗର/ନୂଆଦିଲ୍ଲୀ କଳିଙ୍ଗ ଜ୍ୟୋତି ବ୍ୟୁରୋ ୧୯-୦୯-୨୦ : ଜାମ୍ମୁ କାଶ୍ମୀର ଲେଫ୍ଟନାଣ୍ଟ ଗଭର୍ଣ୍ଣର ମନୋଜ ସିହ୍ନା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆତ୍ମନିର୍ଭର ଭାରତ ଅଭିଯାନକୁ ଆଗେଇ ନେଇ ଶନିବାର ରାଜ୍ୟ ପାଇଁ ୧୩୫୦ କୋଟି ଟଙ୍କାର ଆର୍ଥିକ ପ୍ୟାକେଜ୍ ଘୋଷଣା କରିଛନ୍ତି। ଆର୍ଥିକ!-->…
ଆଜିଠାରୁ ଆଇପିଏଲ୍ର ୧୩ଶ ସଂସ୍କରଣ
ମୁମ୍ବଇ ଇଣ୍ଡିଆନ୍ସ-ଚେନ୍ନଇ ସୁପର କିଙ୍ଗସ୍ ଉଦ୍ଘାଟନୀ ମ୍ୟାଚ
ଆବୁଧାବି/ନୂଆଦିଲ୍ଲୀ କଳିଙ୍ଗ ଜ୍ୟୋତି ବ୍ୟୁରୋ ୧୯-୦୯-୨୦ : ସମସ୍ତ କଳ୍ପନା ଜଳ୍ପନାର ଅନ୍ତଃ ହେବାକୁ ଯାଉଛି। ଶନିବାରଠାରୁ ୟୁନାଇଟେଡ୍ ଆରବ ଏମିରେଟ୍ସ (ୟୁଏଇ)ରେ ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍)ର ୧୩ଶ!-->!-->!-->…
ସି-ସୋର ଚିଟଫଣ୍ଡ ଲିଙ୍କ୍ ନେଇ ବରିଷ୍ଠ ବିଜେଡି ନେତା ଦେବୀ ମିଶ୍ରଙ୍କ ବାସ ଭବନରେ ସିବିଆଇ ରେଡ୍
ଭୁବନେଶ୍ୱର କଳିଙ୍ଗ ଜ୍ୟୋତି ବ୍ୟୁରୋ ୧୮-୦୯-୨୦ :ବରିଷ୍ଠ ବିଜେଡି ନେତା ଦେବୀ ମିଶ୍ରଙ୍କ ଘରେ ସିବିଆଇ ରେଡ୍। ଭୁବନେଶ୍ବର ୟୁନିଟ୍ ସ୍ଥିତ ସରକାରୀ ବାସଭବନରେ ରୋଡ୍ ଚାଲିଥିବା ସୂଚନା ମିଳିଛି। ସି- ସୋର ଲିଙ୍କ ଅଭିଯୋଗରେ ସିବିଆଇ ତାଙ୍କ ଘରେ ଚଢ଼ଉ କରିଥିବା ଜଣାପଡିଛି।
ଏଥି!-->!-->!-->!-->!-->!-->!-->…
ତାଳଚେର – ବିମଳାଗଡ ପ୍ରସ୍ତାବିତ ରେଳପଥ: ୧୬ ବର୍ଷ ବିତିଗଲା, ଜମିଦେଇ ପାରିଲେନି ରାଜ୍ୟ ସରକାର ! ! ହାଇକୋର୍ଟରେ…
ରାଉରକେଲା,(କଳିଙ୍ଗ ଜ୍ୟୋତି ବ୍ୟୁରୋ),୧୮/୦୯ : ଏହାରି ଭିତରେ ୧୬ ବର୍ଷ ବିତିଗଲା କିନ୍ତୁ ରାଜ୍ୟ ସରକାର ବିମଳାଗଡ -ତାଳଚେର ରେଳ ପଥ ଲାଗି ଆବଶ୍ୟକ ଜମି ଅଧିଗ୍ରହଣ କରି ଦେଇପାରିଲେନି, ସଂଗ୍ରାମ ସମିତି ସମସ୍ତ ରାସ୍ତା ଅନୁସରଣ କରି ବିଫଳ ହେବା ପରେ ଏନେଇ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି!-->…
ଦେଶରେ ଆସନ୍ତା ବର୍ଷ ପ୍ରାରମ୍ଭରେ ଉପଲବ୍ଧ ହେବ କୋଭିଡ-୧୯ ଟିକା : ହର୍ଷ ବର୍ଦ୍ଧନ
ନୂଆଦିଲ୍ଲୀ କଳିଙ୍ଗ ଜ୍ୟୋତି ବ୍ୟୁରୋ ୧୮-୦୯-୨୦ : ଆସନ୍ତା ବର୍ଷ ଆରମ୍ଭ ସୁଦ୍ଧା ଦେଶରେ କୋଭିଡ-୧୯ ଟିକା ଉପଲବ୍ଧ ହେବ ବୋଲି ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରୀ ଡ଼କ୍ଟର ହର୍ଷବର୍ଦ୍ଧନ ଆଶା ପ୍ରକଟ କରିଛନ୍ତି। ସେ ସୂଚନା ଦେଇଛନ୍ତି ଯେ ତିନିଟି ଟିକା ପ୍ରାର୍ଥୀ!-->…
ସାବଧାନ ! ! ସାବାଡ୍ ହେବେ ଅମାନିଆ : ଟ୍ୱିନ-ସିଟିରେ କୋଭିଡ ନିୟମ ଉଲ୍ଲଂଘନକାରୀଙ୍କ ଉପରେ ନଜର ରଖିବାକୁ ନିୟୋଜିତ…
ମାର୍କେଟରେ ଜଗିବେ ଏନଫୋର୍ସମେଣ୍ଟ ଟିମ
ଭୁବନେଶ୍ୱର,(କଳିଙ୍ଗ ଜ୍ୟୋତି ବ୍ୟୁରୋ),୧୮/୦୯ : କୋଭିଡ ନିୟମ ଉଲ୍ଲଂଘନକାରୀଙ୍କୁ ସାବାଡ୍ କରିବାପାଇଁ ଭୁବନେଶ୍ୱର ଏବଂ କଟକ ଠାରେ ଅଧିକ ୫୦ଜଣ ଅଧିକାରୀ ଏବଂ ୫ ପ୍ଲାଟୁନ୍ ଅଧିକ ସଶସ୍ତ୍ର ପୋଲିସ ନିୟୋଜିତ ହେବେ । କୋଭିଡ ନିୟମ!-->!-->!-->…
ବୈଦୁତିକ ଗଣମାଧ୍ୟମ ଅପେକ୍ଷା ଡିଜିଟାଲ ମିଡିଆରେ ଖବର ଅଧିକ ଭାଇରାଲ ହୁଏ : ସୁପ୍ରିମକୋର୍ଟରେ କେନ୍ଦ୍ର ସରକାରଙ୍କ…
ନୂଆଦିଲ୍ଲୀ କଳିଙ୍ଗ ଜ୍ୟୋତି ବ୍ୟୁରୋ ୧୭-୦୯-୨୦ : ବୈଦୁତିକ ଗଣମାଧ୍ୟମ ପାଇଁ ମାନକ ପ୍ରସ୍ତୁତ କରିବା ମାମଲାରେ ଆଜି(ଗୁରୁବାର) ସୁପ୍ରିମକୋର୍ଟ ଶୁଣାଣି ହେବାର ଅଛି। କେନ୍ଦ୍ର ସରକାର କୋର୍ଟରେ ସତ୍ୟପାଠ ଦାଖଲ କରିଛନ୍ତି। କେନ୍ଦ୍ର ସରକାର କହିଛନ୍ତି, ବୈଦୁତିକ ଗଣମାଧ୍ୟମ ଅପେକ୍ଷା ଡିଜିଟାଲ!-->…
